Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ସାତଦିନ ହେଲା ମିଣିଆ ପଞ୍ଚାୟତବାସୀ ଅନ୍ଧାରରେ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ ଅନ୍ତର୍ଗତ ମିଣିଆ ପଞ୍ଚାୟତ ରେ ଆଜକୁ ସାତ ଦିନ ତଳେ କୌଣସି କାରଣ ବଶତଃ ଟ୍ରାନ୍ସଫର୍ମର ପୋଡ଼ି ଯିବା ଫଳରେ ପ୍ରାୟ ୧୦୦ ଉର୍ଦ୍ଧ୍ବ ପରିବାର ଅନ୍ଧାରରେ ରହୁଛନ୍ତି l ଏପଟେ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ସାପ ଆଦି ବିଷାକ୍ତ ଜନ୍ତୁ ପ୍ରତି ଭୟ!-->…
ତିଲୋରୀଠାରେ “ପରିବର୍ତ୍ତନ” କାର୍ଯ୍ୟକ୍ରମ ଶୁଭାରମ୍ଭ।
ଦାରିଙ୍ଗବାଡ଼ି (୨୨/୯) : କନ୍ଧମାଳ ଜିଲ୍ଲା ପ୍ରଶାସନର ନିଆରା କାର୍ଯ୍ୟକ୍ରମ “ପରିବର୍ତ୍ତନ”ର ଶୁଭାରମ୍ଭ ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି ପ୍ରଶାସନ ତରଫରୁ ତିଲୋରୀ ପଞ୍ଚାୟତ ପରିସରରେ ଅନୁଷ୍ଠିତ ହୋଇଯାଇଛି ଏହି ପରିବର୍ତ୍ତନ କାର୍ଯ୍ୟକ୍ରମ ଜରିଆରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ପୃଷ୍ଟିକର ଖାଦ୍ୟ!-->…
ଦାରିଙ୍ଗବାଡ଼ି ଚାରିଛକଠାରେ ବିଶ୍ରାମଗାର ନିର୍ମାଣ ଘଟଣାରେ ଉପ ଜିଲ୍ଲାପାଳଙ୍କ ହସ୍ତକ୍ଷେପ, ଦୁଇ ଗୋଷ୍ଠିଙ୍କୁ ନେଇ…
ଦାରିଙ୍ଗବାଡ଼ି, (୨୧/୯) : ଦାରିଙ୍ଗବାଡ଼ି ଚାରିଛକ ଠାରେ ବିଶ୍ରାମଗାର ନିର୍ମାଣ କରିବା ନେଇ ଦୁଇ ଗୋଷ୍ଠି ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇ ବ୍ଳକ ଅଞ୍ଚଳରେ ଚାପା ଉତେଜନା ସୃଷ୍ଟି ହୋଥିଲା । ଏହି ଘଟଣାରେ ଉପ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ବ୍ଳକ ସଭାଗୃହରେ ଦୁଇ!-->…
ସୀମାନ୍ତ ଅଞ୍ଚଳରୁ ବିପୁଳ ମାଓ ସାମଗ୍ରୀ ଜବତ
ମାଲକାନଗିରି, (୨୨।୯) : ମାଲକାନଗିରି କୋରାପୁଟ ଓ ଆନ୍ଧ୍ର ସୀମାରୁ ବିପୁଳ ମାଓ ସାମଗ୍ରୀ ଓ ବୋମାକୁ ଜବତ କଲେ ସୁରକ୍ଷା କର୍ମୀ । ମାଲକାନଗିରି ଜିଲ୍ଲାରେ ଧୀରେ ମାଓ ଗଡ ଭୁଷୁଡିବାରେ ଲାଗିଥିବା ବେଳେ ବିଗତ କିଛିଦିନ ପୂର୍ବେ ସହ ସହ ସଂଖ୍ୟାରେ ମାଓ ସମର୍ଥକ ଓ ମଲିସିଆ ମାଓବାଦୀ ମାନେ ପୋଲିସ!-->…
ଆଇ.ଏଫ୍.ଡବ୍ଲୁ.ଜେ ସମ୍ମିଳନୀରେ ଯୋଗ ଦେବାପାଇଁ ମାଲକାନଗିରି ଜିଲ୍ଲାରୁ ୧୨ଜଣ ପ୍ରତିନିଧିଙ୍କ ଗସ୍ତ
ମାଲକାନଗିରି, ୨୨।୯ : ତେଲେଙ୍ଗାନା ରାଜ୍ୟ ହାଇଦ୍ରାବାଦ ଠାରେ ଆସନ୍ତା ୨୩ ଓ ୨୪ ଦୁଇଦିନ ଧରି ଭାରତୀୟ ପେସାଦାର ପତ୍ରକାର ମହାସଂଘ (ଆଇ.ଏଫ୍.ଡବ୍ଲୁ.ଜେ)ର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛିା ଏହି ସମ୍ମିଳନୀରେ ଓଡିଶାରୁ ଉତ୍କଳ ସାମ୍ବାଦିକ ସଂଘର ୭୦ ଜଣ ପ୍ରତିନିଧି ଯୋଗ ଦେଉଥିବା!-->!-->!-->…
