Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଫୁଲବାଣୀ ସ୍ଵଚ୍ଛାସେବୀ ମହାସଂଘର ସଦସ୍ୟ ଅନୁଷ୍ଠାନମାନଙ୍କର ଆର୍ଥିକ ପରିଚାଳନା ଉପରେ କର୍ମଶାଳା
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସଚ୍ଛାସେବୀ ମହାସଂଘର ସଦସ୍ୟ ଅନୁଷ୍ଠାନ ମାନଙ୍କର ଆର୍ଥିକ ଓ ସାଧାରଣ ପରିଚାଳନା କରିବା ପାଇଁ ବିଭିନ୍ନ ଆଇନିର ଦିଗ ଉପରେ ଏକ ଦିନିଆ କର୍ମଶାଳା ନିପୀଡିତ ସଭାଗୃହରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମକୁ ପ୍ରଦାତା, ଜି.ଉଦୟଗିରି ଓ ସାତୀ,!-->…
ପ୍ରାଣୀ ସଂକ୍ରାମକ ରୋଗକୁ ହଟାଇବାକୁ ଜିଲ୍ଲାରେ ଜାରି ହେଲା ହେଲପ ଲାଇନ ନମ୍ବର…
ଫୁଲବାଣୀ :-ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, କନ୍ଧମାଳଙ୍କ ସୂତ୍ରରୁ ପ୍ରକାଶ ଯେ, ଜିଲ୍ଲାର ପଡ଼ୋଶୀ ଜିଲ୍ଲା ମାନଙ୍କରେ ଏବେ ଗାଈଗୋରୁଙ୍କ ଠାରେ ଲମ୍ପି ସ୍କିନ୍ ଡିଜିଜ୍ ବା ଚର୍ମବିଣ୍ଡି ରୋଗ ଦେଖାଦେଉଛି । ଏହା ଏକ ଭୂତାଣୁ ଜନିତ ରୋଗ ଓ କାତ୍ରିପକ୍ବ ନାମକ ଭାଇରସ୍ ଦ୍ବାରା!-->!-->!-->…
ବ୍ରାହ୍ମଣୀଗାଁ ରେ ସଂଖ୍ୟା ଲଘୁ ବୈଠକ…
ଦାରିଙ୍ଗବାଡ଼ି :ଆସନ୍ତା ଡିସେମ୍ବର ୧୮ ତାରିଖରେ ଆନ୍ତର୍ଜାତିକ ସଂଖ୍ୟା ଲଘୁ ଦିବସ ପାଳନ ଉଦ୍ଦେଶ୍ୟରେ ବ୍ରାହ୍ମଣୀ ଗାଁ କ୍ୟାଥଲିକ ଚର୍ଚ୍ଚ ପରିସରରେ ଗତ କାଲି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଜପତି ଜିଲ୍ଲା ସଂଖ୍ୟା ଲଘୁ ସୋସିଆଲ ଫର୍ମର ସଭାପତି ଶ୍ରୀଯୁକ୍ତ ରାମ!-->!-->!-->…
ଘନ କୁହୁଡିର ଚାଦର ତଳେ ସାରା କନ୍ଧମାଳ, ଫୁଲବାଣୀରେ ୬.୬ ଡିଗ୍ରୀ ଓ ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ ତାପମାତ୍ରା
ଫୁଲବାଣୀ : କିଛି ଦିନର ବ୍ୟବଧାନ ପରେ କନ୍ଧମାଳକୁ ପୁଣି ଶୀତ ଫେରିଛି l ସମଗ୍ର କନ୍ଧମାଳ ଏବେ ଜାଡରେ ଥରୁଛି । ପାରଦ ଦିନକୁ ଦିନ ଖସିବାରେ ଲାଗିଛି ଫଳରେ ଥଣ୍ଡାର ପ୍ରକୋପ ମଧ୍ୟ ବଢିବାରେ ଲାଗିଛି ତା ସାଙ୍ଗକୁ ସକାଳ ୯ଟା ଯାଏ ଘନ କୁହୁଡ଼ି ମଧ୍ୟ ଲାଗି ରହୁଛି। ଶୁକ୍ରବାର ଆଜି ଫୁଲବାଣୀରେ!-->…
ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୪ବର୍ଷ ସଶ୍ରମ କାରାଦଣ୍ଡ ସହ ୩୦,୦୦୦ ଜୋରିମାନା
ଫୁଲବାଣୀ : ଫୁଲବାଣୀ ଫାଷ୍ଟ ଟ୍ରାକ ପୋସ୍କୋ କୋର୍ଟ ର ବିଚାରପତି ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ସାହୁ ଏକ ୧୩ ବର୍ଷ ନାବାଳିକାର ଦୁଷ୍କର୍ମ ମାମଲାର ବିଚାର କରି ସାକ୍ଷୀ, ଡ଼ାକ୍ତରୀ ରିପୋର୍ଟ ଏବଂ ସାଇଣ୍ଟିଫିକ୍ ରିପୋର୍ଟ ଆଧାରରେ ଅଭିଯୁକ୍ତ ସୁଧାଂଶୁ ପ୍ରଧାନକୁ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ!-->…
ଏଚଡିଏଫସି ବ୍ୟାଙ୍କ ତରଫରୁ ରକ୍ତଦାନ ଶିବିର
ଫୁଲବାଣୀ : ରକ୍ତଦାନ ମହତ ଦାନ ପୂଣ୍ୟର ଦାନ। ରକ୍ତ ଅଭାବରୁ ରାଜ୍ୟରେ ତଥା ଦେଶରେ ଅନେକ ରୋଗୀ ମୃତ୍ୟୁ ବରଣ କରୁଛନ୍ତି। ଏଣୁ ଏହି ଅଭାବୀ ପରିସ୍ଥିତି କୁ ଦୃଷ୍ଟିରେ ରଖି ଆଜି ଏଚ୍ ଡି ଏଫ ସି(HDFC) ବ୍ୟାଙ୍କ ତରଫରୁ ସର୍ବଭାରତୀୟ ସ୍ତରରେ ରକ୍ତ ଦାନ ଶିବିର ଆୟୋଜିତ କରାଯାଇ ଥିଲା। ଏହି!-->…
ଜବରଦଖଲ ଉଛେଦ : ବାଲୁଙ୍କେଶ୍ୱର ମନ୍ଦିର ନିକଟ ଜଗବନ୍ଧୁ ହୁଡ଼ା ବସ୍ତିର ୯0 ଘର…
ବ୍ରହ୍ମପୁର :-ବ୍ରହ୍ମପୁର ବାଲୁଙ୍କେଶ୍ୱର ମନ୍ଦିର ନିକଟ ଜଗବନ୍ଧୁ ହୁଡ଼ା ବସ୍ତିକୁ ଉଛେଦ କରିଛି ବିଏମସି l ଜାତୀୟ ଗ୍ରୀନ ଟ୍ରି ବୁନାଲଙ୍କ ନିର୍ଦ୍ଧେଶକ୍ରମେ ମହାନଗର ନିଗମ ଅଂଚଳରେ ଥିବା ଜଗବନ୍ଧୁ ପୋଖରୀ ହୁଡ଼ା କଡର ସମସ୍ତ ବସ୍ତିକୁ ଉଛେଦ କରାଯାଇ ସେମାନଙ୍କୁ ରାଜୀବ ଆବାସ ଯୋଜନା!-->!-->!-->…
ନଗର ଭବନ ଠାରେ ଜିଲ୍ଲା ବିଜେପି କାର୍ଯ୍ୟକର୍ତା ସମ୍ମିଳନୀ ଆୟୋଜିତ…
ମାଲକାନଗିରି : ସଦରମହକୁମା ନଗର ଭବନ ଠାରେ ଜିଲ୍ଲା ବିଜେପି ତରଫରୁ କର୍ମକର୍ତ୍ତା ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଜିଲ୍ଲା ର ସୁପ୍ତ ପ୍ରାୟ ବିଜେପି କର୍ମକର୍ତ୍ତା,ଯୁବମୋର୍ଚ୍ଚ। ସଂଗଠନକୁ ମଜବୁତ କରିବା ଉଦ୍ଦେଶ୍ୟ ଏହି ବୈଠକର ମୂଳ ଲକ୍ଷ୍ୟ ଥିବା ଜିଲ୍ଲା ସଭାପତି ଶ୍ରୀ ନିମାଇଁ ପାଳ ନିଜ!-->…
ଟିପିଏସ୍ଓଡିଏଲ୍ ର“ସମ୍ପର୍କ କେନ୍ଦ୍ର” ବିଦ୍ୟୁତ ସମ୍ପର୍କିତ ସମସ୍ୟାର ଗୋଟିଏ ସ୍ଥାନରେ ସମାଧାନ ପ୍ରଦାନ କରିବ…
• କଂପାନି ଏହାର ସମସ୍ତ ଫ୍ୟୁଜ୍ କଲ୍ ସେଂଟର (ଏଫସିସି)କୁ “ସମ୍ପର୍କ କେନ୍ଦ୍ର’ରେ ରୂପାନ୍ତରିତ କରିବ• ଗ୍ରାମାଂଚଳ ଲାଗି ସେବା ମୂତୟନ
ଭୁବନେଶ୍ୱର: ଗ୍ରାମାଂଚଳରେ ସମସ୍ତ ପ୍ରକାର ବିଦ୍ୟୁତ ସମ୍ପର୍କିତ ସମସ୍ୟାର ଗୋଟିଏ ସ୍ଥାନରେ ସମାଧାନ ପ୍ରଦାନ କରିବା ଲାଗି ସମସ୍ତ ଗ୍ରାମୀଣ ଫ୍ୟୁଜ କଲ୍!-->!-->!-->…
ଓଡ଼ିଶା ନାଟ୍ୟ ଦିବସ ପାଳନୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ…
ବ୍ରହ୍ମପୁର, : କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ପକ୍ଷରୁ 'ଓଡିଶା ନାଟ୍ୟ ଦିବସା' ପାଳନ ସଂକ୍ରାନ୍ତରେ ସ୍ଥାନୀୟ ଜାତୀୟ ସଙ୍ଗୀତ କଳା କେନ୍ଦ୍ର ପରିସରସ୍ଥ ଭଞ୍ଜ ମଣ୍ଡପ ଠାରେ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ!-->!-->!-->…