Browsing Category

ଆଞ୍ଚଳିକ

ବିଦ୍ୟାଳୟ ଉଛେଦକୁ ଗ୍ରାମବାସୀଙ୍କ ବିରୋଧ : ଗଣଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର

ବାଲିଗୁଡ଼ା : ବିଭିନ୍ନ ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କମ୍ ଉପସ୍ଥାପନ ଦର୍ଶାଇ ଶିକ୍ଷା ବିଭାଗ ପକ୍ଷରୁ ଅନେକ ସ୍କୁଲ ଉଚ୍ଛେଦ ହୋଇଛି । ଏହାକୁ ନେଇ ପୂର୍ବରୁ ଅନେକ ବିବାଦ ମଧ୍ୟ ହୋଇଛି । ବର୍ତ୍ତମାନ ସମୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ମିଡ଼ିଆକିଆ ପଞ୍ଚାୟତରେ…

ଟାୱାର କାମ ସରିଥିଲେ ବି ନେଟୱାର୍କର ଦେଖାନାହିଁ

ଦାରିଙ୍ଗବାଡ଼ି, ୧୧/୪ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ବହୁ ଉପାନ୍ତ ଅଞ୍ଚଳର ଅଧିବାସୀ ମାନେ ଆଜି ଯାଏ ନେଟ ୱାର୍କ ସେବା ପାଇବାରୁ ବଞ୍ଚିତ ହୋଇ ରହି ଛନ୍ତି। ଉପାନ୍ତ ଅଞ୍ଚଳରେ ନେଟୱାର୍କ ଯୋଗାଇ ଦେବାକୁ କେନ୍ଦ୍ର ସରକାର ଘୋଷଣା କରିବା ସହିତ ଅନେକ ଜାଗାରେ ନେଟୱାର୍କ ଟାୱାର…

ମଟରସାଇକେଲ ଚୋର ଧରାପଡ଼ିଲା, ବାଇକ ଜବତ

ଚିକିଟି : ଚିକିଟି ପତ୍ରପୁର ଅଞ୍ଚଳରେ ହୋଇଥିବା ମଟରସାଇକଲ ଚୋରି ଘଟଣା ରେ କେ. ନୂଆଁଗାଁ ପୋଲିସକୁ ମିଳିଛି ସଫଳତା, ତିନି ଚୋରକୁ ଧରିବା ସହିତ ସେମାନଙ୍କ ଠାରୁ ଚୋରି ହୋଇଥିବା ବାଇକ କୁ ଜବତ କରିଛି।ଗତକିଛି ଦିନ ଧରି କେ. ନୂଆଁଗାଁ ଥାନା ଏବଂ ଜ୍ଵରଡା ଥାନା ଇଲାକାରେ ବାଇକ ଚୋରି ଘଟଣା…

ଯାତ୍ରାର ସୁଯୋଗନେଇ ପେଟ୍ରୋଲ ଚୋରୀ ଘଟଣା ବଢୁଛି

ବ୍ରହ୍ମପୁର : ବ୍ରହ୍ମପୁର ମହାନଗରରେ ଠାକୁରାଣୀ ଯାତ୍ରା ସାଙ୍ଗକୁ ଦଣ୍ଡଯାତ୍ର ଚାଲିଥିବା ବେଳେ ବେଶ ଚଳଚଂଚଳ ହୋଇଛି ସହର, ଏହାର ଫାଇଦା ନେଇ ବିଭିନ୍ନ ଅଂଚଳରେ ପେଟ୍ରୋଲ ଚୋରଙ୍କ କାରନାମା ବୃଦ୍ଧି ପାଇଛି। ବ୍ରହ୍ମପୁର ସହରରେ ଦଣ୍ଡନାଚ ସାହି ଗଳିରେ ବେଶ ଧୁମଧାମରେ ରେ ଚାଲିଥିବା ବେଳେ ଏହାର…

କଣମଣା ପଞ୍ଚାୟତ ପ୍ରାର୍ଥୀଙ୍କ ଯାଞ୍ଚ ତାଲିକାରେ ତାଳମେଳ ରହୁନି ; ତଦନ୍ତ ଦାବି

ୱାର୍ଡ ସଭ୍ୟ ନାମାଙ୍କନ ଦାଖଲ ନେଇ ବିବାଦ ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ବ୍ଲକରେ ଖାଲି ପଡିଥିବା ୪ ଟି ସରପଂଚ, ଜଣେ ସମିତିସଭ୍ୟ ଓ ୩୭୯ ଟି ୱାର୍ଡ ସଭ୍ୟ ପଦବୀ ପାଇଁ ଆସନ୍ତା ମେ ୨ ତାରିଖରେ ଉପନିର୍ବାଚନ ରହିଥିବା ବେଳେ ଗତ ୪ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର…

