Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ମନ୍ଦିର ସୁରକ୍ଷା କର୍ମୀଙ୍କ ଉପରକୁ ଆକ୍ରମଣ ମାମଲା, ଅଭିଯୁକ୍ତକୁ ଫାଶି, ଆଜୀବନ କାରାଦଣ୍ଡ…
ଲକ୍ଷ୍ନୌ : ୟୁପିର ଗୋରଖନାଥ ମନ୍ଦିରରେ ମୁତୟନ ସୁରକ୍ଷା କର୍ମୀଙ୍କ ଉପରକୁ ଆକ୍ରମଣ ଘଟଣାରେ ଜଣେ ଅଭିଯୁକ୍ତ ଆଜି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏନଆଇଏର ସ୍ୱତନ୍ତ୍ର କୋର୍ଟ ସମ୍ପୃକ୍ତ ଦୋଷୀଙ୍କୁ ଫାଶି ଦଣ୍ଡରେ ଦଣ୍ଡିତ କରିଛନ୍ତି। ଫାଶିଦଣ୍ଡାଦେଶ ପାଇଥିବା ଅଭିଯୁକ୍ତ ହେଉଛନ୍ତି ଅହମ୍ମଦ!-->…
ମହିଳା ଅନୁଗାମୀଙ୍କୁ ଦୁଷ୍କର୍ମ ମାମଲାରେ ଆଶାରାମ ବାପୁ ଦୋଷୀ ସାବ୍ୟସ୍ତ…
ଅହମ୍ମଦାବାଦ : ଆତ୍ମଘୋଷିତ ବାବା ଆଶାରାମ ବାପୁ ୧୦ ବର୍ଷ ପୁରୁଣା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛି। ଗୁଜରାଟର ଗୋଟିଏ କୋର୍ଟ ଆଶାରାମକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୁଷ୍କର୍ମର ଶିକାର ହୋଇଥିବା ମହିଳା ଜଣଙ୍କ ଆଶରାମର ଆଶ୍ରମରେ ରହୁଥିଲେ। ସେ ଆଶ୍ରମରେ ରହୁଥିବା ବେଳେ ତାକୁ!-->…
ଉତ୍କଳ ବିଶ୍ୱବିଦ୍ୟାଳୟରେ ସହିଦ ଦିବସ ପାଳିତ…
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘ, ଆଲୁମ୍ନି କନେକ୍ଟ ଏବଂ ଏନ୍ଏସ୍ଏସ୍ ଶାଖାର ମିଳିତ ସହଯୋଗରେ ଆଜି ବିଶ୍ୱବିଦ୍ୟାଳୟ ପରିସରସ୍ଥ ଅହିଂସା ସ୍ଥଳରେ ସହିଦ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ପୁରାତନ!-->…
ଆଇଜର ମେସ ପରିଚାଳକଙ୍କୁ ଆକ୍ରମଣ ଥାନାରେ ମାମଲା…
ବ୍ରହ୍ମପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ଲାଉଡି ଗାଁ ଆଇଜର ସ୍ଥାୟୀ କ୍ୟାମ୍ପସ ପରିସରରେ ମେସ ପରିଚାଲକଙ୍କୁ ଆକ୍ରମଣ ନେଇ ଥାନାରେ ମାମଲା ରୁଜୁ ହୋଇଛି । ସୂଚନା ମୁତାବକ ଗତ ୨୮ ତାରିଖ ଶନିବାର ବିଳମ୍ବିତ ରାତ୍ରିରେ ଆଇଜର ମେସର ରୋଷେଇ ଘର ନିକଟରେ କିଛି ବ୍ୟକ୍ତି ମେସ ପରିଚାଳକ ଅବଦେଶ ସିଂ!-->…
ହିଞ୍ଜିଳିକାଟୁରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଜନଶୁଣାଣି ଶିବିର ଅନୁଷ୍ଠିତ…
ହିଞ୍ଜିଳିକାଟୁ ୩୦/୧ : ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ପରିସରରେ ରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଓ ଛତ୍ରପୁର ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ଙ୍କ ଯୁଗ୍ମ ଅଭିଯୋଗ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ , ଛତ୍ରପୁର!-->…
