Browsing Category

ଆଞ୍ଚଳିକ

ଉଜ୍ଜଳ ଭାରତ-ଉଜ୍ଜଳ ଭବିଷ୍ୟତ, ପାଓ୍ବାର @ ୨୦୪୭ ଅନୁଷ୍ଠିତ

ଛତ୍ରପୁର (୩୦/୦୭) : ଓଡିଶା ପାଓ୍ବାର ଟ୍ରାନ୍ସମିଶନ୍ କର୍ପୋରେସନ୍ ଲିମିଟେଡ୍, ଟିପି ସାଉଥ୍ ଓଡିଶା ଡିଷ୍ଟ୍ରିବୁସନ୍ ଲିମିଟେଡ୍, ପାଓ୍ବାର ଗ୍ରୀଡ୍ କର୍ପୋରେସନ୍ ଇଣ୍ଡିଆ ଲିମିଟେଡ୍ ର ମିଳିତ ଆୟୋଜନ କ୍ରମେ ସମଗ୍ର ଭାରତ ବର୍ଷରେ ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ “ଉଜ୍ଜଳ ଭାରତ-ଉଜ୍ଜଳ…

ରାଜ୍ୟସ୍ତରୀୟ ଉତ୍କଳୀୟମ ଯୁବଉତ୍ସବ – ୨୦ ୨୨

ଭୁବନେଶ୍ୱର (୩୦/୦୭) : ଆଜି ଭୁବନେଶ୍ୱର,ୟୁନିଟ-୩ ସ୍ଥିତ ଉତ୍କଳ ସାମ୍ବାଦିକ ସଙ୍ଘର ସଭାଗୃହରେ ଉତ୍କଳୀୟମ ଫାଉଣ୍ଡେସନ ଟ୍ରଷ୍ଟ, ଭୁବନେଶ୍ୱର, ଓଡିଶା ପକ୍ଷରୁ ୫ମ ରାଜ୍ୟ ସ୍ତରୀୟ ଉତ୍କଳୀୟମ ଯୁବ ଉତ୍ସବ-୨୦ ୨୨ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ…

ଖଲ୍ଲିକୋଟ କଲେଜ ନାମ ଫଳକ ବିବାଦ : ଭୁଲକୁ ସଂଶୋଧନ କଲେ କତୃପକ୍ଷ…

ବ୍ରହ୍ମପୁର -ରାଜ୍ୟ ସରକାର ବ୍ରହ୍ମପୁର ଖଲ୍ଲିକୋଟ କଲେଜକୁ 2021 ଅଗଷ୍ଟ ମାସରେ ବିଶ୍ୱବିଦ୍ୟାଳୟ ଘୋଷଣା କଲେ, ଏହି ପରିପ୍ରେକ୍ଷୀରେ କତୃପକ୍ଷ ଖଲ୍ଲିକୋଟ ମହାବିଦ୍ୟାଳୟ, ପ୍ରତିଷ୍ଠା -1878 ଲେଖାଥିବା ମୁଖ୍ୟ ଫାଟକ ଉପରୁ ନାମ ଫଳକକୁ ଭାଙ୍ଗି ଦେଇ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ -2021…

ନୂତନ ଗାଁ ସାଥି ଚୟନ ପ୍ରକ୍ରିୟାକୁ ବନ୍ଦ ପାଇଁ ଦାବି

ଦାରିଙ୍ଗବାଡ଼ି (୨୯/୭) : ଦାରିଙ୍ଗବାଡ଼ି ବ୍ଲକ ଗାଁ ସାଥି (ମେଟ୍‌) ଉତ୍କଳ ସଂଘ ତରଫରୁ ନୂତନ ଭାବେ ଚୟନ ପ୍ରକ୍ରିୟାକୁ ବନ୍ଦ କରିବାକୁ ଦାବିି ହୋଇଛି । ଏନେଇ ମେଟ୍‌ର ବହୁ ସଦସ୍ୟମାନେ ଏକତ୍ରିତ ହୋଇ ଦାରିଙ୍ଗବାଡ଼ି ବିଡ଼ିଓ ଗଦାଧର ପାତ୍ରଙ୍କ ଉଦ୍ଦେଶ୍ୟରେ ବ୍ଲକ ମୁଖ୍ୟ କିରାଣି ଓ ଏପିଓ…

