Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଦୁଇ ମୋଟର ସାଇକେଲ ମୁହାଁ ମୁହିଁ ଧକ୍କା ତିନି ଗୁରୁତର : ଆହତଙ୍କୁ ବ୍ରହ୍ମପୁର ଡାକ୍ତରଖାନା ସ୍ଥାନାନ୍ତରିତ …
ଦାରିଙ୍ଗବାଡି, ୨୩/୦୫ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଧିନସ୍ତ ଗଦାପୁର ନିକଟ ଅଡା ମୁଣ୍ଡା ଘାଟି ବୁଲାଣିରେ ଦୁଇ ମଟର ସାଇକେଲ ମୁହାଁ ମୁହିଁ ଧକା ହେବା ଫଳରେ ନିନି ଜଣ ଗୁରୁତ୍ୱର ଆଘାତ ପାଇଛନ୍ତି। ଦୁର୍ଘଟଣା ପୂର୍ବାହ୍ନ ପ୍ରାୟ ୧୧.୩୦ ବେଳେ ଘଟିଥିବା ସୂଚନା ରହିଛି।ଗୁରୁତର!-->!-->!-->…
ଜବରଦଖଲରେ ସରକାରୀ ଜାଗା : ଜବରଦଖଲ ଉଚ୍ଛେଦ କଲା ପୌରପ୍ରଶାସନ…
ହିଞ୍ଜିଳିକାଟୁ ,୨୩ ।୫ ଦୀର୍ଘବର୍ଷ ଧରି ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଆଙ୍କୋରଡା ଗ୍ରାମର ଯୋଗୀବନ୍ଧ ପଛ ଭାଗରେ ଏକର ଏକର ସରକାରୀ ଜାଗା ଵହୁ ପରିଵାର ଜବରଦଖଲ କରି କବ୍ଜାରେ ରଖିଛନ୍ତି। ସରକାରୀ ମୂଲ୍ୟବାନ ଜାଗାକୁ କେବଳ ମାଡ଼ି ବସି ନାହାନ୍ତି, ସ୍ଥାୟୀ ବାସଗୃହ ନିର୍ମାଣ କାର୍ଯ୍ୟ!-->…
କୁଆଁରମୁଣ୍ଡା ନାଗରିକ କମିଟି ସଦସ୍ଯଙ୍କ ୫ ଦଫା ଦାବୀ ନେଇ ତହସିଲଦାର ଙ୍କ ଜରି ଆରେ ଜିଲ୍ଲାପାଳ ଙ୍କୁ ଏକ ସ୍ମାରକ ପତ୍ର…
କୁଆଁରମୁଣ୍ଡା-ଆଜି ତା୨୩/୦୫/୨୩ରିଖ ସକାଳ ୧୧ଘଂଟା ସମୟରେ କୁଆଁରମୁଣ୍ଡା ନାଗରିକ କମିଟିର କିଛି ସଦସ୍ଯ ଶ୍ରୀ ରାଜେଶ କେରକେଟା ଙ୍କ ତତ୍ତ୍ଵାବଧାନ ରେ ଏକ ସ୍ମାରକ ପତ୍ର ତହସିଲଦାର ଙ୍କ ଜରିଆରେ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ଯ ରେପ୍ରଦାନ କରିଥିଲେ । ସ୍ମାରକପତ୍ର ରେ ସେମାନଙ୍କର ୫ ଦଫା ଦାବି!-->…
ଉଦ୍ୟଗ ବିକାଶ ଦକ୍ଷତା କାର୍ଯ୍ୟକ୍ରମ ଅନୁଷ୍ଠିତ…
ରାୟଗଡା : ଜନ ଶିକ୍ଷଣ ସଂସ୍ଥାନ କୋରାପୁଟ ଏବଂ ଜାତୀୟ ଉଦ୍ୟୋଗ ଏବଂ କ୍ଷୁଦ୍ର ଶିଳ୍ପ ବିକାଶ ତରୋଫରୁ ଉଦ୍ୟୋଗ ବିକାଶ ଦକ୍ଷୋତା କାର୍ଯ୍ୟକ୍ରମ ଜନ ଶିକ୍ଷଣ ସଂସ୍ଥାନ କୋରାପୁଟ କେନ୍ଦ୍ର ଠାରେ ଶୁଭାରମ୍ଭ ହୋଇ ଯାଇଅଛି | ଏହି କାର୍ଯ୍ୟକ୍ରମରେ ସଂସ୍ଥାନ ନିର୍ଦ୍ଦେଶିକା ଡ଼କ୍ଟର ରାଇଚେଲ!-->…
ବାଲିଶଙ୍କରା ବ୍ଲକ ପରିସରରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ
ସୁନ୍ଦରଗଡ଼ (୨୨/୦୫) : ଆଜି ବାଲିଶଙ୍କରା ବ୍ଲକ ପରିସରରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ମନୋଜ ମହାଜନ ଙ୍କ ଦ୍ଵାରା ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି Iଆଜିର ଏହି ଅଭିଯୋଗ ଶୁଣାଣି କାର୍ଯ୍ଯକ୍ରମ ରେ ମୋଟ 92 ଟି ଅଭିଯୋଗ ଆସିଥିଲା I!-->…
