Browsing Category

ଆଞ୍ଚଳିକ

ଜୀବଜନ୍ତୁ ସୁରକ୍ଷା ଅଧିନିୟମ ଆଇନ ଏବଂ ଏହାର କାର୍ଯ୍ୟକାରୀତା ସମ୍ବନ୍ଧରେ ସଚେତନତା ଶିବିର

ଫୁଲବାଣୀ : ବୁଲା ଗୋରୁ ଗାଇ, ଅସୁସ୍ଥ ଓ ଜରାଜିଣ୍ଣ ପ୍ରାଣୀଙ୍କ ପ୍ରତି ହେଉଥିବା ନିଷ୍ଠୁରତା ନିରାକରଣ ଓ ସେମାନଙ୍କର ଥଇଥାନ ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ଗତ ୨୦୨୧ ମସିହାରୁ ଉଦ୍ୟମ ଆରମ୍ଭ କରିଛି । ଏହି ଉପଲକ୍ଷେ, ଜିଲ୍ଲାସ୍ତରୀୟ ଜୀବଜନ୍ତୁ ସୁରକ୍ଷା ଅଧିନିୟମ ଓ ଆଇନ ଏବଂ ଏହାର…

ସାରା ରାଜ୍ୟରେ ଲାଗି ରହିିଛି ନିଆଁ ବର୍ଷା, ୪୨ ଡିଗ୍ରୀ ତାତିରେ ଶିଝିଲେ ବ୍ରହ୍ମପୁର ବାସୀ…

ବ୍ରହ୍ମପୁର : ତାଳୁ ଫଟା ଖରା.. ଅସହ୍ୟ ଗୁଳୁଗୁଳି.. ଉପକୂଳରୁ ଉପାନ୍ତ ସବୁଠି ତ୍ରାହି ତ୍ରାହି ଡାକୁଛନ୍ତି ରାଜ୍ୟବାସୀ । ଆହୁରି ଦୁଇଦିନ ଯାଏଁ ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାକୁ ହିଟ୍ ୱେଭ୍ ୱାର୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୧ ତାରିଖ ଯାଏଁ ସମଗ୍ର ରାଜ୍ୟରେ ତାତି ଏପରି…

ସ୍ବିଡ଼େନରୁ ଆସିଥିବା ମେସିନ୍ ଦ୍ଵାରା ସଫେଇ ହେଲା ବେଡ଼ାବନ୍ଧ…

ପରିବେଶ ପରିଚ୍ଛନ୍ନ ପାଇଁ ଲୋକଙ୍କ ସହଯୋଗ ଲଡିଲା ବିଏମସି ବ୍ରହ୍ମପୁର : ସହରର ପୋଖରୀକୁ ସଫା କରିବା ନିମନ୍ତେ ଆମ୍ପିବିୟାନ୍‌ ଓ୍ବିଡ଼୍‌ ହାର୍‌ବେଷ୍ଟର ଭେସେଲ୍‌ ନାମକ ଏକ ଅତ୍ୟାଧୁନିକ ମେସିନ ସ୍ବିଡ଼େନରୁ ବ୍ରହ୍ମପୁରକୁ ଅଣାଯାଇଛି । ଏହି ମେସିନର ମୂଲ୍ୟ ୩ କୋଟି ଟଙ୍କା । ମେସିନ…

ପ୍ରସ୍ତାବରେ ଅଟକିଛି ଋଷିକୁଲ୍ୟା ଉନ୍ନୟନ କର୍ତ୍ତୃପକ୍ଷ ଗଠନ

ଛତ୍ରପୁର : ଗଞ୍ଜାମ ଜିଲାର ଭାତ ହାଣ୍ଡି ରୂପେ ଋଷିକୁଲ୍ୟା ନଦୀ ପରିଚିତ । ଏଣୁ ଋଷିକୁଲ୍ୟା ବଞ୍ଚିଲେ ହିଁ ଜିଲାର ସମସ୍ତ କେନାଲ ଓ ନାଳ ବଞ୍ଚତ୍ପାରିବ। ଋଷିକୁଲ୍ୟା ଚିରସ୍ରୋତା ହେଲେ ଗଞ୍ଜାମରେ ଚାଷ ବଞ୍ଚନ୍ତା | ଭଲ ଚାଷ ହୋଇ ଅମଳ ହେଲେ ଚାଷୀ ବଞ୍ଚତ୍ପାରିବ। ତେଣୁ ଋଷିକୂଲ୍ୟାକୁ ଛାଡି…

