Browsing Category

ଆଞ୍ଚଳିକ

ବାଲିଗୁଡା : ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ବାଲିଗୁଡା ବିଡ଼ିଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବାଲିଗୁଡା : କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ବ୍ଲକ କଳାସଂସ୍କୃତି ସଂଘର ଉପ ସଭାପତି ପ୍ରମୋଦ କୁମାର ଦଣ୍ଡସେନାଙ୍କ ନେତୃତ୍ୱରେ ବାଲିଗୁଡା ବିଡ଼ିଓ ତଥା ବ୍ଲକ କଳା ସଂସ୍କୃତି ସଂଘର ସଭାପତି ଶଶାଙ୍କ ଶେଖର ପାତ୍ର ଙ୍କୁ ଫୁଲ ତୋଡ଼ା ଉପଢୌକନ ଦେଇ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା l ବାଲିଗୁଡା…

ଭାଲୁ ଆକ୍ରମଣରେ ସ୍ତ୍ରୀ ମୃତ, ସ୍ୱାମୀ ଓ ଝିଅ ଗୁରୁତର

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ବାଟାଗୁଡା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି l ଭାଲୁ ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଓ ଝିଅ ଆହତ ହୋଇଛନ୍ତି l ସକାଳୁ ସକାଳୁ ବାପା ବାଞ୍ଛା ମଲିକ , ସ୍ତ୍ରୀ ବୁଡାଳି ମଲିକ ଓ ଝିଅ ମିଶି ୩ ଜଣ ନିକଟସ୍ଥ ଜଙ୍ଗଲକୁ ଶିଆଳି…

କଲାଡି ଗ୍ରାମରୁ ୧୨ ଫୁଟର ଅଜଗର ସାପ ଉଦ୍ଧାର

ଫୁଲବାଣୀ : ଫୁଲବାଣୀ ସହରଠୁ ପ୍ରାୟ ୫ କିଲୋମିଟର ଦୂର କଲାଡି ଗ୍ରାମ ଅମିତ କହ୍ନର ବଗିଚାରେ ଏକ ୧୨ଫୁଟର ଅଜଗର ସାପ ପଶି ଆସିଥିବା ନେଇ କଲାଡି ଗ୍ରାମର ସଂଜୀବ କହ୍ନର ଟିମ୍ ହ୍ୟୁମାନିଟି କନ୍ଧମାଳ ସ୍ନେକ ହେଲ୍ପଲାଇନ ସଦସ୍ୟ ଙ୍କୁ ଯୋଗାଯୋଗ କରିଥିଲେ। ସମୟ ନଷ୍ଟ ନ କରି ତୁରନ୍ତ ଟିମ ର ଆବାହକ…

ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ବ୍ରହ୍ମପୁର( ୨୨/୦୮) : ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଏହି ଜନ ଅଭିଯୋଗ ଶୁଣାଣୀରେ ଉପଖଣ୍ଡ ସ୍ତରୀୟର ସମୁଦାୟ ମୋଟ ୫୬ଗୋଟି…

ଆରମ୍ଭ ହେଲା ପୋଖରୀ ସଫେଇ ଓ ପୁନରୁଦ୍ଧାର କାର୍ଯ୍ୟ

ଫୁଲବାଣୀ (୨୨/୦୮) : ଫୁଲବାଣୀ ପୋୖରାଧ୍ୟକ୍ଷା ଶ୍ରୀମତୀ ସ୍ମିତା ମହାନ୍ତିଙ୍କ ନିର୍ଦେଶରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଫୁଲବାଣୀ ସହରର ବଜାରର ନିକଟରେ ଥିବା ପୁରାତନ ପୋଖରୀ ଗୁଡିକର ଦୀର୍ଘ ଦିନ ହେଲା ଅଳିଆ ଆବର୍ଜନା ଓ ଦଳ ଆଦି ଭର୍ତ୍ତି…

