Browsing Category

ଖେଳ

ଖେଳ ମଝିରେ ପରସ୍ପର ଉପରେ ହାତ ଉଠାଉଠି ହେଲେ ୟୁସିଫ ପଠାନ ଏବଂ ମିଶେଲ ଜନସନ

ଲିଜେଣ୍ଡସ ଲିଗର ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ ଇଣ୍ଡିଆ କ୍ୟାପିଟାଲ୍ସ ଏବଂ ଭିଲବାଡା କିଙ୍ଗସ ମଧ୍ୟରେ ଯୋଧପୁରରେ ଖେଳାଯାଇଥିଲା। ଏହି ମ୍ୟାଚକୁ ଗୌତମ ଗମ୍ଭୀରଙ୍କ ଅଧିନାୟକତ୍ୱରେ ଇଣ୍ଡିଆ କ୍ୟାପିଟାଲ୍ସ ୪ ଓ୍ଵିକେଟରେ ଜିତି ଫାଇନାଲରେ ପ୍ରବେଶ କରିଥିଲା। କିନ୍ତୁ ଏହି ମ୍ୟାଚରେ ଏମିତି କିଛି

ମହିଳା ରଗ୍‌ବୀରେ ଓଡ଼ିଶାକୁ ପ୍ରଥମ ସ୍ବର୍ଣ୍ଣ

କଟକ  : ଗୁଜୁରାଟରେ ଚାଲିଥିବା ୩୬ତମ ଜାତୀୟ କ୍ରୀଡାରେ ଓଡ଼ିଶା ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଛନ୍ତି ମହିଳା ରଗ୍‌ବୀ ଦଳ। ଶୁକ୍ରବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଓଡ଼ିଶା ମହିଳା ରଗ୍‌ବୀ ଦଳ ୨୨-୦ରେ ମହାରାଷ୍ଟ୍ରକୁ ପରାସ୍ତ କରି ଚମ୍ପିଆନ ହୋଇଛି। ଫାଇନାଲରେ ହୁପି ମାଝି, ମଞ୍ଜୁ,

ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ : ବିଜେତା ଦଳକୁ ମିଳିବ ୧୩ କୋଟି

ଦୁବାଇ  : ଅଷ୍ଟ୍ରେଲିଆରେ ଆସନ୍ତା ଅକ୍ଟୋବର ୧୬ରୁ ନଭେମ୍ବର ୧୩ ପର୍ଯ୍ୟନ୍ତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ ଖେଳାଯିବ। ଉକ୍ତ ଟୁର୍ଣ୍ଣାମେଣ୍ଟର ବିଜେତା ଦଳକୁ ୟୁଏସ୍‌ଡି ୧.୬ ମିଲିୟନ ଡଲାର (ଭାରତୀୟ ମୁଦ୍ରରେ ୧୩କୋଟି ) ଟଙ୍କା ମିଳିବ । ଏ ନେଇ ଆଇସିସି ପରିଚାଳନା ପରିଷଦ ପକ୍ଷରୁ ଶୁକ୍ରବାର

ଅଷ୍ଟ୍ରେଲିଆ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୨-୧ରେ ଜିତିଲା ଭାରତ

ହାଇଦ୍ରାବାଦ : ଅଷ୍ଟ୍ରେଲିଆ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୨-୧ରେ ଜିତି ବିଶ୍ବକପ୍‌ ପୂର୍ବରୁ ଆତ୍ମବିଶ୍ବାସ ଅର୍ଜନ କରିଛି। ରବିବାର ତୃତୀୟ ମ୍ୟାଚ୍‌ରେ ଅକ୍ଷର ପଟେଲଙ୍କ ଚମତ୍କାର ବୋଲିଂ (୩/୩୩) ପରେ ବିରାଟ କୋହଲି (୬୩), ସୂର୍ଯ୍ୟକୁମାର ଯାଦବ (୬୯)ଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ

ଜୁନିଅର ହକି ଚମ୍ପିୟନ ଦଳକୁ ସମ୍ବର୍ଦ୍ଧିତ କଲା ସୁନ୍ଦରଗଡ଼ “ବିଜେଡି”

ସୁନ୍ଦରଗଡ଼ : ରାଜ୍ୟ ହକି ଆସୋସିଏସନ ଦ୍ୱାରା ଆୟୋଜିତ ଆନ୍ତଃଜିଲ୍ଲା କନିଷ୍ଠବର୍ଗ ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ସୁନ୍ଦରଗଡ଼ ଜିଲ୍ଲା ହକି ଦଳ ଦେବଗଡ଼ ଜିଲ୍ଲା ହକି ଦଳକୁ ଫାଇନାଲ ମ୍ୟାଚରେ ଗୋଟିଏ ଗୋଲରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରେ ଚମ୍ପିୟନ ହୋଇ ଚମ୍ପିୟନ ଟ୍ରଫି ହାସଲ କରି ଆଜି

