Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବେଆଇନ ଭାବେ ଲୁଟ୍ ହେଉଛି ଧଳା କ୍ୱ।ର୍ଟଜ୍ ପଥର ଅଭିଯୋଗ ଆଣିଲେ ଦଳିତ ଆଦିବାସୀ ସୁରକ୍ଷା ମଞ୍ଚ…
ସନ୍ଦେହ ଘେରେ ପ୍ରସାସାନିକ ଅଧିକାରୀଙ୍କ ଭୂମିକା..!
ରକ୍ତଦାନ ଶିବିରରେ ୯୨ ୟୁନିଟ ରକ୍ତ ସଂଗ୍ରହ
ହିଞ୍ଜିଳିକାଟୁ ୩।୬ ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ସମରଝୋଳ ସ୍ଥିତ ମହାଲକ୍ଷ୍ମୀ ଫିଲିଂ ପଏଣ୍ଟ ର ପ୍ରଥମ ସ୍ଵନକ୍ଷତ୍ର ଦିବସ ପାଳନ ଅବସରରେ, ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ସୁବ୍ରତ କୁମାର ଜେନା ଓ!-->…
ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟଣା : କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ତରଫରୁ ଦୀପଦାନ ସହ ଶ୍ରଦ୍ଧାଞ୍ଜଳି
ବାଲିଗୁଡା : ଲୌହଦାନବର ରକ୍ତଭୋଜିରେ ଦେଶ ସମେତ ସାରା ବିଶ୍ୱ ସ୍ତବ୍ଧ । ବାଲେଶ୍ୱର ବାହାନଗାରେ ଶୁକ୍ରବାର ରାତିରେ ଘଟିଥିବା ଭୟଙ୍କର ଟ୍ରେନ୍ ସତରେ ଖୁବ୍ ହୃଦୟ ବିଦାରକ । ରାତିର ଛାତି ଚିରି ଦୁର୍ଘଟଣା ସ୍ଥଳରେ ବହିଲା ରକ୍ତର ନଦୀ . .କାହାର ଆର୍ତ୍ତଚିତ୍କାର ତ ପୁଣି କାହାର କାନ୍ଦ ବୋବାଳି!-->…
ଝୋଡ଼ିଆଙ୍କୁ ଆଦିବାସୀ ମାନ୍ୟତା ଦାବି : ନାରୀ ନେତ୍ରୀ ସୁମନିଙ୍କ ସହ ଆଲୋଚନା କଲେ ଜିଲ୍ଲାପାଳ
କାଶିପୁର : ଆସନ୍ତା ୭ ତାରିଖରେ ତହସିଲ କାର୍ଯ୍ୟଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଯେଉଁ ଘୋଷଣା ଝୋଡିଆ ନେତ୍ରୀ ସୁମନି ଝୋଡ଼ିଆଙ୍କ ନେତୃତ୍ୱରେ କାଶୀପୁର ବ୍ଲକ ର 86 ଖଣ୍ଡ ଗାଁର ଝୋଡ଼ିଆ ସଂପ୍ରଦାୟ ର ପରିବାର ଲୋକ ସଜବାଜ ହେଉଥିଲେ ତାହାର ମୀମାଂସା କରିବା ପାଇଁ ଆଜି ରାୟଗଡ଼ା ଜିଲ୍ଲାପାଳ!-->…
ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ପାଇଁ ବ୍ରହ୍ମପୁର ବାର୍ କାର୍ଯ୍ୟାଳୟରେ ଆଇନଜୀବୀଙ୍କ ନିରବ…
ବ୍ରହ୍ମପୁର : ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ପାଇଁ ଗଞ୍ଜାମ ଓକିଲ ସଂଘ ପକ୍ଷରୁ ବ୍ରହ୍ମପୁର ବାର୍ କାର୍ଯ୍ଯାଳୟରେ ଆଜି ପୂର୍ବାହ୍ନ ୨ଟା ସମୟରେ ଏକ ନିରବ ପ୍ରାର୍ଥନା ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଓକିଲ ସଂଘ ପକ୍ଷରୁ ଏହି ନିରବ ପ୍ରାର୍ଥନା କରିବା ସହ ଶୋକ ସଭା!-->…
ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ନିଖୋଜ, ଅପହରଣ ସନ୍ଦେହ…!
