Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଆଭ୍ୟନ୍ତରୀଣ ଅଂଚଳରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଶାଖା ଉଦ୍ଘାଟନ
ମାଲକାନଗିରି, ୧୬।୩ : ମାଲକାନଗିରି ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଅଂଚଳରେ ଜନସାଧାରଣଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେବାପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଗେଇ ଆସିଛି | ଆଜି ମାଲକାନଗିରି ବ୍ଲକ ଶିଖପାଲ୍ଲୀ ପଂଚାୟତ ଅନ୍ତର୍ଗତ ଆଭ୍ୟନ୍ତରୀଣ କୋଡେଲମେଟଲା ଆଦିବାସୀ ଗ୍ରାମ ନାମରେ ଏମ୍.ଭି,୧୭!-->…
ବ୍ରହ୍ମପୁରରେ ଆନ୍ଦୋଳନରତ ଡ୍ରାଇଭର ଓ ପୁଲିସ ମଧ୍ୟରେ ମୁହାଁମୁହିଁ…
ବ୍ରହ୍ମପୁର : ବ୍ରହ୍ମପୁରରେ ଆନ୍ଦୋଳନରତ ଡ୍ରାଇଭର ଓ ପୁଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତାରେ ଗାଡ଼ି ଅଟକାଇବାବେଳେ ଡ୍ରାଇଭର ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି। ଡ୍ରାଇଭରଙ୍କ ଆକ୍ରମଣରେ କିଛି ପୁଲିସ ଆହତ ହୋଇଥିବା ସୂଚନା ମିଳିଛି। ଡ୍ରାଇଭରମାନେ ସଂଘବଦ୍ଧ!-->…
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ତାମ୍ପରା ହଦ୍ର….
ଛତ୍ରପୁର : ଗଞ୍ଜାମ ଜିଲା ଛତ୍ରପୁର ନିକଟ ହୁମୁରୀ ତାମ୍ପରା ହ୍ରଦ ବିଶ୍ୱବିଦିତ ହୋଇଛି । ରାମସାରର ଅର୍ନ୍ତଜାତୀୟ ୱେଟଲ୍ୟାଣ୍ଡ (ଆର୍ଦ୍ରଭୂମି) ସାଇଟ୍ର ମାନ୍ୟତା ତାମ୍ପରା ହ୍ରଦକୁ ମିଳିଛି। ଏଥିଲାଗି ଏହା ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏଠାରେ ଥିବା ତାମ୍ପରା ଲେକ ଭିୟୁ ପାର୍କ!-->…
୧୩ ତମ କଳିଙ୍ଗ ହର୍ବାଲ ମେଳା ଉଦଘାଟିତ
ବ୍ରହ୍ମପୁର : ରାଜ୍ୟ ଔଷଧୀୟ ବୃକ୍ଷ ପରିଷଦ ଓ ବ୍ରହ୍ମପୁର ବନଖଣ୍ଡ ର ମିଳିତ ଆନୁକୁଲ୍ୟରେ ଆୟୋଜିତ ୧୩ ତମ କଳିଙ୍ଗ ହର୍ବାଲ ମେଳା ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ ସନ୍ଧ୍ୟାର ଅତିଥି ଭାବେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ବିଧାୟକ ବିକ୍ରମ କୁମାର ପଣ୍ଡା, ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ!-->…
ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଆୟୁର୍ବେଦିକ ଚିକିତ୍ସା ଶିବିର ଅନୁଷ୍ଠିତ…
ଫୁଲବାଣୀ - କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଗୁରୁବାର ସ୍ଥାନୀୟ ଡ୍ରିମଲାଣ୍ଡ ହୋଟେଲ ଠାରେ ଆୟୁର୍ବେଦିକ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା l ଏହି ଶିବିର ରେ ଅବସରପ୍ରାପ୍ତ ପ୍ରଫେସର ଜଗଦୀଶ ଚନ୍ଦ୍ର ବେଜ ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା!-->…