ନବ ନିର୍ବାଚିତ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀଙ୍କୁ ସ୍ବାଗତ

ଭୁବନେଶ୍ୱର: ଓଡ଼ିଶା ପାଇଁ ଗୈାରବ ଆଣିଥିବା ହକି ଇଣ୍ଡିଆର ନବନିର୍ବାଚିତ ସଭାପତି ଦିଲୀପ ତିର୍କୀଙ୍କୁ ବିମାନ ବନ୍ଦରରେ ହକି ଓଡ଼ିଶାର ଅଧିକାରୀମାନେ ଏବଂ ପ୍ରଶଂସକମାନେ ଭବ୍ୟ ସ୍ବାଗତ କରିଥିଲେ । କ୍ରୀଡ଼ା ସଚିବ ଆର ଭିନିଲ କ୍ରିଷ୍ଣା ମଧ୍ୟ ଶ୍ରୀ ତିର୍କୀଙ୍କୁ ସ୍ବାଗତ କରିଛନ୍ତି ।

ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ: ଭୁବନେଶ୍ବରରେ ପହଞ୍ଚିଲେ ଭିଲ୍‌ୱାରା କିଙ୍ଗ୍ସ ଓ ମଣିପାଲ ଟାଇଗର୍ସ

ଭୁବନେଶ୍ବର:: କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟର ଏକ ଲିଗ୍‌ ମ୍ୟାଚ ସେପ୍ଟେମ୍ବର ୨୬ରେ ଖେଳାଯିବ। ଏଥି ପାଇଁ ବାରବାଟୀ ଷ୍ଟାଡ଼ିୟମ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି। ଲିଜେଣ୍ଡ୍ସ ଲିଗ କ୍ରିକେଟରେ ଅଂଶ ଗ୍ରହଣ କରିବାକୁ ଥିବା ୨ଟି ଟିମ ଆଜି ଭୁବନେଶ୍ବରରେ ଆସି

ରାଜ୍ୟସ୍ତରୀୟ ‘ଜୁନିଅର ମେନ୍ ହକି ଚମ୍ପିଆନସିପ୍ସ’ରେ ଚାମ୍ପିୟନ ହୋଇଥିବା ସୁନ୍ଦରଗଡ଼ ଟିମକୁ ଜିଲ୍ଲା…

ସୁନ୍ଦରଗଡ଼ : ହକି ଆସୋସିଏସନ ଅଫ୍ ଓଡ଼ିଶା ଆନୁକୂଲ୍ୟରେ ଭୁବନେଶ୍ବରଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ 'ଜୁନିଅର ମେନ୍ ହକି ଚମ୍ପିଆନସିପ୍ସ ୨୦୨୨' ରେ ସୁନ୍ଦରଗଡ଼ ଟିମ ଚାମ୍ପିୟନ ହୋଇଛି। ଶନିବାର ଦିନ ଏହି ଟିମର ଖେଳାଳିମାନେ ସୁନ୍ଦରଗଡରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ

ବାରବାଟୀରେ ଖେଳାଯିବ ଲିଜେଣ୍ଡସ ଲିଗ୍‌ ଟି-ଟ୍ୱେଣ୍ଟି : ଆଜିଠୁ ଆରମ୍ଭ ହୋଇଛି ଟିକେଟ ବିକ୍ରି

କଟକ: ବାରବାଟୀରେ ଖେଳାଯିବାକୁ ଥିବା ଲିଜେଣ୍ଡସ ଲିଗ୍‌ ଟି-ଟେ୍ଵଣ୍ଟି ପାଇଁ ଆଜିଠୁ ଆରମ୍ଭ ହୋଇଛି ଟିକେଟ ବିକ୍ରି । ତିନିଟି କାଉଣ୍ଟରରେ ଏହି ଟିକେଟ ବିକ୍ରି ଆରମ୍ଭ ହୋଇଛି । ମୋଟ ୮ ହଜାର ୪୨୧ଟି ଟିକେଟ ଅଫଳାଇନରେ ବିକ୍ରି ପାଇଁ ଉପଲବ୍ଧ କରାଯାଇଛି । ୨ ନମ୍ବର, ୪ ନମ୍ବର ଗ୍ୟାଲେରୀ,

ଦିଲୀପ ତିର୍କୀ ହକି ଇଣ୍ଡିଆର ସଭାପତି ନିର୍ବାଚିତ

ଭୁବନେଶ୍ୱର : ଦିଲୀପ ତିର୍କୀ ହକି ଇଣ୍ଡିଆର ସଭାପତି ନିର୍ବାଚିତ ହୋଇଛନ୍ତି। ନିର୍ଦ୍ୱନ୍ଦ୍ୱରେ ସେ ହକି ଇଣ୍ଡିଆର ସଭାପତି ନିର୍ବାଚିତ ହୋଇଛନ୍ତି। ହକି ଇଣ୍ଡିଆର ସଭାପତି ଭାବେ ନିର୍ବାଚିତ ହେବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ।ହକି ଇଣ୍ଡିଆ ସଭାପତି ପଦ ପାଇଁ ଆଉ ଦୁଇ ଜଣ ମଧ୍ୟ ପ୍ରାର୍ଥିପତ୍ର