Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବଜ୍ରପାତରେ ୧୧ ଗାଈ ଗୋରୁ ମୃତ
ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଫଳରେ ଯାନବାହାନ ଗମନାଗମନରେ ଅସୁବିଧା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା l ଆଜିର ବଜ୍ରପାତରେ ୧୧ ଗାଈ ବଳଦ ମୃତ ହୋଇଛି l ସୁଚନା ଅନୁସାରେ ଫୁଲବାଣୀ ବ୍ଲକର ବିଶିପଡ଼l ପଞ୍ଚାୟତର ମାଝି ପଦର ଗ୍ରାମର ଦେହୁରୀ ସାହି!-->…
ବିଦ୍ୟାଳୟରେ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ
କୁଡୁମୁଲୁଗୁମ୍ମା (୧୧/୧୦) : କୁଡୁମୁଲୁଗୁମ୍ମା ବ୍ଲକର ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି l ଏହି ଅବସରେ ନାକାମାମୁଡି ଗ୍ରାମ ପଞ୍ଚାୟତର ଦୁର୍ଗମ ଅଞ୍ଚଳ ବୟାପଡା ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟ ତଥା!-->…
ଦାରିଙ୍ଗବାଡ଼ି ରେ ଗଜଲଷ୍ମୀ ପୂଜା ପାଳନ
ଦାରିଙ୍ଗବାଡ଼ି (୧୧/୧୦) : ଦାରିଙ୍ଗବାଡ଼ି ଅଞ୍ଚଳରେ ଧୁମଧାମରେ ଗଜଲଷ୍ମୀ ପୂଜା ପାଳିତ ହେଉଛି। ଦାରିଙ୍ଗବାଡ଼ି ଗଜଲଷ୍ମୀ ପୂଜା କମିଟି ପକ୍ଷରୁ ଏଠାରେ ପୂଜା ଅନୁଷ୍ଠିତ ହେଉଛି। ରଙ୍ଗିନୀ ଆଲୋକମାଳାରେ ପୂଜା ମଣ୍ଡପ ସୁସଜିତ ହୋଇଥିବା ବେଳେ ଗତ ରବିବାର ଦିନ ଠାରୁ ପୂଜା ଆରମ୍ଭ ହୋଇ ୯ ଦିନ ଧରି!-->…
ସଶକ୍ତ ଓଡିଶା ସକାଶେ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ – ୫ଟି ସଚିବ
ତୃତୀୟ ପର୍ଯ୍ୟାୟରେ ୫-ଟି ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାର ୧୦୭ ବିଦ୍ୟାଳୟ ରୂପାନ୍ତରୀତ ହେବ
ବ୍ରହ୍ମପୁର : ୫-ଟି ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାର ୧୦୭ ଗୋଟି ସରକାରୀ ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟ ତୃତୀୟ ପର୍ଯ୍ୟାୟରେ କରାଯିବ । ଏଥି ସକାଶେ ୫-ଟି ସଚିବ ଭି. କାର୍ତ୍ତିକେୟ!-->!-->!-->…
ଭାରଶ୍ୟାମ ହରାଇ ଓଲଟିଲା କାର୍ ଅଳ୍ପକେ ବର୍ତିଲେ ଚାଳକ ଓ ସାଥି
ଫୁଲବାଣୀ/ଖଜୁରୀପଡ଼ା : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ସମ୍ବରଡେଗା ବୁଲାଣି ରାସ୍ତା ରେ ଭାରସ୍ୟାମ ହରାଇ ଓଲଟିଲା କାର, ଅଳ୍ପକେ ବର୍ତ୍ତିଲେ ଚାଳକ ଓ ସାଥୀ । ସୂଚନା ଅନୁଯାୟୀ ଫୁଲବାଣୀ ଅଭିମୁଖେ ଯାଉଥିବା କାର ଓ ଡି ୩୩ ଡବ୍ଲ୍ୟୁ ୧୨୪୬ ସମ୍ବରଡେଗା ବୁଲାଣି ରାସ୍ତାରେ!-->…
ପୂଜ୍ୟ ପୂଜା ସମିତି ପକ୍ଷରୁ ବାଜିରାଉତଙ୍କ ୮୫ତମ ଶହୀଦ ଦିବସ ପାଳନ
