Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ସୁନ୍ଦରଗଡ଼ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ…
ସୁନ୍ଦରଗଡ଼ : ସୁନ୍ଦରଗଡ଼ ପ୍ରଶାସନ ପକ୍ଷରୁ ଜିଲ୍ଲା ମୁଖ୍ୟାଳୟସ୍ଥିତ ସଦଭାବନା ଭବନଠାରେ ସୋମବାର ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ସତ୍ୟବାନ ମହାଜନ ଏବଂ ଏସପି ସାଗରିକା ନାଥ!-->!-->!-->…
ପୌରାଧ୍ୟକ୍ଷଙ୍କୁ ପ୍ରଶାସନିକ ଅଧିକାରୀଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ବିଜେପି ତରଫରୁ ଜାତୀୟ ରାଜପଥରେ ଟାୟାର ଜାଳି…
ନବରଙ୍ଗପୁର : ନବରଙ୍ଗପୁର ପୌରାଧ୍ୟକ୍ଷ ଶ୍ରୀ କୁନୁ ନାୟକଙ୍କୁ ପ୍ରଶାସନିକ ଅଧିକାରୀଙ୍କ ଦୁର୍ବ୍ୟବହାର ପ୍ରତିବାଦରେ, ନବରଙ୍ଗପୁର ଜିଲ୍ଲା ବିଜେପି ତରଫରୁ ପ୍ରତିବାଦ ସ୍ବରୂପ ୨୬ନଂ ଜାତୀୟ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ କରୁଥିବା ବେଳେ୨୦ରୁ ଉର୍ଦ୍ଧ୍ବ ବିଜେପି କର୍ମୀଙ୍କ ସହ!-->…
ଫାଷ୍ଟ ଫୁଲବାଣୀ କପ ୨୦୨୨-୨୩ ଉଦଯାପିତ…
ଫୁଲବାଣୀ : ଗତ ଡିସେମ୍ବର ମାସ ୨୪ ୨୦୨୨ ତାରିଖରୁ ଆରମ୍ଭ ହୋଇ ଥିବା ଫାଷ୍ଟ ଫୁଲବାଣୀ କପ ୨୦୨୨-୨୩ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ତଥା କନ୍ଧମାଳ ପିପୁଲ୍ସ ଫୋରମର ସଭାପତି ରାଧାମୋହନ ମହାପାତ୍ର ଯୋଗଦେଇ ଖେଳାଳି ମାନଙ୍କୁ!-->…
ଗୋଳନ୍ଥରା ଥାନାରେ ଗତ ୩୧ ତାରିଖରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ଏକପାଖିଆ ଭାବେ ଗିରଫ କରୁଥିବା ଅଭିଯୋଗ…
ବ୍ରହ୍ମପୁର : ଗୋଳନ୍ଥରା ଥାନାରେ ଗତ 31 ତାରିଖରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ଏକପାଖିଆ ଭାବେ ଗିରଫ କରୁଥିବା ଅଭିଯୋଗ ରେ ଆଜି ଗ୍ରାମର ବହୁ ମହିଳା ବ୍ରହ୍ମପୁର ଏସପି ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପିତାତଳୀ ଗ୍ରାମ କାତିଲି ସାହିର କେ. ଜାନକୀ ରାଓଙ୍କ ସ୍ତ୍ରୀଙ୍କ କେ. ଜାନକୀଆମ୍ମା!-->…
ନବବର୍ଷରେ ମନ୍ତ୍ରୀ ଓ ଅଧ୍ୟକ୍ଷାଙ୍କୁ ଶୁଭେଚ୍ଛାର ସୁଅ…
ଚିକିଟି : ଧରାପୃଷ୍ଠରୁ ୨୦୨୨ମସିହା ବିଦାୟ ନେଇ ୨୦୨୩ ଇଂରାଜୀ ନବ ବର୍ଷ ଆରମ୍ବ ହୋଇଥିବା ବେଳେ ନିଜ ପ୍ରିୟଜନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ପାଇଁ ସମସ୍ତେ ଉତ୍କଣ୍ଠା ର ସହିତ ଅପେକ୍ଷା କରିଥିଲେ।ରବିବାର ଭର ୨୦୨୩ ନୂଆ ବର୍ଷର ପ୍ରଥମ ସକାଳ ରେ ଅଞ୍ଚଳର ସମସ୍ତ ଦେବାଳୟ ଦିଅ ଦର୍ଶନ ପାଇଁ!-->…
ବୁଗୁଡ଼ାରେ ଭ୍ରାମ୍ୟମାଣ ଶୌଚାଳୟ ପାଲଟିଛି ପ୍ରହସନ…
ବୁଗୁଡ଼ା : ବୁଗୁଡ଼ା ସହରର ଦୁଇଟି ସ୍ଥାନରେ ଏନଏସି ପକ୍ଷରୁ ରଖା ଯାଇଥିବା ଭ୍ରାମ୍ୟମାଣ ଶୌଚାଳୟ ପ୍ରହସନ ପାଲଟିଛି। ଦେଢ ବର୍ଷରୁ ଉର୍ଦ୍ଧ୍ବ ହେଲା ଲୋକ ଦେଖାଣିଆ ଥୁଆ ହେଇଛିଭ୍ରାମ୍ୟମାଣ ଶୌଚାଳୟ, ନା ହୋଇଛି ପାଣି ବ୍ୟବସ୍ଥା ନା ଖୋଲା ଯାଇଛି ତାଲା । ଫଳରେ ଲୋକେ ପୂର୍ବରୁ!-->…
ଅର୍ଥ ଅଭାବରୁ ଚିକିତ୍ସା ନପାଇ ଜୀବନ ମରଣ ସହ ଲଢ଼ୁଛନ୍ତି ପାଣ୍ଡବ ନାୟକ..
