Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଆଠ ଦିନ ହେବ ନିଖୋଜ ଯୁବତୀଙ୍କ ପତ୍ତା ମିଳୁନି
ବାଲିଗୁଡା : କନ୍ଧମାଳ ଜ଼ିଲ୍ଲାରେ ଦିନକୁ ଦିନ ନାବାଳିକା ଯୁବତୀ ଅପହରଣ ମାମଲା ବୃଦ୍ଧି ପାଇବାରେ ଲାଗିଛି l କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ମହାସିଙ୍ଗି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି l ଚଳିତ ମାସ 15 ତାରିଖ ଦିନ ମହାସିଙ୍ଗି ପଞ୍ଚାୟତ ପାତ୍ର ସାହିର ଝୁନୁରାଣୀ କହଁର!-->…
ସୁଡ୍ରା ଅଞ୍ଚଳରେ ମାଓବାଦୀ ପୋଷ୍ଟର : ପୋଲିସର ଦମନ ଓ ମିଥ୍ୟା ଏନକାଉଣ୍ଟର ବିରୋଧରେ ରବିବାର ୪ ଜିଲାକୁ ୧୨ଘଣ୍ଟିଆ ବନ୍ଦ…
ବାଲିଗୁଡା//ଫୁଲବାଣୀ : ପୁଣି ଥରେ କନ୍ଧମାଳ ଜିଲାରେ ଲାଗିଛି ମାଓ ପୋଷ୍ଟର। ବାଲିଗୁଡା ଥାନା ସୁଡ୍ରା ନିକଟ କାମ୍ବରିକିଆ ଛକଠାରେ କେକେବିଏନ ଡିଭିଜିନାଲ କମିଟି ସିପିଆଇ ମାଓବାଦୀ ତରଫରୁ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ପୋଲିସର ଦମନ ଓ ମିଥ୍ୟା ଏନକାଉଣ୍ଟର ବିରୋଧରେ ରବିବାର କନ୍ଧମାଳ,!-->…
ବିବାହିତା ମହିଳାଙ୍କୁ ଦୁର୍ଷ୍କମ ଓ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ଭାଇରାଲ ଅଭିଯୋଗ: ଯୁବକ ଗିରଫ
ହିଞ୍ଜିଳିକାଟୁ : ବିବାହିତା ମହିଳାଙ୍କୁ ଦୁର୍ଷ୍କମ ସହ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଭାଇରାଲ ଅଭିଯୋଗରେ ହିଞ୍ଜିଳି ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଣଙ୍କ ହେଲେ ହିଞ୍ଜିଳି ଥାନା ରଙ୍ଗଣିପଲ୍ଲୀ ଗ୍ରାମର ଗଣେଶ ସେଠି (୨୫) । ଏ ନେଇ ହିଞ୍ଜିଳି ଥାନାରେ କେସ ନମ୍ବର ୪୪୪/୨୩!-->…
ଅଟୋ ଓ ମଟର ସାଇକେଲ ମୁହାଁମୁହିଁ ଧକା, ଅଟୋ ଡ୍ରାଇଭର ଗୁରୁତର
ଦାରିଙ୍ଗବାଡ଼ି,୨୪/୬ : ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିରୀକୁଟି ଗ୍ରାମର ମହାଦେବ ପାତ୍ରଙ୍କ ପୁଅ ହେମନ୍ତ ପାତ୍ର(୩୨) ଅପରାହ୍ନରେ ଆଦିବାସୀ ଗ୍ରାମକୁ ଅଟୋରେ ହଳଦୀ ନେଇଦେଇ କିରୀକୁଟି ଫେରୁଥିଲା । ଏହି ସମୟରେ କନ୍ଧିବାନ୍ଦା ଗ୍ରାମର ଦୁଇଜଣ ଯୁବକ ମଟର ସାଇକେଲରେ ସିମାନବଡ଼ିରୁ!-->…
ଶଙ୍କରାଖୋଲରେ ଆନ୍ତର୍ଜାତିକ ମିଲେଟ ବର୍ଷ ପାଳନ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକ ଅନ୍ତର୍ଗତ ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କନ୍ଧମାଳ ଜିଲ୍ଲାର ଓଡିଶା ମିଲେଟ ମିସନ ତରଫରୁ ଆନ୍ତର୍ଜାତିକ ମିଲେଟ ବର୍ଷ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ମିଲେଟରେ ସିପି ଏବଂ ରୋଷେଇ ପ୍ରତିଯୋଗୀତା ଅନୁଷ୍ଠିତ!-->…
ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ସଡ଼କ ପଥ ନିର୍ମାଣ କ୍ଷେତ୍ରରେ ଏକ ପ୍ରମୁଖ ପଦକ୍ଷେପ
ମାଲକାନଗିରି (୨୪/୦୬) : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରସ୍ତାବିତ ୨୧ ଟି ସଡକ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହା ଦ୍ଵାରା ୧୫୮ କୋଟି ଟଙ୍କା ବ୍ୟୟରେ ୧୭୨.୫୩ କିଲୋମିଟର ସଡ଼କ ପ୍ରକଳ୍ପ ନିର୍ମାଣ ହେବ।!-->!-->!-->…
ଉଲିପଦର ସେବାଶ୍ରମ ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷକରେ ଚାଲିଛି ଶିକ୍ଷା ଦାନ
ସ୍କୁଲ ପରିସର ସାଜିଛି ପାଇଖାନା ସ୍ଥଳ ଓ ଗାଈ ଗୋରୁଙ୍କ ଗୁହାଳ
ଦାରିଙ୍ଗବାଡି,୨୪/୦୬ : ରାଜ୍ୟ ସରକାର ୫ଟି ମାଧ୍ୟମରେ ସାରା ରାଜ୍ୟରେ ଉଚ୍ଚ ଶିକ୍ଷାକୁ ଗୁରୁତ୍ୱ ଦେଇ ରାଜ୍ୟର ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକର ରୂପାନ୍ତ କରଣ ସହିତ ଶିକ୍ଷକ ନିଯୁକ୍ତିକୁ ଗୁରୁତ୍ୱ ଦେଇ ଥିବା ବେଳେ,!-->!-->!-->…
ହାଟପଦା ପ୍ରାଥମିକ ବିଦ୍ୟାଳୟର ପରିସର ଅନାବନା ଘାସରେ ଭରପୁର
ଦାରିଙ୍ଗବାଡି, ୨୪/୦୬ : ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ପ୍ରତ୍ୟେକ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ଉପସ୍ଥାନ ହାର କମ ରହିଥିବା ଖବର ହସ୍ତଗତ ହୋଇଛି। ୨୧ ତାରିଖରୁ ସମସ୍ତ ବିଦ୍ୟାଳୟ ଖୋଲି ଥିବା ବେଳେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ ଥିବା ସତ୍ୱେ ଉପାନ୍ତ ଇଲାକାରେ ଥିବା କିଛି ବିଦ୍ୟାଳୟ!-->…
ଲଙ୍କା ଗୁଣ୍ଡ ଫିଙ୍ଗି ହାଣିବା ସହ ଟଙ୍କା ନେଇଗଲେ ଦୁର୍ବୃତ୍ତ…
ବ୍ରହ୍ମପୁର : ଗୋଳନ୍ତରା ଥାନା ଅନ୍ତର୍ଗତ ହଳଦିଆ ପଦର ଜାତୀୟ ରାଜପଥ ଇସକନ୍ ମନ୍ଦିର ନିକଟରେ ଆକ୍ରମଣର ଶିକାର ହୋଇଛନ୍ତି କନିଶି ଗ୍ରାମର କୁନା ଚନ୍ଦ୍ର ଖଟୁଆ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଆକ୍ରମଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି । ସୂଚନା ଅନୁଯାୟୀ କୁନା ନିଜ ମାଁ!-->…
ଧନ ବଳରେ ବଳିୟାନ ହୋଇ ବେଆଇନ ଭାବେ ନିର୍ମାଣ କରିଥିବା କୋଠାକୁ ଭାଙ୍ଗିଲା ଜିଲ୍ଲା ପ୍ରଶାସନ…
ମାଲକାନଗିରି : ବେଆଇନ ଭାବେ ସରକାରୀ ଜାଗା ଜବରଦଖଲ କରି କୋଠା ନିର୍ମାଣ କରିଥିବା ଯୋଗୁଁ ମାଲକାନଗିରି ତହସିଲ ଅନ୍ତର୍ଗତ ଏମଭି-୪୨ ଗ୍ରାମର ପିଯୁସ୍ ବରାଳଙ୍କ କୋଠାକୁ ପ୍ରଶାସନ ପକ୍ଷରୁ ଭଙ୍ଗା ଯାଇଛି। ଏଣୁ ମାଲକାନଗିରି ତହସିଲଦାର ଶ୍ରୀ ସୟଦ ସବୀର ସାହ ଙ୍କ କାର୍ଯ୍ୟାନୁଷ୍ଠାନ କ୍ରମେ!-->!-->!-->…