Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଉତ୍କଳ ଆଶ୍ରମ ପକ୍ଷରୁ କୃପାମୟ ଅନଙ୍ଗ ଭୀମଦେବଙ୍କ ତୈଳଚିତ୍ର ଉନ୍ମୋଚିତ, କୃପାମୟ ଦେବ ସ୍ମୃତି ସମାରୋହ
ବ୍ରହ୍ମପୁର : ଉତ୍କଳ ଆଶ୍ରମ ନ୍ୟାସ ପକ୍ଷରୁ ବଡ଼ଖେମୁଣ୍ଡି ରାଜ୍ୟର ତତ୍କାଳୀନ ପ୍ରଜା ହିତୈଷୀ ରାଜା ଗଜପତି ମହାରାଜ ଶ୍ରୀ କୃପାମୟ ଅନଙ୍ଗ ଭୀମଦେବଙ୍କ ଶହେତମ ଶ୍ରାଦ୍ଧବାର୍ଷିକୀ ଅବକାଶରେ ଆଜି ସନ୍ଧ୍ୟାରେ ଏକ ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଥିଲା l ଉତ୍କଳ ଆଶ୍ରମ ନ୍ୟାସର ସଭାପତି ଡ.!-->…
ଜୁଆ ଆଡ୍ଡା ଚଢାଉ ବେଳେ ସାତ ଗିରଫ, ଅନେକ ଫେରାର
ଚିକିଟି : ଗଞ୍ଜାମ ଜିଲ୍ଲା କେ ନୂଆଗାଁ ଥାନା ଅନ୍ତର୍ଗତ ଚାନ୍ଦପୁର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପଛପଟେ ଚାଲିଥିବା ଜୁଆ ଆଡ୍ଡା କୁ ପୋଲିସ ଶନିବାର ଚଢାଉ କରିଛି। ସେଠାରେ ସାତ ଜଣ ଜୂଆଡି କୁ କାବୁ କରିଥିଲେ ମଧ୍ୟ ଅନେକ ଖସି ପଳେଇ ଯିବାରେ ସଫଳ ହୋଇଥିଲେ। ଉକ୍ତ ଜାଗା ରେ ଦୀର୍ଘ ଦିନ ହେବ!-->…
ସାର୍ଟିଫିକେଟ ନେବା ପାଇଁ ଆସି ଦୁଷ୍କର୍ମର ଶିକାର ହେଲେ ଛାତ୍ରୀ…
ଶିକ୍ଷକ ହୋଇ ସାଜିଲା ଭକ୍ଷକ...!
ଚିକିଟି - ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଅନ୍ତର୍ଗତ ଚିକିଟି ପେଣ୍ଠ ରେ କମ୍ପ୍ୟୁଟର ଶିକ୍ଷକ ପ୍ରେମ ନିବେଦନ କରି ଅଡ଼ୁଆ ରେ ପଡିଛନ୍ତି। ସାର୍ଟିଫିକେଟ ଦେବା ବାହାନାରେ ସାଙ୍ଗକୁ ନଡାକି ନିଜେ ଏକା ଆସିବା ପାଇଁ କହି ଦୁଷ୍କର୍ମ କରିଥିବା ଥାନା ରେ!-->!-->!-->…
ପିପୁଲ୍ସ କଲେଜରେ ଆଗାମୀ ଗାନ୍ଧୀ ଜୟନ୍ତୀ ପାଳନ ଉପଲକ୍ଷେ ଆଲୋଚନାଚକ୍ର
ବୁଗୁଡ଼ା (୨୪/୦୯) : ସ୍ଥାନୀୟ ପିପୁଲ୍ସ କଲେଜ ପକ୍ଷରୁ ଆଗାମୀ ଗାନ୍ଧୀ ଜୟନ୍ତୀ ପାଳନ ଉପଲକ୍ଷେ ଆଜି କଲେଜ ପରିସରରେ ସଫେଇ କାର୍ଯ୍ୟକ୍ରମ ସହ ଏକ ଆଲୋଚନାଚକ୍ର ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କଲେଜ ଅଧ୍ଯକ୍ଷ ରଜନୀ କାନ୍ତ ଦାଶ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ମୁଖ୍ୟ!-->…
ହିଞ୍ଜିଳିକାଟୁରେ ଅହିଂସାରଥକୁ ବିପୁଳ ସମ୍ବର୍ଦ୍ଧନା
ହିଞ୍ଜିଳିକାଟୁ ୨୪।୯: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ଅମୃତ ମହୋତ୍ସବ ପାଳନ ଚାଲିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସ୍ଵାଧୀନତା ଦିବସରେ ଅହିଂସା ରଥର ଶୁଭାରମ୍ଭ କରାଯାଇଥିଲା । ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏହି ରଥ ପରିକ୍ରମା କରି ଅହିଂସା ବାର୍ତ୍ତା!-->…
