Browsing Category

ଆଞ୍ଚଳିକ

ଗଦାପୁରରେ ଲୁର୍ଦ୍ଧମେରୀ ପର୍ବ ପାଳନ…

ଦାରିଙ୍ଗବାଡି, (୧୨/୦୨) : କନ୍ଧମାଳ ଜିଲା ଦାରିଙ୍ଗ ବାଡ଼ି ବ୍ଲକ ଗଦାପୁରରେ ଲୁର୍ଦ୍ଧ ମେରୀ ପର୍ଵ ଗତକାଲି ବହୁ ଆଡମ୍ବରେ ପାଳିତ ହୋଇଛି। ଏହି ପର୍ବ ଉପଲକ୍ଷେ ଗଦାପୁର ଲୁର୍ଦ୍ଧମେରୀ ଗ୍ରାମ୍ୟକମିଟି ଓ ଯୁବ ସମୂହଙ୍କ ସହଯୋଗରେ ସନ୍ଧ୍ୟା ସମୟରେ ପଶ୍ଚିମ ଓଡିଶାର ମେଲୋଡି ଟିମ(ଶଗଡ଼ ଗାଡ଼ି)…

ମା’ରାମଚଣ୍ଡୀଙ୍କ ମନ୍ଦିର ଓ ବିଗ୍ରହଙ୍କ ନବକଳେବର ସମ୍ପନ୍ନ…

ଛତ୍ରପୁର : ପୂଣ୍ୟତ୍ତୋୟା ଋଷିକୂଲ୍ୟା-ତଟବର୍ତ୍ତୀ ପୁରାଣପ୍ରସିଦ୍ଧ ଶକ୍ତିପୀଠ ମା'ରାମଚଣ୍ଡୀଙ୍କ ନୂତନମନ୍ଦିର,ପ୍ରାସାଦ ଏବଂ ପାର୍ଶ୍ଵ ଦେବାଦେବୀଙ୍କ ନୂତନ ବିଗ୍ରହଙ୍କ ପ୍ରାଣପ୍ରତିଷ୍ଠା, ତ୍ରିଶକ୍ତି ସ୍ୱରୂପିଣୀ ଦେବୀରାମଚଣ୍ଡୀଙ୍କ ନବକଳେବର ସମ୍ପନ୍ନ ହୋଇଛି । ଏହି ଅବସରରେ ପବିତ୍ର…

ନିରଙ୍କାରୀ ମିଶନର ଅଧ୍ୟାତ୍ମିକ ସମାବେଶ…

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଳକ ପୋଚିଲିମା ଓ ସମରଝୋଳ ନିକଟ ମେଘମାଳ ତୋଟାରେ ସନ୍ଥ ନିରଙ୍କାରୀ ମିଶନର ଅଧ୍ୟାତ୍ମିକ ସମାବେଶ ରବିବାର ଆୟୋଜିତ ହୋଇଯାଇଛି । ଏଥିରେ ମିଶନର ଅଧ୍ୟାତ୍ମିକ ପ୍ରମୁଖ ସଦଗୁରୁ ମାତା ସୁଦିକ୍ଷା ଯୋଗଦେଇ ସମାବେଶରେ ଉପସ୍ଥିତ ଅନୁଗାମୀ ମାନଙ୍କୁ ଆଧ୍ୟାତ୍ମିକ…

ପଥର ବ୍ଲାଷ୍ଟିଙ୍ଗପାଇଁ ହୋଲ କରୁଥିବା ସମୟରେ ତଳେ ପଡ଼ି ଶ୍ରମିକ ମୃତ…

ଘଣ୍ଟ ଘୋଡାଉଛି ପୋଲିସ ! ଅପରାଧୀ କୁ ସାହାରା ଦେଉଛି ପ୍ରଶାସନ...! ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଘଟିଛି ଏକ ଅଭାବନୀୟ ଘଟଣା । ଯୋଡ଼ାମ୍ବ ଥାନା ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଆନ୍ଧ୍ରପ୍ରଦେଶ ଅନନ୍ତପୁରମ ଜିଲ୍ଲାର ଗୋରେଣ୍ଟଲା…

ଜିପିଓଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ : ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ…

ବ୍ରହ୍ମପୁର : ବିଷ ପିଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଜିପିଓ ପ୍ରମୋଦ ପଟ୍ଟନାୟକଙ୍କର ମୃତ୍ୟୁ ହୋଇଛି। ୧୨ ଦିନ ଧରି ଚିକିତ୍ସିତ ହେବା ପରେ ସେ ଆଖି ବୁଜିଛନ୍ତି। ଜାନୁଆରୀ ୩୦ ତାରିଖରେ ପ୍ରମୋଦଙ୍କୁ ଭଞ୍ଜନଗରରୁ ପାତ୍ରପୁର…

