Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ତାଣ୍ଡବାଇ ଗ୍ରାମରେ ବିଏସଏଫ ୧୪୨ ବାଟାଲିଆନ ତରଫରୁ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ…
ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ତାଣ୍ଡବାଇ ଗ୍ରାମଠାରେ ଆଜି ସକାଳ ୧୦ ଘଣ୍ଟିକା ସମୟରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ ହୋଇଯାଇଛି । ଭାରତ ସରକାରଙ୍କ ପ୍ରଯତ୍ନରେ ଏମ୍ ଭି ୭୯ ଗ୍ରାମ ସ୍ଥିତ ବି ଏସ ଏଫ ୧୪୨ ବାଟାଲିଆନ ର କୋମଣ୍ଡେଟ ଅଫିସର ଶ୍ରୀ ରାଜପାଲ!-->…
ଅଗ୍ନିକାଣ୍ଡରେ ଜଳିଗଲା ଧାନ ଗଦା…
ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମରେ ଆଜି ସନ୍ଧ୍ୟା ସାଢେ ୭ ଟା ସମୟରେ ଅଗ୍ନିକାଣ୍ଡ ଘଟି ନାରାୟଣ ସାହୁଙ୍କ ଦଶ ଭରଣର ଧାନ ଗଦା ଜଳି ପାଉଁଶ ହୋଇ ଯାଇଥିବା ବେଳେ ଆଉ ୩ ଟି ଧାନ ଗଦା ଅଳ୍ପକେ ବର୍ତ୍ତି ଯାଇଛି l ଉକ୍ତ ଖଳାରେ ୪ଟି ଧାନ ଗଦା ଥିବା ବେଳେ ମଝିରେ ଥିବା!-->…
ଆଇଆରବି ଯବାନଙ୍କ କାର୍ଯ୍ୟରତ ସାମ୍ବାଦିକଙ୍କ ପ୍ରତି ଦୁର୍ବ୍ୟବହାର ନେଇ ପ୍ରେସକ୍ଳବ ପକ୍ଷରୁ ଏସପିଙ୍କୁ ଦାବି…
ଫୁଲବାଣୀ : ଆଜି ଜିଲ୍ଲା ପ୍ରେସ କ୍ଲବ ସମ୍ପାଦକ ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ବରେ ଏକ ଲିଖିତ ଅଭିଯୋଗ କନ୍ଧମାଳ ଆରକ୍ଷୀ ଅଧିକ୍ଷକଙ୍କୁ ପ୍ରଦାନ କରାଯାଇଛି। ଯାହା ଲିଖିତ ଅଭିଯୋଗ ରହିଛି ଗତ ୨୮/୧୨/ ୨୦୨୨ ତାରିଖ (ବୁଧବାର) ଦିନ ଫୁଲବାଣୀରେ ବିଶ୍ଵ ପୁରୁଷ ହକି କପକୁ ସ୍ଵାଗତ ଏବଂ!-->…
ବ୍ରହ୍ମପୁର ସହରତଳି ଅଞ୍ଚଳ ମିଳିତ କ୍ରିୟାଅନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କ ଉଦେଶ୍ୟରେ ଆରଡିସିଙ୍କୁ…
ବ୍ରହ୍ମପୁର : ବ୍ରହ୍ମପୁର ସହରତଳି ଅଞ୍ଚଳ ମିଳିତ କ୍ରିୟାଅନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କ ଉଦେଶ୍ୟରେ ଆରଡିସିଙ୍କୁ ସ୍ମାରକପତ୍ର ଦିଆଗଲା l ବ୍ରହ୍ମପୁର ଉପଖଣ୍ଡକୁ ବ୍ରହ୍ମପୁର ଜ଼ିଲ୍ଲା ଭାବେ ମାନ୍ୟତା ପ୍ରଦାନ କରିବାକୁ ଦାବି କଲେ କମିଟି, ଯଦି ପଦ୍ମପୁର ପରି କ୍ଷୁଦ୍ର!-->…
ବ୍ରହ୍ମପୁର ବିମାନବନ୍ଦର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଉପ-ଜିଲ୍ଲାପାଳଙ୍କୁ ନୂଆସ୍ଥାନ ନେଇ ପ୍ରସ୍ତାବ…
ବ୍ରହ୍ମପୁର : ବ୍ରହ୍ମପୁର ଠାରେ ଏକ ସବୁଦିନିଆ ଗ୍ରୀନ-ଫିଲଡ଼ ବିମାନ ବନ୍ଦର ପ୍ରତିଷ୍ଠା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ଡେଭଲପମେଣ୍ଟ ଫୋରମ ର କାର୍ଯ୍ୟକର୍ତ୍ତା ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଛନ୍ତି ଓ ଚାରୋଟି ନୂଆଁ ସ୍ଥାନ ବିଷୟରେ ପ୍ରସ୍ତାବ ଦେବାକୁ!-->…
