Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଲଗାଣ ବର୍ଷାରେ କାନ୍ଥ ଭୁଷୁଡି ବାଇକ ନଷ୍ଟ
ହିଞ୍ଜିଳିକାଟୁ, (୬।୧୦): ଲଗାଣ ବର୍ଷା ପ୍ରଭାବରେ ଗୁରୁବାର ସଂଧ୍ୟାରେ ହିଞ୍ଜିଳିକାଟୁ ଜଗନ୍ନାଥ ମାର୍ଗରେ ୨ ଘରକୁ ଲାଗି ଥିବା ଇଟାମାଟି କାନ୍ଥ ଭୁଶୁଡି ପଡ଼ିବାରୁ ନିକଟରେ ଥିବା ଏକ ବାଇକ କ୍ଷତିଗ୍ରସ୍ତ ହୋଇଛି। ତେବେ କେହି ଏହି ଘଟଣାରେ ଆହତ ହୋଇନାହାନ୍ତି। ପ୍ରକାଶ ଯେ, ଗତ ୪ ଦିନ ଧରି!-->…
ରାଜ୍ୟସ୍ତରୀୟ କ୍ୱାନକିଡୋ ମାର୍ଶାଲ ଆର୍ଟ ଚମ୍ପିୟାନସିପ୍ : ଦାରିଙ୍ଗବାଡ଼ିର ୧୨ ଜଣ ଛାତ୍ରଛାତ୍ରୀଙ୍କ ପଦକ ହାସଲ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ କ୍ୱାନକିଡୋ ମାର୍ଶାଲ ଆର୍ଟ ଆସୋସିଏସନ ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ କ୍ୱାନକିଡୋ ମାର୍ଶାଲ ଆର୍ଟ ଚମ୍ପିୟାନସିପ ପ୍ରତିଯୋଗିତାରେ ଭାଗ ନେଇ ୧୨ଟି ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି I କନ୍ଧମାଳ!-->…
ଦେଶୀ ମାଛ ମଡ଼କ: ଲକ୍ଷାଧିକ ଟଙ୍କାର କ୍ଷତିକୁ ନେଇ ଚିନ୍ତାରେ ଚାଷୀ
ଫୁଲବାଣୀ /ବାଲିଗୁଡା, କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ କାରିପାଙ୍ଗା ଗ୍ରାମରେ ମାଛ ମଡ଼କ ଦେଖାଯାଇଛି। ଉକ୍ତ ଗ୍ରାମର ଅମରେନ୍ଦ୍ର ପ୍ରଧାନ ଦେଶୀ ପ୍ରଣାଳୀରେ ମାଛ ଚାଷ କରୁଥିବା ବେଳେ ଏବେ ମାଛ ମଡ଼କକୁ ନେଇ ସେ ଲକ୍ଷାଧିକ ଟଙ୍କା କ୍ଷତି!-->…
ରାଜ୍ୟରେ ଚିହ୍ନଟ ହେଲେ ଆଉ ୪୯ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର ୦୬।୧୦: ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୮ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୨୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ!-->…
ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ବିଚାରପତି ଏକ ଗଞ୍ଜେଇ ମାମଲାର ବିଚାରଣା କରି ଘଟଣାର ୯ ଜଣ ଙ୍କର ସାକ୍ଷୀ ପ୍ରମାଣ ଗ୍ରହଣ ଆଧାରରେ ମାମଲାର ଅଭିଯୁକ୍ତ ମାନସ ନାୟକ ଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅଭିଯୁକ୍ତଙ୍କ ପକ୍ଷରୁ ମାମଲାକୁ ବରିଷ୍ଠ ଆଇନଜୀବୀ!-->…
ପୋଖରୀରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ
