Browsing Category

ଆଞ୍ଚଳିକ

ଦାରିଙ୍ଗବାଡ଼ି ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଦର୍ଶନ ସଚେତନ…

ଦାରିଙ୍ଗବାଡ଼ି, ୧୩/୨, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ମହକୁମାରେ ଥିବା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ପରିଦର୍ଶନ କରି ସଚେତନ ହେବାର କାର୍ଯ୍ୟକ୍ରମ ଚାଲୁରହିଛି । ତାଲିମ ଅନୁଷ୍ଠାନରେ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ଶିଳ୍ପ ତାଲିମ…

ସାମ୍ବାଦିକଙ୍କ ମଣିଷ ପଣିଆ…

ସୁନ୍ଦରଗଡ଼:୧୩/୦୨/୨୩ କୋଇଲା ବୋଝେଇ ଭାରୀଯାନ ମାଡ଼ିଯିବା ପରେ ଛଟପଟ ହେଉଥିବା ୨ ଜଣ ବାଇକ୍‌ ଆରୋହୀଙ୍କୁ ସାମ୍ବାଦିକ ଉଦ୍ଧାର କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ଛଟେନପାଲି-ହେମଗିର ରାସ୍ତାରେ ଆଜି ସକାଳ ୧୧ଟାରେ ଏହି ଅଘଟଣ ଘଟିଛି।ସୂଚନା ଅନୁସାରେ ଛଟେନପାଲି-ହେମଗିର ରାସ୍ତାରେ ଏକ କୋଇଲା…

ଚୋରା ବାଇକକୁ ଖଣ୍ଡ କରୁଥିବା ସ୍କ୍ରାପ ଦୋକାନରେ ପୋଲିସ ଚଢ଼ାଉ: ୧ ଗିରଫ

ହିଞ୍ଜିଳିକାଟୁ (୧୨ା୨) : ଚୋରି ବାଇକକୁ ରାତି ଅଧରେ କାଟି ଖଣ୍ଡଖଣ୍ଡ କରି ସ୍କ୍ରାପ ବେପାର କରୁଥିବା ଅଭିଯୋଗରେ ସୂଚନା ପାଇଁ ଶନିବାର ରାତିରେ ହିଞ୍ଜିଳି ପୋଲିସ ଶ୍ୟାମଳାଇ ଛକରେ ଥିବା ଏକ ବେଆଇନ ସ୍କ୍ରାପ ଦୋକାନରେ ଚଢ଼ାଉ କରି ଜଣଙ୍କୁ ଗିରଫ କରିଛି । ଗିରଫ ଜଣକ ହେଲେ ସ୍କ୍ରାପ ଦୋକନ ମାଲିକ…

ଶିଶୁ ବିଦ୍ୟା ମନ୍ଦିରରେ କନ୍ୟା ଶିବିର…

ଫୁଲବାଣୀ :- ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଫୁଲବାଣୀ ପରିସରରେ କନ୍ୟା ଶିବିର ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଶିବିରର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କନ୍ଧମାଳ ଜିଲ୍ଲାର ଜିଲ୍ଳା ପ୍ରମୂଖ ଇନ୍ଦ୍ରମଣି ନାୟକ, ମାତୃ ଭାରତୀର ସଭାପତି ପ୍ରମିଳା ବେହେରା, ସମ୍ପାଦକ କଳ୍ପଲତା କର…

ଲାମୁଙ୍ଗିଆ ନିକଟରେ ଅଟୋ ଦୁର୍ଘଟଣା, ୩ ଆହତ…

ଫୁଲବାଣୀ (୧୨/୦୨): ସୂଚନା ଅନୁସାରେ ଘୁ ଉଦୟଗିରି ବ୍ଲକ ଗ୍ରେସିଙ୍ଗିଆ ପଞ୍ଚାୟତର ବାକିକାମ୍ବା ନିବାସୀ ମାଣିକେଶ୍ଵର ପଞ୍ଚାୟତ କୁମ୍ଭାର କାଡ଼ି ଗ୍ରାମକୁ ଓଡି ୦୭ ୪୦୨୬ ନମ୍ୱର୍ ବିଶିଷ୍ଟ ଅଟୋରେ ଯାଉଥିଲେ ଏକୋଇସା ଭୋଜିରେ ଯୋଗ ଦେବାପାଇଁ । ଲାମୁଙ୍ଗୀଆ ନିକଟ ଘାଟି ଶେଷରେ ଅଟୋ ବ୍ରେକ ଫେଲ୍‌…