ବ୍ରହ୍ମପୁର : ମୃତ୍ୟୁକୁ ଉପହାସ କରି ଗୁଳିବିଦ୍ଧ ହୋଇ ଦେଶ ପାଇଁ ଶହୀଦ ହୋଇଥିବା ବାଜିରାଉତ ଓ ତାଙ୍କ ଅନ୍ୟ ଛଅ ଜଣ ସାଥି ଙ୍କ ସ୍ମୃତିରେ ଆଜି ବିଜିପୁର କମ୍ୟୁନିଟି ହଲ ଠାରେ ପୂଜ୍ୟପୂଜା ସମିତି ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ମାତ୍ର 12ବର୍ଷ ବୟସରେ ବାଜିରାଉତ ଏ ସମାଜ!-->…
ମିଲେଟର ପ୍ରଚାର ପାଇଁ ଉତ୍କଳ ସହିତ ହାତ ମିଳାଇବ ଗୋଥେ ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର: ପୁଷ୍ଟିକର ସମୃଦ୍ଧ ମିଲେଟ ବା ମାଣ୍ଡିଆର ଉତ୍ପାଦନ ବୃଦ୍ଧି ପାଇଁ ଜର୍ମାନୀର ଗୋଥେ ବିଶ୍ୱବିଦ୍ୟାଳୟ ଉତ୍କଳ ସହିତ ହାତ ମିଳାଇବ। ସର୍ବନିମ୍ନ ଜଳ ବ୍ୟବହାର, ନିମ୍ନ ଅଙ୍ଗାରକାମ୍ଳ ଏବଂ ମରୁଡ଼ି ପରିସ୍ଥିତିରେ ମଧ୍ୟ ମିଲେଟ ଚାଷ କରାଯାଇପାରିବ ବୋଲି ଏହି ଶସ୍ୟକୁ ଜଳବାୟୁ ଅନୁକୂଳ ଫସଲ!-->…
ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଘଟଣା ନେଇ ଏବିଭିପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ଫୁଲବାଣୀ :-ବେଲଘର ଥାନା ଅଞ୍ଚଳରେ ଘଟିଥିବା ସପ୍ତମ ଶ୍ରେଣୀ ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ଆଜି ଏବିଭିପି କନ୍ଧମାଳ ତରଫରୁ ସ୍ଥାନୀୟ ସାମ୍ବାଦିକ ସମ୍ମିଳନୀ କକ୍ଷଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି l ଏଥିରେ କନ୍ଧମାଳ ସଂଯୋଜକ ରୁଦ୍ରପ୍ରସାଦ ସେଠୀଙ୍କ!-->…
ରାଉରକେଲା ବିଜେଡ଼ିର ସାମାଜିକ ଗଣମାଧ୍ୟମ ଓ ଜନସମ୍ପର୍କ ଅଭିଯାନ କର୍ମଶାଳା ଓ ଆଲୋଚନା
ରାଉରକେଲା : ରାଉରକେଲା ଏସ ଟି ଆଇ ସେଲିବ୍ରେସନ ମ୍ୟାରେଜ ମଣ୍ଡପ ଠାରେ ରାଉରକେଲା ବିଜେଡି ତରଫରୁ ସାମାଜିକ ଗଣମାଧ୍ୟମ ଓ ଜନସମ୍ପର୍କ ପଦଯାତ୍ରା କlର୍ଜ୍ୟକ୍ରମର ସମ୍ପୂର୍ଣ ରୂପରେଖ ପାଇଁ କର୍ମୀମାନଙ୍କର ଏକ ଆଲୋଚନା ସମାବେଶ,ନଗର ସଭାପତି ଗଗନ ପଣ୍ଡାଙ୍କ ସାଭାପତିତ୍ଵରେ ଅନୁଷ୍ଟିତ ହୋଇଯାଇଛି!-->…
ଦୁଇ ବାଇକ ମୁହାଁମୁହିଁ ଧକ୍କା ରେ ଚାରି ଗୁରୁତର
ଦାରିଙ୍ଗବାଡ଼ି,୧୦/୧୦ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଦାରିଙ୍ଗବାଡ଼ି ରୁ ସୋରଡ଼ା କୁ ସଂଯୋଗ କରୁଥିବା ରାସ୍ତା ର ଅଡାମାହା ଛକ ପାଖ ବାଙ୍କ ରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇ ୪ ଜଣ ବାଇକ ଆରୋହି ଗୁରୁତ୍ୱର। ଦାରିଙ୍ଗବାଡ଼ି ର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାରି!-->…