Browsing Category

ଆଞ୍ଚଳିକ

ସିବିଏସ୍‌ଇ ଦଶମ ଶ୍ରେଣୀ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଆଦିତ୍ୟ ବିର୍ଲ୍ଲା ସ୍କୁଲର ଅଭୂତପୂର୍ବ ସଫଳତା

କାଶିପୁର (୧୩/୦୫) : ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକ୍ ଅଧିନସ୍ଥ ଓଷାପଡାସ୍ଥିତ ଆଦିତ୍ୟ ବିର୍ଲ୍ଲା ପବ୍ଲିକ୍ ସ୍କୁଲର ଛାତ୍ରଛାତ୍ରୀ ସି.ବି.ଏସ୍.ଇ. ର ନୂତନ ମାର୍ଗଦର୍ଶିକା ଅନୁଯାୟୀ ଦଶମ ଶ୍ରେଣୀ ପରୀକ୍ଷାରେ କ୍ରମାଗତ ସପ୍ତମ ବର୍ଷ ନିମନ୍ତେ ଶତପ୍ରତିଶତ ସଫଳତା ହାସଲ କରି ସମଗ୍ର…

ବିଧାୟକଙ୍କ ଦ୍ଵାରା ଦୁଇ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ

ଦାରିଙ୍ଗବାଡ଼ି (୧୩/୫) : ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ସ୍ଥାନରେ ଦୁଇ ଗୋଟି ପ୍ରକଳ୍ପର ନିର୍ମାଣ ପାଇଁ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ଦ୍ବାରା ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଳକର ତିଲୋରୀ ପଞ୍ଚାୟତ ରାସ୍ତା ଅନ୍ତର୍ଗତ ଖଡ଼ଗ ନାଳ ଉପରେ…

ରାଷ୍ଟ୍ରୀୟ ଲୋକ ଅଦାଲତରେ ୩୭୫ଟି ମାମଲାର ଫଇସଲା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଏବଂ ଦୌରା ଜଜ୍ ସତ୍ୟପୀର ମିଶ୍ରଙ୍କ ଅଦାଲତରେ ଆଜି ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ -୨୦୨୩ ଅନୁଷ୍ଠିତ ହୋଇଯାଇଛି । ପ୍ରାପ୍ତ ତଥ୍ୟରୁ ଜଣାପଡ଼ିଛି ଯେ,ପ୍ରାକ୍ ମକଦ୍ଦମା ମାମଲାଗୁଡ଼ିକ ମଧ୍ୟରୁ ୪୧ଟି ଅର୍ଥ ଅସୁଲି ମାମଲାରେ…

ଜରାଜୀର୍ଣ୍ଣ ଅବସ୍ଥାରେ ପଡିଥବା ଶିଶୁ ଉଦ୍ୟାନ ପାଲଟିଛି ମଦ୍ୟପଙ୍କ ଆଡ୍ଡାସ୍ଥଳୀ…

ବ୍ରହ୍ମପୁର : ହେଉଛି ଗଞ୍ଜାମ ର ରେଶମ ସହର l ଏହାର ସୌନ୍ଦଯ୍ୟକରଣ ପାଇଁ ବିଏମସି ପକ୍ଷରୁ ବିଭିନ୍ନ ଯୋଜନାମାନ କାର୍ଯ୍ୟକାରୀ କରାଯାଉଛି l ଯେପରି ବିଭିନ୍ନ ୱାର୍ଡରେ ଶିଶୁ ଓ ବୈଜ୍ୟେଷ୍ଠ ବ୍ୟକ୍ତିଙ୍କ ନିମନ୍ତେ ଛୋଟ ଛୋଟ ପାର୍କ ସହ ବ୍ୟୟାମ ଉପକରଣ ରଖାଯାଇଛି l କିନ୍ତୁ ବ୍ରହ୍ମପୁର ୩୬ ନମ୍ବର…

ବ୍ରହ୍ମପୁର ଏମକେସିଜି ମେଡିକାଲରେ ପାର୍କିଂ ଫି ନାମରେ ଚାଲିଛି ଦାଦା ବଟି ଆଦାୟ

ବ୍ରହ୍ମପୁର : ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲକୁ ଶହଶହ ସଂଖ୍ୟରେ ରୋଗୀ ଓ ରୋଗୀଙ୍କ ସମର୍କୀୟ ମାନେ ଆସିଥାନ୍ତି l କିନ୍ତୁ ଏଠାରେ ପାର୍କିଂ ଫି ନାମରେ ଚାଲିଛି ଦାଦା ବଟି ଆଦାୟ । ଗତ କିଛି ଦିନ ଧରି ବ୍ରହ୍ମପୁର ବଡ ମେଡିକାଲ ରେ ଅତି ଅନ୍ୟାୟ ଭାବେ ରୋଗୀ…