ଓଡ଼ିଶା ଭାଷା ବିଭାଗ ତରଫରୁ ଶ୍ରୀଜଗନ୍ନାଥ ସଂସ୍କୃତି ପାଠଚକ୍ର…

ମାଲକାନଗିରି : ମାଲକାନଗିରି ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ନବାଗତ ସ୍ବାଗତ ସମ୍ବର୍ଦ୍ଧନା ସହ ଶ୍ରୀ ଜଗନ୍ନାଥ ସଂସ୍କୃତି ବିଷୟରେ ଆଲୋଚନାଚକ୍ର ଆୟୋଜନ କରାଯାଉଥିଲା l ଏଥିରେ ମୁଖ୍ୟ ଅତିଥି ରୂପେ ମାଲକାନଗିରି ମହାବିଦ୍ୟାଳୟର ଅଧକ୍ଷ ଅଷୋକ କୁମାର ଷଡଙ୍ଗୀ ଯୋଗଦାନ…

ବାହୁଦା ସାହିତ୍ୟ ସଂସଦର ପଞ୍ଚମ ବାର୍ଷିକ ଉତ୍ସବ..

ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟିସ୍ଥିତ ରାଜକବି ରାଧାମୋହନ ବିଦ୍ୟାପୀଠ ଠାରେ ରବିବାର ବାହୁଦା ସାହିତ୍ୟ ସଂସଦ, ଚିକିଟିପକ୍ଷରୁ ପଞ୍ଚମ ବାର୍ଷିକ ଉତ୍ସବ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଚିକିଟୀ ଏନ୍ ଏ ସି ଅଧ୍ୟକ୍ଷା ଦିପା କୁମାରୀ ସାହୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି…

କାର ସହ ୯୪ ଲିଟର ବିଦେଶୀ ମଦ ଜବତ, ୨ ଗିରଫ…

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ପେଟ୍ରୋଲିଙ୍ଗ ସମୟରେ ଫିରିଙ୍ଗିଆ ଥାନା ଘାଟି ସାହି ଛକ ନିକଟ ରାସ୍ତାରେ ଇଣ୍ଡିଗୋ କାର ସହ ୯୪ ଲିଟର ବିଦେଶୀ ମଦ ଜବତ କରିବା ସହ ୨ ଜଣକୁ ଗିରଫ କରିବାରେ ସଫଳ ହୋଇଛି l ସୂଚନା ଅନୁସାରେ ଫିରିଙ୍ଗିଆ ପୋଲିସ ଗତକାଲି ବିଳମ୍ବିତ ରାତିରେ…

ଘୁଷୁରୀ ମଡ଼କ : ୧୫ ଦିନରେ ମଲେଣି ୩୦ ଘୁଷୁରି

ବ୍ରହ୍ମପୁର : ସୋରଡ଼ା ଗଞ୍ଜାମ ଜିଲା ସୋରଡ଼ା ଅଞ୍ଚଳରେ ୧୫ ଦିନ ଭିତରେ ୩୦ରୁ ଊର୍ଦ୍ଧ୍ୱ ଘୁଷୁରି ମଲେଣି । ମଲା ଘୁଷୁରିଗୁଡ଼ିକ ଖିଲାବାଡ଼ି ନିକଟ ରାଇପଲ୍ଲୀ ରାସ୍ତାପାର୍ଶ୍ୱରେ ଓ ଅନ୍ୟ ସ୍ଥାନରେ ପଡ଼ିଥିବା ଦେଖାଯାଇଛି । ଜରଉ ନିକଟରେ ରହୁଥିବା ମାଲିକ ରତ୍ନମାଳା ପାତ୍ର କହିଛନ୍ତି,…

ନୂତନ ପେନସନ ଯୋଜନାଭୁକ୍ତ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ବୈଠକ…

ଦାରିଙ୍ଗବାଡି (୧୨/୨) : କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନୂତନ ପେନସନ ଯୋଜନାଭୁକ୍ତ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଦାରିଙ୍ଗବାଡି ରାପଡ଼ାବାଡ଼ି ବିଦ୍ୟାଳୟଠାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଗତ ଦିନରେ ସରକାରଙ୍କୁ ଦିଆଯାଇଥିବା ୩ ଦଫା ଦାବୀ ମଧ୍ୟରେ ତିନିଟି ଦାବୀ ବର୍ତ୍ତମାନ…