Browsing Category

ଆଞ୍ଚଳିକ

୫ମ ତମ ଜ଼ିଲ୍ଲାସ୍ତରୀୟ ବିନାୟକ ଆଚାର୍ଯ୍ୟ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ମ୍ୟାଚରେ, ଖଲ୍ଲିକୋଟ ଦଳ…

ବ୍ରହ୍ମପୁର : ବିନାୟକ ଆଚାର୍ଯ୍ୟ କଲେଜ ପଡିଆ ଠାରେ ଜୁନିଅର କ୍ରିକେଟ କ୍ଲୁବ (jcc) ପକ୍ଷରୁ ଜ଼ିଲ୍ଲା ସ୍ତରୀୟ ୫ମ ତମ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି l ଏହି ଟୁର୍ନାମେଣ୍ଟ ୯ ତାରିଖ ଠାରୁ ଆରମ୍ଭ ହୋଇ ୧୬ ତାରିଖ ରେ ଶେଷ ହେବ, ଦୀର୍ଘ ୮ ଦିନ ଏହି ଖେଳ ଅନୁଷ୍ଠିତ ହେବ…

ମାଲକାନଗିରି ଜିଲ୍ଲାରେ ପୁଷ୍ପା-୨ ଚଳଚିତ୍ରର ସୁଟିଂ ପାଇଁ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ଠାରୁ ଅନୁମତି ଲୋଡିଲେ ପ୍ରଯୋଜକ

ମାଲକାନଗିରି : ସାରା ଦେଶର ଚଳଚିତ୍ର ଜଗତରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଦକ୍ଷିଣ ଭାରତର ପ୍ରସିଦ୍ଧ ସିନେମା ପୁଷ୍ପାର ଦ୍ଵିତୀୟ ଭାଗ କେବେ ଆସିବ ସେନେଇ ଦର୍ଶକ ଅପେକ୍ଷା କରିଥିବା ବେଳେ ଏହି ଚଳଚିତ୍ରର ଶୁଟିଙ୍ଗ ପାଇଁ ମାଲକାନଗିରି ଜିଲ୍ଲାକୁ ମନୋନୀତ କରିଛନ୍ତି ଏହାର ପ୍ରଯୋଜକ…

୩୪ ତମ ବାର୍ଷିକ ତେରଦଣ୍ଡର ମହାମିଳନ ସମାରୋହ ଉଦଯାପିତ : ହଜାରହଜାର ଭକ୍ତଙ୍କ ସମାଗମ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଗୁଡା ସହରରେ ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୬ ବର୍ଷ ପୂର୍ତ୍ତି ଅବସରରେ ୩୪ ତମ ବାର୍ଷିକ ତେର ଦଣ୍ଡର ମହାମିଳନ ସମାରୋହ ବିପୁଳ ଉତ୍ସାହ ଉଦ୍ଦୀପନାର ସହ ଆୟୋଜିତ ହୋଇଯାଇଛି l…

ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୨ : ଗଞ୍ଜାମ ଜିଲା ପରିଷଦ ଏବଂ ହିଞ୍ଜିଳିକାଟୁ ବ୍ଲକ ଦେଶରେ ୧ ନମ୍ବର ସ୍ଥାନ ଅଧିକାର କଲା

ଛତ୍ରପୁର (୦୯.୦୪) : ଗ୍ରାମାଞ୍ଚଳରେ ସ୍ଥାନୀୟ ସ୍ୱୟଂ ଶାସନ ପାଇଁ ପ୍ରଭାବଶାଳୀ ତଥା ଦକ୍ଷ ଅନୁଷ୍ଠାନ ଭାବରେ କାର୍ଯ୍ୟ କରିବା ପାଇଁ ପଞ୍ଚାୟତରାଜ ପ୍ରତିଷ୍ଠାନ ବାଧ୍ୟତାମୂଳକ । ଫ୍ଲାଗସିପ୍ ସ୍କିମ୍ ଗୁଡିକର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନରେ ମଧ୍ୟ ସେମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା…

ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ହେଲେ ଛତ୍ରପୁରର ବିମଳ ପଣ୍ଡା

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଯୁବ ବିଜେଡିର ସାଧାରଣ ସମ୍ପାଦକ ଭାବେ ବିମଳ କୁମାର ପଣ୍ଡାଙ୍କୁ ଦାୟି୍‌ତ୍ୱ ମିଳିଛୀ । ସେ ପୂର୍ବରୁ ଛାତ୍ର ବିଜେଡିର ରାଜ୍ୟ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ । ୨୦୨୪ ସାଧାରଣ ନର୍ବାଚନକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ଯୁବଗୋଷ୍ଠୀଙ୍କୁ ଦଳୀୟ…

