Browsing Category

ଆଞ୍ଚଳିକ

ଯାଜପୁରରେ ନଦୀରେ ବୁଡ଼ିଗଲେ ଦୁଇ ଯୁବକ, ମହାନଦୀରେ ନାବାଳକ ମୃତ

ଯାଜପୁର/ବ୍ୟାସନଗର/କଟକ: ପବିତ୍ର ‘ହୋଲି’ ପର୍ବ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି। ଯାଜପୁର ଜିଲ୍ଲାରେ ୨ଜଣ ଏବଂ କଟକ ଜିଲ୍ଳାରେ ଜଣଙ୍କର ମୃତ୍ୟୁ ଘଟିଛି। ହୋଲି ଖେଳି ସାରି ନଦୀକୁ ଗାଧୋଇବାକୁ ଯାଇଥିବା ଯୁବକ ଏବଂ ନାବାଳକମାନେ ଅଘଟଣର ଶିକାର ହୋଇଛନ୍ତି।ଯାଜପୁର ଜିଲ୍ଲା

ହୃଦୟକୁ ହୃଦୟର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳ ରେ ରଙ୍ଗର ପର୍ବ ହୋଲି ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା l ରଙ୍ଗ, ଅବିର ଧରି ସେଲିବ୍ରେସନରେ ମାତିଥିଲେ ପିଲାଠୁ ବୁଢ଼ା ଓ ଯୁବକ ଯୁବତୀ ଏବଂ ମହିଳା। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନେତା।

ବିବାହର ୫ ଦିନପରେ ସ୍ବାମୀଙ୍କୁ ଛାଡି ପ୍ରେମିକ ସାଙ୍ଗରେ ଛୁ ମାରିଲା ସ୍ତ୍ରୀ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଂଚଳରେ ଏକ ଅଭାବନୀୟ ଘଟଣାକୁ ନେଇ ଓଡ଼ଗାଁ ଥାନାରେ ଏକ ନିଖୋଜ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ବିବାହ ପୂର୍ବରୁ ଝିଅଟି ତାର ପ୍ରେମିକକୁ ବିବାହ କରିବା ନିମନ୍ତେ ଘରେ ଜଣାଇବା ପରେ ଝିଅର ମା ଏହାକୁ ବିରୋଧ କରିଥିଲେ । ଏପରିକି ଠିକ୍ ହୋଇଥିବା

ସୋନପୁର ଅଗ୍ନିକାଣ୍ଡ, ଶିଶିର ରାୟଙ୍କ ପାଳ ଗଦା ସହିତ ଦୁଇଟି ବୋରୱେଲ ପୋଡି ପାଉଁଶ…

ଉମରକୋଟ /ରାଇଘର( ୪/୩/୨୦୨୬) ଓଡ଼ିଶାର ନବରଙ୍ଗପୁର ଜ଼ିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକର ସୋନପୁର ଡିଏନକେ ଗ୍ରାମରେ ଘଟିଥିବା ଏହି ଅଗ୍ନିକାଣ୍ଡ ଘଟଣା କେବଳ ଜଣେ ଚାଷୀଙ୍କ ବ୍ୟକ୍ତିଗତ ଦୁର୍ଘଟଣା ନୁହେଁ, ବରଂ ସମଗ୍ର ଅଞ୍ଚଳର କୃଷି ବ୍ୟବସ୍ଥା ପାଇଁ ଏକ ଗଭୀର ସତର୍କ ସଙ୍କେତ ଭାବେ ଦେଖାଯାଉଛି।

ଟିପିଏସ୍ଓଡିଏଲ୍ ତରଫରୁ ପ୍ରତିଷ୍ଠାତା ଦିବସ ପାଳିତ…

ଜାମସେଟଜୀ ନୁସରୱାନଜୀ ଟାଟାଙ୍କ ୧୮୭ତମ ଜୟନ୍ତୀ ବ୍ରହ୍ମପୁର, ମାର୍ଚ୍ଚ: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ଜାମସେଟଜୀ ନୁସରୱାନଜୀ ଟାଟାଙ୍କ ୧୮୭ତମ ଜୟନ୍ତୀ ସହିତ ପ୍ରତିଷ୍ଠାତା ଦିବସ କମ୍ପାନୀର କର୍ପୋରେଟ କାର୍ଯ୍ୟାଳୟରେ ପାଳନ କରିଛି। ଏହି ଅବସରରେ

ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ — ମହତପଲ୍ଲାରେ ବାର୍ଷିକ ଉତ୍ସବ…

