Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଲଗାଣ ବର୍ଷାରେ କାନ୍ଥ ପଡ଼ି ନଅ ବର୍ଷର ବାଳକର ଅକାଳ ମୃତ୍ୟୁ…
ଉମରକୋଟ: ଲଗାଣ ବର୍ଷାରେ ଜନ ଜୀବନ ଅସ୍ତ ବ୍ୟସ୍ତ ହେବା ଦେଖିବାକୁ ମିଳୁଛି, ଏହି ଲଘୁଚାପ ଜନିତ ବର୍ଷାରେ ନବରଂପୁର ଜ଼ିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ କୁରାବେଡ଼ା ପଞ୍ଚାୟତ କୁବୁଡ଼ାଡିହି ଗ୍ରାମର ସ୍ବର୍ଗତ ପଳାରାମ ଗଣ୍ଡଙ୍କ ପୁଅ ଆକାଶ ଗଣ୍ଡ ଯାହାର ବୟସ ନଅ ବର୍ଷ ସେ ଆଜି ଦିନ ପ୍ରାୟ ଏଗାରଟା!-->…
ଧୋଦ୍ରା ଶିବ ମନ୍ଦିର ଠାରେ ବଣିକ ସଙ୍ଘ ତରଫରୁ ବୃକ୍ଷ ରୋପଣ…
ଝୋରୀଗାଁ : ଜନ କଲ୍ୟାଣ ଓ ପରିବେଶ ପ୍ରଦୂଷଣ ରୁ ରକ୍ଷା ପାଇଁବା ପାଇଁ ଆଜି ଧୋଦ୍ରା ଶିବ ମନ୍ଦିର ପ୍ରାଙ୍ଗଣରେ ଧୋଦ୍ରା ବଣିକ ସଙ୍ଘ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରୋମ ଅନୁଷ୍ଠିତ ହୋଇଯାଇଛି ,ଏହି ଉତ୍ସବ ରେ ଧୋଦ୍ରା ଫରେଷ୍ଟର ଶ୍ରୀ ଆକୁଳ ବୈରାଗି ,ସରପଞ୍ଚ ଶ୍ରୀ ମହେନ୍ଦ୍ର ଭତ୍ରା,ମଙ୍ଗଳା!-->…
ପ୍ରେମରୁ ପ୍ରତାରଣା : ୧୯ ମାସର ଛୁଆକୁ ଧରି ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା
ବ୍ରହ୍ମପୁର : ପ୍ରକୃତ ପ୍ରେମ ଆଜିକାଲି ଵିରଳ, ପ୍ରେମ କହିଲେ ସମ୍ପର୍କର କିଛି ଦିନ ପରେ ଶାରୀରିକ ସମ୍ପର୍କ ଯାହାକି ଆଜିକାଲି ଯୁବ ପିଢ଼ି ସମାଜ କୁ କଳୁଷିତ ଆଡକୁ ଟାଣି ନେଉଛନ୍ତି l ସେ ପୁଅ ହେଉ କିମ୍ବା ଝିଅ ଶାରୀରିକ ସମ୍ପର୍କ ପରେ ପ୍ରେମର ନିଶା କମି ଯାଇଥାଏ ତା ପରେ ଆରମ୍ଭ ହୁଏ!-->…
ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜନ୍ମୋତ୍ସବ ତଥା ଭାରତର ପଞ୍ଚସ୍ତରୀତମ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ
ରାଉରକେଲା : ଶ୍ରୀ ଅରବିନ୍ଦ ଯୋଗ ମନ୍ଦିର ଓ ସ୍କୁଲ ଆନୁକୂଲ୍ୟରେ ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜନ୍ମୋତ୍ସବ ଓ ସ୍ୱାଧୀନତାର ପଞ୍ଚସ୍ତରୀତମ ଅମୃତ ମହୋତ୍ସବ ସିଭିକ ସେଣ୍ଟରେ ଠାରେ ଦିବସ ବ୍ୟାପୀ ପାଳନ ହୋଇଯାଇଛି । ଏହି ଉପଲକ୍ଷେ ଶ୍ରୀ ଅରବିନ୍ଦଙ୍କ ଜୀବନ ଦର୍ଶନ ଆଧାରିତ ଏକ ସଦଭାବନା ରଥ ସହର!-->…
ବ୍ରାହ୍ମଣୀଗାଁରେ ଜୈବିକ କୃଷି ଶିକ୍ଷା କାର୍ଯ୍ୟକ୍ରମ