ବରଗଛରୁ ପଡ଼ି ଜଣେ ମୃତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅଧୀନରେ ଥିବା କଇଁଝର ଗ୍ରାମପଞ୍ଚାୟତରେ ଏକ ଆକସ୍ମିକ, ଅଭାବନୀୟ ଓ ଦୁଖଦଃ ଘଟଣା ଘଟିଯାଇଛି l ସ୍ଥାନୀୟ କଇଁଝର ଗ୍ରାମର ଯକ୍ଷ୍ୟ ବିଶୋଇଙ୍କ ପୁଅ ଲଙ୍କେଶ୍ୱର ବିଶୋଇ ବୟସ ୪୬ ବର୍ଷ ଜାଳେଣି କାଠ ସଂଗ୍ରହ କରିବାପାଇଁ ନିକଟସ୍ଥ ଏକ ବରଗଛ ଉପରେ ଚଢି!-->…
ଗଙ୍ଗା ଦାସ ହତ୍ୟାକାଣ୍ଡର ମୁଖ୍ୟ ଦୁଇ ଅଭିଯୁକ୍ତ ଗିରଫ
ବ୍ରହ୍ମପୁର : ଗତ ୧୨ତାରିଖରେ ଗଙ୍ଗା ଦାଶର ମୃତଦେହ ଲାଠି, ସୁକୁଣ୍ଡା ଗ୍ରାମ ରାସ୍ତାର ମଝିରେ ଥିବାଏକ ଚାଷ ଜମି ରେ ପଡିଥିବା ଦେଖିଥିଲେ ସ୍ଥାନୀୟ ଅଞ୍ଚଳବାସୀ | ପରେ ପରିବାର ବର୍ଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ମୃତଦେହ ପଡିଥିବା ନେଇ ପୋଲିସ କୁ ଖବର ଦେଇଥିଲେ ପରିବାର!-->…
ବିଜେପି ପକ୍ଷରୁ “ବୁଥ୍ ସଶକ୍ତିକରଣ” କାର୍ଯ୍ୟକ୍ରମ
ବ୍ରହ୍ମପୁର (୨୨/୦୫) : ଭାରତୀୟ ଜନତା ପାର୍ଟି ଗୋସାଇଁନୂଆଗାଁ ମଣ୍ଡଳ ପକ୍ଷରୁ "ବୁଥ୍ ସଶକ୍ତିକରଣ" କାର୍ଯ୍ୟକ୍ରମ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଚୌଧୁରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାନସଭା ନେତା ତଥା ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି!-->…
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଦିବ୍ୟାଙ୍ଗ ସଚେତନତା କାର୍ଯ୍ୟକ୍ରମ
ଫୁଲବାଣୀ : ଜିଲ୍ଲା ଆଇନ ସେଵା ପ୍ରାଧିକାରଣ ପକ୍ଷରୁ ଦିବ୍ୟଙ୍ଗ ମାନଙ୍କ ନିମନ୍ତେ ସପ୍ତାହେ ବ୍ୟାପୀ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଫୁଲବାଣୀ ସ୍ଥିତ ଗାନ୍ଧୀ ସ୍ମୃତି ଭବନ ଠାରେ ଆୟୋଜନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଦିବ୍ୟଙ୍ଗ ମାନେ ଭିନ୍ନକ୍ଷମ ହେଲେବି ସେମାନେ ସବୁ କ୍ଷେତ୍ରରେ!-->…
କୁଢା କୁଢା ଅଳିଆ ଆବର୍ଜନା ରେ ଉମରକୋଟ ପୌରପରିଷଦ : ସ୍ୱଚ୍ଛ ଭାରତ ଅଭିଯାନ କୁ ଫୁ…!!
ଉମରକୋଟ : କୁଢା କୁଢା ଅଳିଆ ଆବର୍ଜନା ପରିବେଶ ରେ ଉମେରକୋଟ ପୌର ଅଞ୍ଚଳ l ବାରମ୍ବାର ଅଭିଯୋଗ ପରେ ବି ଚେତା ପଶୁନି ଅଧିକାରୀଙ୍କୁ ସଫେଇ କାମ ଏଠାରେ ଧର୍ମକୁ ଆଖିଠାର କହିଲେ କିଛି ଭୁଲ ହେବ ନାହିଁ l ସୁଚନା ପ୍ରକାରେ ଉମରକୋଟ ପୁରାଣା ବାସଷ୍ଟାଣ୍ଡ ଠାରୁ ସନ୍ତୋଷୀ ନଗରର ରାସ୍ତାର ଦୁଇ ପାର୍ସ!-->…