Browsing Category

ଆଞ୍ଚଳିକ

ଭାରସାମ୍ୟ ହରାଇ ୨୫ଫୁଟ ଖାଲକୁ ଖସିଲା ଅଟୋ: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ସମେତ ତିନି ଯାତ୍ରୀ…

ବାଲିଗୁଡ଼ା::ଭାରସାମ୍ୟ ହରାଇ ୨୫ ଫୁଟ ଖାଲକୁ ଖସିଲା ଅଟୋ । ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଲେ ଡ୍ରାଇଭର ସମେତ ତିନି ଯାତ୍ରୀ । ସୂଚନା ପ୍ରକାରେ ମଙ୍ଗଳବାର ସନ୍ଧ୍ୟା ସମୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ଦୁଇଜଣ ଯାତ୍ରୀ ଏକ ଅଟୋ ଭଡ଼ା କରି ରୁତୁଙ୍ଗିଆ ଅଞ୍ଚଳକୁ ଯାତ୍ରା ଆରମ୍ଭ କରିଥିଲେ ।

ଯୁବକଙ୍କଠାରୁ ୩୧ହଜାର ଠକିନେଲେ ସାଇବର ଠକ

ବ୍ରହ୍ମପୁର : ଏକ ସାଇବର ଠକେଇର ଶିକାର ହୋଇଛନ୍ତି ମହେଶ୍ୱର ବାରିକ୍ ନାମକ ଯୁବକ | ଘଟଣାରୁ ଜଣା ପଡିଛି ଯେ ଅରଣ୍ଡୁଆ ଗ୍ରାମର ପ୍ରଫୁଲ ବାରିକ୍ ଙ୍କ ପୁଅ ମହେଶ୍ବର(୩୧)ଙ୍କ ଫୋନ୍‌କୁ କିଏ ଜଣେ ଅଜଣା ବ୍ୟକ୍ତି 7498723459 ନମ୍ବରରୁ ଫୋନ କଲ୍ କରି କହିଲେ କି ତୁମ ଫୋନ୍ ପେ କୁ ଗୋଟିଏ Reward

ପୁଅକୁ ଆକ୍ରମଣ କରିଥିବା ଅଭିଯୁକ୍ତକୁ ଗିରଫ କରିବା ପାଇଁ ଏସପିଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତ ପରିବାର

ବ୍ରହ୍ମପୁର : ବଡବଜାର ଥାନା ଅନ୍ତର୍ଗତ ମାଲୁଆଣି ମନ୍ଦିର ସାହି ତୃତୀୟ ଗଳିରେ ରହୁଥିବା ରାଜେଶ୍ୱରୀ ସୁବୁଦ୍ଧି ଏବଂ ତାଙ୍କ ସ୍ୱାମୀ ବିଜୟ କୁମାର ସୁବୁଦ୍ଧି ତାଙ୍କ ପୁଅକୁ ଆକ୍ରମଣ କରିଥିବା ଅଭିଯୁକ୍ତକୁ ଗିରଫ କରିବା ପାଇଁ ଏସପି ଙ୍କ କାର୍ଯ୍ୟାଳୟ କୁ ଯାଇ ଅଭିଯୋଗ କରିଥିଲେ। କୌଣସି କଥାକୁ

ହୁମର ଗ୍ରାମରେ ବାଲେଶ୍ୱର ଭିଜିଲାନ୍ସ ଟିମ୍

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ମହକୁମା ଠାରୁ ମାତ୍ର ୩ କିମି ଦୂର, ଯାହା ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ହୂମର ଗ୍ରାମକୁ ମଙ୍ଗଳବାର ସକାଳୁ ସକାଳୁ ବାଲେଶ୍ଵରର ଭିଜିଲାନ୍ସ ଟିମ୍ ପହଞ୍ଚି ଥିଲେ । ଗତବର୍ଷ ଭିଜିଲାନ୍ସ ଜାଲରେ ପଡ଼ିଥିବା ଜଣେ କର୍ମଚାରୀଙ୍କ ପୈତୃକ ଘର ତନଖି କରି ଘରର ମାନ ଯାଞ୍ଚ

ପ୍ରଶାସନର ପ୍ରତିଶ୍ରୁତି ବିଫଳ : ଟିକିରିରେ ସମଲେଶ୍ଵରୀ ଏକ୍ସପ୍ରେସ୍ ରହଣୀ ଓ ରେଳ ଷ୍ଟେସନ ମୁଖ୍ୟ ରାସ୍ତା ମରାମତି ପାଇଁ…

କାଶିପୁର : ରାୟଗଡା ଜିଲା କାଶିପୁର ବ୍ଳକ ଟିକିରି ରେଳ ଷ୍ଟେଶନ ରେ ସମଲେଶ୍ଵରୀ ଏକ୍ସପ୍ରେସ୍ ରହଣୀ ପାଇ ଟିକିରି ଶିବ ମନ୍ଦିର ନିକଟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କୋଭିଡ୍ ପୂଵରୁ ସମଲେଶ୍ଵରୀ ଏକ୍ସପ୍ରେସ୍ ଟିକିରି ରେଳ ଷ୍ଟେଶନରେ ରହଣୀ ଥିଲା କୋଭିଡ ପାଇ ସବୁ ଟ୍ରେନ ଚଳାଚଳ ବନ୍ଦ

