Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ବାରବାଟୀ ଷ୍ଟାଡିୟମରେ ଆଜିଠୁ ଅଫଲାଇନ୍ ଟିକେଟ ବିକ୍ରି ଆରମ୍ଭ
କଟକ: ବାରବାଟୀ ଷ୍ଟାଡିୟମ କ୍ରିକେଟ ଆନ୍ତର୍ଜାତିକ ମ୍ୟାଚ୍ ପାଇଁ ଆଜିଠୁ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଛି। ବାରବାଟୀ ଭାରତ ଓ ଦକ୍ଷିଣ ଆଫ୍ରିକା ଟି୨୦ ପାଇଁ ଆଜିଠୁ ଅନଲାଇନ ଟିକେଟ ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇଛି। ଓସିଏ ଅନୁବନ୍ଧିତ ସଂସ୍ଥା , କ୍ଳବ ଓ ସ୍କୁଲ, କଲେଜ ପିଲାମାନଙ୍କୁ!-->…
ବାରବାଟୀ T-20: ଭାରତ-ଦକ୍ଷିଣ ଆଫିକା ମ୍ୟାଚର ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଭାରତ-ଦକ୍ଷିଣ ଆଫିକା ମଧ୍ୟରେ ଟି-୨୦ ମ୍ୟାଚ । ଏଥିପାଇଁ କଟକର ବାରବାଟୀ ଷ୍ଟାଡିୟମର ସମସ୍ତ ପ୍ରସ୍ତୁତି କାର୍ଯ୍ୟ ସମାପ୍ତ ହୋଇଛି । ମ୍ୟାଚ ପୂର୍ବରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ନେଇ ମକଡ୍ରିଲ କରାଯିବା ସହ ପୋଲିସ, ଅଗ୍ନିଶମ!-->…
ପେଡାକୋଣ୍ଡା ଗ୍ରାମରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟର ନିର୍ଣ୍ଣାୟକ ମ୍ୟାଚରେ ଯୋଗଦେଲେ ମାନ୍ୟବର ସାଂସଦ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପେଡାକୋଣ୍ଡା ଗ୍ରାମ ରେ ଦିର୍ଘ ଦିନ ଧରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲିଆସୁଥିଲା ତେବେ ଆଜି ଟୁର୍ଣ୍ଣାମେଣ୍ଟର ନିର୍ଣ୍ଣାୟକ ମ୍ୟାଚ ତଥା ଫାଇନାଲ ମ୍ୟାଚ ରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କଲେ ମାନ୍ୟବର ସାଂସଦ ନବରଙ୍ଗପୁର,!-->!-->!-->…
ଫ୍ରେଞ୍ଚ୍ ଓପନ୍ ଜିତିଲେ ରାଫେଲ ନାଦାଲ
ପ୍ୟାରିସ: ସ୍ପେନୀୟ ତାରକା ରାଫେଲ ନାଦାଲ କ୍ଲେ କୋର୍ଟ ରାଜା ବୋଲି ନିଜକୁ ପୁଣି ଥରେ ପ୍ରମାଣିତ କରିଛନ୍ତି। ୨୦୨୨ ମସିହାରେ ନାଦାଲ ନିଜ ୨୨ତମ ଗ୍ରାଣ୍ଡ୍ ସ୍ଲାମ ଟ୍ରଫି ମଧ୍ୟ ଜିତି ନେଇଛନ୍ତି। ଏଥି ସହ ଗ୍ରାଣ୍ଡ ସ୍ଲାମ୍ ଟ୍ରଫି କରାୟତ୍ତ କୀର୍ତ୍ତିମାନ ଧାରାକୁ ଆହୁରି ଦୃଢ଼ କରିଛନ୍ତି।!-->…
ବାରବାଟୀ T20: ୯ ତାରିଖରୁ କାଉଣ୍ଟରରେ ମିଳିବ ଅଫ୍ଲାଇନ ଟିକେଟ୍
କଟକ: ବାରବାଟୀ ଟି୨୦ ମ୍ୟାଚ୍ ପାଇଁ ଆସନ୍ତା ୯ ତାରିଖରୁ ହେବ ଟିକେଟ ବିକ୍ରି । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଓଡିଶା କ୍ରିକେଟ ଆସୋସିଏସନ(OCA) । ସର୍ବସାଧରଣଙ୍କ ପାଇଁ ପ୍ରାୟ ୧୨ ହଜାର ଟିକେଟ ବିକ୍ରି ହେବ । ଷ୍ଟାଡିୟମ ପରିସରରେ ଥିବା ଟିକେଟ କାଉଣ୍ଟର ଏହି ଟିକେଟ ବିକ୍ରି!-->…
