Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଚିକିଟି ଲକୀ ରେଷ୍ଟ୍ରରାଣ୍ଟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଜଣେ ମୃତ…
ଚିକିଟି- ଚିକିଟି ଏନ ଏ ସି ଲକୀ ରେଷ୍ଟ୍ରରାଣ୍ଟ ନିକଟରେ ଏକ ସଡକ ଦୁର୍ଘଟଣାରେ ଟ୍ରକ ଚକା ତଳେ ଚାପି ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।ମୃତକ ଜଣକ ଦିଗପହଣ୍ଡି ରେଞ୍ଜ ନୂଆପଡା ସେକ୍ସନ ଫରେଷ୍ଟ ଗାର୍ଡ ସୁଦାମ ଦଳେଇ ବୋଲି ସୂଚନା ମିଳିଛି। ସଂନ୍ଧ୍ୟା ପ୍ରାୟ ୮ଟା ସମୟରେ ଚିକିଟି ଗଡ!-->…
କଲେଜର ସ୍ୱର୍ଣ୍ଣ ଜୟନ୍ତୀ ପାଳନର ସ୍ଥାୟୀ ରଙ୍ଗମଞ୍ଚ ନିର୍ମାଣ ପାଇଁ ସ୍ଥାନ ନିରୂପଣ…
ନବରଙ୍ଗପୁର,: ନବରଙ୍ଗପୁର କଲେଜର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ବିଭିନ୍ନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିବା ବେଳେ ଆଜି କଲେଜ ପରିସର ମଧ୍ୟରେ ଏକ ନୂତନ ସ୍ଥାୟୀ ରଙ୍ଗମଞ୍ଚ ନିର୍ମାଣ ପାଇଁ ସ୍ଥାନ ନିରୂପଣ କରାଯାଇଛି। ଆଜି ଅପରାହ୍ନରେ କଲେଜ ଗଭର୍ଣିଂ ବଡ଼ି ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ!-->…
ଦାରିଙ୍ଗବାଡ଼ି ରେ ସ୍ୱଚ୍ଛତା ହିଁ ସେବା ଦିବସ ପାଳନ…
ଦାରିଙ୍ଗବାଡ଼ି, (୨୧/୯) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବିଡ଼ିଓ ଗଦାଧର ପାତ୍ରଙ୍କ ନେତୃତ୍ୱରେ ‘ସ୍ୱଚ୍ଛତା ହିଁ ସେବା’ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ଅବସରରେ ଦାରିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ଟେପାରି ଗ୍ରାମର ଅଙ୍ଗନବାଡି କାର୍ଯ୍ୟାଳୟ ଠାରୁ ଆରମ୍ଭ କରି!-->…
ଜ୍ବାଇଁର ଠେଙ୍ଗା ମାଡ଼ରେ ଶ୍ୱଶୁର ମୃତ
ପାତ୍ରପୁର : ଜରଡ଼ା ଥାନା ପାତ୍ରପୁର ବ୍ଳକ ଅନ୍ତର୍ଗତ ମୁଣ୍ଡକେରୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କୌଣସି କାରଣ କୁ ନେଇ ଶ୍ୱଶୁର ଓ ଜ୍ବାଇଁ ମଧ୍ୟରେ ସାମାନ୍ୟ ବଚସା ହେବା ପରେ ଜ୍ବାଇଁ ର ଠେଙ୍ଗା ମାଡ଼ରେ ଶ୍ୱଶୁରର ମୃତ୍ୟୁ ଘଟିଥିଲା । ଜରଡ଼ା ଥାନା ଏସଆଇ ମେଡିନିଶ୍ୱର୍!-->…
ଚିକିଟି ବିଜେଡ଼ି ପରିବାର ତରଫରୁ ରକ୍ତଦାନ ଶିବିର
ପାତ୍ରପୁର : ପାତ୍ରପୁର ବ୍ଳକ ସାମ୍ବାଦିକ ନୀଳାଞ୍ଚଳ ପଟ୍ଟନାୟକଙ୍କ ଓ ଅଞ୍ଚଳେଶ୍ୱର ପଟ୍ଟନାୟକଙ୍କ ପିତା ବରିଷ୍ଠ ଶିକ୍ଷକ ନେତା ତଥା ସମାଜସେବୀ ସ୍ୱର୍ଗତ ରାମଚନ୍ଦ୍ର ପଟ୍ଟନାୟକ ଓ ମାତା ସ୍ୱର୍ଗତ ସତ୍ୟଭାମା ଦେବୀଙ୍କ ସ୍ମୃତି ଉଦେଶ୍ୟରେ ବୁଧବାର ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ!-->…
