Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ଭାବପୂର୍ଣ୍ଣ ଗୁରୁ ପୂଜନ ଉତ୍ସବ…
ଅବସରପ୍ରାପ୍ତ ଶିକ୍ଷାବିତ୍ଙ୍କୁ ସମ୍ବର୍ଦ୍ଧନା, ଗୁରୁଙ୍କ ପାଦପଦ୍ମରେ ଛାତ୍ରଛାତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ନୟାଗଡ଼, ୦୬/୦୯(ନିସର୍ତ୍ତ) : ପବିତ୍ର ଗୁରୁ ଦିବସ ଅବସରରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଭାବପୂର୍ଣ୍ଣ ଗୁରୁ ପୂଜନ ଉତ୍ସବ!-->!-->!-->…
ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନସନ ଭୁକ୍ତ) ଆନୁକୂଲ୍ୟରେ ନୁଆସାହି ପାଟ୍ଟଖଣ୍ଡା ଉଚ୍ଚ ବିଦ୍ୟାପୀଠ ପ୍ରାଙ୍ଗଣରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଧୂମଧାମରେ 'ଗୁରୁଦିବସ ' ସହିତ ଚଳିତ ଶିକ୍ଷାବର୍ଷରେ ଅବସର ନେଇଥିବା!-->…
ଗୁରୁ ଦିବସରେ ଶିକ୍ଷାର୍ଥୀଙ୍କ ଜୀବନରେ ଗୁରୁଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ…
ବାଲିଗୁଡା, ତା, ୦୫/୦୯ : କନ୍ଧମାଳ ଜିଲ୍ଲା ବାଲିଗୁଡା ନିକଟସ୍ଥ ବୁଡ଼ାଗୁଡା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ୟାମ ସୁନ୍ଦର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ!-->…
୧୦ ପରିବାରର ୩୭ ଜଣ ସଦସ୍ୟ ସ୍ଵଧର୍ମ କୁ ପରାବର୍ତ୍ତନ
ବାଲିଗୁଡା ,ତା, ୦୫/୦୯ : ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୮ତମ ଶ୍ରାଦ୍ଧ ବାର୍ଷିକୀ ଏବଂ ବିଶ୍ୱ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ଅବସର ରେ ଧର୍ମ ଜାଗରଣ ସମନ୍ଵୟ ସମିତି ପକ୍ଷରୁ ଏକ ପରାବର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରାବର୍ତ୍ତନ କାର୍ଯ୍ୟକ୍ରମ ରେ ତୁମୁଡିବନ୍ଧ!-->…
ଜୟ ମା’ ବାସନ୍ତୀ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଦର୍ଶକଙ୍କ ପ୍ରବଳ ଭିଡ
ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ଏମଭି-୫୮ ଗ୍ରାମ ଖେଳ ପଡିଆରେ ଜୟ ମା’ ବାସନ୍ତୀ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିନରେ ଆଜି ଉତ୍ସାହର ସହ ପ୍ରବଳ ଦର୍ଶକ ଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା। ଆଜିର ମ୍ୟାଚ୍ରେ ପଡିଆ ଫୁଟବଲ କ୍ଳବ ଏବଂ!-->…
୧୨୫ତମ ସାର୍ବଜନୀନ ଦୁର୍ଗାପୂଜା ପାଇଁ ମାଟି ଅନୁକୂଳ ଉତ୍ସବ ଅନୁଷ୍ଠିତ
