Browsing Category

ଆଞ୍ଚଳିକ

ଏମ୍‌.ଭି -୯ ଗ୍ରାମରେ ବୃଦ୍ଧାଙ୍କୁ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ

ମାଲକାନଗିରି,୨୬।୧୦ : ମାଲକାନଗିରି ସଦର ବ୍ଲକ ଗୌଡଗୁଡା ପଞ୍ଚାୟତ ଏମ୍‌.ଭି. ୯ ଗ୍ରାମରେ ଜଣେ ବୃଦ୍ଧାଙ୍କୁ ହତ୍ୟା କରି ଅପରିତ୍ୟକ୍ତ ସ୍ଥାନରେ ଫିଙ୍ଗି ଦିଆଯାଇଥିବା ଦେଖିବାକୁ ମିଳିଛି । ସୁଚନା ମୁତାବକ ଗତକାଲି ରାତିରେ ଗୌଡଗୁଡା ପଞ୍ଚାୟତ ଏମ୍‌.ଭି. ୯ ଗ୍ରାମର ହିରା ଗୋସ୍ୱାମୀ ନାମକ…

ଏନୱାଇକେର ସ୍ୱଚ୍ଛତା କାର୍ଯ୍ୟକ୍ରମ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଅଧିନସ୍ଥ ଖଜୁରୀପଡା ବ୍ଲକର ମା ବରାଳଦେବୀ ମନ୍ଦିର ପରିସର, ପିଲା ସାଲୁଙ୍କି ଡେମ, ଓ ପକାଡାଝର ପର୍ଯ୍ୟଟନ ସ୍ଥଳୀ ପରିସର ମଧ୍ୟରେ ଫୁଲବାଣୀ ନେହରୁ ଯୁବ କେନ୍ଦ୍ର ତରଫରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ପର୍ଯ୍ୟଟନ ସ୍ଥଳୀକୁ ଜିଲ୍ଲା ତଥା…

ଭାରତୀୟ ଜନତା ଯୁବମୋର୍ଚ୍ଚର ସାମ୍ବାଦିକ ସମ୍ମିଳନୀ

ଫୁଲବାଣୀ : କନ୍ଧମାଳ ଭାରତୀୟ ଜନତା ଯୁବମୋର୍ଚ୍ଚ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ସମ୍ମିଳନୀରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଅନ୍ତର୍ଗତ ରାଙ୍ଗାପାରୁ ଆଶ୍ରମର ସପ୍ତମ ଶ୍ରେଣୀ ଆଦିବାସୀ ନାବାଳିକା ଛାତ୍ରୀ…

ଦିଗପହଣ୍ଡି ନୂତନ ବସ୍‌ଷ୍ଟାଣ୍ଡ ପରିସରରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମର ଉଦ୍ଘାଟନ

ବ୍ରହ୍ମପୁର : ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ମଧ୍ୟରେ ଥିବା ନୂତନ ବସ୍ ଷ୍ଟାଣ୍ଡର ମଧ୍ୟଭାଗରେ ଖୋଲା ସ୍ଥାନର ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପର ବୁଧବାର ଶୁପଭ ଉଦ୍ଘାଟନ ଅନୁଷ୍ଠିତ ହୋଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ନୂତନ ବସ୍ ଷ୍ଟାଣ୍ଡ ପରିସରରେ…

ଫୋଟ ଷ୍ଟୁଡିଓ ମାଲିକ ମାନଙ୍କୁ ନେଇ ଏକ ଜରୁରୀ ବୈଠକ : ନୂତନ କର୍ମକର୍ତ୍ତା ଚୟନ

ଛତ୍ରପୁର : ଛତ୍ରପୁରର ଫୋଟ ଷ୍ଟୁଡିଓ ମାଲିକ ମାନଙ୍କୁ ନେଇ ଏକ ଜରୁରୀ ବୈଠକ ବରିଷ୍ଠ ଫୋଟଗ୍ରାଫର କାମାକ୍ଷୀ ପ୍ରସାଦ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ଅଂଚଳ ର ସମସ୍ତ ଫୋଟ ଷ୍ଟୁଡିଓ ମାଲିକ ଏବଂ ସେମାନଙ୍କ ପ୍ରତିନିଧୀ ମାନେ ଯୋଗଦେଇ ବିଭିନ୍ନ ବିଷୟରେ ଆଲୋଚନା…

