Browsing Category

ଆଞ୍ଚଳିକ

ବ୍ରହ୍ମପୁର ସରକାରୀ ପଲିଟେକନିକଦ୍ୱାରା ଚାଲିଥିବା ଗ୍ରୀଷ୍ମକାଳୀନ ଶିବିର ଉଦଯାପିତ…

ବ୍ରହ୍ମୁପର : ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ପାଞ୍ଚ ଦିନ ଧରି ବ୍ରହ୍ମପୁର ସରକାରୀ ପଲିଟେକନିକଦ୍ୱାରା ଚାଲିଥିବା ଗ୍ରୀଷ୍ମକାଳୀନ ଶିବିର ଶୁକ୍ରବାର ଉଦଯାପିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ…

ବାଲ୍ୟ ବିବାହ ପୂର୍ବରୁ ନାବାଳିକା ଉଦ୍ଧାର

ଦାରିଙ୍ଗବାଡି(୧୪/୪) : ଦାରିଙ୍ଗବାଡି ଥାନା ଅଂଚଳର ଜଣେ ନାବାଳିକା କୋଟଗଡ ଥାନା ଅନ୍ତର୍ଗତ ପକାରି ସ୍ଥିତ ମାର୍ଦିଗଣ୍ଡା ଅଞ୍ଚଳରେ ବିବାହ ପାଇଁ ଯାଇଥିଲେ । ପ୍ରଶାସନ ପାଖରେ ଏହି ଖବର ପହଞ୍ଚିବାରୁ ଦାରିଙ୍ଗବାଡି ସିଡ଼ିପିଓ ଅଞ୍ଜଳି ମହାପାତ୍ର ଙ୍କ ନେତୃତ୍ୱରେ ପ୍ରେମ ଅନୁଷ୍ଠାନ…

କନ୍ଧମାଳ ଜିଲ୍ଲାକୁ ଆଉ ତିନୋଟି ଜାତୀୟ ରାଜପଥ ସଂଯୋଗ ପାଇଁ ପୂର୍ବତନ ବିଧାୟକଙ୍କ ଦାବୀ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲାକୁ ଜାତୀୟ ରାଜପଥ ସହ ଯୋଡିବା ପାଇଁ ବାଲିଗୁଡ଼ା ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ନୂଆଦିଲ୍ଲୀ ଲୋକସଭା ଭବନ ରେ ଭେଟିଛନ୍ତି। ଏହି ଜିଲ୍ଲା ଦେଇ ଏକ ମାତ୍ର ଜାତୀୟ ରାଜପଥ ରାୟପୁର ଠାରୁ ଗୋପାଳପୁର ୫୯ନଂ.…

କନ୍ଧମାଳ ଜିଲ୍ଲାରେ ଆଠଟି ଏକଲବ୍ୟ ବିଦ୍ୟାଳୟ ସ୍ଥାପନ ହେବ…

ବାଲିଗୁଡ଼ା,: କନ୍ଧମାଳ ଜିଲ୍ଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଞ୍ଜୁର ହେଇଥିବା ଆଠଟି ଏକଲବ୍ୟ ଆବାସିକ ବିଦ୍ୟାଳୟ ଖୁବ୍ ଶିଘ୍ର ଭିତ୍ତପ୍ରସ୍ତର ଦେବା ପାଇଁ କେନ୍ଦ୍ର ଅନୁସୂଚୀତ ଜନଜାତି ମନ୍ତ୍ରୀ ବିଶ୍ୱେଶ୍ଵର ଟୁଡୁ ଙ୍କ ନିକଟରେ ଦାବୀ କରିଛନ୍ତି ବାଲିଗୁଡ଼ା ପୂର୍ବତନ ବିଧାୟକ କରେନ୍ଦ୍ର…

ବିନାୟକ ଆଚାର୍ଯ୍ୟ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ବନ୍ଧୁତ୍ୱ ମ୍ୟାଚରେ ଲିଜେଣ୍ଟ ୱାରୀୟର ବିଜୟୀ