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ମୃତ

କୁଆଁରମୁଣ୍ଡା : ରାଏବୋଗା ଥାନା ଅନ୍ତର୍ଗତ କାଦୋବାହାଲ ପଞ୍ଚାୟତସ୍ଥିତ ଗୁମଟିଛପଲ୍ ଦରଙ୍ଗାଟୋଲି ସଡକ କୁ ସଂଯୋଗ କରିଥିବା କଲ୍ଭଟ୍ ନିକଟରେ ଏକ ଅଜଣା ଗାଡି ଧକ୍କାରେ ସାଇକେଲ ଚାଳକ ମୃତ। ସଡକ ଦୁର୍ଘଟଣାରେ ମୃତ ବୃଦ୍ଧଙ୍କ ପାରିବାର ସୁତ୍ରରୁ ପ୍ରକାଶ ଯେ ରାଏବୋଗା ଥାନା ଅନ୍ତର୍ଗତ ଅନ୍ଧାରୀ…

ଦଣ୍ଡନାଚ ବେଳେ ନଗ୍ନତାକୁ ନେଇ ତେଜୁଛି ବିବାଦ । ପ୍ରବଳ ବିରୋଧ ପରେ ବ୍ରହ୍ମପୁର ଆଙ୍କୁଳିରେ ବନ୍ଦ ହେଲା, ନିଶା…

ବ୍ରହ୍ମପୁର : ବ୍ରହ୍ମପୁର ଦଣ୍ଡନାଚ ବେଳେ ନଗ୍ନତାକୁ ନେଇ ତେଜୁଛି ବିବାଦ । ପ୍ରବଳ ବିରୋଧ ପରେ ବ୍ରହ୍ମପୁର ଆଙ୍କୁଳିରେ ବନ୍ଦ ହୋଇଛି ନିଶା ମହାରଣାଙ୍କ କାର୍ଯ୍ୟକ୍ରମ । ଗତକାଲି ଚର୍ଚ୍ଚିତ କଳାକାର ନିଶା ମହାରଣା ଆଙ୍କୁଳି ଯିବାର ଥିଲା । ଏମିତି କି ନିଶା ମହାରଣା ଭିଡିଓ ଜାରି କରି ସୂଚନା…

ନିଃସର୍ତ୍ତ ଖବରର ପ୍ରଭାବ : ଖବର ପ୍ରସାରଣ ପରେ ଗାଁକୁ ବିଜୁଳି ସଂଯୋଗ କଲା ଟାଟା ପାୱାର…

ମାଲକାନଗିରି : ତଣ୍ଡାପଲ୍ଲୀ ପଞ୍ଚାୟତ ର ପାନାଗୁଡ଼ା ଗ୍ରାମରେ କିଛି ଦିନ ତଳେ କାଳବୈଶାଖୀ ତାଣ୍ଡବ ରଚିଥିଲା ଯାହାଫଳରେ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋବାସହ ସମ୍ପୂର୍ଣ୍ଣ ଗ୍ରାମରୁ ବିଜୁଳି ସଂଯୋଗ ବିଛିନ୍ନ ହୋଇଥିଲା । ଯାହା ଫଳରେ ଗ୍ରାମରେ ନାହିଁ ନଥିବା ଅସୁବିଧା ଭୋଗି ଥିଲେ…

ମାଲକାନଗିରି ଜିଲ୍ଲାରେ ପୁଷ୍ପା ୨ ଚଳଚିତ୍ରର ସୁଟିଂ ପାଇଁ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ଠାରୁ ଅନୁମତି ଲୋଡିଲେ…

ମାଲକାନଗିରି : ସାରା ଦେଶର ଚଳଚିତ୍ର ଜଗତରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଦକ୍ଷିଣ ଭାରତର ପ୍ରସିଦ୍ଧ ସିନେମା ପୁଷ୍ପାର ଦ୍ଵିତୀୟ ଭାଗ କେବେ ଆସିବ ସେନେଇ ଦର୍ଶକ ଅପେକ୍ଷା କରିଥିବା ବେଳେ ଏହି ଚଳଚିତ୍ରର ଶୁଟିଙ୍ଗ ପାଇଁ ମାଲକାନଗିରି ଜିଲ୍ଲାକୁ ମନୋନୀତ କରିଛନ୍ତି ଏହାର…

ରାଜସ୍ବ ବିଭାଗର ସୁଲାସୁତରା ରେ ଚାଲିଛି ଶୁଆ ଡଙ୍ଗରରୁ ବେଆଇନ ପଥର ଖନନ…

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ଚିତାବେଡ଼ା ପଞ୍ଚାୟତ ଭୀମା ଗୁଡ଼ା ଠାରୁ ମାତ୍ର ଦୁଇ କି.ମି ବାମ କଡେ ଅବସ୍ଥିତ ଏକ ବିଶାଳକାୟ ପଥର ବେଷ୍ଟିତ ଶୁଆ ଡଙ୍ଗର।ଏଠାକୁ ନୂଆଁ ବର୍ଷ ଓ ବିଭିନ୍ନ ଉତ୍ସବ ସମୟରେ ଅକ୍ଟବର ମାସରୁ ଫେବୃଆରୀ ମାସ ପର୍ଯ୍ୟନ୍ତ ବଣଭୋଜି କରିବାକୁ ବ୍ଲକର ବିଭିନ୍ନ…