ଋଷିମାଳ ବାରୁଣୀମେଳା ନିମନ୍ତେ ବୈଠକ…
ଦାରିଙ୍ଗବାଡ଼ି, ୧୬/୦୩ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଶିଵ ମନ୍ଦିର ପରିସରରେ ସଂକ୍ରାନ୍ତି ଦିନ ଋଷିମାଳ ମହା ବାରୁଣୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମାସିକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ପ୍ରଦୀପ ପଣ୍ଡା ପୌରହିତ କରିଥିବା ବେଳେ କନ୍ଧମାଳ ଜିଲ୍ଲା!-->…
ଦାରିଙ୍ଗବାଡ଼ି ବଣିକସଂଘର ୩୫ତମ ବାର୍ଷିକ ଉତ୍ସବ ପାଳନ…
ଦାରିଙ୍ଗବାଡ଼ି,୧୬/୩ : ଦାରିଙ୍ଗବାଡ଼ି ବଣିକ ସଂଘର ୩୫ତମ ବାର୍ଷିକ ଉତ୍ସବ ମିଶ୍ର କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବଣିକ ସଂଘର ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ରହିଥିଲେ । ଜିଲ୍ଲାର ବାଲିଗୁଡ଼ା, ଘୁ. ଉଦୟଗିରି, ରାଇକିଆ ଓ ଟିକାବାଲି ବଣିକ ସଂଘର କର୍ମକର୍ତ୍ତା ଅତିଥି ଭାବେ!-->…
ପୌରପାଳିକା କାର୍ଯ୍ୟାଳୟ ଘେରାଉ କଲେ ରଜକ କୁଳଵାସୀ
ହିଞ୍ଜିଳିକାଟୁ ୧୬।୩ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ward ନଂ ୧୮, ୨୦ ଓ ୨୧ ରେ ଥିବା ରଜକ କୁଳସମାଜ ଲୋକେ ନିଜ କୂଳ କୋଠଘର ନିର୍ମାଣ ଦାବିରେ ଗୁରୁବାର ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟାଳ଼ୟ ଘେରାଉ କରିଥିଲେ । ସୂଚନା ଅନୁଯାୟୀ ରଜକ କୁଳ ବାସୀ ପୂର୍ବପୁରୁଷଙ୍କ ଅମଳରୁ ଆଙ୍କୋରଡା!-->…
ଦ୍ବିତୀୟ ଦିନରେ ପହଞ୍ଚିଲା ଡ୍ରାଇଭର ମହାସଂଘର ଧର୍ମଘଟ…
ଅତ୍ୟାବଶ୍ୟକ ସାମଗ୍ରୀ ଚିନ୍ତାରେ ଖାଉଟି, ଯାତ୍ରୀ ହନ୍ତସନ୍ତବାଲିଗୁଡ଼ା : ଡ୍ରାଇଭର ଏକତା ମହାମଞ୍ଚ ଆନୁକୁଲ୍ୟରେ ମାର୍ଚ୍ଚ ୧୫ ତାରିଖରୁ ୧୦ ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରଖିଛି ଓଡ଼ିଶା ଡ୍ରାଇଭର ମହାସଂଘ । ଗୁରୁବାର ଧର୍ମଘଟ!-->…
ଉମରକୋଟ ଡ୍ରାଇଭର ସଙ୍ଘ ପକ୍ଷରୁ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନର ଦ୍ୱିତୀୟ ଦିବସ
ଉମରକୋଟ : ୧୦ ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ସଙ୍ଘ ପକ୍ଷରୁ ଦୀର୍ଘ ୨ ବର୍ଷ ଧରି ଓଡ଼ିଶା ସରକାରଙ୍କୁ ଜଣାଇ ଆସୁଛନ୍ତି, କିନ୍ତୁ ସରକାର ଏମାନଙ୍କ ଦାବିକୁ କର୍ଣ୍ଣ ପାତ କରୁ ନାହାନ୍ତି | ପୂର୍ବରେ ସରକାର ସଂଘର ମୁଖ୍ୟ କର୍ମକର୍ତ୍ତା ମାନଙ୍କ ସାଙ୍ଗରେ ଆଲୋଚନା କରିଥିଲେ କିନ୍ତୁ ସୁଫଳ!-->…