ଦ୍ବିତୀୟ ଦିନରେ ଗଞ୍ଜାମ ଜିଲ୍ଲାରେ ଅହିଂସା ରଥ ପରିଭ୍ରମଣ : ଲୋକଙ୍କ ଭିତରେ ଅଦ୍ଭୁତପୂର୍ବ ଉତ୍ସାହ
ଛତ୍ରପୁର ତା.୨୪.୦୯.୨୦୨୨ ଦ୍ବିତୀୟ ଦିବସରେ ଗୋଟିଏ ଅହିଂସା ରଥ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ, ଆସ୍କା, ଧରାକୋଟ ଅଭିମୁଖେ ଯାତ୍ରା କରିଛି ଏବଂ ଅନ୍ୟ ରଥଟି ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳର ମଣ୍ଡଳ କାରାଗାର ଠାରେ ପୂର୍ବାହ୍ନରେ ପହଞ୍ଚି ଥିଲା । ସେଠାରେ ବ୍ରହ୍ମପୁର ମାନ୍ୟବର ମେୟର!-->…
ଛତ୍ରପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ
ଛତ୍ରପୁର : ସ୍ଥାନୀୟ ଛତ୍ରପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଅଛି Iଏଥିରେ ଜିଲ୍ଲାର କାର୍ଯ୍ୟକ୍ରମ ଅଧିକାରୀ ସୁଦାମ ଚରଣ ବିଷୋୟୀ ମୁଖ୍ୟ ଅତିଥି ଭାବରେଯୋଗ ଦେଇ ସ୍ବେଛାସେବୀ ମାନଙ୍କୁ ଜାତୀୟ ସେବା ଯୋଜନା ର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ I!-->…
ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଏକ ପାଠଚକ୍ର
ଛତ୍ରପୁର : ସ୍ଥାନୀୟ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଏକ ପାଠଚକ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ କିଶୋର କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଖଲ୍ଲିକୋଟ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ସହକାରୀ ଅଧ୍ୟାପକ ଡ଼ ସିଦ୍ଧାର୍ଥ ଶଙ୍କର ପାଢ଼ୀ, ଏହି!-->…
କାଲିପଦରକୁ ଯାତ୍ରୀବାହୀ ବସ ଚଳାଚଳ ପାଇଁ ଗ୍ରାମବାସୀ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦଳପଡା ଗ୍ରାମ ଦେଇ ଏକ ଯାତ୍ରୀବାହୀ ବସ କାଲିପଦର ପର୍ଯ୍ୟନ୍ତ ଚଳାଚଳ କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଉଛି । ସେଠାରୁ ମେଡ୍ଡୁ ଓ ବରଦାଖୋଲ୍ ଦେଇ ଗଲେ ଆଉ ୫ କିମି ପରେ ଚକାପାଦ ପଡ଼ିବ!-->…
ଗୋପାଳପୁର ବନ୍ଦର ପକ୍ଷରୁ କେ. ଆର୍ଯ୍ୟପଲ୍ଲୀ ଗ୍ରାମରେ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା ଶିବିର ଆୟୋଜିତ
ଛତ୍ରପୁର : ଗୋପାଳପୁର ବନ୍ଦରର ପାର୍ଶ୍ବବର୍ତୀ ଅଞ୍ଚଳର ଜନସାଧାରଣଙ୍କ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା ଲକ୍ଷ୍ୟ ନେଇ ଆରମ୍ଭ କରାଯାଇଥିବା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଶିବିର ଶନିବାର ଆର୍ଯ୍ୟପଲ୍ଲୀ ପଞ୍ଚାୟତର କେ. ଆର୍ଯ୍ୟପଲ୍ଲୀ ଗ୍ରାମରେ ପହଞ୍ଚିଥିଲା। ବିଗତ ଦିନେ ର ଗୋପାଳପୁର ବନ୍ଦର!-->…