ସାପ କାମୁଡାରେ ମହିଳା ମୃତ…

କାଶିପୁର : ରାୟଗଡା ଜିଲ୍ଲା କାଶିପୁର ବ୍ଲକ ମୁନୁସ ଗାଁ ପଞ୍ଚାୟତ ଅନ୍ତର୍ଗତ ବଡଚେକନା ଗ୍ରାମରେ ଏକ ଅଭାବନୀୟଘଟଣା ଦେଖିବାକୁ ମିଳିଛି । ଉକ୍ତ ଗ୍ରାମର ଯଶୋଦା ନାଏକ ଙ୍କ ସାପ କାମୁଡ଼ାରେ ମୃତ ଘୋଟିଛି । ରାତ୍ରି ସମୟରେ ଶୋଇଥିବା ବେଳେ ଏକ ବିଶାକ୍ତ ସାପ କାମୁଡିଥିଲା । ପରିବାର ଲୋକେ

ଗ୍ରୀଷ୍ମକାଳୀନ ଫୁଟବଲ ଓ ଯୋଗଶିବିର ଅନୁଷ୍ଠିତ

ହିଞ୍ଜିଳିକାଟୁ (୨୩।୫) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମିନିଷ୍ଟାଡିୟମ ପରିଷରରେ ଥିବା ବରିଷ୍ଠ ନାଗରିକ ଚିତ୍ତବିନୋଦନ କେନ୍ଦ୍ର ଗୃହରେ ଜଗନ୍ନାଥ ପ୍ରଯୋଜନା ଟିମ ଆନୁକୂଲ୍ୟରେ ଗ୍ରୀଷ୍ମ କାଳୀନ ଫୁଟବଲ ଓ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ହିଞ୍ଜିଳିକାଟୁ ମିନିଷ୍ଟାଡିୟମ ପରିଷରରେ

ବିଶ୍ବ କଇଁଛ ଦିବସ ଜିଲ୍ଲାସ୍ତରରେ ପାଳିତ

ଜୀବଜନ୍ତୁଙ୍କ ସୁରକ୍ଷା ହିଁ ମଣିଷ ଜୀବନ ବଞ୍ଚିବାର ମାଧ୍ୟମ ଛତ୍ରପୁର (୨୩.୦୫) : ଛତ୍ରପୁରସ୍ଥିତ ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ଗୋପାଳପୁର ଟାଟାଷ୍ଟିଲ ପକ୍ଷରୁ ଜିଲ୍ଲା ସ୍ତରରେ ବିଶ୍ବ କଇଁଛ ଦିବସ ମଙ୍ଗଳବାର ଦିନ ପାଳିତ ହୋଇଯାଇଛି । ୨୦୦୦ ମସିହାରେ ଆମେରିକାର କଇଁଛ

ବ୍ରହ୍ମପୁରରେ ଧଳା ଜହର କାରବାର : ଟାଉନଥାନା ପୋଲିସ ଦୁଇ ଜଣଙ୍କୁ କଲା ଗିରଫ

ବ୍ରହ୍ମପୁର : ଧଳା ଜହର ପଛରେ ଯୁବ ପିଢ଼ି | ତାହାର ଫାଇଦା ଉଠଉଛନ୍ତି ବ୍ୟବସାୟୀ l ଯୁବ ପିଢ଼ି କୁ ଆକୃଷ୍ଟ କରି ମୁଖ୍ୟତଃ କଲେଜ ଆଖପାଖ ଅଞ୍ଚଳ ରେ ଏହି ବ୍ୟବସାୟ ଚଲାଇ ଥାନ୍ତି | ନିକଟରେ ବ୍ରହ୍ମପୁର ମେଡିକାଲ କଲେଜ ପଡିଆ ଠାରୁ କିଛି ଧଳା ଜହର ସହ ଅପରାଧୀ କୁ ଗିରଫ କରିଥଲା ପୋଲିସ l ପୋଲିସ

ବହୁ ପ୍ରତିକ୍ଷିତ ୧୧ନ ୱାର୍ଡ ରାସ୍ତା କାମ ନେଇ ଆରମ୍ଭ ହେଲା ସରକାରୀ ପ୍ରକିୟା…

ଭଦ୍ରକ : ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନ ୧୧ ରେ ଚୌଧୁରୀ ସାହି ପାଖାପଖି ଯାଇଥିବା ରାସ୍ତା କାମ ନେଇ ବହୁ ଆଗରୁ ଦାବି ହୋଇ ଆସୁଥିଲା। ଏ ନେଇ ଗଣ ମାଧ୍ୟମ ରେ ଖବର ମଧ୍ୟ ପ୍ରକାଶ ପାଇଥିଲା। ଦାବି ଗୁଡ଼ିକୁ ଗ୍ରହଣ କରି ଆରମ୍ଭ ହୋଇଛି ସରକାରୀ ପ୍ରକିୟା। ସରକାରୀ ଜମି ଓ