Browsing Category

ଆଞ୍ଚଳିକ

ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା…

ବୁଗୁଡ଼ା : ବୁଗୁଡ଼ା ବ୍ଲକ ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୯ତମ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଦ୍ବିଦିବସୀୟ ବାର୍ଷିକ କ୍ରୀଡାର ଉଦଘାଟନୀ ଉତ୍ସବ ଅବସରରେ ନିକଟସ୍ଥ କାଦପଡା ଠାକୁରାଣୀ ମନ୍ଦିରରୁ କ୍ରୀଡା ଜ୍ଯୋତି ଆସି ପହଞ୍ଚିବା ପରେ ଅଧ୍ୟକ୍ଷ…

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଗଞ୍ଜାମ ଜିଲ୍ଲା ସମ୍ମିଳନୀ…

"ପୁସ୍ତକ ଅପେକ୍ଷା ମୋବାଇଲ ଆଜିର ଯୁବପୀଢ଼ି ଙ୍କ ବେଶୀ ପସନ୍ଦ " ମୁଖ୍ୟ ଅତିଥି"ବ୍ରହ୍ମପୁର : ଗୁରୁବାର ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସିଦ୍ଧ ଭୈରବୀ ଗଟ୍ଟ ବ୍ରହ୍ମପୁର ତରଫରୁ ସ୍ଥାନୀୟ କୁଇନ ଅଫଦି ମିଶନ ସ ଉଚ୍ଚ ବିଦ୍ୟାଳୟ ପରିସରରେ ଉଦଘାଟନୀ ଉତ୍ସବ ଓ କାବିତା ପାଠୋତ୍ସବ ଅନୁଷ୍ଠିତ ହୋଇ…

ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ…

ଛତ୍ରପୁର : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି । ଗୁରୁବାର ସକାଳୁ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ କକ୍ଷରେ ନିଆଁ ଜଳୁଥିବା ଦେଖି ରାତ୍ର ଜଗୁଆଳ ଅଧ୍ୟକ୍ଷଙ୍କୁ ଜଣାଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ…

ପୁଅର ଅତ୍ୟାଚାର ସହିନପାରି ମାର ଆତ୍ମହତ୍ୟା ଉଦ୍ୟମ…

ଛତ୍ରପୁର : ନିଜ ଜନ୍ମ କଲା ମାକୁ ପର କଲା ପୁଅ । ଜନ୍ମ ଦେଇ କୋଳେଇ କାଖେଇ ବଡ କରିଥିବା ମାକୁ ଶୀତ କାକରରେ ରାତିରେ ଘରୁୟ ପଦାକୁ କାଡିଦେଲା ପୁଅ । ଏଭଳି ଏକ କରୁଣ କାହାଣୀ ଦେଖିବାକୁ ମିଳିଛି ଛତ୍ରପୁର ବ୍ଲକ ଅନ୍ତର୍ଗତ ପାଲିଆ ଛତ୍ରପୁର ଗ୍ରାମରେ । ପାଲିଆ ଛତ୍ରପୁର ଗ୍ରାମର ଏସ୍‌.…

ପ୍ରାଣୀ ବିଭାଗ ପକ୍ଷରୁ ୭୦ପରିବାରଙ୍କୁ ଗିରିରାଜ କୁକୁଡ଼ା ଚିଆଁ ପ୍ରଦାନ…

ଦାରିଙ୍ଗବାଡ଼ି,୨୯/୧୨ : ଦାରିଙ୍ଗବାଡ଼ି ପ୍ରାଣୀ ବିଭାଗ ପକ୍ଷରୁ ଅନୁସୂଚିତ ଜାତି ଓ ଜନଜାତି ଶ୍ରେଣୀର ଆର୍ଥିକ ଦୁର୍ବଳ ଓ ବିଧବା ହିତାଧି କାରୀଙ୍କୁ ଅର୍ଥନୈତିକ କ୍ଷେତ୍ରରେ ବିକାଶ କରିବା ପାଇଁ ୭୦ ପରିବାରଙ୍କୁ ଘର ଅଗଣାରେ କୁକୁଡ଼ା ପାଳନ କରିବା ପାଇଁ ପ୍ରାଣୀ ଚିକିତ୍ସାଳୟ ପରିସରରେ…