ହିନ୍ଦ୍ ମଜଦୂର ସଭା ପକ୍ଷରୁ ସମ୍ବଲପୁର ରେଲୱେ ରେ ଶ୍ରମିକ ଶୋଷଣ ର ଅଭିଯୋଗ…

ସମ୍ବଲପୁର ୧୨/୨/୨୩ ସମ୍ବଲପୁର ରେଳ ବିଭାଗରେ କାର୍ଯ୍ୟରତ ବିନ୍ଧ୍ୟବାସିନି ଠିକା ସଂସ୍ଥା ଦ୍ୱାରା ଶ୍ରମିକ ମାନଙ୍କୁ ଶୋଷଣ ର ପ୍ରତିବାଦ କରି ବରିଷ୍ଠ ଉପଖଣ୍ଡ ଯନ୍ତ୍ରୀ ( ଡି ଏମ ଇ) ଦୀପକ ପର୍ଶୁରାମ ପୁରିଆ ଙ୍କ ସହ ହିନ୍ଦ୍ ମଜଦୂର ସଭା ପକ୍ଷରୁ ପ୍ରତିବାଦ କରାଯାଇଛି। ଠିକା…

ଦୁର୍ଘଟଣାଗ୍ରସ୍ତ କାର୍‌ ଉପରେ ଚଢ଼ିଗଲା ଆଉ ଏକ ଦ୍ରୁତଗାମୀ ଗାଡ଼ି; ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକର ସାରଙ୍ଗଡ଼-କ.ନୂଆଗାଁ ମୁଖ୍ୟ ସଡ଼କର ଡାମେରିକିଆ ବୁଲାଣିରେ ଶୁକ୍ରବାର ରାତି ଗୋଟିଏ ସ୍ଥାନରେ ଦୁଇ ଦୁଇଟି କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣଙ୍କୁ…

ଟିକିରିସ୍ଥିତ ଡ଼େଙ୍ଗାଗୁଡ଼ା ଛକଠାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଟିକିରି : ଟିକିରି ସ୍ଥିତ ଡ଼େଙ୍ଗାଗୁଡ଼ା ଗାଁ ଛକ ନିକଟରେ ଏକ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ଘଟିଛି l ଏକ ବାଇକ ରେ ୩ ଜଣ ଟିକିରି ଠାରୁ ତଟାଗୁଡା ଯାଉଥିବା ବେଳେ ଇକ ଗାଡି କାଶୀପୁର ରୁ ଆସୁଥିଲା ମୁହାଁ ମୁହିଁ ଧକା ହେବା ପରେ ବାଇକରେ ଥିବା ୩ ଜଣଙ୍କମଧ୍ୟରୁ ୨ ଜଣ ଙ୍କର ଗଡ଼ ଭାଙ୍ଗି ଗୁରୁତ୍ୱର…

ଉତ୍କଳ ବିଶ୍ୱବଦ୍ୟାଳୟରେ ଶିକ୍ଷକ ଏବଂ କର୍ମଚାରୀଙ୍କ ମଧ୍ୟରେ ବନ୍ଧୁତ୍ବପର୍ଣ୍ଣ କ୍ରିକେଟ ମ୍ୟାଚ୍…

ଭୁବନେଶ୍ବର : ଉତ୍କଳ ବିଶ୍ୱବଦ୍ୟାଳୟର ,ବିଜୁ ପଟ୍ଟନାୟକ ବହୁମୁଖୀ କ୍ରୀଡାଙ୍ଗନ ଠାରେ ବିଶ୍ଵବିଦ୍ୟାଳୟ ରେ କାର୍ଯରତ ଶିକ୍ଷକ ଏବଂ କର୍ମଚାରୀଙ୍କ ମଧ୍ୟ ରେ ଏକ ବନ୍ଧୁତ୍ବପର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ ମାନେ ସ୍ନାତକୋତ୍ତର ପରିଷଦ ର ଅଧ୍ୟକ୍ଷ ଙ୍କ ତରଫ ରୁ ଖେଳୁଥିବା…

ଫ୍ଲାଟ୍ ଦେବାକୁ କହି ୨କୋଟି ଟଙ୍କା ଠକି ନେଇଥିବା ଅଭିଯୋଗରେ ଜଣେ ଗିରଫ…

ବ୍ରହ୍ମପୁର : ଭୁବନେଶ୍ବରରେ ଫ୍ଲାଟ୍ ଦେବାକୁ କହି ୨କୋଟି ଟଙ୍କା ଠକି ନେଇଥିବା ଅଭିଯୋଗରେ ବଡ଼ବଜାର ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ସେ ହେଲେ ଡି. ଉତ୍ତମ କୁମାର(୪୫)। ପେସାରେ ସେ ଜଣେ ଦାନ୍ତ ଡାକ୍ତର ହୋଇଥିବା ବେଳେ ବଡ଼ବଜାରରେ ତାଙ୍କର ଏକ…