Browsing Category

ଆଞ୍ଚଳିକ

୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୧୦ବର୍ଷର ଶିଶୁ ଗୁରୁତର

ଦାରିଙ୍ଗବାଡି,୧/୬ : ଦାରିଙ୍ଗବାଡି ଥାନା ଅନ୍ତର୍ଗତ ସନପୁର ଗ୍ରାମ ପଞ୍ଚାୟତ ଗାହାକିଆ ଗ୍ରାମର ଜଣେ ଶିଶୁ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଛି । ଗୁରୁତର ଆହତ ଶିଶୁ ଜଣକ ହେଲା ସବିନ ପ୍ରଧାନଙ୍କ ୧୦ ବର୍ଷର ପୁଅ ଶ୍ରିନୁ ପ୍ରଧାନ । ଶ୍ରିନୁ ପ୍ରଧାନ ସନ୍ଧ୍ୟା ସମୟରେ

ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଗିରଫ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ଭୁବନେଶ୍ଵରକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୁଲିସ ଚଢ଼ଉ କରି ଗଞ୍ଜେଇ ଚାଲାଣ ଅଭିଯୋଗ ରେ ୩ ଜଣଙ୍କୁ ଗିରଫ କରିଛି | ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଦକେତା ଗ୍ରାମରୁ ଗଞ୍ଜେଇ ଚାଲାଣ ହେଉଥିବା ପୁଲିସ ଖବର ପାଇ ରାସ୍ତାରେ ଜଗିଥିଲା | ସ୍ବିଫ୍ଟ

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସମସ୍ୟା ନେଇ ସିଡିଏମଓଙ୍କୁ ଘେରିଲେ ନାଗରିକ କମିଟି ସଦସ୍ୟ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସମସ୍ୟା ନେଇ ସିଡିଏମଓଙ୍କୁ କାର୍ଯ୍ୟାଳୟରେ ଘେରିଲେ ଜିଲା ନାଗରିକ କମିଟି। ଡାକ୍ତର ମାନେ ଗ୍ରାମାଞ୍ଚଳରେ ଥିବା V1,V2 ଓV3 ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିବା ପାଇଁ ସ୍ୱତନ୍ତ୍ର ଭତ୍ତା ୩୦ରୁ ୪୦ହଜାର ପାଉଥିବା ବେଳେ ନବେ ପ୍ରତିଶତ

ଅମଲା ସଂଘର ସାମୁହିକ ଛୁଟି ଆନ୍ଦୋଳନ

ଦାରିଙ୍ଗବାଡି,୧/୬ : ଦାରିଙ୍ଗବାଡି ଅମଲା ସଂଘ ପକ୍ଷରୁ ବ୍ଲକ୍ ପରିସର ମଧ୍ୟରେ ସାମୁହିକ ଛୁଟି ଆନ୍ଦୋଳନ କରିଛନ୍ତି । ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ଗ୍ରେଡ଼ ପେ ବୃଦ୍ଧି କରିବା ପାଇଁ ଦାବି କରିଛନ୍ତି । ଅମଲାଙ୍କ ଆନ୍ଦୋଳନ ଫଳରେ ଲୋକେ ନାହିଁ ନଥିବ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତହସିଲ,

ଓ୍ବାଲଟିୟର ଡିଭିଜନ ଡିଆରଏମଙ୍କ ଟିକିରି ଷ୍ଟେସନ ଗସ୍ତ…

ଟିକିରି : ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଟିକିରି ରେଳଷ୍ଟେସନରେ ସମଲେଶ୍ଵରୀ ଟ୍ରେନ ରହଣି ଓ ରାସ୍ତା, ପାନୀୟ ଜଳ ଓ ଆଲୋକିକରଣ ଦାବି କରି ଟିକିରି ଅଞ୍ଚଳର ବୁଦ୍ଧିଜୀବୀ ଏବଂ ସାଧାରଣ ଜନତା ବାରମ୍ବାର ଦାବି କରିଆସୁଥିବା ବେଳେ ରେଳ ବିଭାଗ ୩ବର୍ଷ ହେଲାଣି ସମୟ ଗଡାଇ ପ୍ରତିସୃତି ପରେ

କଳ୍ପନାଦେବୀ ଆବାସିକ ମହାବିଦ୍ୟାଳୟର ସଫଳତା

ଭଦ୍ରକ : ଭଦ୍ରକ ସହର ର ମୋଟାଲ ଛକ ମାରୁତି ସୋରୁମ ପାଖରେ ଅବସ୍ଥିତ କଳ୍ପନାଦେବୀ ଆବାସିକ ମହାବିଦ୍ୟାଳୟର ବାଜିମାତ | ଚଳିତ ସଦ୍ୟ ପ୍ରକାଶିତ +2 ବିଜ୍ଞାନ ବିଭାଗର କଳ୍ପନା ଦେଵୀ ର ବିଦ୍ୟାର୍ଥୀ ମାନଙ୍କ ର ଫଳାଫଳ ନେଇ ଅପୂର୍ଵ ସଫଳତା ଉପରେ ଚେୟାରମ୍ୟାନ ଆଡଭୋକେଟ ମହେଶ ଚନ୍ଦ୍ର ରାଏ ଖୁସି

