Browsing Category

ଆଞ୍ଚଳିକ

ରୋଜଗାର ଓ କୌଶଳ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନ ଉତ୍କଳ ଉଦ୍ୟୋଗୀତା ଏବଂ ବୃତ୍ତି ହବ୍ (ୟୁ.ଇ.ସି.ଏଚ.) ତରଫରୁ ଏକ ରୋଜଗାର ଓ କୌଶଳ ବିକାଶ କାର୍ଯ୍ୟକ୍ରମ କଟକ ସ୍ଥିତ ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଆଜି ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଉଦଘାଟନ କରି ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ…

ଅସହାୟ ବୃଦ୍ଧା ଓ ଦିବ୍ୟାଙ୍ଗ ପୁଅକୁ ସହାୟତା କରିବା ସହ ବାସଗୃହ ଯୋଗାଇଦେବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର

ମାଲକାନଗିରି : ମାଲକାନଗିରି ପୌର ପରିଷଦ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ମୁଖ୍ୟ ରାସ୍ତା କଡରେ ବସବାସ କରୁଥିବା ଏମ.ଲକ୍ଷ୍ମୀ ବୟସ ପ୍ରାୟ ୮୦ ବର୍ଷ ଏବଂ ତାଙ୍କ ପୁଅ ଏମ.ବାଲା ବୟସ ପ୍ରାୟ ୩୦ବର୍ଷ ଙ୍କ ସହ ଦୀର୍ଘ ୪୦ ବର୍ଷରୁ ଊର୍ଦ୍ଧ୍ବ ହେବ ସଦର ମହକୁମାରେ ବସବାସ କରି ଆସୁଥିଲେ…

ବାଦୁଆରେ ଦୁର୍ଗା ପୂଜା ଉପଲକ୍ଷେ ଶୁଭଖୁଣ୍ଟି ସ୍ଥାପନ

ବୁଗୁଡା (୦୭/୦୯) : ବୁଗୁଡ଼ା ବ୍ଲକ ଗୋଲିଆ ପଞ୍ଚାୟତ ଅନ୍ତର୍ଗତ ବାଦୁଆ ଗ୍ରାମର ଦଶଭୁଜା ଯୁବକ ସଂଘ ପକ୍ଷରୁ ଗ୍ରାମବାସୀଙ୍କ ସହଯୋଗରେ ଆୟୋଜିତ ଆଗାମୀ ଶ୍ରୀଦୁର୍ଗାଦେବୀଙ୍କ ସପ୍ତମୀ ପୂଜା ଉପଲକ୍ଷେ ଆଜି ଗାଁର ଠାକୁରାଣୀ ସାହିରେ ଶୁଭ ଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…

ଜିଲ୍ଲାସ୍ତରୀୟ କ୍ଷୁଦ୍ରଶିଳ୍ପ ତାଲିମ ଶିବିର ଅନୁଷ୍ଠିତ

ମାଲକାନଗିରି (୦୭/୦୯) : ମାଲକାନଗିରି ଜିଲ୍ଲା ପ୍ରଶାସନ ଶିଳ୍ପ କେନ୍ଦ୍ର ତରଫରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ବ୍ୟବସାୟୀ ତାଲିମ ଶିବିର ଆୟୋଜନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମ ଟି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ଚନ୍ଦ୍ର ନାୟକଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି । ଉକ୍ତ…

ବ୍ରହ୍ମପୁର ରେଳଷ୍ଟେସନର ଉନ୍ନତିକରଣ ଓ ବରିଷ୍ଠ ନାଗରିକ ମାନଙ୍କୁ ରେଳଯାତ୍ର ରିହାତି ଲାଗି ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବିଜୁପଟ୍ଟନାୟକ ସିନିଅର ସିଟିଜେନସ୍ ଫୋରମ୍ ପକ୍ଷରୁ କାର୍ଯ୍ୟକାରୀ ସଭାପତି ଶ୍ରୀ ସୂର୍ଯ୍ୟକାନ୍ତ ପାତ୍ର ଓ ସାଧାରଣ ସମ୍ପାଦକ ଶ୍ରୀ ସିମାଞ୍ଚଳ ପ୍ରସାଦ ବିଷୋୟୀଙ୍କ ନେତୃତ୍ୱରେ ରେଳମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଉଦ୍ଦେଶରେ ୧୨ ଦଫା ସମ୍ବଳିତ ଏକ…

ଜୀବନବ୍ୟାପୀ ସାଧନା ସମ୍ମାନ ବିଜେତା ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣେଇଲେ ସୁନ୍ଦରଗଡ଼ ବିଜେଡି କର୍ମୀ

ସୁନ୍ଦରଗଡ଼ (୦୭/୦୯) : ଗତକାଲି ସୁନ୍ଦରଗଡ଼ ସର୍କିଟ ହାଉସ ଠାରେ ବିଜୁ ଜନତା ଦଳର ବରିଷ୍ଠ ନେତା, କାଉନସିଲର ଓ କର୍ମୀ ଏକତ୍ରିତ ହୋଇ ଦକ୍ଷ ଓ ଅସାଧାରଣ ନେତୃତ୍ୱ ଏବଂ ରାଜ୍ୟବାସୀଙ୍କୁ ନିରବଛିନ୍ନ ଭାବେ ସେବା ପାଇଁ ନୂଆ ଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଠାରେ କ୍ୟାପିଟାଲ…

ହିଞ୍ଜଳାପଲ୍ଲୀରୁ ୮ ପୁଟର ଅଜଗର ସାପ ଉଦ୍ଧାର

ବ୍ରହ୍ମପୁର : ବ୍ରହ୍ମପୁର ଉପକଣ୍ଠ ହିଞ୍ଜଳାପଲ୍ଲୀ ରୁ ଏକ ୮ ଫୁଟର ଅଜଗର ସାପକୁ ଉଦ୍ଧାର କରିଛନ୍ତି ସ୍ନେକ୍ ହେଲ୍ପ ଲାଇନର କର୍ମକର୍ତ୍ତା। ଗତକାଲି ବିଳମ୍ବିତ ରାତ୍ରୀରେ ବ୍ରହ୍ମପୁର ବନାଞ୍ଚଳ ଅନ୍ତର୍ଗତ ହିଞ୍ଜଳାପଲ୍ଲୀ ବାଉରି ସାହିର ଏକ ପରିତ୍ୟକ୍ତ ଘର ନିକଟରୁ ସାହି ମଧ୍ୟକୁ ଏକ ଅଜଗର ସାପ…

ଅଂଶୁମାନ ହେଲେ ୟୁଥ୍ ଫର୍ ଏକ୍ସନର ନୂତନ ରାଜ୍ୟ ସମ୍ପାଦକ

ଫୁଲବାଣୀ : ରାଜ୍ୟର ଏକ ପ୍ରମୁଖ ସଂଗଠନ ୟୁଥ୍ ଫର୍ ଏକ୍ସନର ନୂତନ ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କଲେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରର ଜଣାଶୁଣା ସାମଜସେବୀ ଅଂଶୁମାନ ପ୍ରିୟଦର୍ଶନ। ପୂର୍ବରୁ ସେ କନ୍ଧମାଳ ଜିଲ୍ଲାର ୟୁଥ୍ ଫର୍ ଏକ୍ସନର ଜିଲ୍ଲା ସଭାପତି ଭାବେ ଦାୟିତ୍ଵ ତୁଲାଇଥିଲେ।…

ଲୋଚାପଡା ମୁଖ୍ୟ ରାସ୍ତା ପାଇଁ ସରପଞ୍ଚ ସମିତି ସଭ୍ୟଙ୍କ ସତ୍ୟାଗ୍ରହ ଦ୍ୱିତୀୟ ଦିନରେ

ବ୍ରହ୍ମପୁର : ଲୋଚାପଡା ମୁଖ୍ୟ ରାସ୍ତା ଏବଂ ଡ୍ରେନ ନିର୍ମାଣ କାମ ତୁରନ୍ତ ସାରିବା ନେଇ ଲୋଚାପଡା ପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ସତ୍ୟାଗ୍ରହ କାର୍ଯ୍ୟକ୍ରମକୁ ଦୁଇଦିନ ହୋଇଛି | ବ୍ରହ୍ମପୁରପୂର୍ତ୍ତ ବିଭାଗ ଦ୍ଵାରା ସହର ତଳି ଅଞ୍ଚଳ ଲୋଚାପଡା…

ଯୁବ ଶିକ୍ଷକ ବିପିନ ସାହୁ ଗୁରୁବ୍ରହ୍ମା ସମ୍ମାନରେ ସମ୍ମାନିତ

 ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଦୁର୍ଗମ ତଥା ମାଓ ଅଧ୍ୟୁଷିତ କୋଟଗଡ ବ୍ଲକରେ ଶିକ୍ଷକତା କରୁଥିବା ଜଣେ ଯୁବ ଶିକ୍ଷକଙ୍କୁ ମିଳିଛି ସମ୍ମାନ । ପକାରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବିପିନ ବିହାରୀ ସାହୁଙ୍କୁସୋମବାର ଭୁବନେଶ୍ୱରରେ ନନ୍ଦିଘୋଷ ଟିଭି ଓ ସକାଳ ତରଫରୁ ଆୟୋଜିତ ଗୁରୁଦିବସ…