ବାରବାଟୀ ଟ୍ବେଣ୍ଟି-୨୦ ଆଉ ୭ ଦିନ: ଭାରତ ଥରେ ଜିତିଛି, ଥରେ ହାରିଛି
କଟକ: ବାରବାଟୀ ଷ୍ଟାଡିୟମରେ ବର୍ତ୍ତମାନସୁଦ୍ଧା ଦୁଇଟି ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳାଯାଇଛି। ଯେଉଁଥିରେ ଭାରତ ଗୋଟିଏ ଜିତିଥିଲା ବେଳେ ଅନ୍ୟଟିରେ ଶୋଚନୀୟ ପରାଜୟ ବରଣ କରିଥିଲା। ୨୦୧୫ରେ ଦକ୍ଷିଣ ଆଫ୍ରିକା ସହିତ ବାରବାଟୀରେ ପ୍ରଥମ ଟ୍ବେଣ୍ଟି-୨୦ ଖେଳିଥିଲା ବେଳେ ବିବାଦଭରା!-->…
ଶିବାହାରା-କୁଲଫଙ୍କୁ ପ୍ରଥମ ଗ୍ରାଣ୍ଡ୍ ସ୍ଲାମ୍ ଟ୍ରଫି, ସେମିରୁ ବୋପାନ୍ନା ବିଦା
ପ୍ୟାରିସ ଜାପାନର ଈନା ଶିବାହାରା ଓ ନେଦରଲାଣ୍ଡ୍ସର ୱିସ୍ଲେ କୁଲଫ ସେମାନଙ୍କ ପ୍ରଥମ ଗ୍ରାଣ୍ଡ ସ୍ଲାମ୍ ଟ୍ରଫି କରାୟତ୍ତ କରିଛନ୍ତି। ଗୁରୁବାର ଚଳିତ ଫ୍ରେଞ୍ଚ ଓପନ୍ ଟେନିସ ପ୍ରତିଯୋଗିତାର ମିଶ୍ରିତ ଯୁଗଳ ଫାଇନାଲ୍ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଏହି ଜାପାନ-ନେଦରଲାଣ୍ଡ୍ସ ଯୋଡ଼ି ୭-୬!-->…
ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ସଫଳତା ହାସଲ କରି ଚମକିଲେ ଜଗୁଆର ଏକାଡେମୀ ଅଫ ମାରସିଆଲ ଆର୍ଟ ର ଛାତ୍ର…
ହିଞ୍ଜିଳି ପ୍ରତିନିଧି // ନିସର୍ତ୍ତ
ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡ ସଂଘ ଅନୁକୂଲ୍ୟ ରେ ଛତ୍ରପୁର ସ୍ଥିତ ଇନଡୋର ହଲ ରେ ତିନିଦିନ ଆୟୋଜିତ ଜିଲ୍ଲା ସ୍ତରୀୟ ଟାଏକୋଣ୍ଡ ପ୍ରତିଯୋଗିତାରେ ସଫଳତା ହାସଲ କରି ଗୌରବ ଆଣିଛନ୍ତି ହିଞ୍ଜିଳିକାଟୁ ଜାଗୁଆର ଏକାଡେମୀ ର ୮ ଜଣ!-->!-->!-->…
ଜିଲ୍ଲା ସ୍ତରୀୟ ଟାଏକୋଣ୍ଡ ପ୍ରତିଯୋଗିତାରେ ଗୌରବ ଆଣିଲେ ଦୁଇ ଭଉଣୀ…
ଚିକିଟି-ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡ ସଂଘ ଅନୁକୂଲ୍ୟ ରେ ଛତ୍ରପୁର ସ୍ଥିତ ଇନଡୋର ହଲ ରେ ଆୟୋଜିତ ଜିଲ୍ଲା ସ୍ତରୀୟ ଟାଏକୋଣ୍ଡ ପ୍ରତିଯୋଗିତାରେ ସଫଳତା ହାସଲ କରି ଗୌରବ ଆଣିଛନ୍ତି ଚିକିଟି ଅଞ୍ଚଳ ପାଇଁ ଦୁଇ ଭଉଣୀ।ଚିକିଟି ବ୍ଲକ କଳବାଡ଼ ପଞ୍ଚାୟତ ଜାନକୀମଣିପୁରଶାସନ ଜ୍ୟୋତିରାଜ ପାଢ଼ୀ ଏବଂ!-->…
ଭାରତ-ଦକ୍ଷିଣ ଆଫ୍ରିକା T20 ମ୍ୟାଚ୍: ଆସନ୍ତାକାଲିଠୁ ଅନ୍ଲାଇନ୍ରେ ଟିକେଟ୍ ବୁକିଂ
ଜୁନ ୧୨ ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ଟି ଟେ୍ଵଣ୍ଟି ମ୍ୟାଚ ପାଇଁ ଜୋର ସୋର ଚାଲିଛି ପ୍ରସ୍ତୁତି । ଜୁନ୍ ୧ ତାରିଖ ସକାଳ ୧୧ଟାରୁ ଅନ୍ଲାଇନ୍ ଟିକେଟ୍ ବୁକିଂ ପ୍ରକ୍ରିୟା ଆରମ୍ଭ ହେବ । ପେଟିଏମ୍ ଆପ୍ କିମ୍ବା WWW.INSIDER.INରେ ଲଗ୍ଇନ୍ କରି ଟିକେଟ୍ ବୁକିଂ କରିହେବ । ଟିକେଟ୍!-->…