ଗାଜଲବାଡ଼ି ଘାଟିରେ ଭୂସ୍ଖଳନ: ଯାତାୟାତ ବାଧାପ୍ରାପ୍ତ
ବାଲିଗୁଡା : ଲଘୁଚାପ ଜନିତ ବର୍ଷାରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ନିକଟସ୍ଥ ଗାଜଲବାଡ଼ି ଘାଟିରେ ଭୁସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି । ଗୋପାଳପୁର-ରାୟପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥ ସ୍ଥିତ ଗାଜଲବାଡ଼ି ଘାଟିରେ ଭୁସ୍ଖଳନ ହେବା ଫଳରେ!-->…
ଗ୍ୟାରେଜ ମାଲିକଙ୍କ ଆତ୍ମହତ୍ୟା…
ହିଞ୍ଜିଳିକାଟୁ (୨୧/୯) : ମଙ୍ଗଳବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ତଥା ସ୍ଥାନୀୟ ପୈାରାଞ୍ଚଳ ମୋହନ କଲୋନୀରେ ଜଣେ ଯୁବ ଗ୍ୟାରେଜ ମାଲିକ ଘର ଭିତରେ ଲୁଗା ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣଙ୍କ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଅଞ୍ଚଳର ପି ବାବୁ ରାଓ (୩୩) । ଖବର ପାଇ ହିଞ୍ଜିଳି ପୋଲିସ!-->…
ମଧ୍ୟାହ୍ନ ଭୋଜନରେ ପୋକ ଅଭିଯୋଗ : ଭିଡିଓ ଫଟୋ ଭାଇରାଲ
ହିଞ୍ଜିଳିକାଟୁ (୨୧/୯) : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ ସାରୁ ଗ୍ରାମପଚାଂୟତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବୁଧବାର ଛାତ୍ର ଛାତ୍ରୀଙ୍କ ପାଇଁ ଯୋଗାଣ ହୋଇଥିବା ମଧ୍ୟାହ୍ନ ଭୋଜନରେ ପୋକ ବାହାରିବା ଫଟୋ ଓ ଭିଡ଼ିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ବାରମ୍ବାର ଏପରି!-->!-->!-->…
ଦାରିଙ୍ଗବାଡ଼ି ଚାରିଛକ ଠାରେ ବିଶ୍ରାମଗାର ନିର୍ମାଣ କରିବାରେ ବିଳମ୍ବ କୁ ନେଇ ବଣିକ ସଂଘ ଓ ଅଞ୍ଚଳ ବାସୀଙ୍କ ମଧ୍ୟରେ…
ଦାରିଙ୍ଗବାଡ଼ି (୨୧/୯) ଦାରିଙ୍ଗବାଡ଼ି ଚାରିଛକ ଠାରେ ବିଶ୍ରାମଗାର ନିର୍ମାଣ କରିବାରେ ପ୍ରଶାସନଙ୍କ ଅବହେଳାକୁ ନେଇ ସାଧାରଣରେ ଅସନ୍ତୋଷ ଲାଗି ରହିଆସୁଛି । ଏହାରି ମଧ୍ୟରେ ଦାରିଙ୍ଗବାଡ଼ି ବଣିକ ସଂଘ ଉକ୍ତ ଚାରିଛକରେ ଥିବା ଜମିକୁ ଦୁର୍ଗାମଣ୍ଡପ ଜମି ବୋଲି କହି ବିଶ୍ରାମଗାର ନିର୍ମାଣ!-->…
କେନ୍ଦ୍ରୀୟ ସଂଚାର ବ୍ୟୁରୋ, ଫୁଲବାଣୀ ଶାଖା ତରଫରୁ ହିନ୍ଦୀ ପକ୍ଷ ପାଳିତ।
ଫୁଲବାଣୀ : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ , କ୍ଷତ୍ରୀୟ କାର୍ଯ୍ୟାଳୟ ,ଫୁଲବାଣୀ ପକ୍ଷରୁ ଆଜି " ହିନ୍ଦୀ ପକ୍ଷ, 2022 " କାର୍ଯ୍ୟାଳୟ ପରିସରରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଞ୍ଜୟ କୁମାର ସାହୁ, ଚିଫ!-->…