Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବରିଷ୍ଠ କଳାକାର ସଂଘର ଶୋକସଭା
ବ୍ରହ୍ମପୁର (୨୨/୦୪) : କଳା ଓ କଳାକାର ହିତୈଷୀ ମହାମଞ୍ଚ 'ନିଖିଳ ଓଡ଼ିଶା ବରିଷ୍ଠ କଳାକାର ସଂଘ' ପକ୍ଷରୁ ଏକ ଶୋକସଭା ସ୍ଥାନୀୟ ସୁବାରାଓ ଛକ ସ୍ଥିତ ଶ୍ରୀଜଗନ୍ନାଥ ଚିତ୍ରାଳୟ ପରିସରରେ ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଜିଲ୍ଲାର ଜନୈକ!-->…
ସରକାରୀ ନିର୍ଦ୍ଦେଶ ଅନୁସାରେ ଲୋଚାପଡା ୟୁ. ପି ସ୍କୁଲରେ ଅଭିଭାବକ ସଭା ଅନୁଷ୍ଠିତ
ବ୍ରହ୍ମପୁର : ସ୍ଥାନୀୟ ଲୋଚାପଡା ୟୁ. ପି ସ୍କୁଲରେ ସରକାରଙ୍କ ନିର୍ଦେଶ ଅନୁଯାଇ ଆଜି ପ୍ରଥମ ଅଭିଭାବକ ସଭା ଅନୁଷ୍ଠିତ ହୋଇଯାଇଛି ଏଥିରେ ସଭାପତି ଭାବେ ସି. ଆର. ସି ଲୋକନାଥ ପାଢ଼ୀ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ନୀଳିମା ଶତପଥୀ ଉପସ୍ଥିତ ଥିଲେ ଏହି ସଭାର ମୁଖ୍ୟ ଉଦେଶ୍ୟ ହେଲା ଛୁଟିରେ!-->…
ଯୁବକ ମୃତ ଘଟଣା ନେଇ ସାମ୍ବାଦିକ ସମ୍ମିଳନୀ
ଫୁଲବାଣୀ : ସଖିପଡା ଗ୍ରାମର ଲିପକ ପ୍ରଧାନମୃତ୍ୟୁ ଘଟଣା ନେଇ ଫୁଲବାଣୀ ପ୍ରେସ କ୍ଲବ୍ରେ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପରିବାର ପକ୍ଷରୁ ଏହା ଏକ ସୁପରିକଳ୍ପିତ ହତ୍ୟା କାଣ୍ଡ ବୋଲି ଅଭିଯୋଗ ହୋଇଛି l ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପରିବାର ଲୋକ ଦାବି କରିଛନ୍ତି,ଏଥି ସହିତ ଯଦି!-->…
ଡଙ୍ଗର ମହୋତ୍ସବରେ ଆଦିବାସୀ ନୃତ୍ୟର ତାଳେ ତାଳେ ଝୁମି ଝୁମି ନାଚିଲେ ବିଧାୟକ
ଫୁଲବାଣୀ : ଓଡ଼ିଶା ସରକାରଙ୍କର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଭୁବନେଶ୍ବର ଓ ଜିଲ୍ଲା ସଂସ୍କୃତି ପରିଷଦ କନ୍ଧମାଳର ମିଳିତ ସହଯୋଗରେ ଆୟୋଜିତ ତଙ୍ଗର ମହୋତ୍ସବ- ଆଦିବାସୀ ନୃତ୍ୟ ଓ ସଙ୍ଗୀତ ଆଜି ଉଦ୍ଘାଟିତ ହୋଇଯାଇଛି ।!-->!-->!-->…
ଜିଲ୍ଲାରେ ଅଭିଭାବକ-ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ
ସୁନ୍ଦରଗଡ଼, (୨୧/୦୪): ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୨୩୧୩ ଗୋଟି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟମାନଙ୍କରେ ଆଜି ସମଗ୍ର ଶିକ୍ଷା ଆନୁକୁଲ୍ୟରେ ଅଭିଭାବକ- ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା ଏବଂ ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ସମସ୍ତ!-->…
