Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଡଃ ନୃସିଂହାନନ୍ଦ ମହାପାତ୍ର ପାଇଲେ ବିବେକାନନ୍ଦ ଜାତୀୟ ପୁରସ୍କାର
ଫୁଲବାଣୀ : କନ୍ଧମାଳର ଜଣାଶୁଣା ସାହିତ୍ୟିକ ତଥା ଶିକ୍ଷାବିତ୍ ଡଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ସମତା ଜାତୀୟ ସାହିତ୍ୟ ଅନୁଷ୍ଠାନ ନୂଆଦିଲ୍ଲୀ ତରଫରୁ ବିବେକାନନ୍ଦ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି l ନୂଆ ଦିଲ୍ଲି ସ୍ଥିତ ଗୋଲ ମାର୍କେଟ ବଙ୍ଗ ସାଂସ୍କୃତିକ ଭବନ ପରିସର ରେ ଆୟୋଜିତ ସମତା!-->…
କାଶୀପୁର ଅଞ୍ଚଳ ରେ କାଳବୈଶାଖୀର ତାଣ୍ଡବ…
କାଶୀପୁର : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ବିଭିନ୍ନ ସ୍ଥାନରେ କାଳବୈଶାଖୀ ର ପ୍ରଭାବ ଦେଖାଦେଇଥିବା ବେଳେ ବିଭିନ୍ନ ଲୋକ ଙ୍କ କ୍ଷୟକ୍ଷତି ହେଇଥିବା ଦେଖିବାକୁ ମିଳିଛି। ତେବେ ବର୍ତ୍ତମାନ କାଶିପୁର ବ୍ଲକ ରେ ଅନେକ ସମୟରେ ଲୋକ ଙ୍କ ଧନ ଜୀବନ କ୍ଷତି ହେଉଥିବା ବେଳେ। କିଛିଦିନ ହେବ ଅଦିନିଆ!-->…
ବିଭିନ୍ନ ଦାବି ନେଇ ମାଲକାନଗିରି ମିଳିତ ଅମଲା ମଞ୍ଚର ସାମ୍ବାଦିକ ସମ୍ମିଳନୀ…
ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲା ମିଳିତ ଅମଲା ସଂଙ୍ଘ ତରଫରୁ ରାଜ୍ୟ ସରକାରଙ୍କ ଓଡିଶାରେ କାର୍ଯ୍ୟରତ ଅମଲା ମାନଙ୍କ ପ୍ରତି ବୈମାତୄକ ମନୋଭାବ ପୋଷଣ କରୁଥିବା ବିରୁଦ୍ଧରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ ହୋଇଯାଇଛି । ଅମଲା କର୍ମଚାରୀଙ୍କ ଦୀର୍ଘଦିନର ଦାବିକୁ ସରକାର ଅଣଦେଖା!-->!-->!-->…
ଦୁଇ ବାଇକ ମଧ୍ଯରେ ଧକ୍କା ପରେ ମାଡିଗଲା ହାଇଓ୍ବା : ୨ ମୃତ୍ୟୁ ଜଣେ ଗୁରୁତର
ଭଦ୍ରକ //ଚାନ୍ଦବାଲି : ଭଦ୍ରକ ଚାନ୍ଦବାଲି ମୂଖ୍ଯରାସ୍ତାରେ ଉଗ୍ରତରା ଛକ ନିକଟରେ ମର୍ମନ୍ତୁକ ସଡକ ଦୁର୍ଘଟଣା ଘଟିଛି ! ଏହି ଦୁର୍ଘଟଣାରେ ୨ ଜଣକଂ ମ୍ରୁତ୍ଯୁ ହୋଇଥିବା ବେଳେ ଜଣେ ଗୁରୁତ୍ତର ହୋଇଛନ୍ତି ! ପ୍ରକାଶ ଥାଉକି ଭଦ୍ରକରୁ ଚାନ୍ଦବାଲି ଅଭିମୁଖେ ଯାଉଥିବା ଚାନ୍ଦବାଲି ଏନ ଏ ସି!-->!-->!-->!-->!-->…
ଆଜି ବି ଶୁଭୁଛି କେନ୍ଦରାର ମଧୁର ସ୍ବନ
ଆମ ରାଜ୍ୟ ଓଡ଼ିଶା, ବାର ମାସରେ ତେର ପର୍ବ ପାଳନ ସହିତ ଆମ ସଂସ୍କୃତି, କଳା, ସାହିତ୍ୟ ସବୁ ନିଆରା । ଓଡ଼ିଶାର କଳା ଓ ସଂସ୍କୃତି ଦେଶ ବିଦେଶ ରେ ବହୁ ଆଦର ଲାଭ କରିଛି । ବହୁ କଳା ଓ ସଂସ୍କୃତି ର ଗନ୍ତାଘର ଆମ ଓଡ଼ିଶା । ଏହିଭଳି ଏକ କଳା କେନ୍ଦରା ଗୀତ ଯାହା ଗାଁ ଗଣ୍ଡାରେ ବେଶୀ ଦେଖିବାକୁ!-->…