ନୟାଗଡ଼, ୦୫/୦୯(ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଗ୍ରାମପଞ୍ଚାୟତ ସ୍ଥିତ ଦୁର୍ଗା ବଜାର ବଣିକ ସଂଘ ସଭାପତି ପ୍ରଭାତ କୁମାର ସାହୁଙ୍କ ଆବାହକତ୍ୱରେ ରାଜସୁନାଖଳା ଫାଣ୍ଡି ପରିସରରେ ୧୨୫ତମ ସାର୍ବଜନୀନ ଦୁର୍ଗାପୂଜା ପାଇଁ ପବିତ୍ର ମାଟି ପୂଜନ ଉତ୍ସବ ଅନୁଷ୍ଠିତ!-->…
ଗୁରୁ ଦିବସରେ ଶିକ୍ଷକଙ୍କୁ ‘ଗୁରୁ ସମ୍ମାନ-୨୦୨୬’, ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା
ମାଲକାନଗିରି, ୫।୯ : ଗୁରୁ ଦିବସ ଅବସରରେ ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ‘ଗୁରୁ ସମ୍ମାନ-୨୦୨୬’ କାର୍ଯ୍ୟକ୍ରମ କାଲିମେଳା ବ୍ଲକର ଭୈରବୀ ୟୁଥ୍ କ୍ଲବ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂଘର କାଲିମେଳା ଓ ପଡ଼ିଆ ବ୍ଲକ ଶାଖାର ମିଳିତ ଆୟୋଜନରେ ହୋଇଥିବା ଏହି!-->…
୪୪୦ କେଜି ଗଞ୍ଜେଇ ଜବତ : ଟ୍ରାକ୍ଟରରେ ଚାଲାଣ ବେଳେ ଧରିଲା କାଲିମେଳା ପୋଲିସ, ୨ ଅଭିଯୁକ୍ତ ଫେରାର
ମାଲକାନଗିରି : ମାଲକାନଗିରିରେ ଗଞ୍ଜେଇ ଚାଲାଣ ଉପରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। କାଲିମେଳା ଥାନା ଅଞ୍ଚଳରୁ ପ୍ରାୟ ୪୪୦ କେଜି ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ ଚାଲାଣରେ ବ୍ୟବହୃତ ଏକ ମହିନ୍ଦ୍ରା-୫୮୫ ଡିଆଇ ଟ୍ରାକ୍ଟର ସହ ଟ୍ରେଲରକୁ ମଧ୍ୟ ପୋଲିସ ଜବତ କରିଛି। ତେବେ ଘଟଣାସ୍ଥଳରୁ ଦୁଇ ଜଣ!-->…
ବାଳକୃଷ୍ଣପୁରଠାରେ ” ଗୁରୁଙ୍କ ପାଇଁ ଗଛଟିଏ ” କାର୍ଯ୍ୟକ୍ରମ
ପ୍ରତିବର୍ଷଭଳି ଏହି ବର୍ଷ ମଧ୍ୟ ବାଳକୃଷ୍ଣପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ମାନଙ୍କ ଦ୍ୱାରା ଗୁରୁଦିବସ ଅବସରରେ " ଗୁରୁଙ୍କ ପାଇଁ ଗଛଟିଏ " କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶଶିରେଖା ମଲ୍ଲିକଙ୍କ ତତ୍ୱାଧନାରେ ବାଳକୃଷ୍ଣପୁର!-->…
ବିଦ୍ୟା ଭାରତୀ ଶିଶୁ ମନ୍ଦିର ରେ ନନ୍ଦ ଉତ୍ସବ ପାଳିତମା’ ମାନେ ହିଁ ଶ୍ରେଷ୍ଟ ଗୁରୁ : ସମାଜସେବୀ ସୁଶାନ୍ତ ସାବତ
ବ୍ରହ୍ମପୁର : ଶିଶୁକୁ କୁମ୍ଭାର ମାଟି କୁ ଜାଗ୍ରତ ଓ ସୁନ୍ଦର ଭାବେ ଗଢିଲା ପରି ଶିଶୁ ମାନଙ୍କୁ ଠିକ୍ ଭାବେ ସଂସ୍କାର ଶିକ୍ଷା ଦେଇ ଗଢ଼ି ତୋଳିବା ଗୁରୁ ଦାୟିତ୍ୱ ପରିବାର, ଶିକ୍ଷାନୁଷ୍ଠାନ ଓ ସମାଜର ମଧ୍ୟ । ପିଲାମାନଙ୍କୁ ଜଙ୍କ ଫୁଡ଼, ମୋବାଇଲ ଓ ଅପସଂସ୍କୃତି ଠାରୁ ଦୂରରେ ରଖି ମାଟି, ମା ଓ!-->…