Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ମୋଟରସାଇକେଲ ଦୁର୍ଘଟଣାରେ ଯୁବକ ମୃତ…
ଖଇରପୁଟ : ଖଇରପୁଟ ବ୍ଲକ ଅନ୍ତର୍ଗତ ଚାଲାଣଗୁଡା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଜୟପୁର ସ୍ଥିତ କୁମ୍ଭାର ସାହୀ ନିବାସୀ ବାଲାଜୀ ମହନ୍ତ (ବୟସ-୩୨)ଏକ ଜରୁରୀ କାର୍ଯ୍ୟରେ ଖଇରପୁଟ ରୁ କୁଡୁମୁଲୁଗୁମ୍ମା ଆଡ଼କୁ ମୋଟରସାଇକେଲ ଯୋଗେ ଯାଉଥିବା ବେଳେ ହଠାତ ଗାଡ଼ିର!-->…
ଭାରସାମ୍ୟ ହରାଇ ଓଲଟିଲା ଶାଳ ମଞ୍ଜି ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର
ବାଲିଗୁଡ଼ା : ଭାରସାମ୍ୟ ହରାଇ ଓଲଟିଲା ଶାଳମଞ୍ଜି ବୋଝେଇ ଟ୍ରକ୍ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର । ଏଭଳି ଏକ ଘଟଣା ଘଟିଛି, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଗଦ୍ରିଙ୍ଗିଆ ଘାଟି ନିକଟରେ । ସୂଚନା ପ୍ରକାରେ ବୁଧବାର ଦିନ ବାଲିଗୁଡ଼ା ଥାନା ବାରଖମା ଗ୍ରାମରୁ ଏକ ୧୪!-->…
ଫୁଲବାଣୀରେ ପହିଲି ରଜ ଧୁମ୍ଧାମରେ ପାଳିତ
ଫୁଲବାଣୀ : ରଜ ପର୍ବ ହେଉଛି ଏକ ପ୍ରାଚୀନ ପର୍ବ ଓ ଗଣପର୍ବ ଯାହା ଶତାବ୍ଦୀ ଶତାବ୍ଦୀ ଧରି ଓଡିଶାରେ ପାଳନ କରାଯାଇଆସୁଛି । ଏହି ପର୍ବ ବିଶ୍ବାସରୁ ଉତ୍ପନ୍ନ ହୋଇଥିବା କୁହାଯାଏ | ପୃଥିବୀ ମଧ୍ୟ ଜଣେ ମହିଳାଙ୍କ ପରି ରୁତୁସ୍ରାବ କରେ ଏବଂ ବିଶ୍ରାମ ଏବଂ ନବୀକରଣ ଆବଶ୍ୟକ କରେ । ପୌରାଣିକ!-->…
ବନ ସୁରକ୍ଷାସମିତିରେ ରୋଜଗାର ଶିବିର ଆୟୋଜିତ
ମାଲକାନଗିରି (୧୪/୬) : କାଲିମେଳା ବ୍ଲକ ଚିତ୍ରାଙ୍ଗପଲ୍ଲୀ ପଂଚାୟତ ଅନ୍ତର୍ଗତ ସୁପାଲ ବନସୁରକ୍ଷା ସମିତି ଅଞ୍ଚଳରେ ସହଯୋଗୀ ଏନଜିଓ ଏବଂ ଷ୍ଟେଟବ୍ୟାଙ୍କ ସ୍ୱରୋଜଗାର ତାଲିମ ପ୍ରତିଷ୍ଠାନ ଦ୍ୱାରା ରୋଜଗାର ଶିବିର ଆୟୋଜିତ ହୋଇଥିଲା । ବନସୁରକ୍ଷା ସମିତି ଅଞ୍ଚଳରେ ଆଗାମୀ ବର୍ଷା ସମୟରେ ବନବିଭାଗ!-->…
ଫେକ୍ ନିୟୁଜ ପାଇଁ ହେଉଥିବା ସମସ୍ୟାକୁ ନେଇ ଚଳଚ୍ଚିତ୍ର “ସତ୍ୟ ଖବର”
ମାଲକାନଗିରି : ମାଲକାନଗିରି ଜିଲ୍ଲା ଏକ ଆଦିବାସୀ ବହୁଳ ଅଞ୍ଚଳ । ଏଠାରେ ବିଭିନ୍ନ ସମ୍ପ୍ରଦାୟ ର ଲୋକେମାନେ ବସବାସ କରନ୍ତି । ତେବେ ଏହି ଜିଲ୍ଲା ବାସୀଙ୍କ ବେଶଭୂଷା ଯେତିକି ନିଆରା ସେମାନଙ୍କ ଚାଲିଚଳନ, ସଂସ୍କୃତି ଓ ପରମ୍ପରା ମଧ୍ୟ ସେତିକି ନିଆରା । ଏଠାରେ ଲୋକେ ଖୁସିରେ ଶାନ୍ତିରେ ଜୀବନ!-->…
