Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଲନ୍ ବଲ୍ରୁ ଐତିହାସିକ ପଦକ ନିଶ୍ଚିତ
ବର୍ମିଂହାମ୍ ନିଜ ପରିଚୟ ପାଇଁ ସଂଘର୍ଷ କରୁଥିବା ଲନ୍ ବଲ୍ରୁ ଭାରତ ଏକ ଐତିହାସିକ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ବିଜୟକୁ ନିଶ୍ଚିତ କରିଛି। ଲନ୍ ବଲ୍ର ମହିଳା ଫୋର୍ସ ପ୍ରତିଯୋଗିତାରେ ଭାରତୀୟ ଦଳ ସୋମବାର ସେମିଫାଇନାଲ୍ରେ ନ୍ୟୁଜିଲାଣ୍ଡ୍କୁ ୧୬-୧୩ରେ ପରାସ୍ତ କରି ସର୍ବପ୍ରଥମ ଥର!-->…
ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତକୁ ଆଉ ୨ଟି ସ୍ୱର୍ଣ୍ଣ
ବର୍ମିଂହାମ : ଭାରତକୁ ରବିବାର ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଆଉ ଦୁଇ ସ୍ବର୍ଣ୍ଣ ପଦକ ମିଳିଛି। ଉଭୟ ଭାରୋତ୍ତୋଳନରୁ। ଜେରେମି ଲାଲରିନୁଙ୍ଗାଙ୍କ ପରେ ଯୁବ ଉତ୍ତୋଳକ ଅଚିନ୍ତ ଶିଉଳି ପୁରୁଷ ୭୩ କିଲୋଗ୍ରାମ ଓଜନ୍ ବର୍ଗରେ ମୋଟ ୩୧୩ କିଲୋଗ୍ରାମ ଉତ୍ତୋଳନ କରି ଭାରତକୁ ତୃତୀୟ ସ୍ବର୍ଣ୍ଣ ପଦକ!-->…
ସ୍ୱର୍ଣ୍ଣ ପଦକ ଜିତିଲେ ଜେରେମି ଲାଲରିନୁଙ୍ଗା
ବର୍ମିଂହାମ: ୧୯ ବର୍ଷିୟ ଜେରେମି ଲାଲରିନୁଙ୍ଗା ଆଜି ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ତାଙ୍କ ସ୍ୱପ୍ନ ସାକାର କରିଛନ୍ତି। ପୁରୁଷ ୬୭ କିଲୋଗ୍ରାମ ଭାରତ୍ତୋଳନରେ ସେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ୩୦୦ କିଲୋଗ୍ରାମର ଭାର ଉତ୍ତୋଳନ କରି ନୂତନ ରେକର୍ଡ ସ୍ଥାପନ!-->…
କ୍ରୀଡ଼ାରେ ଏକଜୁଟ ହେବାର ଅନ୍ତର୍ନିହିତ ଶକ୍ତି ଅଛି: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଚେନ୍ନାଇର ଜେଏଲ୍ଏନ୍ ଇନଡୋର ଷ୍ଟାଡିୟମରେ ୪୪ତମ ଚେସ୍ ଅଲିମ୍ପିଆଡ୍ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ତାମିଲନାଡୁର ରାଜ୍ୟପାଳ ଆର ଏନ ରବି, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂହ!-->…
ଶେଷ ଦିନିକିଆକୁ ୧୧୯ ରନ୍ରେ ଜିତିଲା ଭାରତ
ପୋର୍ଟ ଅଫ୍ ସ୍ପେନ୍ : ବର୍ଷା ବାଧାପ୍ରାପ୍ତ ତୃତୀୟ ତଥା ଶେଷ ଦିନିକିଆକୁ ୧୧୯ ରନ୍ରେ ଜିତିନେଇଛି ଭାରତ। ତା’ସହ ତିନିଟିକିଆ ଶୃଙ୍ଖଳାକୁ ୩-୦ରେ ପୋଛି ନେଇଛି। ଭାରତ ବୁଧବାର ୱେଷ୍ଟଇଣ୍ଡିଜ୍ ସମ୍ମୁଖରେ ୩୫ ଓଭରରୁ ୨୫୭ ରନ୍ର (ଡି/ଏଲ୍ ପଦ୍ଧତିରେ) ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା।!-->…
ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କଲା ଇଡି
କୋଲକାତା: ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କଲା ଇଡି । ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ପାର୍ଥଙ୍କୁ ଗିରଫ କରାଯାଇଛି । ୨୬ ଘଣ୍ଟା ମାରାଥନ ଜେରା ପରେ ପାର୍ଥଙ୍କୁ ଗିରଫ କରାଯାଇଛି । ଗତକାଲି ଇଡି ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ!-->…
‘କମନ୍ ୱେଲ୍ଥ୍ ଗେମ୍ସ୍’ ପ୍ରତିଯୋଗୀଙ୍କୁ ଉତ୍ସାହିତ କଲେ ମୋଦି
ନୂଆଦିଲ୍ଲୀ: କୋଇ ନହିଁ ହୈ ଟକ୍କର୍ ମୈ, କ୍ୟୁଁ ପଡ଼େ ହୋ ଚକ୍କର୍ ମୈ (ଆପଣମାନଙ୍କ ମୁକାବିଲା କରିବାକୁ କେହି ନାହାନ୍ତି, ଅଯଥା ଭାଳେଣି କାହିଁକି) ବୋଲି ବର୍ମିଙ୍ଗ୍ହାମ୍ଠାରେ ହେବାକୁ ଥିବା ‘କମନ୍ୱେଲ୍ଥ୍ ଗେମ୍ସ୍’ରେ ଭାଗ ନେବାକୁ ବାହାରିଥିବା ଭାରତୀୟ ଖେଳାଳିମାନଙ୍କୁ!-->…
ନେଦରଲାଣ୍ଡ୍ସକୁ ନବମ ମହିଳା ହକି ବିଶ୍ବକପ୍:
ଟେରେସା (ସ୍ପେନ୍): ମହିଳା ହକିରେ ନେଦରଲାଣ୍ଡ୍ସର ପ୍ରାଧାନ୍ୟ ଜାରି ରହିଛି। ବିଗତ ଦଶନ୍ଧି ଧରି ଅପ୍ରତିଦ୍ବନ୍ଦ୍ବୀ ରହିଥିବା ଏହି ୟୁରୋପୀୟ ଦେଶ ଲଗାତାର ତୃତୀୟ ଥର ଏଫ୍ଆଇଏଚ୍ ମହିଳା ହକି ବିଶ୍ବକପ୍ ଟ୍ରଫି ଜିତି ହ୍ୟାଟ୍ରିକ ଅର୍ଜନ କରିଛି। ମୋଟ ଉପରେ ନବମ ଥର ବିଶ୍ବକପ୍ ଜିତି ମଧ୍ୟ!-->…
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଛି ୪୮ ତମ ଜାତୀୟ ଜୁନିୟର ଆକ୍ଵାଟିକ ଚାମ୍ପିଅନସିପ
ଭୁବନେଶ୍ବର: ଆଜିଠୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ରେ ଆୟୋଜିତ ହେଇଛି ୪୮ ତମ ଜାତୀୟ ଜୁନିୟର ଆକ୍ଵାଟିକ ଚାମ୍ପିଅନସିପ। କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ରାଜ୍ୟ ସ୍ୱଇମିଙ୍ଗ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ୪୮ ତମ ଜାତୀୟ ଜୁନିୟର ଆକ୍ଵାଟିକ ଚାମ୍ପିଅନସିପ ଆଜିଠାରୁ ଆରମ୍ଭ ହେଇଛି I!-->…
ରଣଜୀ ମ୍ୟାଚ ଖେଳନ୍ତୁ କୋହଲି: କପିଲ ଦେବ
ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ କପିଲ ଦେବ ଅତୀତରେ କହିଥିଲେ ଯେ ଯଦି ବିରାଟ କୋହଲି ଫର୍ମରେ ନାହାଁନ୍ତି ତେବେ ତାଙ୍କୁ ଟି -୨୦ ଦଳରୁ କାହିଁକି ବାଦ ଦିଆଯାଇପାରିବ ନାହିଁ। ତେବେ ବର୍ତ୍ତମାନ କପିଲ କହିଛନ୍ତି ଯେ ବିରାଟଙ୍କ ପରି ଜଣେ ଖେଳାଳିଙ୍କୁ ବାଦ ଦିଆଯିବା ଉଚିତ ନୁହେଁ। କିନ୍ତୁ!-->…