ଫୁଲବାଣୀ : ପବିତ୍ର ଦଶହରା ପର୍ବରେ ଏକ ଦୁଃଖଦ ଖବର ଶୁଣିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ବନ୍ଧଗଡ଼ ଅଂଚଳରୁ I ବନ୍ଧଗଡ଼ ଗାଁର ଅଧିଷ୍ଠାତ୍ରୀ ଦେବୀ ମା ବରାଳଦେବୀଙ୍କ ମନ୍ଦିର ପାଖରେ ଥିବା ପୋଖରୀରେ ବୁଡି ଯାଇ ଜଣେ ୫୫ ବର୍ଷର ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି I ତେବେ!-->…
ମୌଳିକ ସୁବିଧାରୁ ବଞ୍ଚିତ ଡୁଗୁଡ଼ିପାରି ଗ୍ରାମବାସୀଙ୍କ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ
ଫୁଲବାଣୀ /ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ବ୍ଲକ ଅଧିନରେ ଥିବା କଳିଙ୍ଗା ଗ୍ରାମପଞ୍ଚାୟତର ଡୁଗୁଡ଼ିପାରି ଗ୍ରାମ ଯେଉଁଠାରେ ୪ ଗୋଟି ୱାର୍ଡ ରହିଛି (୮,୯,୧୦,୧୧ ୱାର୍ଡ) ପାଖାପାଖି ୨୫୦୦ ଉର୍ଦ୍ଧ ଲୋକେ ବାସ କରୁଛନ୍ତି । କିନ୍ତୁ ମୌଳିକ ସୁବିଧାରୁ!-->…
ଭାଲୁ ଆକ୍ରମଣରେ ବାପା ମୃତ, ପୁଅ ଆହତ,
ଉମରକୋଟ : ଉମରକୋଟ ବ୍ଲକ, ବୁର୍ଜା ପଞ୍ଚଯାତ ଅନ୍ତର୍ଗତ ସିରଲିଗୁଡା ଗ୍ରାମର ଘେନୁ ଗଣ୍ଡ, ପରିବାର ସଙ୍ଗେ କାଠ ସଂଗ୍ରହ ପାଇଁ ଲକ୍ଟିପାଖନା ଜଙ୍ଗଲ ଯାଇଥିଲେ | ସେଠାରେ ଗତକାଲି ଉପରବେଳା ସେମାନଙ୍କୁ ଭାଲୁ ଆକ୍ରମଣ କରିଥିଲେ | ବଡ ଭାଲୁ ଦୁଇଟା ସାଙ୍ଗରେ ଛୁଆ ଦୁଇଟା ଥିଲା | ଭାଲୁ ଆକ୍ରମଣରେ!-->…
ମଦ ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ନାରୀସୁରକ୍ଷା ମହିଳା ମହାସଂଘ…
ଫୁଲବାଣୀ /ଟିକାବାଲି:- କନ୍ଧମାଳ ଜ଼ିଲ୍ଲା ଟିକାବାଲି ଗ୍ରାମ ପାଞ୍ଚଯାତ ଅନ୍ତର୍ଗତ ଛାତି୍ଝର ଗ୍ରାମରେ ନାରୀସୁରକ୍ଷା ମହିଳା ମହାସଂଘ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକ ରେ ଟିକାବାଲି ପାଞ୍ଚଯାତ ର ପ୍ରାୟ ପ୍ରତେକ ଗ୍ରାମରୁ ମହିଳା ମାନେ ଯୋଗ ଦେଇଥିଲେl!-->!-->!-->…
ଜିଲ୍ଲାସ୍ତରୀୟ ୧୫୩ ତମ ଗାନ୍ଧୀ ଜୟନ୍ତୀ ପାଳିତ…
ଫୁଲବାଣୀ : ଜିଲ୍ଲା ପ୍ରଶାସନ, କନ୍ଧମାଳ ଏବଂ ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ, ଫୁଲବାଣୀଙ୍କ ମିଳିତ ଆନୁକୂଲ୍ୟରେ ଜିଲ୍ଲା ସଦର ମହକୁମା ଫୁଲବାଣୀଠାରେ ଆଜି ଜିଲ୍ଲାସ୍ତରୀୟ ୧୫୩ ତମ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । କନ୍ଧମାଳ ଜିଲ୍ଲାପାଳ ପାଟିଲ୍ ଆଶିଷ ଇଶ୍ଵର ମୁଖ୍ୟ!-->!-->!-->…