Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଅସହାୟ ପରିବାରକୁ ସହାୟତାର ହାତ ବଢାଇଲେ ଛତ୍ରପୁର ବ୍ଲକ ଯୁବ ବିଜେଡି ସଭାପତି
ଛତ୍ରପୁର : ଗୋଟାଏ ଅସହାୟ ପରିବାରକୁ ସହାୟତାର ହାତ ବଢାଇ ମାନବିକତାର ପରିଚୟ ଦେଇଛନ୍ତି ୧୯ ନମ୍ବର ଜିଲ୍ଲା ପରିଷଦ ସଭ୍ୟାଙ୍କ ସ୍ୱାମୀ ତଥା ଯୁବ ବିଜେଡି ଛତ୍ରପୁର ବ୍ଲକ ସଭାପତି କାଳିଆ ନାହାକ । ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ଗ୍ରାମର ନବୀନ ନାୟକଙ୍କ ଗତ କିଛି ଦିନ ତଳେ ଦେହ!-->…
ବାସନାପଲ୍ଲୀଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଛତ୍ରପୁର : ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ବାସନାପଲ୍ଲୀ ଗ୍ରାମ ଠାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପରିବେଶର ସ୍ୱଚ୍ଛ ଓ ସୁରକ୍ଷା ପାଇଁ ବୃକ୍ଷରୋପଣ!-->!-->!-->…
ଓଡ଼ିଆ ଆଦର୍ଶ ବିଦ୍ୟାଳୟର ୮ମ ସ୍ଵନକ୍ଷତ୍ର ଉତ୍ସବ
ହିଞ୍ଜିଳିକାଟୁ : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ୮ ମ ସ୍ଵନକ୍ଷତ୍ର ଉତ୍ସବ ହିଞ୍ଜିଳିକାଟୁ ବ୍ଲକ୍ ଶାସନ ଆମ୍ବଗାଁ ଆଦର୍ଶ ବିଦ୍ୟାଳୟ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି।ଗଞ୍ଜାମ ଜିଲ୍ଲାର ୨୨ଟି ଆଦର୍ଶ ବିଦ୍ୟାଳୟ ର ଛାତ୍ର ଛାତ୍ରୀଙ୍କ ସମେତ ଶିକ୍ଷୟିତ୍ରୀ ଶିକ୍ଷକ ଏହି ଉତ୍ସବରେ ଯୋଗ!-->…
ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
ଦାରିଙ୍ଗବାଡି, (୭/୯) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟ କ୍ରମ ଜିଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଦଳଙ୍କ!-->!-->!-->…
ସୁନ୍ଦରଗଡ଼ ଜିଲ୍ଲାରେ ସମନ୍ୱିତ ଫିଜିଓଥେରାପି ସେବା: ୧୦ ହଜାର ରୋଗୀଙ୍କ ପାଇଁ ୬୫ ହଜାରରୁ ଅଧିକ ଥେରାପି ସେସନ
ସୁନ୍ଦରଗଡ଼ : ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପରିସର ଏବଂ ଜିଲ୍ଲାର ୧୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ଚାଲିଥିବା ‘ସମନ୍ୱିତ ଭୌତିକ ଚିକିତ୍ସା’ ବା ଆଧୁନିକ ଫିଜିଓଥେରାପି ସେବା ବେଶ୍ ଲୋକପ୍ରିୟ ହୋଇପାରିଛି। ଏହା ମାଧ୍ୟମରେ ଗତ ୮ ମାସ ମଧ୍ୟରେ ଜିଲ୍ଲାରେ ବିଭିନ୍ନ!-->…