ଜଳ ନିଷ୍କାସନ ବ୍ୟବସ୍ଥା ସିଲ, ଜଳ ଜମି ଉପରୁ ଜବରଦଖଲ ଉଚ୍ଛେଦ ନ ହେଲେ ଆନ୍ଦୋଳନର ଚେତାବନୀ

ଭଦ୍ରକ : ଭଦ୍ରକ ସହର ରେ ଦିନକୁ ଦିନ ସରକାରୀ ଜାଗା ଜବର ଦଖଲ ଯୋଗୁଁ ଜଳ ନିଷ୍କାସନ ସମସ୍ୟା ହେଉଥିବା ନେଇ ଆଜି 5 ଟି ୱାର୍ଡ଼ ଓ ଗୋଟିଏ ପଂଚାୟତ ରୁ ଯୁବକ ମାନେ ଆସି ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଛନ୍ତି | ପରେ ଅତିରିକ୍ତ ଜିଲ୍ଲାପାଳ ଆଲୋଚନା ମଧ୍ୟ କରିଛନ୍ତି l ତେବେ ଭଦ୍ରକ ର ୧, ୨, ୩,

ସମୁଦ୍ରରେ ବୁଡି ଜଣେ ମୃତ୍ୟୁ ଓ ଜଣେ ନିଖୋଜ…

ଛତ୍ରପୁର : ଗଞ୍ଜାମ ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲି ଗ୍ରାମରେ ଅଭାବନୀୟ ଘଟଣା ଘଟିଛି | ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଦୁଇ ଛାତ୍ରୀ ଜଣେ ମୃତ ଜଣେ ନିଖୋଜ ରହିଛନ୍ତି | ମୃତ ଛାତ୍ରୀ ଜଣଙ୍କ ହେଲେ କନିଷିର ସ୍ୱପ୍ନା ରାଣୀ ପଣ୍ଡିତ ଏବଂ ନିଖୋଜ ଛାତ୍ରୀ ଜଣକ ହେଲେ ଶେରଗଡ଼ର ହରିକୃଷ୍ଣପୁର ର

ଟ୍ରାକଟରରୁ ପଡ଼ି ମହିଳାଙ୍କ ମୃତ୍ୟୁ : ପରିବାର ପକ୍ଷରୁ ହତ୍ୟା କରାଯାଇଥିବା ଅଭିଯୋଗ

ଦାରିଙ୍ଗବାଡି, ୧/୬ : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଧିନସ୍ତ ହାତିମୁଣ୍ଡା ଗ୍ରାମର ଡ୍ରେଙ୍ଗେମାଲା ସାହିର ନିବି ମଳିକର ସ୍ତ୍ରୀ ସଜମିତା ମେରାମାଝୀ (୧୯) ରାତି ପ୍ରାୟ ୧୦ ଘଣ୍ଟା ସମୟରେ ଟ୍ରାକ୍ଟରରୁ ଛିଡି ପଡି ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି। ହେଲେ

ପାନପୋଷ ଓ ବଣାଇ ଉପଖଣ୍ଡର ସମସ୍ତ ସରକାରୀ କାର୍ଯ୍ୟାଳୟର ସମୁହ କିରାଣୀ ଗଲେ ଛୁଟିରେ, ଜନସାଧାରଣ ପ୍ରଭାବିତ

ପାନପୋଷ : ଆଜିଠାରୁ ପାନପୋଷ ଓ ବଣାଇ ଉପଖଣ୍ଡରେ ଥିବା ସମସ୍ତ ତହସିଲ, ବ୍ଳକ, ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ତଥା ସରକାରଙ୍କ ଅଧିନସ୍ଥ ଆର.ଡି,ଆର.ଏଣ୍ଡ.ବି,ପି.ଏଚ.ଡି,ସମେତ ସୁନ୍ଦରଗଡ ଜିଲ୍ଲାର ସମସ୍ତ ସରକାରଙ୍କ ଅଧିନସ୍ଥ କାଯାଳୟ ଏବଂ ଜିଲ୍ଲାପାଳଙ୍କ କାର୍ରଯ୍ୟାଳୟ କାର୍ଯରତ ବରିଷ୍ଠ ଓ