ରାଜ୍ୟ ସ୍ୱଳ୍ପ ସଞ୍ଚୟ ସହ ନିର୍ଦ୍ଦେଶକଙ୍କୁ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଦାୟିତ୍ଵ…
ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଭାବେ ଶ୍ରୀ ହରିଚରଣ ମିଶ୍ର ପୁଣି ଠାରେ ସୋମବାର ଯୋଗଦାନ କରିଛନ୍ତି । ଏଠାରେ ପ୍ରକାଶ ଥାଉ କି ଚଳିତ ମାସ ୨୩ ତାରିଖ ଶ୍ରୀ ମିଶ୍ର ଏହି ଜିଲ୍ଲାରୁ ରିଲିଭ ହୋଇ ସ୍ୱଳ୍ପ ସଞ୍ଚୟ ଏବଂ ଆର୍ଥିକ ଅନ୍ତର୍ଭୂକ୍ତିକରଣ, ଅର୍ଥ ବିଭାଗରେ!-->…
ଗଞ୍ଜାମ ପୁଲିସ ମୁଖ୍ୟାଳୟରେ ତିରୋଧାନ ଦିବସ ପାଳିତ…
ଛତ୍ରପୁର : ଗଞ୍ଜାମ ପୁଲିସ ମୁଖ୍ୟାଳୟ ଠାରେ ତିରୋଧାନ ଦିବସ ପାଳିତ ହୋଇଯାଇଛି । ଆଜି ହେଉଛି ଜାତିରପିତା ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ । ଏହି ଅବସରରେ ଗଞ୍ଜାମ ପୁଲିସ୍ ପକ୍ଷରୁ ଦୁଇମିନିଟ ନୀରବ ପ୍ରାର୍ଥନା କରାଯିବା ସହ ଗାନ୍ଧୀଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ଏହି!-->…
ନ୍ୟାୟ ପାଇଁ ଏସ୍ପିଙ୍କ ଦ୍ୱାରସ୍ଥ ହେଲେ ନିର୍ଯାତିତା ମହିଳା…
ଛତ୍ରପୁର : ଗଞ୍ଜାମ ଜିଲା ପାଟପୁର ଥାନା ଅଧୀନ ସୁମନ୍ତପୁର ଗାଁର ଜଣେ ବିବାହିତ ଅଟୋ ଚାଳକଙ୍କୁ ଜଣେ ଯୁବତୀ ବିବାହ କରିବା ପରେ ନିର୍ଯାତନା ସହୁଥିବା ଅଭିଯୋଗ ହୋଇଛି। ନ୍ୟାୟ ପାଇଁ ସେ ସୋମବାର ଛତ୍ରପୁର ଆସି ଗଞ୍ଜାମ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ମିଳିଥିବା ସୂଚନାନୁସାରେ,!-->!-->!-->…
ଉଦଯାପିତ ହେଲା କନ୍ଧମାଳର କନ୍ଧମାଳ ମହୋତ୍ସବ…
ଫୁଲବାଣୀ:- ପାଞ୍ଚ ଦିନ ବ୍ୟାପି ଚାଲିଥିବା କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ରବିବାର ଦିନ ଉଦଯାପିତ ହୋଇଛି। ଉଦ୍ଯାପନୀ ଉତ୍ସବ ରେ ଜିଲ୍ଲାପାଳ ତଥା କନ୍ଧମାଳ ମହୋତ୍ସବ ଆୟୋଜକ କମିଟି ଅଧ୍ୟକ୍ଷ ଆଶିଷ ଈଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ମଞ୍ଚାସୀନ ଅତିଥିବୃନ୍ଦ ଥିଲେ କନ୍ଧମାଳ!-->…
କଳା ଓ କଳାକାରଙ୍କ ହିତଲାଗି ମହାସଂଘ ଏକ ଅଦ୍ୱିତୀୟ ଅନୁଷ୍ଠାନ…
ବ୍ରହ୍ମପୁର, : ତା.୩୦/୦୧ : କଳା ଓ କଳାକାର ହିତୈଷୀ ମହାମଞ୍ଚ 'ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ' ପକ୍ଷରୁ ପବିତ୍ର ଶ୍ରୀପଞ୍ଚମୀ ଅବସରରେ ଓଡ଼ିଶା ନାଟ୍ୟ ଦିବସ ପାଳନ ପରିପ୍ରେକ୍ଷୀରେ ଚତୁର୍ଦ୍ଦିନାଙ୍କ ପୌରାଣିକ ନାଟକ ମହୋତ୍ସବ : ୨୦୨୩ ଉଦ୍ ଯାପିତ ହୋଇଯାଇଛି । ବରିଷ୍ଠ ଅଭିନେତା!-->…