ତାପମାତ୍ରା ବୃଦ୍ଧି ପାଉଛି : ପିଇବା ପାଣି ପାଇଁ ଡହଳ ବିକଳ ଲଣ୍ଡାଗାଁ ପଞ୍ଚାୟତବାସୀ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଆଜକୁ କିଛିଦିନ ହେଲା ପ୍ରବଳ ଖରା ସାଙ୍ଗକୁ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଜଳସ୍ତର କମିବା ରେ ଲାଗିଛି, ପ୍ରତିଦିନ ର ତାପମାତ୍ରା ୪୦ ରୁ ୪୧ଡିଗ୍ରୀ ରହୁଛି l ତାପମାତ୍ରା ବୃଦ୍ଧି କାରଣରୁ ନଦୀ ନାଳ ଓ କୂପରେ…

ବ୍ରାହ୍ମଣୀଦେବୀ ପୀଠର ଚୈତ୍ରମାସର ଆୟବ୍ୟୟ ଅଟକଳ…

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଥିବା ସର୍ବ ପୁରାତନ ପିଠ ମା ବ୍ରାହ୍ମଣୀ ଦେବୀ ପୀଠ ୫୦ ୬୦ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ପୂଜା ପାଇ ଆସୁଥିବା ପୀଠରେ ନୂତନ କରି ଗଠନ ହୋଇଥିବା କମିଟି ଓ ଆଳତି ବାହିନୀ ପକ୍ଷରୁ ଚଳିତ ବର୍ଷ ଚୈତ୍ର ମାସର ଆୟ ଏବଂ ବ୍ୟୟ ହିସାବ କରାଯାଇ ସର୍ବସାଧାରଣ ଅବଗତ…

ଲଙ୍କାପୋଡି ଯାତ୍ରାରେ ଡ୍ୟାନ୍ସ ଏକାଡେମୀ ଅନୁଷ୍ଠାନ ଦ୍ୱାରା ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ…

ଫୁଲବାଣୀ: କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ବିଶିପଡା ଗ୍ରାମ ପଂଚାୟତରେ ଶ୍ରୀରାମ ନବମୀ ଦିନରୁ ଅନୁଷ୍ଠିତ ହୋଇ ଆସୁଥିବା ରାମ ଲୀଳା ସହିତ ଆଜି ଲଙ୍କା ପୋଡି ଯାତ୍ରା ପଡିଆରେ ପ୍ରଥମ ଥର ପାଇଁ ଏକ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି,| ଆଜିର ରଙ୍ଗାରଙ୍ଗ କାର୍ଯ୍ୟକ୍ରମର…

କନ୍ଧମାଳର ସମାଜସେବୀ ଅଶୋକ ପରିଡା ସର୍ବୋଦୟ ସମ୍ମାନରେ ସମ୍ବର୍ଦ୍ଧିତ

ଫୁଲବାଣୀ : ଭୁବନେଶ୍ବର ଜୟଦେବ ଭବନ ଠାରେ ସର୍ବୋଦୟ ବିକାଶ ମଞ୍ଚ ପକ୍ଷରୁ ଅନୁଷ୍ଠିତ ହୋଇଛି ଭୂଦାନ, କିଷାନ ସର୍ବୋଦୟ ସମାବେଶ। ସମର୍ପିତ ସମାଜ ସେବାରେ କନ୍ଧମାଳରେ ଉଲେଖନୀୟ କାର୍ଯ୍ୟ କରିଥିବା ଅଶୋକ ପରିଡାଙ୍କୁ ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଏକତା ପରିଷଦର ପ୍ରତିଷ୍ଠାତା…

ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ୧୨ଘଣ୍ଟିଆ ହରତାଳ ପ୍ରଭାବରେ ମାଲକାନଗିରି ବନ୍ଦ…

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଆଜି ବିଶ୍ୱ ହିନ୍ଦୁ ପରିଷଦ ତରଫରୁ 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।ଏହି ବନ୍ଦ ପ୍ରଭାବରେ ଜିଲ୍ଲାରେ ଚକଅଖ ସମ୍ପୂର୍ଣ ବନ୍ଦ ରହିଥିବା ବେଳେ ଜିଲ୍ଲାର ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ଓ ଶିକ୍ଷା ଅନୁଷ୍ଠାନ ଗୁଡ଼ିକ ବନ୍ଦ ରହିଥିବା…

ନୂଆ ଠିକଣା ପାଇଲେ ଲକ୍ଷ ଲକ୍ଷ ସଂଖ୍ୟାରେ ବେବି ଅଲିଭ ରିଡଲେ

ଦିଗଦର୍ଶନ ଫାଉଣ୍ଡେସନ ଓ ୟୁଥ ଫର ଭିଲେଜ ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ସାମୁଦ୍ରିକ କଇଁଚଙ୍କ ସୁରକ୍ଷା ନେଇ ତତ୍ପରତା ଛତ୍ରପୁର : ବିଶ୍ୱ ମାନଚିତ୍ରରେ ଅଲିଭ ରିଡଲେ କଇଁଚଙ୍କ ଏନ୍ତୁଡ଼ିଶାଳ ଭାବେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ର…