Browsing Category

ଆଞ୍ଚଳିକ

ତଣ୍ଡିରୀ ଗାଁ କେନ୍ଦ୍ରୀୟ ଚାରା ଉଦ୍ୟାନ ପରିଦର୍ଶନ ସହ ଗେଟ୍ ର ଶୁଭ ଉଦଘାଟନ କଲେ ଫୁଲବାଣୀ ବନ ଖଣ୍ଡ ଅଧିକାରୀ ପ୍ରଶାନ୍ତ…

ଫିରିଙ୍ଗିଆ- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ତଣ୍ଡିରୀ ଗାଁ ରେ ଥିବା କେନ୍ଦ୍ରୀୟ ଚାରା ଉଦ୍ୟାନ ପରିଦର୍ଶନ ସହ ନୂତନ ଭାବେ ନିର୍ମାଣ କରାଯାଇଥିବା ଗେଟ୍ ର ଶୁଭ ଉଦଘାଟନ କରିଛନ୍ତି ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲ , ଦୀର୍ଘ ୪୦ ବର୍ଷରୁ ଅଧିକ ହେବ ଏହି ଚାରା ଉଦ୍ୟାନ ବନ…

ସ୍ଵର୍ଗତ ନବ ଦାସଙ୍କୁ ରାଉରକେଲା ବିଜୁ ଜନତାଦଳର ଶ୍ରଦ୍ଧାଞ୍ଜଳି

ରାଉରକେଲା : ବିଜୁଜନତା ଦଳର ଜିଲା ଉପସଭାପତି ତଥା ମୁଖପାତ୍ର ଜୟନ୍ତ କୁମାର ମିଶ୍ରଙ୍କ ସଭାପତିତ୍ଵରେ ଛେଣ୍ଡ ସାଂସ୍କୃତିକ ପରିଷଦଠାରେ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ବର୍ଗତ ନବକିଶୋର ଦାସଙ୍କ ଦ୍ବାଦଶ ତିଥି ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଟିତ ହୋଇଯାଇଅଛି । ନଗର ସଭାପତି ଗଗନ…

ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍କଳଭାରତୀ କୁନ୍ତଳା କୁମାରୀ ସାବତଙ୍କ ଜୟନ୍ତୀ

ଡାକ୍ତରୀ କୁନ୍ତଳାଙ୍କର ବୃତ୍ତି ଥିଲା; ମାତ୍ର ପ୍ରବୃତ୍ତି ଥିଲା ସାହିତ୍ୟ ସାଧନାଭୁବନେଶ୍ବର: ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ ଜଣେ ଓଡ଼ିଆ କବି ଥିଲେ। ସେ ଏକାଧାରରେ ଡାକ୍ତର, ଲେଖିକା, କବୟିତ୍ରୀ, ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ ଥିଲେ। ଡାକ୍ତରୀ କୁନ୍ତଳାଙ୍କର ବୃତ୍ତି ଥିଲା;…

ସୁନ୍ଦରଗଡ଼ ଜିଲ୍ଲାରେ ମାଣ୍ଡିଆ ମଣ୍ଡି : ଚଳିତ ବର୍ଷ ୩୦ ହଜାର କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ ଲକ୍ଷ୍ୟ

ସୁନ୍ଦରଗଡ଼ (୦୯/୦୨) : ସୁନ୍ଦରଗଡ଼ ଜିଲ୍ଲାରେ ୨୦୨୨-୨୩ ବର୍ଷ ଲାଗି ଚାଷୀମାନଙ୍କଠାରୁ ଖରିଫ୍ ମାଣ୍ଡିଆ ସଂଗ୍ରହ କରାଯାଉଛି। ଏଥିପାଇଁ ଜିଲ୍ଲାରେ ମୋଟ ୪୦ଟି ମଣ୍ଡି ଖୋଲା ଯାଇଛି। ଚାଷୀମାନେ ନିକଟସ୍ଥ ମଣ୍ଡିକୁ ଆସି ସୁବିଧାରେ ମାଣ୍ଡିଆ ବିକ୍ରି କରି ଉଚିତ ମୂଲ୍ୟ ପାଉଛନ୍ତି। ଚଳିତ ବର୍ଷ ୩୦…