ଡିଜିପିଙ୍କ ଦ୍ଵାରା ବିଏସଏଫ କ୍ୟାମ୍ପ ଉଦ୍ଘାଟନ ଏବଂ ମାଓ ଗତିବିଧି ସମୀକ୍ଷା

ଫୁଲବାଣୀ: ୧୩।୦୫ : କନ୍ଧମାଳ ଗସ୍ତରେ ପୋଲିସ ଡିଜି ସୁନିଲ କୁମାର ବଂଶଲ। ଡିଜିଙ୍କ ସହ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀ ଗୋଇନ୍ଦା ବିଭାଗ ସଞ୍ଜୀବ ପଣ୍ଡା କନ୍ଧମାଳ ଗସ୍ତରେ ଆସି ଫୁଲବାଣୀ ରିଜର୍ଭ ପଡିଆ ଠାରେ ହେଲିକେପ୍ଟର ଯୋଗେ ଅବତରଣ କରି ନିକଟରେ ଏକ ବିଏସଏଫ କ୍ୟାମ୍ପ ଶୁଭାରମ୍ଭ କରିଥିଲେ…

ସ୍ୱର୍ଗୀୟ ଶ୍ରୀମତୀ ସରୋଜିନୀପଟ୍ଟନାୟକଙ୍କ ସ୍ମୃତିରେ ଛାତ୍ରଛାତ୍ରୀଙ୍କୁ ମେଧା ସମ୍ମାନ

ବ୍ରହ୍ମପୁର : ସ୍ୱର୍ଗୀୟ ଶ୍ରୀମତୀ ସରୋଜିନୀପଟ୍ଟନାୟକଙ୍କ ସ୍ମାରକୀ ପୁରସ୍କାର ଓ ମେଧାବୀ ସମ୍ମାନରେ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଉଛି । ପ୍ରକାଶ ଥାଉକି, ସ୍ୱର୍ଗୀୟ ସରୋଜିନୀ ଦିଦିଙ୍କ ସ୍ୱାମୀ ଅବସରପ୍ରାପ୍ତ ସରକାରୀ ଅଫିସର କିଶୋର କୁମାର ପଟ୍ଟନାୟକ ଜଣେ ସାଧୁବାଦୀବ୍ୟକ୍ତି…

କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ନାରାୟଣପୁର ବିଜୟୀ

ରାୟଗଡା : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକଅନ୍ତର୍ଗତ ଇନ୍ତାଲିଗୁଡା ଗ୍ରାମରେ ମା ଆଲମୋତି କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ମେଚେ୍ ରେ ନାରାୟଣପୁର ୧୪, ଅଭର ୧ବୋଲରେ ୮ଉଇକେଟ ରେ ୧୩୧ ରନ କରି ବିଜୟ ଲାଭ କରିଛି।ନିକଟତମ ପ୍ରତିଦ୍ବନ୍ଦୀ ଭାରତପୁରିସି ୧୫ଅଭରରେ ୬…

କନ୍ଧମାଳ ଜିଏ ନଏମ ଛାତ୍ରୀ ପାଳିଲେ ବିଶ୍ଵ ସେବିକା ଦିବସ

ଫୁଲବାଣୀ-୧୩ /୫ ସାରାବିଶ୍ୱ ପାଳିଛି ଆନ୍ତର୍ଜାତୀୟ ନସିଂ ଦିବସ ବା ବିଶ୍ଵ ସେବିକା ଦିବସ । ଏହି ଅବସରରେ ଖଜୁରୀପଡା ବ୍ଲକ ଅନ୍ତର୍ଗତ ଗୁଡ଼ରୀ ସାହି ସ୍ଥିତ କନ୍ଧମାଳ ଜିଏନଏମ କଲେଜ ନସିଂ ଛାତ୍ରଛାତ୍ରୀ ଓ ଶିକ୍ଷୟତ୍ରୀ ପାଳିଲେ ଆନ୍ତର୍ଜାତୀୟ ନସିଂ ଦିବସ, Iଏହି ଅବସରରେ ମୁଖ୍ୟ ଅତିଥି ଭାବେ…

ଇଂରାଜୀ, ଇତିହାସ ଓ ରାଜନୀତି ବିଜ୍ଞାନର ଶେଷବର୍ଷ ପିଲାଙ୍କୁ ବିଦାୟ ସମ୍ବର୍ଦ୍ଧନା

ଫୁଲବାଣୀ : ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟରେ ଇଂରାଜୀ, ଇତିହାସ, ଓ ରାଜନୀତି ବିଜ୍ଞାନ ର ଶେଷ ବର୍ଷ ଛାତ୍ର ଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ସଭା ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଅଧ୍ୟକ୍ଷ ତାଙ୍କ ବକ୍ତବ୍ୟରେ କହିଲେ ଏ ଅନୁଷ୍ଠାନ ଏକ…