ନୟାଗଡ଼, ୦୩/୦୩ (ନିସର୍ତ୍ତ): ନୟାଗଡ ଜିଲ୍ଲା ରଣପୁର ବ୍ଲକ ମହତପଲ୍ଲା ଗ୍ରାମର ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ମହତପଲ୍ଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୦୨୫-୨୦୨୬ ଶିକ୍ଷା ବର୍ଷର ବାର୍ଷିକ ଉତ୍ସବ ଅତ୍ୟନ୍ତ ଆଡମ୍ବରମୟ ଓ ଉତ୍ସାହମୟ ପରିବେଶରେ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିସର ରଙ୍ଗିନ

ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ…

ନୟାଗଡ଼, ୦୩/୦୩ (ନିସର୍ତ୍ତ): ଶିକ୍ଷକ ଶିକ୍ଷା ଓ ରାଜ୍ୟ ଶିକ୍ଷା ଓ ଗବେଷଣା ପ୍ରଶିକ୍ଷଣ ପରିଷଦ, ଓଡିଶା ଭୁବନେଶ୍ୱର ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ଉପଲକ୍ଷେ ନୟାଗଡ

ଏମଭି-୨୬ ର କ୍ଷତିଗ୍ରସ୍ତ ପରିବାରଙ୍କ ସହାୟତା ରାଶି ୪ଗୁଣା ବୃଦ୍ଧି , ପ୍ରେସ ବାର୍ତ୍ତା ମାଧ୍ୟମ ରେ ସୂଚନା ଦେଲେ…

ମାଲକାନଗିରି :ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ରାଖେଲଗୁଡା ଏବଂ ଏମଭି-୨୬ ଗାଁ ମଧ୍ୟରେ ହୋଇଥିବା ହିଂସାକାଣ୍ଡରେ କ୍ଷୟକ୍ଷତିର ଅନୁକମ୍ପା ରାଶିକୁ ରାଜ୍ୟ ସରକାର ୪ଗୁଣା ବୃଦ୍ଧି କରିଛନ୍ତି। ଏନେଇ ମାଲକାନଗିରି ବିଧାୟକ ନରସିଂହ ମାଡକାମି ନିଜ ସରକାରୀ ବାସଭବନରେ ଏକ

ଓଡ଼ଗାଁ ବ୍ଲକରେ ୧୪୩ ଦିବ୍ୟାଙ୍ଗ ଭତ୍ତା ସ୍ଥଗିତ…

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକରୁ ୩୫୦୦ ଟଙ୍କା ପାଉଥିବା ୧୪୩ ଜଣ ଭିନ୍ନକ୍ଷମ ହିତାଧିକାରୀଙ୍କ ଦିବ୍ୟାଙ୍ଗ ପ୍ରମାଣପତ୍ର ପୁନଃ ଯାଞ୍ଚ ହେବା ପର୍ଯ୍ୟନ୍ତ ସ୍ଥଗିତ ରହିବ ବୋଲି ଜଣାପଡିଛି।ଆସନ୍ତା ୩ମାସ ମଧ୍ୟରେ ସେମାନେ ତାଙ୍କର ଭିନ୍ନକ୍ଷମ ପ୍ରମାଣପତ୍ର ଗୁଡ଼ିକର ପୁନଃ ମୂଲ୍ୟାୟନ କରାଇ

ବାଲିବନ୍ଧ ନିର୍ମାଣ ପାଇଁ ହାତ ବଢାଇଲେ ସଞ୍ଜୟ…

ସୁନ୍ଦରଗଡ-:ନଦୀ କୂଳରେ ଅନ୍ୟାନ୍ୟ ସହର ଗଢି ଉଠିଥିବା ଭଳି କେଉଁ ଆବହମାନ କାଳରୁ ସୁନ୍ଦରଗଡ ଗଢି ଉଠିଥିଲା ଇବ ନଦୀ କୂଳରେ। ଆଗରୁ ସହରବାସୀ ଏତେ ପରିମାଣରେ ଜଳକଷ୍ଟ ଭୋଗୁ ନଥିଲେ। ମାତ୍ର ବର୍ଦ୍ଧିତ ଲୋକସଂଖ୍ୟା ଓ ବର୍ଷା ପରିମାଣରେ ବ୍ୟତିକ୍ରମ ଯୋଗୁଁ କାଳକ୍ରମେ ନଦୀର ଧାରା କମିବାରେ ଲାଗିଲା