Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ୱାକର୍ସ କ୍ଲବ ସିଲକ୍ ସିଟି ପକ୍ଷରୁ ବିଶ୍ଵ ନିକେତନ ଜରା ନିବାସରେ ଗ୍ରୋସରୀ ସାମଗ୍ରୀ ବଣ୍ଟନ
ବ୍ରହ୍ମପୁର (୨୯/୫) : ୱାକର୍ସ କ୍ଲବ ସିଲକ୍ ସିଟି ପକ୍ଷରୁ ମହାନ୍ ସଙ୍ଘ ପକ୍ଷରୁ ପରିଚାଳିତ ଗୋପାଳପୁର ରଡ ସ୍ଥିତ ରାମଚନ୍ଦ୍ରପୁର ଗ୍ରାମ ଠାରେ ଅବସ୍ଥିତ ବିଶ୍ଵ ନିକେତନ ଜରା ନିବାସ ରେ ପ୍ରାୟ ୨୦୦୦୦ ଟଙ୍କାର ଚାଉଳ, ଡାଲି, ଅଟା ଇତ୍ୟାଦିଗ୍ରୋସରୀ ସାମଗ୍ରୀ ବଣ୍ଟନ କରାଯାଇଥିଲା।କ୍ଲବ!-->…
ବସୁଧା ଉପଦେଷ୍ଟାଙ୍କ ମାଲକାନଗିରି ବ୍ଲକ ଓ କାଲିମେଳା ବ୍ଲକ ମେଗା ପାନୀୟ ଜଳ ପ୍ରକଳ୍ପ ପରିଦର୍ଶନ
ମାଲକାନାଗିରି : ଓଡିଶା_ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ( ବସୁଧା )ର ଉପଦେଷ୍ଟା ଦିନେଶ ପ୍ରଧାନ ପ୍ରଥମେ ମାଲକାନାଗିରି ଜିଲ୍ଲା ଗସ୍ତରେ ଆସି ପ୍ରଥମେ RWS&S Division ଠାରେ ଜିଲ୍ଲାରେ ଚାଲିଥିବା ଓଡିଶା ସରକାରଙ୍କ ପାନୀୟ ଜଳ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ , ବସୁଧା!-->…
୨ କୁଇଣ୍ଟାଲ ୫୬ କେଜି ଗଂଜେଇ ଜବତ, ଦୁଇ ଗିରଫ
ଫୁଲବାଣୀ : ଗୋଛାପଡା ପୋଲିସକୁ ମିଳିଛି ବଡ଼ ସଫଳତା l କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଗୋଛାପଡା ଥାନା ଅଧିକାରୀ ରଂଜିତ କୁମାର ମୁନିଙ୍କ ନେତ୍ତୃତ୍ଵରେ ପୋଲିସ ଟିମ ଚବିଶ ଘଣ୍ଟା ମଧ୍ୟରେ ଦୁଇଟି ସ୍ଥାନରେ ଚଢ଼ାଉ କରି ଅଢେଇ କୁଇଣ୍ଟାଲରୁ ଉର୍ଦ୍ଧ୍ବ ଗଂଜେଇ ଜବତ!-->…
କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ଗଜପତି ଜିଲ୍ଲାଗସ୍ତ
ଗଜପତି : କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ସୋମବାର ଦିନିକିଆ ଗଜପତି ଜିଲା ଗସ୍ତରେ ଆସି ଫେରିଯାଇଛନ୍ତି। ସେ ତାଙ୍କ ଗସ୍ତ ସମୟରେ ଦୁଇଟି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ପାଇଁ ଶୁଭ ପ୍ରଦାନ କରିଥିବା ବେଳେ ଶବର ସମାଜ ପକ୍ଷରୁ ନିର୍ମିତ ପରମପୂଜ୍ୟ ପ୍ରଧାନୀ!-->…
ଅନ୍ତରଙ୍ଗ ଯୁବ ମହାସଂଘ ପକ୍ଷରୁ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳିତ
ଫୁଲବାଣୀ/ବାଲିଗୁଡା : ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଦନେକବଡି ଓ ସିଆଙ୍ଗବାଲି ପଞ୍ଚାୟତର ବିରାଗାଡ଼ା ଓ ପେଟେ ଡ଼ାବାଡି ଗ୍ରାମରେ ୟୁଥ୍ ଫର୍ ୱାଟର ପ୍ଲସ, ଜାଗୃତି, ଗ୍ରାମ ବିକାଶ ଓ ଆକ୍ସନଏଡ୍ ସହଯୋଗରେ ଅନ୍ତରଙ୍ଗ ଯୁବ ମହାସଂଘ, କନ୍ଧମାଳ ତରଫରୁ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ ଅବସରରେ!-->…