୨୪ ଘଣ୍ଟା ଭିତରେ ଚୋରି ସାମଗ୍ରୀ ଉଦ୍ଧାର ଚୋର ଗିରଫ …
ହିଞ୍ଜିଳିକାଟୁ (୨୦।୫) : ହିଞ୍ଜିଳି ଥାନା ଅନ୍ତର୍ଗତ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଆର ଏମସି କାର୍ଯ୍ୟାଳୟ ସମ୍ମୁଖରେ ଥିବା ରାଳବ ଗ୍ରାମର ଜିଲୁ ବରଡ ଙ୍କ ଟ୍ରାକ୍ଟର ଗ୍ୟାରେଜ ରୁ ଗତ ୧୭ ତାରିଖରେ ଚୋରି ହୋଇଥିବା ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ହିଞ୍ଜିଳି ଥାନାରେ!-->…
୨ ବାଇକ୍ ଚୋର ଗିରଫ; ୬ଟି ମୋଟର ସାଇକେଲ୍ ସହ ୫ ମୋବାଇଲ ଜବତ
ହିଞ୍ଜିଳିକାଟୁ (୨୦।୫) : ହିଞ୍ଜିଳି ଥାନା ଅନ୍ତର୍ଗତ ଦୁର୍ବନ୍ଧ ଗ୍ରାମ ଡେରା ସାହି ବାସିନ୍ଦା କୃଷ୍ଣ ଚନ୍ଦ୍ର ସାହୁ ପଳାସୀ ଗ୍ରାମ ରେ ଖୋଲିଥିବା ଏଲୋରା ମୋବାଇଲ ଦୋକାନ ବନ୍ଦ କରି ଗତ ୪।ତାରିଖ ରାତିରେ ଗ୍ରାମକୁ ଫେରୁଥିବା ସମୟରେ ଖାଜିପଲି ଓ ପଳାସୀ ଗ୍ରାମ ମଧ୍ୟରେ ଦୁଇ ଜଣ ଦୁର୍ବୃତ୍ତ!-->…
ଠାକୁରାଣୀ ଯାତ୍ରା ଦେଖିବା ପାଇଁ ଭିଣୋଇ ଘରକୁ ଆସିଥିବା ବେଳେ ଯୁବକ ନିଖୋଜ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାକୁ ମା' ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା ଦେଖିବା ପାଇଁ ଭିଣୋଇ ଘରକୁ ଆସିଥିବା ବେଳେ ଜଣେ ଯୁବକ ନିଖୋଜ ହୋଇଥିବା ନେଇ ବାଲିଗୁଡା ଥାନାରେ ଅଭିଯୋଗ ହୋଇଛି। ଘଟଣା ରୁ ପ୍ରକାଶ ଯେ ରାଇକିଆ ଥାନା ଅନ୍ତର୍ଗତ ଗୁମାମାହା ଗ୍ରାମର ଭବାନୀ ଶଙ୍କର ପଣ୍ଡା ଓରଫ!-->…
ହିଞ୍ଜିଳିକାଟୁରେ ମୋ ସ୍ବଛ ସହର, ମୋ ଜୀବନ କାର୍ଯ୍ୟକ୍ରମ
ହିଞ୍ଜିଳିକାଟୁ (୨୦।୫) : ସ୍ଵଛତା କ୍ଷେତ୍ରରେ ହିଞ୍ଜିଳିକାଟୁ ପୌରପରିଷଦ ଆଉ ଗୋଟିଏ ପାଦ ଆଗକୁ ବଢାଇଛି। ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ହିଞ୍ଜିଳିକାଟୁ ମିନିଷ୍ଟାଡିୟମ ପରିଷରରେ ଥିବା ବରିଷ୍ଠ ନାଗରିକ ଚିତ୍ତ ବିନୋଦନ କେନ୍ଦ୍ର ପରିସରରେ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ!-->…
ଜିଲ୍ଲା ସ୍ତରୀୟ ଯୁବଉତ୍ସବ ଅନୁଷ୍ଠିତ
ଫୁଲବାଣୀ : ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଫୁଲବାଣୀ ସହରର ସ୍ଥାନୀୟ କୋରନେସନ ଗ୍ରାଉଣ୍ଡ ଫୁଲବାଣୀଠାରେ ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ ଅନୁଷ୍ଠିତ ହୋଇଯାଇ ଅଛି l ଅନୁଷ୍ଠିତ କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି!-->…