କନ୍ଧମାଳ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ଅଜିତ କୁମାର ସାହୁ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ତାଙ୍କୁ ଅପହରଣ କରି ନିଆ ଯାଇଥିବା ନେଇ ସନ୍ଦେହ କରାଯାଉଛି। ମାଓବାଦୀ କି ଅନ୍ୟ କେହି ତାହା ଜଣାପଡ଼ିନାହିଁ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁସାରେ!-->…
ହିଞ୍ଜିଳି ଥାନାରେ ମୋବାଇଲ ମେଳା। ଜବତ ମୋବାଇଲ ଫେରି ପାଇଲେ ଲୋକେ…
ହିଞ୍ଜିଳିକାଟୁ ୩।୬ ହିଞ୍ଜିଳି ପୋଲିସ ତରଫରୁ ଶନିବାର ମାବାଇଲ ମେଳା' ଆୟୋଜନ କରାଯାଇ ୧୮ ଜଣ ଅଭିଯୋଗକାରୀ ତଥା ପ୍ରକୃତ ମାଲିକମାନଙ୍କୁ ସେମାନଙ୍କର ଚୋରୀ ହୋଇଥିବା କିମ୍ବା ହଜିଯାଇଥୁବା ମୋବାଇଲ ଫୋନ ହସ୍ତାନ୍ତର କରାଯାଇଛି । ଉଦ୍ଧାର ହୋଇଥିବା ମୋବାଇଲ ଗୁଡିକ ମଧ୍ୟରୁ ୬ ଟି ମୋବାଇଲ ଗତ ମଈ!-->…
ଗଞ୍ଜାମ ଜିଲ୍ଲା ୧୬ ଖଣ୍ଡ ଗୋପାଳ ସମାଜ ମହାସମ୍ମିଳନୀ ଦିବସ ପାଳିତ…
ବଡଗଡ 'କ" ତାଳୁକା କୁଳ ଗୃହ ପ୍ରତିଷ୍ଠା
ବ୍ରହ୍ମପୁର(2/6) : ଜିଲ୍ଲା ଶୋହୋଳ ଖଣ୍ଡ ଗୋପାଳ ବଡଗଡ 'କ" ତାଳୁକା କୁଳଗୃହ ବଡଗଡ ଠାରେ ଜିଲ୍ଲା ସଭାପତି ନନ୍ଦ କିଶୋର ମହାଙ୍କୁଡଙ୍କ ଦ୍ଵାରା ଉଦ୍ଘାଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମାଜ ସେବୀ ପ୍ରମୋଦ କୁମାର ପଟ୍ଟନାୟକ ,ଆସିକା ସମବାୟ!-->!-->!-->…
ମିଶ୍ରଣ ପର୍ବକୁ ନେଇ ରାଜନୀତି: ବିଜେଡ଼ିର ମିଶ୍ରଣ ପର୍ବ ସରିବାର ୨୪ଘଣ୍ଟା ନ ପୁରୁଣୁ ସରପଞ୍ଚ କହିଲେ ମୁଁ ବିଜେପି ରେ…
ବାଲିଗୁଡ଼ା : ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେପି- ବିଜେଡ଼ି ମଧ୍ଯରେ ସେତିକି ଶୀତଳ ଯୁଦ୍ଧ ଆରମ୍ଭ ହେଉଛି। ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କ ଅଧ୍ୟକ୍ଷତା ରେ କ. ନୂଆଗାଁ ବ୍ଲକ ବାଲିଗାଡ଼ା ପଞ୍ଚାୟତରେ ଅନୁଷ୍ଠିତ ବିଜେଡି ର ମିଶ୍ରଣ ପର୍ବ ରେ ବାଲିଗାଡ଼ାର ବିଜେପି ସମର୍ଥିତ ସରପଞ୍ଚ!-->…
ବିଜୟଶ୍ରୀଙ୍କ ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକ ଅନୁଷ୍ଠିତ
ଯୋଗ ଦେଲେ ବିଜେଡ଼ି ରାଜ୍ୟ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା
ବାସୁଦେବପୁର : ବାସୁଦେବପୁର ରେପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ସ୍ବର୍ଗତ ବିଜୟ ଶ୍ରୀ ଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକ ଉତ୍ସବ ସ୍ଥାନୀୟ ମହିସା ପଦା ଠାରେ ବିଜୟ ଶ୍ରୀ ମଣ୍ଡପ!-->!-->!-->…