ଦାରିଙ୍ଗବାଡି : ଦାରିଙ୍ଗବାଡି ବ୍ଲକ ଝୀଂଯିରୀଗୁଡା ପଞ୍ଚାୟତ ଅନ୍ତର୍ଗତ କିରମାହା ଗ୍ରାମର ପାଣ୍ଡବ ନାୟକ ବୟସ ପ୍ରାୟ(୪୬), ଜଣ୍ଡିସ ରୋଗରେ ପୀଡିତ ହୋଇ ସେଜରେ ପଡି ରହିଛନ୍ତି। ବ୍ରହ୍ମପୁର ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଅର୍ଥ ଅଭାବରୁ ଚିକତ୍ସା ନ କରି ପାରି, ପରିବାର ସଦସ୍ୟ!-->…
୪୭ ତମ ରାଜ୍ୟ ଅଧିବେଶନ ନେଇ ସାମ୍ବାଦିକ ସମ୍ମିଳନୀ…
ଫୁଲବାଣୀ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, କନ୍ଧମାଳ ତରଫରୁ ଆଜି ୪୭ତମ ରାଜ୍ୟ ଅଧିବେଶନର ସାମ୍ବାଦିକ ସମ୍ମିଳନୀ ଫୁଲବାଣୀ ସ୍ଥିତ ଏବିଭିପି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସହ-ସମ୍ପାଦିକା ସୁଶ୍ରୀ ସଞ୍ଜନା କହଁର ଏଥିରେ ପାରିତ ବିଭିନ୍ନ ପ୍ରସ୍ତାବ ତଥା ଆଗାମୀ!-->!-->!-->…
ସ୍ବେଛାକୃତ ରକ୍ତ ଦାନକରି ଜନ୍ମ ଦିନ ପାଳିଲେ…
ଫୁଲବାଣୀ : ଅଧିକାଂଶ ଲୋକ ଜନ୍ମଦିନରେ କେକ କାଟି ମହା ଆଡମ୍ବରରେ ପାଳନ କରୁଥିବା ଦେଖାଯାଏ l କିନ୍ତୁ ରକ୍ତ ଦାନ.. ମହା ପୁଣ୍ୟ, ଡୋନେଟ ବ୍ଲଡ଼ ସେଭ ଲାଇଫକୁ ବେଶ ଭଲ ଭାବେ ବୁଝିପାରିଛନ୍ତି ଏହି ଯୁବ ସମାଜସେବୀ ତଥା ପଲିଟେକ୍ନିକର ଛାତ୍ର ସ୍ଵାଗତ ତ୍ରିପାଠୀ lସେ ଗତ ୫ ବର୍ଷ ହେଲା ଅଠର!-->!-->!-->…
ନୂତନ ବର୍ଷର ହାର୍ଦ୍ଧିକ ଅଭିନନ୍ଦନ ଜଣେଇଲେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତା…
ଫୁଲବାଣୀ :- କନ୍ଧମାଳ ଜିଲ୍ଲା ମାନବାଧିକାର ମିଶନର ସଭାପତି ବିରାଜ କୁମାର ପ୍ରଧାନ ଏବଂ ହୋମଗାର୍ଡ ସଂଘ କର୍ମକର୍ତ୍ତାଙ୍କ ଶୃଙ୍ଖଳିତ ଆଲୋଚନା ଏବଂ ସହଯୋଗ କ୍ରମେ ୨୦୨୩, ନୂତନ ବର୍ଷ ଉପଲକ୍ଷେ ଆରକ୍ଷୀ ଅଧିକ୍ଷକ, ଟାଉନ ଥାନା ଅଧିକାରୀ,ସଦର ଥାନା ଅଧିକାରୀ ଏବଂ କନ୍ଧମାଳ ଜିଲ୍ଲା ପଞ୍ଜୀକୃତ!-->!-->!-->…