ବ୍ରାହ୍ମଣୀଗାଁ (୮/୮) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଆଠଗୋଟି ପଞ୍ଚାୟତ କାଟିଙ୍ଗିଆ, କୁମ୍ଭାରୀ ଗାଁ , ଝିଞ୍ଜିରିଗୁଡ଼ା, ଗଦାପୁର, ତାଜୁଙ୍ଗିଆ, ହତିମୁଣ୍ଡା, ସାରାମୁଳି ପଞ୍ଚାୟତ ର ଚାଷୀ ମାନଙ୍କୁ ନେଇ ଜୈବିକ ପଦ୍ଧତି ରେ କୃଷିଜାତ ଫସଲ ଅମଳ!-->…
ତୁଳସୀପଦରକୁ ପହଞ୍ଚିପାରିଲେନି ଡାକ୍ତରୀ ଟିମ୍ ଡାକବାଜି ଯନ୍ତ୍ର ଦ୍ବାରା ସଚେତନ କଲେ, ଔଷଧ ଫିଙ୍ଗି ପଳାଇଲେ
ନବରଙ୍ଗପୁର : ବର୍ଷା ସାଜିଲା ପ୍ରତିବନ୍ଧକ । ପୋଲ ଉପରେ ପାଣି ପ୍ରବାହିତ ହେଉଥିବାରୁ ସଚେତନ କରିବାକୁ ଆସି ତୁଳସୀପଦର ଗ୍ରାମକୁ ପହଞ୍ଚିପାରିଲେନି ଡାକ୍ତରୀ ଟିମ୍; ଡାକବାଜି ଯନ୍ତ୍ର ଦ୍ବାରା ସଚେତନ କଲେ, ଔଷଧ ଫିଙ୍ଗି ପଳାଇଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର!-->!-->!-->!-->!-->…
ବରିଷ୍ଠ ସାମ୍ବାଦିକଙ୍କ ପିତୃ ବିୟୋଗ
ବ୍ରହ୍ମପୁର : ବରିଷ୍ଠ ସାମ୍ବାଦିକ ରାଜେନ୍ଦ୍ର ସାହୁଙ୍କ ପିତା ବଳରାମ ସାହୁ ଙ୍କ ୯୨ ବର୍ଷ ବୟସରେ ଆଜି ପରଲୋକ ହୋଇଯାଇଛି | ତାଙ୍କର ଶେଷକୃତ୍ୟ ପୁରୀ ସ୍ୱର୍ଗ ଦ୍ଵାର କରାଯିବ l ସୂଚନା ଥାଉକି ସ୍ବର୍ଗତ ବଳରାମ ସାହୁ ଭାରତୀୟ ସେନାରେ ଜଣେ ଅବସରପ୍ରାପ୍ତ ସୈନିକ, ସେ ୧୯ ୬୨ ମସିହା ଭରତ ଓ ଚୀନ!-->…
ଧରାକୋଟ ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ
ବ୍ରହ୍ମପୁର : ଧରାକୋଟ ବ୍ଲକ୍ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଗଞ୍ଜାମ ଭି. କିର୍ତ୍ତୀ ଓ୍ବାସନ୍ ଉପସ୍ଥିତ ରହି ସର୍ବ ପ୍ରଥମେ ଦିବ୍ୟାଙ୍ଗ ଜନ!-->…
ଜନ ଚେତନାରେ ଲୋକ କଳା ଉଜ୍ଜୀବିତ ରଖିବା ପ୍ରୟାସ ଆବଶ୍ୟକ : ମହାସଂଘ
ବ୍ରହ୍ମପୁର(୦୮/୦୮) : କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ପକ୍ଷରୁ ସ୍ଥାନୀୟ ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହଲ୍ ପରିସରରେ ଗ୍ରାମୀଣ ନାଟ୍ୟ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ!-->…
ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କୁ ଦରମା ନଦେଇ ମାନସିକ ନିର୍ଯ୍ୟାତନା ଦେବା ଅଭିଯୋଗ
ଫୁଲବାଣୀ : ଆଜି ସୋମବାର କନ୍ଧମାଳ ଜିଲ୍ଲାର ସତ୍ୟସାଇ ପ୍ରାଥମିକ ବିଦ୍ୟାଳୟର ୫୦ରୁ ଉର୍ଦ୍ଧ୍ବ ଅଭିଭାବକ ଅଭିଭାବିକା ଏକଜୁଟ ହୋଇ ଫୁଲବାଣୀ ଜିଲ୍ଲା ଶିକ୍ଷା ଅଧିକାରୀ ଫୁଲବାଣୀ କାର୍ଯ୍ୟାଳୟ ଠାରେ ପହଞ୍ଚି ଏକ ଲିଖିତ ଅଭିଯୋଗ କରିବା ସହିତ ଏହାର ନକଲ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ!-->…