ବଡବନ୍ଧ ଗାର୍ଡୱାଲ ଦବିଲା ରାସ୍ତା ଫାଟିଲା, ନିମ୍ନ ମାନର କାମ ଅଭିଯୋଗ
ହିଞ୍ଜିଳିକାଟୁ (୨୨/୯) : ସରକାର ପଞ୍ଚାୟତ କୁ ପଞ୍ଚାୟତ ସଂଯୋଗୀକରଣ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନା ଓ ମୁଖ୍ୟମନ୍ତ୍ରୀ ଗ୍ରାମସଡକ ଯୋଜନା ଭଳି ଅନେକ ଯୋଜନା କରିଛନ୍ତି। ସେଥିପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। କିନ୍ତୁ ନିମ୍ନମାନର କାମ ଯୋଗୁଁ କାମ ସରୁସରୁ ପୋଲ ଦବି ଯାଉଛି!-->…
ରାମଣ୍ଡା ଗ୍ରାମରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ
ବୁଗୁଡା :୨୨/୦୯/୨୨ : ବୁଗୁଡା ବ୍ଲକର ଗୋଳାବନ୍ଧ ପଞ୍ଚାୟତ ଅନ୍ତର୍ଗତ ରାମଣ୍ଡା ଗ୍ରାମରେ ବିଜୁ ଜନତା ଦଳ ପକ୍ଷରୁ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବ୍ଲକ ବିଜେଡି ସଭାପତି ଇ.ମଦନ ଗୋପାଳ ଦୋରାଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରମ!-->…
ମତଦାନ କେନ୍ଦ୍ର ଗୁଡିକର ସରଳୀ କରଣ କରିବା ନିମନ୍ତେ ବୈଠକ
ଛତ୍ରପୁର(୨୨.୦୯) : ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ମତଦାନ କେନ୍ଦ୍ର ଗୁଡିକର ସରଳୀକରଣ କରିବା ନିମନ୍ତେ ସମସ୍ତ ରାଜ ନୈତିକ ଦଳର ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ଯେଉଁ ଯେଉଁ!-->…
୨୩ ତାରିଖରୁ ଗଞ୍ଜାମ ଜିଲ୍ଲା ପରିଭ୍ରମଣ କରିବ ଅହିଂସା ରଥ
ଛତ୍ରପୁର (୨୨.୦୯) : ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସ୍ବାଧୀନତା ସଂଗ୍ରାମରେ ଓଡିଶାର ଅବଦାନ ଓ ଗାନ୍ଧୀ ବାର୍ତ୍ତାର ପ୍ରଚାର ପ୍ରସାର ସହିତ ଏହି ସ୍ମୃତିକୁ ଜନ ମାନସରେ ଉଜ୍ଜିବୀତ ରଖିବା ଉଦ୍ଦେଶ୍ୟରେ ଓଡିଶା ସରକାର ରାଜ୍ୟ ବ୍ୟାପୀ ଅହିଂସା ରଥ ପରିଭ୍ରମଣ କରିବା ନେଇ କାର୍ଯ୍ୟକ୍ରମ!-->…
ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀ ର ଦୀକ୍ଷାନ୍ତ କାର୍ଯ୍ୟକ୍ରମ…
ବ୍ରହ୍ମପୁର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ର ମିଳିତ ଆନୁକୁଲ୍ୟରେ ବ୍ରହ୍ମପୁର ସହର ଉପକଣ୍ଠ ସ୍ଥିତ ପୁଟବଗଡ ଗ୍ରାମ ଠାରେ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇ ଯାଇଛି । ନାଟ୍ୟ କ୍ଷେତ୍ରରେ ଗୁରୁ - ଶିଷ୍ୟ ପରମ୍ପରାର!-->!-->!-->…