Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଫାସରେ ପଡି ହାତୀ ମୃତ୍ୟୁ ଘଟଣା, ହରଡଘଣାରେ ବନାଞ୍ଚଳ ଅଧିକାରୀ
ବୁଗୁଡ଼ା : ପୂର୍ବରୁ ମିଳିମିଶି ବନ୍ୟଜନ୍ତୁ ମାଂସ ଖାଉଥିଲେ ,ଏବେ ହାତୀ ମଲା ପରେ ଚେତା ପଶିଲା l ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ ହୋଇଥିବା ବ୍ୟବଛେଦ ରିପୋର୍ଟ ଆସିଲା ପରେ ତରବରିଆ ଭାବେ ବେଲପଡା ଗ୍ରାମର ୭ ଜଣଙ୍କୁ ଗାଁରୁ ଉଠାଇ ଆଣିଥିଲେ l ସେମାନଙ୍କ ମଧ୍ୟରୁ ଆଜି ୪ ଜଣଙ୍କୁ ଗିରଫ କରି!-->…
ବ୍ଲକ୍ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗୀତା
ଚିତ୍ରକୋଣ୍ଡା (୧୫/୧୧) : ଅଧୁନାତନ ସମସ୍ୟା ବହୁଳ ସମାଜରେ ଅବକ୍ଷୟିଷ୍ଣୁ ବୈଦିକ ସଂସ୍କୃତିକୁ ସୁନିୟୋଜିତ ଭାବରେ ପୁନଶ୍ଚ ଜାଗରଣ କରିବା ପୂର୍ବକ ଆଗାମୀ ପିଢ଼ିକୁ ସଂସ୍କୃତି ସମ୍ପନ୍ନ କରିବା ଉଦ୍ଦେଶ୍ୟରେ, ପ୍ରଜ୍ଞାନ ମିଶନ ଆନୁକୁଲ୍ୟରେ ବିଗତ ବର୍ଷ ମାନଙ୍କ ପରି ଏକ ଗୀତା ଆବୃତ୍ତି!-->…
ଏବିଭିପି ପକ୍ଷରୁ ଛାତ୍ର ଛାତ୍ରୀଙ୍କ ବିଭିନ୍ନ ସମସ୍ୟା ନେଇ ମନ୍ତ୍ରୀଙ୍କ ସହ ଆଲୋଚନା
ଫୁଲବାଣୀ:- ଆଜି ଏବିଭିପି କନ୍ଧମାଳ ତରଫରୁ ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡାଙ୍କ ନେତୃତ୍ୱ ରେ ମାନ୍ୟବର କେନ୍ଦ୍ର ଆଦିବାସୀ ଓ ଜଳ ସମ୍ପଦ ମନ୍ତ୍ରୀ ମାନ୍ୟବର ବିଶେଶ୍ୱର ଟୁଡୁଙ୍କୁ ସାକ୍ଷାତ କରି ଜିଲ୍ଲାରେ ଥିବା ସରକାରୀ ଆବାସିକ ବିଦ୍ୟାଳୟରେ ବିଦ୍ୟାର୍ଥୀ ମାନଙ୍କ ସୁରକ୍ଷା ଏବଂ ଫୁଲବାଣୀ!-->…
ପିପୁଲ୍ସ କଲେଜ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ପାଠଚକ୍ର
ବୁଗୁଡ଼ା : ସ୍ଥାନୀୟ ପିପୁଲ୍ସ କଲେଜର ସମ୍ମିଳନୀ କକ୍ଷରେ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପାଠଚକ୍ରର ଶୀର୍ଷକ " ହବସ୍ , ଲକ୍ ଏବଂ ରୁଷୋ - ଏକ ତୁଳନାତ୍ମକ ବିଶ୍ଳେଷଣ" ରହିଥିଲା । କଲେଜ ଅଧ୍ୟକ୍ଷ ରଜନୀ କାନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ!-->…
ସ୍ୱାଭିମାନ ଅଞ୍ଚଳ ମତ୍ସ୍ୟ ଚାଷୀଙ୍କୁ ୬୦ ଗୋଟି ଡ଼ଙ୍ଗା ପ୍ରଦାନ
ଚିତ୍ରକୋଣ୍ଡା (୧୫/୧୧) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପିପଲପଦର ଠାରେ ଜିଲ୍ଲା ମତ୍ସ୍ୟ ବିଭାଗ ତରଫରୁ ସେତୁ ପ୍ରକଳ୍ପ ମାଧ୍ୟମରେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ତିନି ଗୋଟି ପଞ୍ଚାୟତ ଯନ୍ତ୍ରୀ, ଅଣ୍ଡିରାପାଲି ଏବଂ ପଣଷପୁଟ ପଞ୍ଚାୟତକୁ ତିନି ଗୋଟି ମତ୍ସ୍ୟ ସମବାୟ ସମିତିର ମତ୍ସ୍ୟ!-->…
