Browsing Category

ଆଞ୍ଚଳିକ

ଭୂସ୍ଖଳନ ପ୍ରଭାବିତଙ୍କୁ ଆବାସ ଗୃହ କାର୍ଯ୍ୟାଦେଶ ପ୍ରଦାନ…

ଦାରିଙ୍ଗବାଡି,୨୫/୫, ହାତିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରିପଦର ଗ୍ରାମ ନିକଟରେ ରହିଥିବା ପାହାଡ଼ରେ ଗତ ନଭେମ୍ବର ମାସରେ ଭୂସ୍ଖଳନ ହୋଇଥିଲା। ଏନେଇ ଉଭୟ ବ୍ଲକ ଓ ଜିଲ୍ଲା ପ୍ରଶାସନ ଗାଁ ରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲା। ଉକ୍ତ ସ୍ଥାନରେ ବସବାସ ଲୋକଙ୍କ ପାଇଁ ବିପଦ ସଙ୍କୁଳ

ବ୍ଲକରେ ନୂତନ କୋଠା ନିର୍ମାଣ ନିମନ୍ତେ ଭୂମି ପୂଜନ

ଦାରିଙ୍ଗବାଡି,୨୫/୫ ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ଏକ ନୂତନ କୋଠା ନିର୍ମାଣ ନିମନ୍ତେ ଆଜି ଭୂମି ପୂଜନ କାର୍ଯ୍ୟକ୍ରମ ହୋଇଯାଇଛି । ବ୍ଲକ ଅଧକ୍ଷ ସୁଶାନ୍ତ ପ୍ରଧାନ ଭୂମି ପୂଜନ କରି କାର୍ଯ୍ୟ ଆରମ୍ଭ କରିଥିଲେ । ଏହି କୋଠା ନିର୍ମାଣ ନିମନ୍ତେ ୩୦ ଲକ୍ଷ ଟଙ୍କା ଅନୁଦାନ

ତାଲୁକ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଭିନ୍ନକ୍ଷମ ମାନଙ୍କ ସାପ୍ତାହିକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଦାରିଙ୍ଗବାଡ଼ି :,୨୪/୫ ଦାରିଙ୍ଗବାଡ଼ି ଠାରେ ଆଜି ତାଲୁକ ଆଇନ ପ୍ରାଧିକରଣ ପକ୍ଷରୁ ଭିନ୍ନକ୍ଷମ ମାନଙ୍କ ସାପ୍ତାହିକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଠାରେ ଭିନ୍ନକ୍ଷମ ମାନଙ୍କ ପାଇଁ ସରକାରଙ୍କ ଦ୍ଵାରା ଉପଲବ୍ଧ ଥିବା ବିଭିନ୍ନ ଯୋଜନା ଓ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିବା

ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ତିରୋଧାନ ଦିବସ ପାଳନ

କୋଟିଆ ନେଇ ପୂଜ୍ୟ ପୂଜା ସମିତିର କ୍ଷୋଭ ବ୍ରହ୍ମପୁର, ତା.25.5.2023ରିଖ ସ୍ୱତନ୍ତ୍ର ଓଡିଶା ପ୍ରଦେଶର କର୍ଣ୍ଣଧାର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ 49ତମ ତିରୋଧାନ ଦିବସରେ ଆଜି ମାନବ ଅଧିକାର ସୁରକ୍ଷା ମଞ୍ଚର ସାଂସ୍କୃତିକ ବିଭାଗ ପୂଜ୍ୟ ପୂଜା ସମିତି ପକ୍ଷରୁ ମହାରାଜାଙ୍କ ସ୍ମୃତି

ଟ୍ରାକ୍ଟର ଚଢିଯିବାରୁ ଘଟଣାସ୍ଥଳରେ ବୃଦ୍ଧା ମହିଳାଙ୍କ ମୃତ୍ୟୁ…

ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧୀନରେ ଥିବା ଜଳମଣ୍ଡୁଆ ପଞ୍ଚାୟତର ଚନ୍ଦରପୁର ଗ୍ରାମରେ ଜଣେ ବୃଦ୍ଧା ମହିଳାଙ୍କ ଉପରେ ଟ୍ରାକ୍ଟର ଚଢିଯିବାରୁ ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଯାଇଛି | ସୂଚନା ଅନୁସାରେ ମହିଳା ଜଣକ ହେଲେ ସ୍ବର୍ଗତ ବୈକୁଣ୍ଠ ସାମଲ ଙ୍କ ପତ୍ନୀ ଅଖୁଜି ସାମଲ |