ସୁନ୍ଦରଗଡ଼ଠାରେ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ…

ସୁନ୍ଦରଗଡ଼ (୦୯/୦୨) : ସ୍ଥାନୀୟ ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି | ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଜନ , ଉଠା ଜଳସେଚନ ବିଭାଜନ ଏବଂ ଜଳସେଚନ ବିଭାଜନ କାର୍ଯ୍ୟାଳୟ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ଜିଲ୍ଲା ଯୋଜନା ବୋର୍ଡ ତଥା…

ମଟର ସାଇକେଲ ମୁହାଁମୁହିଁ ଧକାରେ ଜଣେ ଗୁରୁତର

ଦାରିଙ୍ଗବାଡ଼ି,୦୯/୦୨୨, ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ପ୍ଲିହେରି ନିକଟ ସସ୍କୁଟି ନିକଟରେ ଦୁଇଟି ମଟର ସାଇକେଲ ମୁହାଁମୁହିଁ ଧକାରେ ମଟର ସାଇକେଲ ଚାଳକ ବିପିନ ପ୍ରଧାନ (୩୨) ଗୁରୁତର ହୋଇ ଦାରିଙ୍ଗବାଡ଼ି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ ବୁଡାନପିପାଲି ଗ୍ରାମର…

ବିବାହ ଭୋଜିରେ ମାରପିଟ : ଥାନାରେ ୩ ମାମଲା

ହିଞ୍ଜିଳିକାଟୁ, ୯ା୨: ଶେରଗଡ଼ ବ୍ଲକ ହିଞ୍ଜିଳି ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମରେ ଗୁରୁବାର ସକାଳେ ଗୋଟିଏ ବିବାହ ଭୋଜିରେ ୨ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ଜଣକ ହେଲେ ପ୍ରମୋଦ ପୋଲାଇ । ପ୍ରମୋଦଙ୍କୁ ପ୍ରଥମେ ହିଂଜିଳିକାଟୁ ପରେ ବ୍ରହ୍ମପୁର ବଡ଼…

ପିଇବା ପାଣିର ଘୋର ସଙ୍କଟ…

ଉମରକୋଟ : ଉମେରକୋଟ ପୌରପରିଷଦ ଅନ୍ତର୍ଗତ, ୧ ନଂ ୱାର୍ଡର ୟୁ. ଭି. ନଂ ୪ ଦର୍ଗାଗୁଡ଼ା ଗ୍ରାମରେ ଦେଖାଦେଇଛି ପିଇବା ପାଣିର ଘୋର ସଙ୍କଟ |ସୂଚନା ପ୍ରକାରେ ଦୀର୍ଘ ଦୁଇ ବର୍ଷ ଧରି ୟୁ. ଭି. ନଂ ୪ ଦର୍ଗାଗୁଡ଼ା ଗ୍ରାମରେ ପିଇବା ପାଣିର ଅଭାବକୁ ନେଇ ଉମରକୋଟ ପୌରପରିଷଦ କାର୍ଯ୍ୟନିର୍ବାହୀଙ୍କୁ ଏବଂ…

ଆରମ୍ଭ ହେଲା ମାଁ ପିତାବଳୀ ପୂଜା…

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପାଙ୍ଗା ଉପରସାହି ପଞ୍ଚାୟତ ଉପମାଲା ଗାଁରେ ଥିବା ମାଁ ପିତା ବଳୀ ଙ୍କ ମନ୍ଦିର ପ୍ରାଙ୍ଗଣରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମାଁ ପିତା ବଳୀ ପୂଜା ଉପଲକ୍ଷେ ଯାତ୍ରା ଆରମ୍ଭ ହୋଇଛି । ଦୀର୍ଘ ୪୪ବର୍ଷ ଧରି ଏହି ଉପମାଲା ଗାଁ ରେ ଏହି…

ସକାରାତ୍ମକ କାର୍ଯ୍ୟସୂଚୀ ଓ ମାଗଣା ବଣ୍ଟନ ସମ୍ପର୍କରେ ତର୍କ ଓ ପାଠଚକ୍ର ଆୟୋଜିତ…

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ର ରାଜନୀତି ବିଜ୍ଞାନ ତରଫରୁ ସକାରାତ୍ମକ କାର୍ଯ୍ୟସୂଚୀ ଓ ମାଗଣା ବଣ୍ଟନ ସମ୍ପର୍କରେ ଏକ ତର୍କ ଓ ପାଠଚକ୍ର ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସିଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି…