Browsing Category

ଆଞ୍ଚଳିକ

ବିରାଟ ସ୍କାମ : ଭଦ୍ରକ କାଳୀଙ୍କ ପୀଠରେ ଭୁଷୁଡ଼ି ପଡିଛି ବିରାଟ ପାଚେରୀ

ଭଦ୍ରକ : ଭଦ୍ରକ କାଳୀଙ୍କ ପୀଠରେ ମହା ଦୁର୍ନୀତିର ଗନ୍ଧ, ବିକାଶ ନାଁ ରେ ହରିଲୁଟ ସୌନ୍ଦର୍ଯ୍ୟକରଣ ପାଇଁ ଖର୍ଚ୍ଚ ହେଉଥିବା କୋଟି କୋଟି ଟଙ୍କାର କାମ ଏବେ ସାମାନ୍ୟ ବର୍ଷା ପବନ ରେ ନଷ୍ଟ ହୋଇଯାଉଛି ଏତେ ନିମ୍ନ ମାନର କାମ କାହିଁକି ହେଉଛି, କିଏ ନେଉଛି ପିସି, ବର୍ଷା ରେ ଧସିଗଲା ନୂଆ କରି

ମାସାନ୍ତ ସାହିତ୍ୟ ଆସର ଓ ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ

ଫୁଲବାଣୀ (୨୬/୬) : ଜିଲ୍ଲା ଲେଖକ ସାମୁଖ୍ୟ କାର୍ଯ୍ୟାଳୟ ରେ ରବୀନ୍ଦ୍ର ନାଥ ମିଶ୍ରଙ୍କ ପୌରହିତରେ ମାସାନ୍ତ ରବିବାସରୀୟ ସୃଜନ ସାହିତ୍ୟ ସନ୍ଧ୍ୟା ଓ କବିତା ପାଠୋତ୍ସବ ଆୟୋଜିତ ହୋଇ ଯାଇଛି । ସାମୁଖ୍ୟ ଦ୍ୱାରା ପ୍ରତ୍ୟେକ ମାସର ଶେଷ ରବିବାର ଦିନ ଏହା ଆୟୋଜିତ କରାଯାଉଅଛି ।ନୁତନ କବି ଓ

ଦୁଇ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା : ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି, ୮ ଗୁରୁତର…

ବ୍ରହ୍ମପୁର //ଦିଗପହଣ୍ଡି: ଆଜି ଭୋର ସମୟରେ ଘଟିଛି ବଡ଼ ଦୁର୍ଘଟଣା। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଦୁଇ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥି ସହିତ ଦୁଇ ବସ୍‌ର ଅନେକ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ

ଖୁଲ୍ଲମ ଖୁଲ୍ଲା ଖୁଡ଼ଖୁଡ଼ୀ ଜୁଆ ଖେଳବେଳେ ପୋଲିସ ଚଢାଉ

ଉମରକୋଟ (୨୫/୦୬) : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଗଂଜାପାଡ଼ା ପଞ୍ଚାୟତର ହାତୀବେନା ଓ ଗଣ୍ଡାଡ଼ିହି ସଂଲୋନୋ ସାପ୍ତାହିକ ବଜ଼ାର ରବିବାର ଦିନ ଅନୁଷ୍ଠିତ ହୁଏ | ଏହି ସାପ୍ତାହିକ ବଜାରରେ ଖୁଲ୍ଲାମ ଖୁଲ୍ଲା ଚାଲେ ଖୁଡ଼ଖୁଡ଼ି ଜୁଆଖେଳ l ଏହି ଜୁଆ ଖେଳରେ ଗରିବ ଖଟିଖିଆ ଓ

ରାଜ୍ୟ ଖେଳାଳୀଚୟନରେ ସୁନ୍ଦରଗଡର ଉତ୍କୃଷ୍ଟ ପ୍ରଦର୍ଶନ

ସୁନ୍ଦରଗଡ : ରାଉରକେଲାସ୍ଥିତ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ୍ ଠାରେ ଓଡିଶା ଆମେଚର ବକ୍ସିଂ ଆସୋସିଏସନ୍ ଆନୁକୁଲ୍ୟରେ ଜୁନ୍ ୨୪ ଓ ୨୫ ଦିନ ଚାଲିଥିବା ଷଷ୍ଠ କନିଷ୍ଠ ଓ ଉପକନିଷ୍ଠ ବାଳକ ଓ ବାଳିକା ଚୟନ ପ୍ରତିଯୋଗିତାରେ ସୁନ୍ଦରଗଡ ଜିଲ୍ଲା ମୁଷ୍ଟିଯୁଦ୍ଧ ଦଳ ଉତ୍କୃଷ୍ଟ ପ୍ରଦର୍ଶନ କରି

କନ୍ଧମାଳର ଯୁବପିଢ଼ିକୁ ରୋବଟିକ୍ସ ଜ୍ଞାନକୌଶଳ ସମ୍ବନ୍ଧେ ସଚେତନତା

ଫୁଲବାଣୀ : ରୋବଟିକ୍ସ ଆଇ. ଓ. ଟି, ଆର୍ଟିଫିସିଆଲ ଇଣ୍ଟେଲ୍ଲୀଜେନ୍ସ ଇତ୍ୟାଦି ଆଧୁନିକ ଯୁଗର ମୁଖ୍ୟ ଜ୍ଞାନ କୌଶଳ । ଆମର ଦୈନନ୍ଦିନ ଜୀବନରେ ଏହାର ବିଶେଷ ପ୍ରୟୋଜନ ଅଛି। ଚାକିରି ଏବଂ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ଏହାର ସର୍ବାଧିକ ମହତ୍ତ୍ୱ ଅଛି। ତାହା ସହିତ ଦୈନନ୍ଦିନ ଜୀବନରେ ମଧ୍ୟ ଏହାର

କସବସା ଗ୍ରାମବାସୀଙ୍କ ପାଇଁ ବସୁଧା ଜଳଯୋଗାଣ ସାତ ସପନ…

ଦାରିଙ୍ଗବାଡ଼ି, ୨୫/୦୬ : ଦାରିଙ୍ଗବାଡ଼ି ବ୍ଲକ ହାତିମୁଣ୍ଡା ଗ୍ରାମ ପଞ୍ଚାୟତ ଅଧିନସ୍ତ କସବସା ରାଜସ୍ୱ ଗ୍ରାମର ପଡ଼ା ଗ୍ରାମ ଯଥା ଡମା, ଡକସାହି, ପଣସପଦର ଓ କିଲିକିଆ ଗ୍ରାମ ବାସୀ ବସୁଧା ପାନୀୟ ଜଳ ଯୋଗାଣରେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇ ରହିଥିବା ଗ୍ରାମବାସୀ ବୃନ୍ଦ ଅଭିଯୋଗ

ସ୍ୱାଭିମାନ ଅଞ୍ଚଳରେ ଅବ୍ୟବସ୍ଥା ଘେରରେ ପଣସପୁଟ ସରକାରୀ ଏସ୍ଏସ୍ ଡି ଉଚ୍ଚବିଦ୍ୟାଳୟ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳ ରେ ବିକାଶର ନୂତନ ବାର୍ତା ନେଇ ରାଜ୍ୟସରକାର ଡିଣ୍ଡିମ ପିଟୁଥିବା ବେଳେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ପଣସ ପୁଟ ଗ୍ରାମ ପଞ୍ଚାୟତ ସଦର ମହକୁମା ଠାରେ । ପଣସପୁଟ ସରକାରୀ ବିଦ୍ୟାଳୟ 1963ମସିହା ଠାରୁ

ସାଇବର କ୍ରାଇମ ଏବଂ ଡିଜିଟାଲ ସେପ୍ଟି ବିଷୟରେ କର୍ମଶାଳା

ଫୁଲବାଣୀ : ସ୍ଥାନୀୟ ହୋଟେଲ ଡ୍ରିମଲାଣ୍ଡରେ କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ତରଫରୁ ହେଲ୍ସ ଏଜ ଇଣ୍ଡିଆ, ଓଡିଶା, ଭୁବନେଶ୍ବର ଙ୍କ ସହୋଯୋଗରେ ସାଇବର କ୍ରାଇମ ଏବଂ ଡିଜିଟାଲ ସୁରକ୍ଷା ବିଷୟରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥୁଲା । ଏହି କର୍ମଶାଳାକୁ ଫୁଲବାଣୀ ନଗର ପାଳିକାର ଅଧ୍ଯକ୍ଷା

ଜିଲ୍ଲା ପ୍ରଶାସନର ଉତ୍ତମ ପ୍ରୟାସ : ଅନାଥ ଝିଅର ହାତ ଧରିଲା ରାଜସ୍ଥାନର ଶିକ୍ଷିତ ଯୁବକ

ଫୁଲବାଣୀ : ଦିନେ ସେ ଥିଲା ଅଲୋଡା,ଫିଙ୍ଗି ଦିଆଯାଇଥିଲା ପରିତ୍ୟକ୍ତ ସ୍ଥାନରେ । ଜନ୍ମ କଲା ମାଆ ଛାତିରେ ପଥର ରଖି ଫିଙ୍ଗି ଦେଇଥିଲା ଝିଅଟିକୁ । ଉଦ୍ଧାର ହେବା ପରେ ମେଡିକାଲ ଓ ମାତ୍ର ତିନି ମାସ ର ହୋଇଥିଲା ବେଳେ ପହଞ୍ଚିଲା ଫୁଲବାଣୀର ସାଧନ ଅନାଥାଶ୍ରମରେ । ଏଠି ମାଆ ବାପା ପରିବାରର