ବ୍ରହ୍ମପୁର -ବିନାୟକ ଆଚାର୍ଯ୍ୟ କଲେଜ ପଡିଆ ଠାରେ ଜୁନିୟର କ୍ରିକେଟ କ୍ଲୁବ ପକ୍ଷରୁ ପଞ୍ଚମ ଜ଼ିଲ୍ଲାସ୍ତରୀୟ ବିନାୟକ ଆଚାର୍ଯ୍ୟ କ୍ରିକେଟ ଟୁର୍ନାମେଣ୍ଟର ବନ୍ଧୁତ୍ୱ ମ୍ୟାଚରେ ଲିଜେଣ୍ଟ ୱାରୀୟର ବନାମ ଲିଜେଣ୍ଟ ଚମ୍ପିୟେନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଲିଜେଣ୍ଟ ଚମ୍ପିୟେନ ଟସ ଜିତି…

କନ୍ଧମାଳ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଜରୁରୀ କାଳୀନ ବୈଠକ

ଫୁଲବାଣୀ : ସ୍ଥାନୀୟ ନେତାଜୀ ପାଠାଗାର ଫୁଲବାଣୀ ଠାରେ କନ୍ଧମାଳ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସମସ୍ତ କର୍ମକର୍ତ୍ତା ସହ ପ୍ରତ୍ୟେକ ବ୍ଲକର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ l ଏହି ବୈଠକ ପରେ…

ବିଜୁ ପଟ୍ଟନୟକଙ୍କ ୨୬ ତମ ତିରୋଧାନ ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ମହାନ ଜନନାୟକ ପ୍ରବାଦ ପୁରଷ ବିଜୁ ପଟ୍ଟନାୟକଙ୍କ ୨୬ ତମ ତିରୋଧାନ ଦିବସ ପାଳନ ଉପଲକ୍ଷେ ଆଜି ଫୁଲବାଣୀର ବିଜୁ ସ୍ମୃତି କଲ୍ୟାଣ ମଣ୍ଡପ ଠାରେ କନ୍ଧମାଳ ଜିଲ୍ଲା ସଭାପତି ସରୋଜ କର୍ଣ୍ଣଙ୍କ ସଭାପତିତ୍ବରେ ଫୁଲବାଣୀ ନିର୍ବାଚନୀ ମଣ୍ଡଳ ସ୍ତରୀୟ ପ୍ରସ୍ତୁତି ବୈଠକ…

ବାବା ଭୀମରାଓ ଅମ୍ବେଦକର ଙ୍କ ୧୩୨ ତମ ଜୟନ୍ତୀ ପାଳିତ…

ରାଉରକେଲା :୧୪/୪/୨୩: ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ଓ ଅମ୍ବେଦକର ସ୍ମୃତି କମିଟିର ମିଳିତ ଆନୁକୂଲ୍ୟରେ ଡ଼ଃ.ଭୀମରାଓ ଅମ୍ବେଦକରଙ୍କ ୧୩୨ତମ ଜୟନ୍ତୀ ଆଜି ରାଉରକେଲାରେ ମହା ସମାରୋହରେ ପାଳିତ ହୋଇ ଯାଇଛି।ଉଦିତନଗର ସ୍ଥିତ ଡ଼ଃ.ଅମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ରାଉରକେଲା…

ସୁନ୍ଦରଗଡ଼ ଠାରେ ଡଃ ବି. ଆର୍. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ସୁନ୍ଦରଗଡ଼-୧୪/୦୪/୨୩ ସୁନ୍ଦରଗଡ଼ ଜିଲ୍ଲା ସଦର ମହକୁମାଠାରେ ଜିଲ୍ଲାସ୍ତରୀୟ ଡଃ. ବି.ଆର୍. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି I ସ୍ଥାନୀୟ ସଦଭାବନାଭବନ ଠାରେ ଆୟୋଜିତ ଏହି କାର୍ଯକ୍ରମରେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ରବି ନାରାୟଣ ସାହୁ ଭାରତୀୟ ସମ୍ବିଧାନ ପ୍ରତି…

ବାଲିଗୁଡାରେ ମହାବୀର ଜୟନ୍ତୀ ଓ ପଣାସଂକ୍ରାନ୍ତି ପାଳିତ…

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସହରର ବିଭିନ୍ନ ସ୍ଥାନରେ ଶୁକ୍ରବାର ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଯାଇଛି। ଓଡ଼ିଆ ନବବର୍ଷ ଉପଲକ୍ଷେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଓଡ଼ିଆ ନୂଆ ପାଞ୍ଜି ଯଥା ଵିଧି ସହକାରେ ପୂଜା ଅର୍ଚନା କରାଯାଇ ଆରମ୍ଭ କରାଯାଇଥିଲା l…