କନ୍ଧମାଳ ଜିଲ୍ଲାରେ ଆଇସିଏଆର୍ – ସିଫା ତରଫରୁ ବୈଜ୍ଞାନିକ – କୃଷକ ଭାବ ବିନିମୟ କାର୍ଯ୍ୟକ୍ରମ

ଫୁଲବାଣୀ : ଭୁବନେଶ୍ବରସ୍ଥିତ କେନ୍ଦ୍ରୀୟ ମଧୁର ଜଳଜୀବ ପାଳନ ଓ ଗବେଷଣା ସଂସ୍ଥା ତରଫରୁ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନ ବଳନ୍ଦାପଡ଼ା ଗ୍ରାମରେ ମଧୁର ଜଳ ଜୀବପାଳନ ସଂପର୍କରେ ଏକ କୃଷକ-ବୈଜ୍ଞାନିକ ଭାବ ବିନିମୟ କାର୍ଯ୍ୟକ୍ରମ ୨୪ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ଡିଏସ୍‌ଟି

ରାସ୍ତା ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଗ୍ରାମବାସୀଙ୍କ ଲିଖିତ ଅଭିଯୋଗ ପତ୍ର

ଦାରିଙ୍ଗବାଡ଼ି (୨୪/୫) : ଦେଶରେ ସ୍ୱାଧୀନତା ଅମୃତ ଉତ୍ସଵ ପାଳନ ହୋଇଛି ହେଲେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଧିନସ୍ତ କାଟିଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାନଗୁଡ଼ା, ହରଗୁଡ଼ା ଓ ରାମ୍ବିଲି ଗ୍ରାମବାସୀ ଆଜି ସୁଧା ପକ୍କା ରାସ୍ତାର ସୁବିଧା ପାଇନାହାନ୍ତି। ଏଣୁ ପ୍ରଧାନ ମନ୍ତ୍ରୀ

ଆଖଣ୍ଡଳମଣିଙ୍କ ବିବାହ ପାଇଁ ମଙ୍ଗଳକୃତ୍ୟ…

ଆଜି ବିବାହ ବନ୍ଧନ ରେ ବାନ୍ଧି ହେବେ ଦେବ ଦମ୍ପତି, ସକାଳ ୧୦ଟାରେ ବରଧରା ଗଗନ, ସଂଧ୍ୟା ୭ ଟା ରେ ବରାନୁଗମନ ଶୋଭାଯାତ୍ରା ଭଦ୍ରକ : ଆରଡି ପୀଠ ବାବା ଆଖଣ୍ଡଳମଣି ଙ୍କ ମନ୍ଦିର ରେ ପ୍ରସିଦ୍ଧ ଶିବ ବିବାହ ଉତ୍ସବ ମୁଖର ହୋଇ ଉଠିଛି ସମଗ୍ର ପୀଠ | ମନ୍ଦିର ପରିସର ଓ ପୀଠକୁ ରଙ୍ଗିନ ଆଲୋକ ରେ

କଥାକାର ରଞ୍ଜନ ପ୍ରଧାନଙ୍କୁ ‘ଆର୍ତ୍ତବଲ୍ଲଭ ଗବେଷଣା ପୁରସ୍କାର-୨୦୨୩’

ଫୁଲବାଣୀ : କଥାକାର ଗବେଷକ ଡକ୍ଟର ରଞ୍ଜନ ପ୍ରଧାନଙ୍କୁ ଚଳିତବର୍ଷର ସମ୍ମାନଜନକ ‘ଆର୍ତ୍ତବଲ୍ଲଭ ଗବେଷଣା ପୁରସ୍କାର- ୨୦୨୩’ ପ୍ରଦାନ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ୟ ପରିଷଦର ଦ୍ବାଦଶ ବାର୍ଷିକ ଉତ୍ସବ ଅବସରରେ କେନ୍ଦ୍ରାପଡ଼ାର ସଂସ୍କୃତି ଭବନ ପରିସରରେ ଆୟୋଜିତ ସ୍ବତନ୍ତ୍ର

ବିଦେଶୀ ମଦ ଦୋକାନ ଆଗରେ ଲାଗିଥିବା ସି ସି କେମେରା ଧର୍ମକୁ ଆଖି ଠାର ।

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ରେ ଥିବା ଅଧିକାଂଶ ବେଦେଶୀ ଠିପିବନ୍ଦ ମଦଦୋକାନ ରେ ଖୁଲାମ ଖୁଲା ମଦ ଖୋଲା ରେ ବିକ୍ରି ହେଉଥିଲେ ମଧ୍ୟ ଅବକାରୀ ବିଭାଗ ଓ ପୋଲିସ ବିଭାଗ ସବୁ ଜାଣି ନିରବ ରହିବା ପଛରେ କି ରହସ୍ୟ ଅଛି ତାହା ସାଧାରଣ ରେ ଆଲୋଚନା ହେଉଛି। ସନ୍ଧ୍ୟା ହେଲେ ବହୁ ବିଦେଶୀ ମଦ