ଉଦ୍ଯାପିତ ହେଲା ଶିଶିରଭା ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ଶିବିର
ବ୍ରହ୍ମପୁର : ସ୍ଥାନୀୟ ଶିବାନନ୍ଦ ନଗର ଥିବା ଶିଶିରଭା ବ୍ୟାଡମିଣ୍ଟନ ଏକାଡେମୀ ତରଫରୁ ଦୀର୍ଘ ଦୁଇମାସ ହେଲା ଚାଲୁଥିବା ଗ୍ରୀଷ୍ମ କାଳୀନ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି | ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା!-->…
ସୁନ୍ଦର ସମାଜ ଗଠନରେ ଲୋକ କଳାର ଭୂମିକା ଅତୀବ ଗୁରୁତ୍ବପୂର୍ଣ୍ଣ : ବରିଷ୍ଠ କଳାକାର ସଂଘ
ବ୍ରହ୍ମପୁର (୧୪/୦୬) : କଳା ଓ କଳାକାର ହିତୈଷୀ ମହାମଂଚ 'ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ' ପକ୍ଷରୁ ସ୍ଥାନୀୟ ପ୍ରକାଶମ୍ ହଲ୍ ଆନ୍ଧ୍ର ଭାଷାବିବର୍ଦ୍ଧିନୀ ସଭା ପ୍ରକୋଷ୍ଠରେ ପବିତ୍ର ଲୋକ କଳା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ!-->…
ଅଟୋ ଦୂର୍ଘଟଣାରେ ଜଣେ ମୃତ,୭ ଆହତ…
କୋରୁକୋଣ୍ଡା/ବାଲିମେଳା:(୧୩/୦୬/୨୦୨୩)
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନାକାମାମୁଡି ଗ୍ରାମ ପଞ୍ଚାୟତ ସଦରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଆଜି ସନ୍ଧ୍ୟା ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପ୍ରକାଶ ଯୋଗ୍ୟ ଯେ , ଏକ ଯାତ୍ରୀବାହୀ ଅଟୋ ଦୂର୍ଘଟଣା ଘଟି ଅଟୋ!-->!-->!-->!-->!-->…
ରୋଲର ଭାରସାମ୍ୟ ହରାଇ ଖାଲରେ ପଡ଼ି ଡ୍ରାଇଭର ମୃତ୍ୟୁ
ଦାରିଙ୍ଗବାଡ଼ି,୧୩/୬.ଦାରିଙ୍ଗବାଡ଼ି ବ୍ଳକ ପର୍ତ୍ତମାହା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲାତେସବାନ୍ଦା ଗ୍ରାମର ପିହାକା ପ୍ରଧାନଙ୍କ ପୁଅ ଅକ୍ଷୟ ପ୍ରଧାନ(୪୫) ଲତେଶବାନ୍ଦା ଗ୍ରାମ ନିକଟ ଗ୍ରାମ ଡିହୁମାର ରାସ୍ତା ନିର୍ମାଣ କାର୍ଯ୍ୟରେ ଅକ୍ଷୟ ରୁଲର ଡ୍ରାଇଭ ଭାବେ ରାସ୍ତାର ନିର୍ମାଣ କାର୍ଯ୍ୟ!-->…
ଅଙ୍ଗନୱାଡି ସହାୟିକା ସଞ୍ଜୁଙ୍କ ପୁଅ ବାଲିମେଳା କଲେଜ୍ +୨ କଳା ବିଭାଗ ଟପ୍ପର…
ମାଲକାନଗିରି/ବାଲିମେଳା:(୧୩/୦୬/୨୦୨୩)ନିକଟ ଅତୀତରେ ଅର୍ଥାତ୍ ତା୦୮.୦୬.୨୦୨୩ରିଖ ଦିନ ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା ପରୀକ୍ଷାଫଳ। ପୂର୍ବରୁ ଏହା ପ୍ରମାଣିତ ହୋଇ ସାରିଛି ଯେ ଅଦମ୍ୟ ସାହସ , ଅହରହ ଉଦ୍ୟମ , ଅକ୍ଲାନ୍ତ ପରିଶ୍ରମ ଯେ ଦାରିଦ୍ର୍ୟର ବେଡି ଭାଙ୍ଗି ସମସ୍ତ ଘାତ ପ୍ରତିଘାତକୁ!-->!-->!-->…