ବିଜୁ ଛାତ୍ର ଜନତାଦଳ ପକ୍ଷରୁ ସୋସିଆଲ ମିଡିଆ ପ୍ରଶିକ୍ଷଣ ଶିବିର

ଛତ୍ରପୁର : ଛତ୍ରପୁର ଉପକଣ୍ଠ ତାମ୍ପରା ହ୍ରଦ ଠାରେ ବିଜୁ ଛାତ୍ର ଜନତା ଦଳ ତରଫରୁ ଛତ୍ରପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ସୋସିଆଲ ମିଡିଆ ଓ ଇନଷ୍ଟାଗ୍ରାମ ପ୍ରଶିକ୍ଷଣ ଶିବିର ଗଂଜାମ ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡାଙ୍କ ସଂଯୋଜନା ଓ ଜିଲ୍ଲା ଉପସଭାପତି ଲିଙ୍ଗରାଜ ମହାପାତ୍ରଙ୍କ…

କୋର୍ଟପେଟା କାଶୀ ବିଶ୍ୱନାଥ ବୋଲବମ ସଂଘ ପକ୍ଷରୁ ଦଣ୍ଡନୃତ୍ୟ

ବ୍ରହ୍ମପୁର : ବ୍ରହ୍ମପୁର ସହରର କୋର୍ଟପେଟା କାଶୀ ବିଶ୍ୱନାଥ ବୋଲବମ ସଂଘ ପକ୍ଷରୁ ଦଣ୍ଡନୃତ୍ୟ ଅନୁଷ୍ଠିତ ହୋଇଛି । ଗଞ୍ଜାମ ଜିଲ୍ଲାରେ ଚାତ୍ର ମାସରେ ପାରମ୍ପାରିକ ଦଣ୍ଡନୃତ୍ୟ ପରିବେଷଣ ହେଉଥିବା ବେଳେ ଗତ ୧୨ ବର୍ଷ ଧରି କ୍ରମାଗତ ଭାବରେ କୋର୍ଟପେଟା କାଶୀ ବିଶ୍ୱନାଥ ବୋଲବମ ସଂଘ ପକ୍ଷରୁ…

ସୁନ୍ଦରଗଡ଼ ଜିଲ୍ଲାରେ ପଡ଼ିଆ ଜମିରେ ଫଳ ଚାଷକୁ ପ୍ରୋତ୍ସାହନ, ଜନଜାତି ବର୍ଗର ଚାଷୀଙ୍କୁ ଦୀର୍ଘସ୍ଥାୟୀ ଜୀବିକା…

ସୁନ୍ଦରଗଡ଼ (୧୧/୦୪) : ସୁନ୍ଦରଗଡ଼ ଜିଲ୍ଲାର ଜନଜାତି ବର୍ଗର ଚାଷୀମାନଙ୍କୁ ଦୀର୍ଘସ୍ଥାୟୀ ଜୀବିକା ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରକାରର ଫଳ ଚାଷ କରାଯାଉଛି। ଚାଷୀମାନେ ସେମାନଙ୍କ ପଡ଼ିଆ ଜମିରେ ଆମ୍ବ, କାଜୁ ଓ ଲେମ୍ବୁ ଆଦି ଚାରା ଲଗାଉଛନ୍ତି। ଏଥିପାଇଁ ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ…

ଦାରିଙ୍ଗବାଡ଼ି ପୋଲିସ ଦ୍ବାରା ଗଞ୍ଜେଇ ଜବତ, ଚାଲାଣକାରି ଗିରଫ

ଦାରିଙ୍ଗବାଡି,୧୦/୪ : ଦାରିଙ୍ଗବାଡ଼ି ପୋଲିସ ଆଜି ଏକ ବୋଲେର ପିକ୍ ଆପରୁ ୨୨କେଜି ୩୫୦ଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଚାଲାଣ କାରିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ କୋୖସିକ ମାଝୀ ସୂଚନା ଦେଇଛନ୍ତି । କୋୖଣସି ସୂତ୍ରରୁ ବୋଲେର ପିକ୍ଆପରେ ଗଞ୍ଜେଇ ବାଲିଗୁଡା ଅଞ୍ଚଳରୁ…