Browsing Category

ଆଞ୍ଚଳିକ

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗରିବ କଲ୍ୟାଣ ଯୋଜନା ଠିକ ଭାବେ କାର୍ଯ୍ୟକାରୀ ହେଉନାହିଁ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ କଟି ମାହା ଗ୍ରାମ ପଞ୍ଚାୟତର ଫାଲିସି ପଦର ୱାର୍ଡ ନମ୍ବର ୩ ଗ୍ରାମର ବିଧବା ବୃଦ୍ଧା ମଇନା କହଁର ସ୍ଵାମୀ ମୃତ ସାରା କହଁର ଙ୍କ ଏକ ଲଜ୍ୟା ଜନକ ଦୃଶ୍ୟ ଦେଖିବାକୁ ମିଳିଛି l ଏଠି କହିବାକୁ ଚାହିଁବୁ କେବଳ ସରକାରଙ୍କ ଯୋଜନା,…

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ପାଳନ…

ମାଲକାନଗିରି,; ମାଲକାନଗିରି ବ୍ଲକ ଅନ୍ତର୍ଗତ ଏମ.ଭି-୦୭ ଉ.ପ୍ରା ବିଦ୍ୟାଳୟ ପ୍ରାଙ୍ଗଣରେ ଅଜୟ କୁମାର ସ୍ୱାଇଁଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସାଭ ପାଳନ କରାଯାଇଥିଲା । ଏହି ସଭାରେ ମାଲକାନଗିରି ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀ କିଶୋର ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ରୁପେ…

ପିପୁଲ୍ସ କଲେଜରେ ଏନ୍ଏସ୍ଏସ୍ ଦିବସ ପାଳିତ…

ବୁଗୁଡ଼ା: ସ୍ଥାନୀୟ ପିପୁଲ୍ସ କଲେଜର ପକ୍ଷରୁ ସ୍ବପରିସରରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ରଜନୀ କାନ୍ତ ଦାଶଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପରିଚାଳନା କମିଟି ସଭାପତି ରଜନୀ କାନ୍ତ ଭଟ୍ଟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…

ଟକ୍ ଟିମ୍ ର ସଦସ୍ୟ ଓ କିଛି ଛାତ୍ରଛାତ୍ରୀ ଙ୍କ ପ୍ରକୃତି ସହ କିଛି ମୁହୁର୍ତ୍ତ…

ମାଲକାନଗିରି :- ଦ୍ୱୀତିୟ ବର୍ଷରେ ରକ୍ ଟକ୍ ଟିମ୍ ର ସଦସ୍ୟ ଓ କିଛି ଛାତ୍ରଛାତ୍ରୀ ଆଜି “ପ୍ରକୃତି ସହ କିଛି ମୁହୁର୍ତ୍ତ” ବିତେଇବାକୁ ମା ତାରିଣି ମନ୍ଦିର ସମ୍ମୁଖ ଜଙ୍ଗଲ ଓ ପାହାଡ ଉପରଦେଇ ଚମ୍ପାଖାରି ଗ୍ରାମ ନିକଟ ବସ୍ତିରେ ପହଞ୍ଚି ଥିଲେ l ଏହି ଯାତ୍ରାରେ ୩.୭୪ କିମି ଲମ୍ବ ଓ ୩୨୩୪…

ଟିପିଏସ୍ଓଡିଏଲ୍ “କ୍ଲବ୍ ଏନର୍ଜି” କାର୍ଯ୍ୟକ୍ରମ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶକ୍ତି ସଂରକ୍ଷଣର ପ୍ରସାର…

ବ୍ରହ୍ମପୁର: ନିରନ୍ତର ଶକ୍ତି ସମାଧାନର ପ୍ରତିବଦ୍ଧତାକୁ ଆଗକୁ ବଢ଼ାଇ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) “କ୍ଲବ୍ ଏନର୍ଜି” କାର୍ଯ୍ୟକ୍ରମ ଜରିଆରେ ସ୍କୁଲ ଛାତ୍ରଛାତ୍ରୀ ଓ ଗ୍ରାହକମାନଙ୍କ ମଧ୍ୟରେ ଶକ୍ତି ସଂରକ୍ଷଣ ଅଭ୍ୟାସର ପ୍ରସାର କରୁଛି । …

ବ୍ରହ୍ମପୁର ଠାରେ ସମ୍ବର୍ଦ୍ଧିତ ହେଲା ଟିମ୍ ହ୍ୟୁମାନିଟି କନ୍ଧମାଳ

ଫୁଲବାଣୀ :- ବିଗତ ତିନିବର୍ଷ ଧରି କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ କିଛି ଯୁବଗୋଷ୍ଠୀଙ୍କୁ ନେଇ ଏକ ସ୍ବେଚ୍ଛାସେବୀ ସଂଗଠନ ଟିମ୍ ହ୍ୟୁମାନିଟି କନ୍ଧମାଳ ଗଠନ କରାଯାଇଥିଲା। ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ନେଇ ସମାଜ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିବା ଲକ୍ଷ୍ୟରେ ଗଢ଼ି ଉଠିଛି ଏହି…

ସୁନ୍ଦରଗଡ଼ ଜିଲ୍ଲାରେ ‘ହାଇସ୍କୁଲ ରୂପାନ୍ତରଣ’ କାର୍ଯ୍ୟକ୍ରମର ସମୀକ୍ଷା : ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତର ସ୍ୱପ୍ନ…

ସୁନ୍ଦରଗଡ଼/ରାଉରକେଲା,: ରାଜ୍ୟ ସରକାରଙ୍କ ‘୫ଟି’ ଅଭିଯାନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ସମସ୍ତ ସରକାରୀ ହାଇସ୍କୁଲର ରୂପାନ୍ତରଣ କରାଯାଉଛି। ଶନିବାର ଦିନ ‘୫ଟି’ ସଚିବ ଶ୍ରୀଯୁକ୍ତ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା…

ଅବକାରୀ ଚଢ଼ଉ, ୨୭ କ୍ୱିଣ୍ଟାଲ ମହୁଲ ଜବତ,ଜଣେ ଗିରଫ

ଦାରିଙ୍ଗବାଡ଼ି (୨୪/୯) : ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଭ୍ରମରବାଡ଼ି ଗ୍ରାମରେ ବାଲିଗୁଡା ଅବକାରୀ ଓ ରାଇକିଆ ଅବକାରୀ ବିଭାଗ ମିଳିତ ଚଢ଼ଉ କରି ୨୭ କ୍ୱିଣ୍ଟାଲ ୯୦ କିଲୋ ଚୋରା ମହୁଲ ଜବତ କରିବା ସହ ଜଣକୁ ଗିରଫ କରାଯାଇଥିବା ଅବକାରୀ ଇନ୍ସପେକ୍ଟର ପୂର୍ଣ୍ଣଚନ୍ଦ୍ର ବେହେରା ସୂଚନା…