ସଞ୍ଜୟ ରାଉତଙ୍କ ବିଚାର ବିଭାଗୀୟ ହାଜତ ଅବଧି ବଢ଼ିଲା  

ମୁମ୍ବାଇ: ମୁମ୍ବାଇର ପତ୍ର ଚଲ୍ ଦୁର୍ନୀତ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଆଜି ଏକ ସ୍ୱତନ୍ତ୍ର ଅଦାଲତ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ବିଚାର ବିଭାଗୀୟ ହାଜତ ରହଣି ମିଆଦ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଅଗଷ୍ଟ ପହିଲାରେ…

ଆସନ୍ତା ୨୫ ଓ ୨୬ ରେ  ଗଞ୍ଜାମରେ ପେନସନ ଅଦାଲତ

ଛତ୍ରପୁର (୨୧/.୦୮) : ଗଞ୍ଜାମ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏବଂ  ପ୍ରଧାନ ମହଲେଖାକାର (ଲେଖା ଓ ହକଦାରୀ)ଙ୍କ ସହଯୋଗରେ ଛତ୍ରପୁର ସଂସ୍କୃତି ଭବନ ସମ୍ମିଳନୀ କକ୍ଷଠାରେ ଆସନ୍ତା ୨୫ ଓ ୨୬ ତାରିଖ ଦୁଇଦିନ ଧରି ଗଞ୍ଜାମ ଜିଲ୍ଲାର ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କର ବକେୟା ଅବସରକାଳୀନ…

ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମ ରାଜ୍ୟସ୍ତରୀୟ କର୍ମଚାରୀ ସମ୍ମିଳନୀ

ବ୍ରହ୍ମପୁର : ବ୍ରହ୍ମପୁର ଟାଉନ ହଲ ଠାରେ ଦିବା ୧୧ ଘଣ୍ଟl ସମୟରେ ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମ ରାଜ୍ୟସ୍ତରୀୟ କର୍ମଚାରୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ସର୍ବପ୍ରଥମେ ଆସିଥିବା ଅତିଥି ମାନେ ଜଗନ୍ନlଥଙ୍କ ପାଖରେ ଦ୍ୱୀପ ପ୍ରଜ୍ୱଳନ୍ନ କରି ଭାଷଣ ଆରମ୍ଭ କରିଥିଲେ l ଉପସ୍ଥିତ ଥିବା…

ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁକୁ ନେଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚାପା ଉତ୍ତେଜନା

ବ୍ରହ୍ମପୁର : ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁକୁ ନେଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚାପା ଉତ୍ତେଜନା । ମୃତକ ହେଲେ ୧୨ ବର୍ଷିୟା ଏସ.ଅଭିରାମ । ଗଞ୍ଜାମ ଜିଲ୍ଲା ବଡ ଆର୍ଯ୍ୟପଲ୍ଲୀର ଏସ.ବାଲାରାଜୁଙ୍କ ୧୦ ବର୍ଷିୟା ପୁଅ ଏସ.ଅଭିରାମଙ୍କୁ ଝାଡା ହେବା ଫଳରେ ସ୍ବାସ୍ଥ୍ୟ ଖରାପ ହୋଇଥିଲା ।…

ଏବେବି ଧାନରୋପା ଭୁଲି ନାହାନ୍ତି ଜିଲା ପରିଷଦ ଅଧକ୍ଷା

ଚିତ୍ରକୋଣ୍ଡା (୨୧/୦୮) : ମଣିଷ ଯେତେ ଉପରକୁ ଉଠୁ ପଛେ ନିଜ ମାଟି, ବୃତ୍ତି ଓ ପରମ୍ପରା ସଂକୃତି କୁ କେବେ ଭୁଲି ନଥାଏ l ସେଇଭଳି ଜଣେ ରାଜନେତା ମାଲକାନଗିରି ଜିଲା ପରିଷଦ ଅଧକ୍ଷା ଶ୍ରୀମତୀ ସମାରି ତାଙ୍ଗୁଲ l ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ବଡ଼ପଡ଼ା ଗ୍ରାମର ସେ ଜଣେ ଚାଷୀ ପରିବାର ର…