ଭୂ- ଅଭିଲେଖ ଓ ସର୍ବେକ୍ଷଣ ନିର୍ଦ୍ଦେଶକ ଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ…
ସୁନ୍ଦରଗଡ଼, 07/09: ଭୂ-ଅଭିଲେଖ ଓ ସର୍ବେକ୍ଷଣ ନିର୍ଦ୍ଦେଶକ, କଟକ ଶ୍ରୀ ବିକାଶ ଚନ୍ଦ୍ର ମହାପାତ୍ର ଆଜି ଦିନିକିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ରେ ଆସି ବିଭାଗୀୟ ଅଧିକାରୀ ମାନଙ୍କ ସହ ବିଭାଗୀୟ କାର୍ଯ୍ୟ ର ସମୀକ୍ଷା କରିଥିଲେ I ବୈଠକରେ ବିଶେଷ କରି ଜିଲ୍ଲା ରେ ହାଇଟେକ୍ ସର୍ଭେ ପ୍ରଗତି!-->…
ସାପ କାମୁଡ଼ାରେ ପାଗଳ ବ୍ୟକ୍ତି ଆହତ
ବୁଗୁଡ଼ା (୦୭/୦୯) : ନିକଟସ୍ଥ ଷୋଳମଇଲି ଠାରେ ରହୁଥିବା ଚନ୍ଦ୍ର ସିଂ ନାମକ ଜନୈକ ପାଗଳ ବ୍ୟକ୍ତି ଆଜି ସକାଳେ ସାପ କାମୁଡ଼ାରେ ଆହତ ହୋଇ ବୁଗୁଡ଼ା ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ, ଆଜି ସକାଳ ସାଢେ ଦଶଟା ବେଳେ ପାଗଳ ଚନ୍ଦ୍ର ସିଂ ଏକ ନାଗ ସାପକୁ ଧରିବା!-->…
ଟିପିଏସ୍ଓଡିଏଲ୍ ପକ୍ଷରୁ ମହିଳାଙ୍କ ଦ୍ୱାରା ପରିଚାଳିତ ଗ୍ରାହକ ସମ୍ପର୍କ କେନ୍ଦ୍ରର ଶୁଭାରମ୍ଭ
ବ୍ରହ୍ମପୁର : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ବ୍ରହ୍ମପୁରରେ ସମ୍ପୂର୍ଣ୍ଣ ରୂପେ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେଉଥିବା ଗ୍ରାହକ ସମ୍ପର୍କ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ଏହି କେନ୍ଦ୍ର!-->…
୧୯୭୨ ମାଟ୍ରିକ ବ୍ୟାଚ ବନ୍ଧୁ ମିଳନ ପାଇଁ ପ୍ରସ୍ତୁତି ବୈଠକ
ବୁଗୁଡ଼ା : ଦୀର୍ଘ ପଚାଶ ବର୍ଷ ପରେ ବୁଗୁଡ଼ା ପିପୁଲ୍ସ ହାଇସ୍କୁଲର ୧୯୭୨ ମ୍ୟାଟ୍ରିକ ବ୍ୟାଚ୍ ଛାତ୍ର ମାନଙ୍କ ବନ୍ଧୁ ମିଳନ ପାଇଁ ଏକ ପ୍ରସ୍ତୁତି ବୈଠକ ବୁଗୁଡ଼ା ଠାରେ ଅନୁଷ୍ଠିତ ହୋଇଯାଇଛି l ଆଜିର ଏହି ବୈଠକରେ ଅମୀୟ କୁମାର ଦାଶ, ଜୟକୃଷ୍ଣ ସାହୁ, ଅନନ୍ତ କର, ଗୌରୀପତି ଦାଶ, ଅଭୟ ପ୍ରସାଦ!-->…
ଆରଏମସି ପକ୍ଷରୁ ‘ଅନ୍ତର୍ଜାତୀୟ ନୀଳ ଆକାଶ ପାଇଁ ସ୍ବଚ୍ଛ ବାୟୁ ଦିବସ’ ପାଳିତ
ବିଦ୍ୟୁତ ଚାଳିତ ଯାନର ବ୍ୟବହାର ଉପରେ ଗୁରୁତ୍ବ ଦେଲେ ଉପ ଆୟୁକ୍ତ ସୁଧାଂଶୁ ଭୋଇରାଉରକେଲା : 'ନୀଳ ଆକାଶ ପାଇଁ ସ୍ୱଚ୍ଛ ବାୟୁମଣ୍ଡଳ' ଏହିପରି ଏକ ଅନ୍ତର୍ଜାତୀୟ ଦିବସ ଅବସରରେ ରାଉରକେଲା ମହାନଗର ନିଗମ ପକ୍ଷରୁ କାର୍ଯ୍ୟାଳୟ ପରିସରରେ 'ଜାତୀୟ ସ୍ୱଚ୍ଛ ବାୟୁ' ବା ନ୍ୟାସନାଲ କ୍ଳିନ୍ ଏୟାର!-->…