ସାମ୍ବାଦିକଙ୍କ ପିତୃ ବିୟୋଗ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ର ବରିଷ୍ଠ ସାମ୍ୱାଦିକ ବି. ଭି. ଶଙ୍କରଙ୍କ ପିତା ସ୍ଵଗର୍ତ ବି. ଭି. ଏନ୍ ମୂର୍ତ୍ତୀ ଗତକାଲି ରାତି ପ୍ରାୟ ୧୦.୩୦ରେ ନିଜ ବାସଭବନରେ ସ୍ତ୍ରୀ ଓ ଦୁଇ ପୁଅ ବୋହୁ ନାତୁଣୀଙ୍କ ଉପସ୍ଥିତିରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୮!-->…
ଟ୍ରକ୍ ସହ ବାଇକ୍ ଧକ୍କା : ଜଣେ ମୃତ
ଚିକିଟୀ : ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଲିଆଖାଇ ଗ୍ରାମ ପରେ ପରେ ରହିଥିବା ଏକ କଲଭର୍ଟ ନିକଟରେ ଟ୍ରକ୍ ସହ ବାଇକ୍ ଧକ୍କା ହୋଇ ଜଣେ ଯୁବକର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି। ଘଟଣା ରୁ!-->…
ରୋଟାରୀ ପକ୍ଷରୁ ଯୁବ ସେବା ସଚେତନତା ଶିବିର
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ରୋଟାରି କ୍ଲବ ପକ୍ଷରୁ ରୋଟାରୀ ସେବା ଟ୍ରଷ୍ଟ ପରିସରରେ ଯୁବ ନେତୃତ୍ୱ ଶିବିର ଅନୁଷ୍ଠିତ ହୋଇଥିଲା l ରୋଟାରୀ କ୍ଲବ ସଭାପତି ତଥା ବରିଷ୍ଠ ଆଇନଜୀବୀ ହରିଶ୍ଚନ୍ଦ୍ର ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ନେହୁରୁ ଯୁବ କେନ୍ଦ୍ର!-->…
ଆଖଣ୍ଡଳମଣିପୀଠରେ ଦ୍ବିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ କାର୍ଯ୍ୟ
ଭଦ୍ରକ : ରାଜ୍ୟ ସରକାର ଆଖଣ୍ଡଳମଣିଙ୍କ ମନ୍ଦିର ପରିସର ସହ ପୀଠର ସମ୍ପ୍ରସାରଣ ପାଇଁ ପ୍ରଥମ ପର୍ଯ୍ୟୟରେ ଯୋଗାଇ ଦେଇଥିଲେ ୬କୋଟି ଟଙ୍କା | ଉକ୍ତ ଅର୍ଥ ରେ ବାବାଙ୍କ ମନ୍ଦିର ବେଢାର ସମ୍ପ୍ରସାରଣ ସହ ଚାରି ଦ୍ବାର ବେଢା ଚଟାଣ ଆଦି କାର୍ଯ୍ୟ ଅନ୍ତିମ ପର୍ଯ୍ୟୟ ରେ ପହଞ୍ଚି ଥିବାରୁ ନୂଆରୂପ ରେ!-->…
ବ୍ରହ୍ମପୁର ନାଳନ୍ଦା ବିଦ୍ୟାମନ୍ଦିର ହାୟର୍ ସେକେଣ୍ଡାରୀ ସ୍କୁଲ ପକ୍ଷରୁ ପକ୍ଷରୁ ମାଟ୍ରିକ୍ ଉତ୍କର୍ଷ ସମ୍ମାନ
ବ୍ରହ୍ମପୁର(୨୮/୫) : ନାଳନ୍ଦା ବିଦ୍ୟା ମନ୍ଦିର ହାୟର ସେକେଣ୍ଡାରୀ ସ୍କୁଲ ବ୍ରହ୍ମପୁର (ଗଞ୍ଜାମ) ପକ୍ଷରୁ ଆଜି ଗଞ୍ଜାମ, ଗଜପତି, କନ୍ଧମାଳ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର କିଛି ବ୍ଳକର ମାଟ୍ରିକ୍ ପରୀକ୍ଷାରେ ଗ୍ରେଡ୍ - ୯୦%ରୁ ଉର୍ଦ୍ଧ୍ବ ମାର୍କ ରଖିଥିବା ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ!-->…