କନ୍ଧମାଳର ଡାକୁଲ ନୃତ୍ୟରେ ପ୍ରକମ୍ପିତ ହେଲା ବରଗଡ଼…

ବାଲିଗୁଡା : ବରଗଡ଼ ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଉଦଘାଟନ ଉତ୍ସବରେ ଆୟୋଜିତ ସାଂସ୍କୃତିକ ଶୋଭାଯାତ୍ରା ରେ ଯୋଗଦେଇ ଦର୍ଶକଙ୍କ ମନମୋହିଲେ କନ୍ଧମାଳ କଳାବିକାଶ କେନ୍ଦ୍ର ବାଲିଗୁଡାର କଳାକାର l କନ୍ଧମାଳ କଳା ବିକାଶ କେନ୍ଦ୍ରର ସମ୍ପାଦକ ପ୍ରମୋଦ କୁମାର ଦଣ୍ଡସେନା, ଜଗନ୍ନାଥ ବିଶୋଇ, ଏବଂ…

ଅଙ୍ଗନୱାଡ଼ି ଲେଡ଼ିଜ୍ ୱାର୍କରସ ଆସୋସିଏସନର ରାଲି ଓ ଧାରଣା…

ଫୁଲବାଣୀ : ଭାରତୀୟ ମଜଦୁର ସଙ୍ଘ ସଂଲଗ୍ନ ଅଲ ଓଡିଶା ଅଙ୍ଗନୱାଡ଼ି ଲେଡ଼ିଜ୍ ୱାର୍କରସ ଆସୋସିଏସନ ତରଫରୁ କର୍ମଚାରୀ ମାନଙ୍କର ଦୀର୍ଘ ଦିନର ଦାବି ନେଇ ଆଜି ଫୁଲବାଣୀ ସ୍ଥିତ ମାଦିକୁନ୍ଦା ଛକ ଠାରୁ ଏକ ବିଶାଳ ରାଲିରେ ଜିଲ୍ଲପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିବା ଦେଖିବାକୁ ମିଳିଛି…

ବସରୁ ଓହ୍ଲାଇବାବେଳେ,ସେହି ବସ ଚକା ତଳେ ଖସିପଡି ବୃଦ୍ଧା ଗୁରୁତର..

ହିଞ୍ଜିଳିକାଟୁ, ୨୯/୧୨: ହିଞ୍ଜିଳି ଥାନା ଅନ୍ତର୍ଗତ ବୁରୁପୁଡୋ କାଳୀ ମନ୍ଦିର ଛକ ନିକଟରେ ବସରୁ ଓହ୍ଲାଇବାବେଳେ,ସେହି ବସ ଚକା ତଳେ ଜନୈକ ବୃଦ୍ଧା ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣଙ୍କ ହେଲେ ପୋଲସରା ଥାନା ମଥୁରା ଗ୍ରାମର ମନୁ ଗୈାଡ (୫୪)। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି…

ଆଠଦଫା ଦାବି ନେଇ ରାଜରାସ୍ତାକୁ ଆସି ଗର୍ଜିଲେ ହଜାର ହଜାର ଅଙ୍ଗନବାଡି କର୍ମୀ ଓ ସହାୟିକା

ମାଲକାନଗିରି,୨୮l୧୨ : ମାଲକାନଗିରି ଜିଲ୍ଲାରେ ହଜାର ହଜାର ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ଦୀର୍ଘ ଦିନ ଧରି ବିଭିନ୍ନ ଦାବି ନେଇ ଧାରଣା ଦେଇ ଆସୁଥିବା ବେଳେ ଆଜି ସେମାନେ ରାଜ ରାସ୍ତାକୁ ଆସି ଦାବି ପୂରଣ ପାଇଁ ନାରା ଦେବା ଏକ ବିକ୍ଷୋଭ ଶୋଭାଯାତ୍ରା କରିଛନ୍ତି । ଆଜକୁ ଦିର୍ଘ ୩୮ ଦିନ…

ଦୁଇଦିନିଆ ଜିଲ୍ଲାସ୍ତରୀୟ ଚେସ ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ…

ଫୁଲବାଣୀ : କନ୍ଧମାଳ ଜିଲାରେ ଚେସ ଖେଳକୁ ପ୍ରତ୍ସାହନ ଦେବା ପାଇଁ କନ୍ଧମାଳ ଜିଲ୍ଲା ଚେସ ଏସୋସିଏସନ ପକ୍ଷରୁ ସ୍ଥାନୀୟ ଏଜେ ଓ ହାଇସ୍କୁଲ ପରିସରରେ ଆରମ୍ଭ ହୋଇଥିବା ଦୁଇଦିନିଆ ଜିଲା ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଆଜି ବୁଧବାର ଉଦଯାପିତ ହୋଇଛି lଉଦଯାପିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ…