Browsing Category

ଆଞ୍ଚଳିକ

ମୃତ ମହିଳାଙ୍କ ନାମ ମହିଳା ବିଜେଡି କାର୍ଯ୍ୟକାରିଣୀରେ  ଘୋଷଣା !!

ବ୍ରହ୍ମପୁର : ବିଜୁ ମହିଳା ଜନତା ଦଳର ବିଭିନ୍ନ ପଦ ପଦବୀ ପାଇଁ ବୁଧବାର ନାମ ଘୋଷଣା କରାଯାଇଛି। ଦଳର ରାଜ୍ଯ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ନାମ ଗୁଡିକ ଘୋଷଣା କରିଛନ୍ତି। ତେବେ ଏହି ତାଲିକାରେ ଏକ ରୋଚକ…

ମହିଳା ପୋଲିସ ଏସ୍ଆଇଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ…

ଫୁଲବାଣୀ:- ମହିଳା ପୋଲିସ ଏସ୍ଆଇ ସ୍ଵାଗତିକା ବେହେରାଙ୍କ ଆତ୍ମହତ୍ୟା ।ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନାରେ । ଆଜି ସକାଳେ ଜି .ଉଦୟଗିରି ଥାନାରେ କାର୍ଯ୍ୟରତ ପୋଲିସ୍ ଏସ୍ଆଇ ସ୍ୱାଗତିକା ବେହେରା ରହୁଥିବା ସରକାରୀ ବାସଭବନରେ ନିଜ ବେକରେ ଓଢ଼ଣୀ ଲଗେଇ…

ଡମ୍ଫର ଧକ୍କାରେ ପାଞ୍ଚ ଅଟୋ ଆରୋହୀ ଗୁରୁତର : ଉତ୍ୟକ୍ତ ଲୋକଙ୍କ ଦ୍ଵାରା ରାସ୍ତାରୋକ…

ଫୁଲବାଣୀ- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫୁଲବାଣୀ ବାଲିଗୁଡା ମୁଖ୍ୟ ରାସ୍ତାର ବନ୍ଧଗଡ଼ ଗାଁ ନିକଟରେ ଏକ ମାର୍ମନ୍ତୁତ ସଡ଼କ ସଡ଼କ ଦୁର୍ଘଟଣାରେ ପାଞ୍ଚ ଜଣ ଅଟୋ ଆରୋହୀ ଗୁରୁତର ଆହତ ହୋଇଛନ୍ତି I ସୂଚନା ଅନୁସାରେ ବନ୍ଧଗଡ଼ ଗାଁ ନିକଟସ୍ଥ ବାଲିକ୍ଷେତ ନିକଟରେ ଏଆରଏସଏସ ନାମକ ଏକ ଠିକା…

ଏସ୍‌ପିସିବି ପକ୍ଷରୁ ବାୟୁ ପ୍ରଦୂଷଣ ସଂପର୍କିତ କର୍ମଶାଳା…

ରାଉରକେଲା : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ଆ ଞ୍ଚଳିକ ଶାଖା ପକ୍ଷରୁ ବାୟୁ ପ୍ରଦୂଷଣ ସଂପର୍କିତ ଏକ କର୍ମଶାଳା ଆଜି ଆରଏସ୍‌ପିର ସିପିଟିଆଇ ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି ।ସମ୍ମିଳିତ ଉଦ୍ୟମ ଦ୍ୱାରା ବାୟୁ ପ୍ରଦୂଷଣକୁ ରୋକାଯାଇ ପାରିବ ବୋଲି ଅତିଥିମାନେ ମତବ୍ୟକ୍ତ…

କୋର୍ଟରୁ ଜାମିନରେ ଆସିବା ପରେ ଅଭିଯୁକ୍ତ ନିଜକୁ ନିର୍ଦ୍ଦୋଷ ବୋଲି କହିଲେ

ଫୁଲବାଣୀ : ସ୍ଥାନୀୟ ପ୍ରେସ କ୍ଲବ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୁକ୍ତ ହ୍ରୀତିକ ପ୍ରଧାନ କୋର୍ଟରୁ ଜାମିନରେ ଆସିବା ପରେ ନିଜକୁ ନିର୍ଦ୍ଦୋଷ ବୋଲି କହିଲେ | ମୋତେ ଷଢଯନ୍ତ୍ର କରି ଚୋରି କେଶରେ ଫସାଇ ଦିଆଯାଇଛି ବୋଲି ଅଭିଯୋଗ କରିଥିଲେ। ହ୍ରୀତିକଙ୍କ ଅଭିଯୋଗ ଅନୁସାରେ ଗତ ୨୦୧୩…

ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ବ୍ଳକ ସ୍ତରିୟ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସଵ ଅନୁଷ୍ଠିତ

ଦାରିଙ୍ଗବାଡ଼ି(୨୬/୮): ଦାରିଙ୍ଗବାଡ଼ି ବ୍ଳକ ସ୍ତରିୟ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସଵ ରାପଡ଼ାବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜନ କରାଯାଇଥିଲା । ଏଥିରେ ବ୍ଳକର ବିଭିନ୍ନ ବିଦ୍ୟାଳୟର ୮୫ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଯୋଗଦେଇ ସାଧାରଣ ଜ୍ଞାନ,…

ଶବ ରଖି ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଫୁଲବାଣୀ(୨୬/୦୮) : ଶୁକ୍ରବାର ଶବ ରଖି ଉତ୍ୟକ୍ତ ଲୋକଙ୍କ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ l ଫୁଲବାଣୀ ପିଲା ସାଲୁଙ୍କି ନଦୀର ବନ୍ୟା ଜଳର ପ୍ରଖର ସ୍ରୋତରେ ଡାକପାଲା ବ୍ରିଜରୁ ବାଇକ ଆରୋହୀ ତାପସ ରଞ୍ଜନ ଘଟାଲ ଗତ ବୁଧବାର ସନ୍ଧ୍ୟାରେ ବାଇକ ସହ ଭାସି ଯାଇଥିଲେ l ଦିନକ ପରେ ମୃତଦେହ ଉଦ୍ଧାର ୧…

ଶିଶୁଙ୍କ ଆଧାର ପଞ୍ଜିକରଣ ପାଇଁ ଶିଶୁ ସମେତ ଶତାଧିକ ମହିଳା ହଟହଟା

ଦାରିଙ୍ଗବାଡ଼ି (୨୬/୦୮) : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରହ୍ମଣୀଗାଁ ଅଞ୍ଚଳର ୮ ଗୋଟି ଗ୍ରାମ ପଞ୍ଚାୟତର ଅଙ୍ଗନୱାଡି କେନ୍ଦ୍ର ଅଧିନସ୍ତ ଶିଶୁ ମାନଙ୍କ ଆଧାର ପଞ୍ଜିକରଣ କାର୍ଯ୍ୟକ୍ରମ ଗତକାଲିଠାରୁ ଆରମ୍ଭ ହୋଇଛି। ଶିଶୁଙ୍କ ଆଧାର ପଞ୍ଜି କରଣ ନେଇ ଶିଶୁଙ୍କ ସହିତ ଶତାଧିକ ମହିଳାଙ୍କ ଭିଡ…

MKCG ସୁପର ସ୍ପେସାଲିଷ୍ଟ ହସ୍ପିଟାଲ ର ପଞ୍ଚମ ମୋହଲା ରେ ଲାଗିଲା ନିଆଁ

ବ୍ରହ୍ମପୁର : ଏମ କେ ସି ଜି ହସ୍ପିଟାଲର ସୁପରସ୍ପେଶାଲିଷ୍ଟ କୋଠାର ୫ମ ମହଲାରେ ଥିବା ୟୁରୋଲୋଜି ବିଭାଗର ଅସ୍ତ୍ରୋପଚାର କକ୍ଷରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି । ଆଜି ଅପରାହ୍ନ ଗୋଟାଏ ସମୟରେ ୟୁରୋଲୋଜି ବିଭାଗର ଅସ୍ତ୍ରୋପଚାର କକ୍ଷରେ ଦୁଇ ଜଣ ରୋଗୀଙ୍କ ଚିକିତ୍ସା ଚାଲିଥିବା ବେଳେ…