ପ୍ରଥମ ଥର ପାଇଁ କନ୍ଧମାଳ ଓଡିଶୀ ନୃତ୍ୟଶିଳ୍ପୀଙ୍କ ଦୂରଦର୍ଶନରେ ନୃତ୍ୟ ପରିବେଷଣ…
କନ୍ଧମାଳ : ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ପାରମ୍ପରିକ ଲୋକକଳା ଦିନକୁ ଦିନ ଉନ୍ନତି ହେବା ସହ ସଂସ୍କୃତି ର ପ୍ରଚାର ପ୍ରସାର କରିବା ଦିଗରେ ଅନେକ ସାଂସ୍କୃତିକ ଅନୁଷ୍ଠାନ ନିଜର ପ୍ରଚେଷ୍ଠା ବଳରେ ଦେଶ ଓ ଦେଶ ବାହାରେ ସେମାନଙ୍କର କଳା ପରିବେଷଣ ଜାରି ରଖିପାରିଛନ୍ତି। ଏହି କ୍ରମରେ!-->…
ମାନସିକ ସ୍ୱାସ୍ଥ୍ୟସେବା ଗ୍ରହଣ କଲେ ପରିବାର…
ଫୁଲବାଣୀ : ଜିଲ୍ଲା ମୁଖ୍ୟ ଚିକିତ୍ସାୟଳର ମାନସିକ ସାସ୍ଥ୍ୟ ବିଭାଗରେ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ସ୍ଥିରିକୃତ ମାସିକ ୨ ଦିନ ଚିକିତ୍ସା କରାଯାଇଥାଏ । ଗତ ୨୮/୧୨/୨୦୨୨ ଦିନ ୧୪୪ ଟି ଅସୁସ୍ଥ ବ୍ୟକ୍ତି ବିଭିନ୍ନ ବ୍ଳକର ଆସି ମାନସିକ ବିଶେଷଜ୍ଞ ଡା ସ୍ୱାତୀ ମିଶ୍ର ଦ୍ବାରା!-->…
ଜିଲ୍ଲା ପରାମର୍ଶଦାତା କମିଟି ଏବଂ ଜିଲ୍ଲା ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ…
ଫୁଲବାଣୀ : କନ୍ୟା ସନ୍ତାନମାନଙ୍କୁ ପରିବାରରେ ବୋଝ ବୋଲି ଭାବୁଥିଲାବେଳେ ପୁଅମାନଙ୍କୁ ସମ୍ପତି ବୋଲି ମନେ କରିବା ଭଳି ହୀନ ତଥା ଘୃଣ୍ୟ ମାନସିକତାକୁ ସମାଜରୁ ହଟାଇବା ଉଦ୍ଦେଶ୍ୟରେ ଗର୍ଭଧାରଣ ପୂର୍ବ ଓ ପ୍ରସୂତି ପୂର୍ବ ନିଦାନ କୌଶଳ (ଲିଙ୍ଗ ଚୟନ ନିଷେଧ) ଅଧୂନିୟମ, ୧୯୯୪ ସମ୍ବନ୍ଧୀୟ ଆଲୋଚନା!-->…
ହକି ବିଶ୍ଵ କପ୍ ଟ୍ରଫିକୁ ଭବ୍ୟ ସ୍ଵାଗତ କରିବ ମାଲକାନଗିରି ଜିଲ୍ଲା ପ୍ରଶାସନ…
ମାଲକାନଗିରି : ଓଡ଼ିଶା ଆୟୋଜନ କରୁଛି ୨୦୨୩ ହକି ବିଶ୍ଵକପ୍ । ଆସନ୍ତା ଜାନୁୟାରୀ ୧୩ ରୁ ୨୯ ତାରିଖ ପର୍ଯ୍ୟନ୍ତ ହକି ବିଶ୍ଵକପର ମ୍ୟାଚ୍ ଗୁଡ଼ିକ ଭୁବନେଶ୍ବର ଓ ରାଉରକଲାରେ ଅନୁଷ୍ଠିତ ହେବ । ୧୬ ଟି ଦେଶ ଏଥିରେ ପ୍ରତିନିଧିତ୍ଵ କରିବେ । ହକିର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ହକି ବିଶ୍ଵକପ୍!-->…
ସାପ କାମୁଡ଼ାରେ ଶିଶୁ ମୃତ୍ୟୁ…
ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ଅନ୍ତର୍ଗତ ସାରୁ ଗ୍ରାମରେ ଵୁଧବାର ସାପ କାମୁଡାରେ ଶିଶୁର ମୃତ୍ୟୁ ଘଟିଛି।ମୃତକ ଶିଶୁ ଜଣକ ହେଲେ ଶୁଭଲକ୍ଷ୍ମୀ ସାହୁ( ୪)। ସୂଚନା ମୁତାବକ, ମଙ୍ଗଳବାର ଦିନ ଶୁଭଲକ୍ଷ୍ମୀ ନଜ ଘରେ ଖେଳୁଥିବା ସମୟରେ ଏକ ବିଷଧର ସାପ କାମୁଡ଼ି ଦେଇଥିଲା । ଶୁଭଲକ୍ଷ୍ମୀ!-->…