କୃଷିର ଉନ୍ନତିରେ ସମାଜର ଆର୍ଥିକ ସ୍ଥିତି ମଜବୁତ୍ ହୋଇପାରିବ

ଛତ୍ରପୁର : ବୁଧବାର କୃଷି ସହାୟକ କେନ୍ଦ୍ର ଗୋଲାପଲ୍ଲୀ ଠାରେ ଏକ ଇ-ଶ୍ରମିକ ହିତାଧିକାରୀଙ୍କ ପାଇଁ ଏକ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା । ଏହା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅନ୍ୱେଷା ଓ କେନ୍ଦ୍ରୀୟ ଶ୍ରମିକ ଶିକ୍ଷା ବୋର୍ଡ ଭାରତ ସରକାର (ବ୍ରହ୍ମପୁର) ର ମିଳିତ ଆନୁକୁଲ୍ୟରେ ପାଳିତ…

ସାର କାରଖାନାକୁ ବିରୋଧ, ଭାରତୀୟ ବିକାଶ ପରିଷଦର ସାମ୍ବାଦିକ ସମ୍ମିଳନୀ

ଛତ୍ରପୁର : ଗଂଜାମ ଜିଲ୍ଲା ଛତ୍ରପୁର ତହସିଲ କାଳିପଲ୍ଲୀ ମୌଜା ରେ ଟାଟା ର ବୃହତ ଇସ୍ପାତ ପ୍ରକଳ୍ପ ପାଇଁ ଅଧିକୃତ ଜମି ମଧ୍ୟରୁ କାଳିପଲ୍ଳୀ ମୌଜା ର ୨୦୬.୬୮୫ ଏକର ଜମି ବ୍ୟବହୃତ ନହୋଇ ପଡି ରହିଥିଲା । ଏବେ ଉକ୍ତ ଜମିକୁ ମୂଳଖାତା ରୟତ କିମ୍ବା ସେମାନଙ୍କ ଉତ୍ତରାଧିକାରୀ ମାନଙ୍କୁ ଫେରସ୍ତ…

ପୋଖରୀରେ ବୁଡି ଜଣେ ମୃତ୍ୟୁ

ଛତ୍ରପୁର : ପୋଖରୀରେ ବୁଡି ଯୁବକର ମୃତ୍ୟୁ । ମୃତ୍ୟୁ ଜଣକ ହେଲେ ଖୁରିଗାଁର ପ୍ରସନ୍ନ ମହାପାତ୍ରଙ୍କ ପୁଅ ସୁମିତ ମହାପାତ୍ର (ପିଙ୍କୁ) । ସୂଚନା ଥାଉକି ମଙ୍ଗଳବାର ବିଳମ୍ବିତ ରାତ୍ରରେ ପିଙ୍କୁଙ୍କ ଜଣେସଂପର୍କୀୟଙ୍କ ମୃତ୍ୟୁଘଟିଥିଲା । ଶେଷକୃତ୍ୟ ସାରିବା ପରେ ପିଙ୍କୁ ପୋଖରୀକୁ ଗାଧୋଇବା ପାଇଁ…

ଗ୍ରହଣଛୁଆଁକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟଣାରେ ଜଣେ ଗିରଫ

ଛତ୍ରପୁର : ଗ୍ରହଣ ଛୁଆଁ କୁ କେନ୍ଦ୍ର କରି ମଙ୍ଗଳବାର ରାତ୍ରରେ ବିପୁଳିଙ୍ଗି ମଝି ସାହିରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଦୁଇ ଜଣ ଆହାତ ହୋଇଥିଲେ । ଏହି ଘଟଣାରେ ଛତ୍ରପୁର ପୁଲିସ ଆଜି ଜଣକୁ ଗିରଫ କରିଛି । ଗିରଫ ଜଣକ ହେଲେ ବିପୁଳିଙ୍ଗି ମଝି ସାହିର ଶିଶିର ପାଣିଗ୍ରାହି । ସୂଚନା ଥାଉକି…

ବଡମାଧପୁରରେ ଶ୍ୟାମାକାଳୀ ପୂଜା

ଛତ୍ରପୁର : ଛତ୍ରପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ମା ଶ୍ୟମାକାଳିଙ୍କ ପୂଜା ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି। ବଡମାଧପୁରରେ ଗତ ସୋମବାର ଠାରୁ ଆରମ୍ଭ ହୋଇ ଥିବା ଉତ୍ସବରେ ଅଙ୍କୁରାରୋପଣ, ଅଧିବାସ, କଳସ ଶୋଭାଯାତ୍ରା, ସୂର୍ଯ୍ୟପୂଜା, ଗୋପୂଜନ, ଚଣ୍ଡିପାଠ, ଚଣ୍ଡୀ ଆହୁତି, ମହାପୂଜା ଆଦି ବହିବିଧ…