Browsing Category

ଆଞ୍ଚଳିକ

ଭାରତ ମାଳା ରାସ୍ତା ତିଆରିରେ ଅଣ ନିଶ୍ୱାସୀ ଉମରକୋଟ ସହରବାସୀ…

ଉମରକୋଟ:ଏକବିଂଶ ଶତାବ୍ଦୀରେ ବିକାଶ ଆଜି ଏଭଳି ଦ୍ବନ୍ଦ୍ବାତ୍ମକ ପରିସ୍ଥିତିରେ ମଣିଷ ସମାଜକୁ ଠିଆ କରି ଦେଇଛି ଯେ ଯେଉଁଠାରୁ ପଛକୁ ଫେରିବା ଅସମ୍ଭବ ଏବଂ ଆଗକୁ ବଢିବା ଆସନ୍ନ ବିପଦ ଘେର ଆଡ଼କୁ ମଣିଷକୁ ଠେଲି ଦେଉଛି । ନିକଟ ଅତୀତରେ ଅର୍ଥାତ୍ ଦୀର୍ଘ ଏକ ବର୍ଷ ଧରି ରାଇପୁର ଠାରୁ…

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଦାଣ ଉତ୍ସବ ପାଳିତ

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଯାଇଛି। ପବିତ୍ର କାର୍ତ୍ତିକ ମାସ ଏକ ମାସ ଧରି ବ୍ରତ ପାଳନ କରାଯାଇଥାଏ। ହିନ୍ଦୁ ଧର୍ମର ପରମ୍ପରା ଅନୁଯାୟୀ ଏହି ପବିତ୍ର ମାସରେ ହାବିଷ୍ୟ କରି କାର୍ତ୍ତିକ ବ୍ରତ ପାଳନ କରାଯାଏ।ଏହି ମାସରେ ଆକାଶଦୀପ ପ୍ରତିଷ୍ଠା…

ଟ୍ରକ ଓ ବାଇକ ଧକ୍କା, ବାଇକ ଚାଳକ ଗୁରୁତର…

ହିଞ୍ଜିଳିକାଟୁ ୮।୧୧ ହିଞ୍ଜିଳି ଥାନା ଅନ୍ତର୍ଗତ ଖଣ୍ଡରା ଓ ଚାନ୍ଦୁଲି ଗ୍ରାମ ରାସ୍ତା ମଧ୍ୟରେ ଟ୍ରକ- ବାଇକ ଧକ୍କା ହୋଇଛି । ଏଥିରେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି । ଆହତ ଆରୋହୀ ଜଣକ ହେଲେ ହିଞିଳିକାଟୁ କେଉଟ ସାହି ଵାସିନ୍ଦା ମୁରଲି ବେହେରା (୨୬) ।ମୁରଲି ବାଇକ ରେ ହିଞ୍ଜିଳିକାଟୁ…

ମାଣ୍ଡିଆ ଦିବସରେ ମାଣ୍ଡିଆ ସଚେତନତା ରଥ ଶୁଭାରମ୍ଭ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସ୍ଥିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜାଗୃତିର କ୍ଷୁଦ୍ରଦାନା ଶସ୍ୟ ପ୍ରକଳ୍ପ ପକ୍ଷରୁ ମାଣ୍ଡିଆ ଦିବସ ପାଳନ ଅବସରରେ ମାଣ୍ଡିଆ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟ କ୍ରମରେ ଅତିଥି ଭାବେ ସମିତି ଅଧ୍ୟକ୍ଷ ଶୁଶାନ୍ତ କୁମାର…

କାର୍ତ୍ତିକ ଶେଷ ସୋମବାର, ଶୈବପୀଠ ବୁଦ୍ଧଖୋଲରେ ଭକ୍ତଙ୍କ ଭିଡ

ବୁଗୁଡ଼ା : ଧର୍ମ ମାସ କାର୍ତ୍ତିକର ଶେଷ ସୋମବାର ଅବସରରେ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲରେ ବହୁ ଭକ୍ତଙ୍କ ସମାଗମ ପରିଲକ୍ଷିତ ହୋଇଥିଲା । ଶୃଙ୍ଖଳାରେ ଦର୍ଶନ ପାଇଁ ପୋଲିସ ଉପସ୍ଥିତିରେ ଭକ୍ତମାନେ ଲମ୍ବା ଧାଡିରେ ଠିଆ ହୋଇ ଠାକୁର ଦର୍ଶନ କରିଥିଲେ । ଗହଳିକୁ ନିୟନ୍ତ୍ରଣ କରିବା ପାଇଁ…

ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଓଡିଶା ପକ୍ଷରୁ ଆଲୋଚନାଚକ୍ର

ଫୁଲବାଣୀ : ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ପରିସରରେ ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ପକ୍ଷରୁ ଏକ ଆଲୋଚନାଚକ୍ର (ପତ୍ର ବାଚନ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷ ଅଶୋକ କୁମାର ବେହେରା ଉପସ୍ଥିତ ରହି…

ବାଇକ୍ ଦୁର୍ଘଟଣାରେ ୨ ଯୁବକ ଗୁରୁତର

ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ଷୋଳମଇଲି ଛକ ନିକଟରେ ଏକ ବାଇକ୍ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ଗୁରୁତର ଦୁହେଁ ହେଲେ ବୁଗୁଡ଼ା ଥାନା ଅନ୍ତର୍ଗତ ରାମଣ୍ଡା ଗ୍ରାମର କାହ୍ନୁ ନାୟକ(୨୬) ଓ ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ…

୭୨ତମ ସ୍କାଉଟ ପ୍ରତିଷ୍ଠା ଦିବସ ପାଳିତ

ବୁଗୁଡ଼ା : ସ୍ଥାନୀୟ ଅନ୍ତର୍ଗତ ନିୟୁ ଏରା ପବ୍ଲିକ ସ୍କୁଲ ପରିସରରେ ରାଜ୍ୟ ଭାରତ ସ୍କାଉଟ ଓ ଗାଇଡ ଆନୁକୁଲ୍ୟରେ ୭୨ତମ ସ୍କାଉଟ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପିପୁଲ୍ସ କଲେଜର ରୋଭର ଓ ରେଞ୍ଜର , ନିୟୁ ଏରା ପବ୍ଲିକ୍ ସ୍କୁଲର ସ୍କାଉଟ୍ ଓ ଗାଇଡ୍, ଶ୍ରୀକର…

ବଟେଶ୍ୱର ମନ୍ଦିର ନିକଟ ସମୁଦ୍ରରେ ଭାସିଗଲେ ୩, ଦୁଇ ଉଦ୍ଧାର, ଜଣେ ମୃତ

ଛତ୍ରପୁର : ଗଞ୍ଜାମ ହୁମା ବଟେଶ୍ୱର ମନ୍ଦିର ନିକଟ ସମୁଦ୍ରରେ ୩ଜଣ ଭାସି ଯାଇଥିବା ସୂଚନା ମିଳିଛି । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଉଦ୍ଧାର ହୋଇଛନ୍ତି । ମୃତକ ଜଣକ ହୁମା ଅଞ୍ଚଳର ରବିନ୍ଦ୍ର ସ୍ୱାଇଁଙ୍କ ୧୫ ବର୍ଷର ପୁଅ ଗାୟତ୍ରୀ ଶ୍ରୀ ଜଗନ୍ନାଥ ବୋଲି ଜଣାପଡ଼ିିଛି । ସାଙ୍ଗମାନଙ୍କ…

ମାଓପ୍ରବଣ ଅଞ୍ଚଳରେ ସିଆରପିଏଫ୍ ୧୨୭ ବାଟାଲିୟନ୍ ପକ୍ଷରୁ ଜନସମ୍ପର୍କ ଶିବିର ଅନୁଷ୍ଠିତ

ବାଲିଗୁଡ଼ା: ମାଓପ୍ରବଣ ଅଞ୍ଚଳରେ ସିଆରପିଏଫ୍ ପକ୍ଷରୁ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ଦୁର୍ଗମ ଲଙ୍କାଗଡ଼ ଅଞ୍ଚଳରେ ସରକାରଙ୍କ ଦ୍ୱାରା ପରିଚାଳିତ ଆର୍ଥିକ ସହାୟତା ଯୋଜନା, ଗୃହ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ସିଆରପିଏଫ୍ ୧୨୭…