ମାଗଣା ଚକ୍ଷୁ ପରାମର୍ଶ ଓ ସଚେତନ ଶିବିର
ହିଞ୍ଜିଳିକାଟୁ (୨୧/୦୪) : ଏଚଡିଏଫସି ବ୍ୟାଙ୍କ-ସିଇଇ ପ୍ରକଳ୍ପ "ପ୍ଲାଷ୍ଟିକ ଓ ଶୁଖିଲା ବର୍ଜ୍ୟବସ୍ତୁ ମୁକ୍ତ ଗ୍ରାମୀଣ ଓ ସହରାଞ୍ଚଳ" ସହଯୋଗରେ ହିଞ୍ଜିଳିକାଟୁ ବ୍ଲକର ଧୋବାଡ଼ି ଗ୍ରାମପଞ୍ଚାୟତରେ ଏକ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଧୋବାଡ଼ି!-->…
ହିଂଜିଳିକାଟୁ ମ୍ୟୁନିସପାଲଟି କାଉନସିଲର ସପ୍ତମ ସାଧାରଣ ବୈଠକ ଅନୁଷ୍ଠିତ
ହିଂଜିଳିକାଟୁ (୨୧ା୪) : ହିଂଜିଳିକାଟୁ ମ୍ୟୁନିସପାଲଟିର ସପ୍ତମ ସାଧାରଣ ବୈଠକ ଶନିବାର କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ପୌରାଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇଙ୍କ ଅଧ୍ୟକ୍ଷତା କରିଥିଲେ । ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା!-->…
ଜ୍ଞାନପ୍ରଭା ମିଶନ ଆନୁକୁଲ୍ୟରେ ସାମାଜିକ ଓ ଆଧ୍ୟାତ୍ମିକ ସଚେତନତା ଶିବିର – “ପ୍ରଜ୍ଞାଧାରା”
ମାଲକାନଗିରି : ମାଲକାନଗିରି ଜିଲ୍ଲା ର S.S.D Higher Secondary School ରେ ତିନି ଦିନିଆ (୨୦.୪.୨୩ ରୁ ୨୨.୪.୨୩) ସାମାଜିକ ଓ ଆଧ୍ୟାତ୍ମିକ ସଚେତନତା ଶିବିର "ପ୍ରଜ୍ଞା ଧାରା" ଆୟୋଜିତ ହୋଇଅଛି। ଏହି ଶିବିରରେ ୫୦୦ ଜଣ ଛାତ୍ରୀ ଯୋଗଦାନ କରିଅଛନ୍ତି। ଏହି ଶିବିରର ମୂଖ୍ୟ ଉଦେଶ୍ୟ ଲୁପ୍ତ!-->…
ବାଲ୍ୟ ବିବାହ ନିରାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ
ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ବାଲ୍ୟ ବିବାହ ରୋକିବା ନିମନ୍ତେ ଚଳିତ ମାସ ୧୭ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ଅକ୍ଷୟ ତୃତୀୟା ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଶୁକ୍ରବାର ଦିନ ଅପରାହ୍ନ ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ!-->…
ଜିଲ୍ଲପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କଲେ ଅମଲା ସଙ୍ଘ
ମାଲକାନଗିରି (୨୧/୦୪) : ଆଜି ଅପରାହ୍ନ ୪ ଘଟିକା ସମୟରେ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ, ମାଲକାନଗିରି ଜିଲ୍ଲା ଶାଖାର ବିଶାଳ ଅମଲା ସମାବେଶ ସ୍ଥାନୀୟ ସଦର ତହସିଲ୍ କାର୍ଯ୍ୟାଳୟ ପରିସରରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାତ୍ରା କରିବ। ଏଥିରେ ମାଲକାନଗିରି ଜିଲ୍ଲାର!-->…