ପ୍ରବଳ ବର୍ଷାରେ ଭାଙ୍ଗିଲା ଗମ୍ପାକୋଣ୍ଡା ମୁଖ୍ୟ କେନାଲ, ହଜାର ହଜାର ଏକର ଜମି ଜଳମଗ୍ନ

ମାଲକାନଗିରି : ମାଲକାନଗିରି ଜିଲ୍ଲା ରେ ପ୍ରବଳ ବର୍ଷ ଯୋଗୁ ଭାଙ୍ଗିଲା ଗମ୍ପାକୋଣ୍ଡା ମୁଖ୍ୟ କେନାଲ । ଗମ୍ପାକୋଣ୍ଡା ର ଏମପିଭି ୭୫ ଗାଁ ରେ ଚାଷଜମି ଜଳମଗ୍ନ । ଚାଷ ଜମିରେ କେନାଲ ପାଣି ପଶିବାରୁ ଜମିରେ ଘାଇ ସୃଷ୍ଟି ହେବା ଚାଷୀ ଙ୍କ ମନରେ ଭାଲେଣି ପଡିଛି । ଜମିଗୁଡିକ ରେ ପ୍ରାୟ ୫ରୁ ୭…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କିମ୍‍ସ ସୁପରସ୍ପେଶିଆଲିଟି ଓ କ୍ୟାନ୍‍ସର ସେଣ୍ଟର ଉଦ୍‍ଘାଟିତ

ଫୁଲବାଣୀ: ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂତନ କୀର୍ତ୍ତିମାନ ସ୍ଥାପନ ହୋଇଛି । କିମ୍‍ସ ସୁପର ସ୍ପେଶିଆଲିଟି ଓ କିମ୍‍ସ କ୍ୟାନ୍‍ସର ସେଣ୍ଟରକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‍ଘାଟନ କରିଛନ୍ତି । ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, କିଟ୍‍,…

ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ

ଦାରିଙ୍ଗବାଡ଼ି,(୨୯/୭) : ଆସନ୍ତା ସ୍ୱାଧୀନତା ଦିବସ ପାଳନ ପାଇଁ ବ୍ଲକ ସଭାଗୃହ ଠାରେ ବିଡ଼ିଓ ଗଦାଧର ପାତ୍ରଙ୍କ ଅଧକ୍ଷତା କ୍ରମେ ଏକ ପ୍ରସ୍ତୁତି ଵେଠକ ଆୟୋଜିତ ହୋଇଯାଇଛି । ଏହି ଅବସରରେ ସ୍ୱାଧୀନତା ଦିବସ କିଭଳି ପାଳନ କରାଯିବ ସେନେଇ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନା ପାଇଁ…

ଅନଗ୍ରସର ଛାତ୍ରଛାତ୍ରୀମାନଙ୍କୁ ଟି.ଏଲ୍.ଏମ୍. କିଟ୍ ବଣ୍ଟନ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ବୌଦ୍ଧିକ ଅନଗ୍ରସର ଛାତ୍ରଛାତ୍ରୀ ମାନଙ୍କୁ ସ୍ଥାନୀୟ ଏ.ଜେ.ଓ. ଉଚ୍ଚ ବିଦ୍ୟାଳୟରେ ଗତକାଲି ଠାରୁ ଟି.ଏଲ୍.ଏମ୍. କିଟ୍ ବଣ୍ଟନ ଆରମ୍ଭ ହୋଇଛି । ମୁଖ୍ୟ ଅତିଥିଭାବେ ଯୋଗଦେଇ କନ୍ଧମାଳ ଜିଲ୍ଲାପାଳ ପାଟିଲ୍ ଆଶିଷ ଇଶ୍ବର ଏହି ବଣ୍ଟନ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ…

ସମାଜସେବୀ ମାଗୁଣି ନାହାକଙ୍କୁ ବିଦ୍ୟାସାଗର ସ୍ମୃତି ସମ୍ମାନ

ବ୍ରହ୍ମପୁର : ପୂଜ୍ୟପୂଜା ସମିତି ପକ୍ଷରୁ ମହାନ ସମାଜ ସଂସ୍କାରକ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ 131ତମ ମୃତ୍ୟୁ ବାର୍ଷିକୀ ସ୍ଥାନୀୟ ବିଜିପୁର କମ୍ୟୁନିଟି ହଲ ଠାରେ ପାଳନ ହୋଇଯାଇଛି l ସମିତି ସଭାପତି ବଂଶୀଧର ଭୂୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ସଂସ୍କାରକ…

ବିଦ୍ୟାଳୟସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ

ଫୁଲବାଣୀ : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ପରିସରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବିଜ୍ଞାନ ମେଳାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର ରଥ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମକୁ…