Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବିଦ୍ୟାଳୟରେ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ : କାରଣ ଅସ୍ପଷ୍ଟ
ବାଲିଗୁଡ଼ା/ ଫୁଲବାଣୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ରୁତୁଙ୍ଗିଆ ଗ୍ରାମ ପଞ୍ଚାୟତର କଟ୍ରିକିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ପଞ୍ଚମ ଶ୍ରେଣୀ ଆଦିବାସୀ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣା ପରେ ବିଦ୍ୟାଳୟର ପ୍ରଧାନ!-->…
ଚୋର ଭାବି ଚୁଟି ବେପାରୀଙ୍କୁ ନିର୍ଧୁମ ମାଡ଼, ଅଚେତ ଅବସ୍ଥାରେ ଉଦ୍ଧାର ହୋଇ ଚିକିତ୍ସିତ
ହିଂଜିଳିକାଟୁ, ୨ା୮: ପଡ଼ୋଶୀ ପଶ୍ଚିମବଙ୍ଗରୁ ଦଳେ ବୁଲା ବେପାରୀ ଆସି ଅଂଚଳରେ ଚୁଟି ବଦଳରେ ରସ ବାସନ ବଦଳ ବେପାର କରୁଥିବା ବେଳେ ମଙ୍ଗଳବାର ଉକ୍ତ ବୁଲା ବେପାରୀଙ୍କୁ ଶେରଗଡ଼ ଥାନା ଗୋବିନ୍ଦପୁରରେ କିଛି ଗ୍ରାମ ଲୋକ ଚୋର ଭାବି ନିର୍ଧୁମ ମାଡ଼ ମାରିଛନ୍ତି । ଅନ୍ୟ ପକ୍ଷରେ ମାଡ଼ ଖାଇ ଅଚେତ!-->…
ଓଡିଶୀ ନୃତ୍ୟରେ ରାଜ୍ୟରେ ପ୍ରଥମ ସ୍ଥାନ ପାଇ ଜିଲ୍ଲାପାଇଁ ଗୌରବ ଆଣିଲେ ମାଲକାନଗିରି ଛାତ୍ରୀ
ମାଲକାନଗିରି (୨।୮) : ଗତ ୩୧ ଜୁଲାଇ ତାରିଖ ଦିନ ଭୁବନେଶ୍ୱର ସ୍ଥିତ ଭଞ୍ଜକଳା ମଣ୍ଡପରେ ଓଡିଶୀ ନୃତ୍ୟ ପରିଷଦ ଦ୍ୱାରା ପଦ୍ମଶ୍ରୀ ଡଃ ଇଲିଆନା ସିତାରିଷ୍ଟୀ, ଡଃ ସ୍ନେହାପ୍ରଭା ସାମନ୍ତରାୟଙ୍କ ସଭାପତିତ୍ୱରେ ୧୬ଟି ଓଡିଆ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛିା ଉକ୍ତ ମହୋତ୍ସବରେ ମାଲକାନଗିରି ନିବାସୀ!-->…
ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୬ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୬ ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ଦୁଃଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସ୍ୱାଧୀନତା ଦିବସ ପାଳନ ପାଇଁ!-->…
ଆଜିଠାରୁ ଡାକ ଘରେ ମିଳିବ ଜାତୀୟ ପତାକା
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ମୂଖ୍ୟ ଡାକଘରେ ସ୍ୱାଧୀନତାର ୭୫ତମ ଆ ଜାଦୀ କି ଅମୃତ ମହୋତ୍ସବ ଅବସରରେ ହର ଘର ମେ ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରିବା ଉଦେଶ୍ୟରେ କମ ମୂଲ୍ୟରେ ଜାତୀୟ ପତାକା ବିକ୍ରୟ ଆରମ୍ଭ ହୋଇଛି l ଏହାକୁ ଫୁଲବାଣୀ ମୁନିସିପାଲିଟି ପୋୖରାଧ୍ୟାକ୍ଷା!-->…
ଡେଙ୍ଗୁ ଜ୍ୱରର ସତର୍କ ଓ ସଚେତନତା ଶୋଭାଯାତ୍ରା
ମାଲକାନଗିରି(୨।୮) : ବର୍ତ୍ତମାନ ବର୍ଷା ଲାଗି ରହିଥିବା କାରଣରୁ ଗାଁ ଗହଳି ଓ ସହର ବଜାରରେ ଥିବା ନାଳ ନର୍ଦ୍ଦମା ପାଣି ଜମିବା ଫଳରେ ଏଡିସ ମଶାର ବଂଶ ବୃଦ୍ଧି କାରଣରୁ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ସେଥିପାଇଁ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେବା!-->!-->!-->…
ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୫ ବର୍ଷ ଜେଲ ୨୦ ହଜାର ଟଙ୍କା ଜରିମାନା
ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରା ଜଜ ଏବଂ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପୀଡ଼ିତାଙ୍କ ବୟାନ ଆଧାରରେ ମାମଲାର ଅଭିଯୁକ୍ତ ଜିରିମିଆ ପ୍ରଧାନ (୨୭)କୁ!-->!-->!-->…
ଗଛରେ ପିଟିହେଲା କାର,ଜଣେ ମୃତ,୪ ଆହତ
ଫୁଲବାଣୀ : ଆଜି ଅପରାହ୍ନ ତିନିଟା ରେ ଏକ କାର ଫୁଲବାଣୀ -ଭୁବେନଶ୍ବର ରାସ୍ତା ଖଜୁରୀପଡା ଥାନା ଅନ୍ତର୍ଗତ ବାରପୋଲିଆ ଠାରେ ଏକ କାର ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛରେ ପିଟିହୋଇଯିବା ଫଳରେ ଜଣକର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଚାରି ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଖବର!-->…
ତେଲୁଗୁ ରେଡ୍ଡୀ ସମ୍ପ୍ରଦାୟର ଲୋକଙ୍କୁ OBC ପଚ୍ଛୁଆବର୍ଗଶ୍ରେଣୀରେ ସାମିଲ କରିବା ନିମନ୍ତେ ଦାବୀ
ବ୍ରହ୍ମପୁର : ଓଡ଼ିଶାରେ ବସବାସ କରୁଥିବା ପ୍ରାୟ ୧୫ ଲକ୍ଷ ଲୋକ ସମସ୍ତ ତେଲୁଗୁ ରେଡ୍ଡୀ ସମ୍ପ୍ରଦାୟର ଲୋକଙ୍କୁ OBC ପଚ୍ଛୁଆବର୍ଗଶ୍ରେଣୀରେ ସାମିଲ କରିବା ନିମନ୍ତେ ରାଜ୍ୟସରକାର ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ନିମନ୍ତେ ମହାସଂଘ ଦାବୀ ଉପସ୍ଥାପନ କରିଛନ୍ତି । ପ୍ରାଥମିକ!-->…
ମାଲକାନଗିରି ପୌରପରିଷଦ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ତା’ର ସମାଧାନ ନିମନ୍ତେ ବୈଠକ
ମାଲକାନଗିରି (୨/୮) : ଆଜି ମାଲକାନଗିରି ଉପ - ଜିଲ୍ଲାପାଳ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ, ମାଲକାନଗିରି ସହରର ବିଭିନ୍ନ ସମସ୍ୟା ଓ ତା'ର ସମାଧାନ ନିମନ୍ତେ ଗୋଟିଏ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ମାଲକାନଗିରି ପୈାରପରିଷଦର!-->…