ଆଉଟସୋରସିଂ ବ୍ୟବସ୍ଥାରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ଦାବୀ
ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଓ ଏନଏସି ରେ ଥିବା ବିଭିନ୍ନ ସରକାରୀ ଅଫିସରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ପାଇଁ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ହଳଧର ଶବର ଙ୍କ ନିକଟରେ ଦାବି ପତ୍ର ପ୍ରଦାନ। ବିଶେଷ କରି ବିଭିନ୍ନ ଘରୋଇ ସର୍ଭିସ ପ୍ରୋଭାଇଡର ଏଜେନ୍ସି!-->…
କନ୍ଧମାଳ ଜିଲ୍ଲା ଅମଲା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ
ଫୁଲବାଣୀ :- କନ୍ଧମାଳ ଜିଲାର ଅମଲା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଏକ ଦଫା ଦାବୀପତ୍ର କନ୍ଧମାଳ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି l ଏଠାରେ ସୂଚନାଯୋଗ୍ୟ ଯେ୨୦୧୭ ମସିହାରେ ସରକାର ଜିଲ୍ଲା ସ୍ତରୀୟ କନିଷ୍ଠ ସହାୟକ ମାନଙ୍କର ପ୍ରବେଶିକା ଶିକ୍ଷ୍ୟାଗତ ଯୋଗ୍ୟତା ସ୍ନାତକଡିଗ୍ରୀ!-->…
ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ ତରଫରୁ ସହଦ ବିର୍ସାମୁଣ୍ଡା ଜୟନ୍ତି ପାଳିତ
ଉମରକୋଟ : ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ ପକ୍ଷରୁ ଉମରକୋଟ ସହରରେ ୧୪୭ ତମ ସହିଦ ବିର୍ସାମୁଣ୍ଡା ଜୟନ୍ତି ପାଳନ ପାଳିତ ହୋଇଯାଇଛି | ସୂଚନା ପ୍ରକାରେ ଆଜି ଅବିଭକ୍ତ କୋରାପୁଟର ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ ତରଫରୁ ହଜାର ହଜାର ଦଳିତ, ଅବହେଳିତ ଆଦିବାସୀଙ୍କୁ ଆମନ୍ତ୍ରଣ କରି ଉମରକୋଟ ମାଁ!-->…
ଶିଶୁ ମନ୍ଦିରରେ ବିର୍ସାମୁଣ୍ଡା ଜୟନ୍ତୀ ପାଳିତ
ବୁଗୁଡା : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ବିର୍ସାମୁଣ୍ଡା ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଧାନାଚାର୍ଯ୍ୟ ରବିନ୍ଦ୍ର କୁମାର ଦାଶଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଳଦେବଜୀଉ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ବିଭୂତି!-->…
କ୍ରୀଡାର ବିକାଶ ପାଇଁ ବୈଠକ ଅନୁଷ୍ଠିତ
ଫୁଲବାଣୀ : ୟୁଥ ୱାରୀୟର ଯୁବ ସଂଗଠନ ମାଧ୍ୟମରେ ଟିକାବାଲି ବସ ଷ୍ଟାଣ୍ଡ ସ୍ଥିତ ମା ଭୈରବୀ କଲ୍ୟାଣ ମଣ୍ଡପ ଠାରେ କ୍ରୀଡାର ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଥିଲା l ଟିକାବାଲି ବ୍ଲକର କଣ ଅନୁକଣ ରେ କିପରି କ୍ରୀଡା ଓ କ୍ରୀଡ଼ାବିତଙ୍କ ବିକାଶ କରାଯିବ ସେଥିପାଇଁ ଅନେକ!-->…