Browsing Category

ଆଞ୍ଚଳିକ

ସ୍ୱାମୀଙ୍କ ମୃତ୍ୟୁର ଦୁଇବର୍ଷ ପରେ ମଧ୍ୟ ବିଧବା ଭତ୍ତା ପାଇବାରୁ ବଞ୍ଚିତ

ଦାରିଙ୍ଗବାଡ଼ି (୧୬/୭): ଦାରିଙ୍ଗବାଡ଼ି ବ୍ଳକ ତାଜୁଙ୍ଗି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିକବାଡ଼ି ଗ୍ରାମର ମୃତ ସ୍ୱାମୀ ମୁକୁନ୍ଦ ପାଟମାଝୀଙ୍କ ବିଧବା ପତ୍ନୀ ସୁନନ୍ତି ପାଟମାଝୀ ସ୍ୱାମୀଙ୍କ ମୃତ୍ୟୁର ଦୁଇବର୍ଷ ବିତିଯାଇଥିଲେ ମଧ୍ୟ ବିଧବା ପତ୍ନୀ ସୁନନ୍ତି ଆଜଯାଏ ବିଧବା ଭତ୍ତା ଓ ଜାତୀୟ ସମାଜ…

ରାମଚଣ୍ଡୀ ପୀଠ,ବଟେଶ୍ୱର ପୀଠ ଓ ଅଳେଶ୍ୱର ପୀଠକୁ ନୂତନ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ନେଇ ବିଧାନସଭାରେ ପ୍ରଶ୍ନ କଲେ…

ଛତ୍ରପୁର : ବିଧାନସଭା ରେ ନୂତନ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ନେଇ ବିଧାନସଭା ରେ ପ୍ରଶ୍ନ କରିଛନ୍ତି ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ।ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ରହିଥିବା କେତେଗୋଟି ମାନ୍ୟତା ପ୍ରାପ୍ତ ପର୍ଯ୍ୟଟନ ସ୍ଥଳୀ ରହିଛି ଏବଂ ବିଶେଷକରି ରାମଚଣ୍ଡୀ ପୀଠ,ବଟେଶ୍ୱର…

ସ୍ୱର୍ଗତ ଶଶାଙ୍କ ଶେଖର ସାହୁଙ୍କୁ ଏକା ଦଶାହରେ ଶ୍ରଦ୍ଧାଞ୍ଜଳି

ଫୁଲବାଣୀ : କନ୍ଧମାଳର ଅଗ୍ରଣୀ ନିଷ୍ଠାପର ନୀର୍ଭୀକ ସମାଜସେବୀ ସ୍ୱର୍ଗତ ଶଶାଙ୍କ ଶେଖର ସାହୁଙ୍କ ଏକାଦଶାହ ଫୁଲବାଣୀ ଗାୟତ୍ରୀ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି।ବିଭିନ୍ନ ସଂଗଠନ, ସାଙ୍ଗସାଥି ବନ୍ଧୁ ବାନ୍ଧବ, ଜ୍ଞାତି କୁଟୁମ୍ବଙ୍କ ପକ୍ଷରୁ ଅମର ଆତ୍ମାର ସଦଗତି ପାଇଁ ଦୁଇମିନିଟ ନୀରବ…

ପାର୍କ ନାଁ ରେ କେଳେଙ୍କାରୀ…! କିଏ କାହିଁକି ଖର୍ଚ୍ଚ କରିଛି ଟଙ୍କା ! : “ପୀତବାସ ପଣ୍ଡା “

ବ୍ରହ୍ମପୁର -: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା 2021ଜାନୁୟାରୀ ମାସ ପାଞ୍ଚ ତାରିଖରେ ବ୍ରହ୍ମପୁର ରାମଲିଙ୍ଗେଶ୍ୱର ପାର୍କ ମହାଶମହୋରରେ ଉଦଘାଟନ ହୋଇଥିଲା l ସେହି ସମୟରେ ଏଥି ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଅଭିଯୋଗ ହୋଇଥିଲା l ପରବର୍ତ୍ତୀ ସମୟରେ ବିଶିଷ୍ଟ…

ଆଷାଢ଼ରେ ଏମିତି ତ ଶ୍ରାବଣରେ କେମିତି !

ରାଉରକେଲା/ବଣାଇ(ବସନ୍ତ କୁମାର ଜେନା) : ବଣାଇ ଉପଖଣ୍ଡର କୋଇଡା ବ୍ଲକ୍ ଭଞ୍ଜପାଲି ଛକ ରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ବର୍ଷା ଆରମ୍ଭ ହେଉ ହେଉ ରାସ୍ତା ଘାଟର ଅବସ୍ଥା ଆପଣମାନେ ଦେଖିପାରୁଥିବେ । ଏହି ଫଟୋ ଚିତ୍ରଟି ହେଉଛି ସୁନ୍ଦରଗଡ଼ ଜିଲ୍ଲା ଖଣି ଖାଦାନ ଭରା କୋଇଡା ଅଞ୍ଚଳ ।…

ସୁନ୍ଦରଗଡ଼ ଜିଲ୍ଲାରେ ୧୮ରୁ ୫୯ ବର୍ଷ ବର୍ଗଙ୍କୁ କୋଭିଡ ବୁଷ୍ଟର ଡୋଜ୍‌

ସୁନ୍ଦରଗଡ଼ (୧୫/୦୭) : ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ସାରା ଦେଶରେ ୧୮ରୁ ୫୯ ବର୍ଷ ବୟସ ବର୍ଗର ଲୋକଙ୍କୁ ମାଗଣାରେ କୋଭିଡର ବୁଷ୍ଟର ଡୋଜ୍ ଦିଆଯାଉଛି। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲା ମଧ୍ୟ ଯୋଡ଼ି ହୋଇଛି। ଏହି ଟିକାକରଣ ପାଇଁ ଜିଲ୍ଲାରେ ୪୦ରୁ ଅଧିକ କେନ୍ଦ୍ର କରାଯାଇଛି।…

ଅଳିଆ ଆବର୍ଜ୍ଜନାରେ ଭରି ରହିଛି କୋଇଡା ଖଣି ଅଞ୍ଚଳ

ରାଉରକେଲା/କୋଇଡା(ବସନ୍ତ କୁମାର ଜେନା) : ଏହି ଅଞ୍ଚଳରୁ ରାଜସ୍ବ ଯାଇ କଟକ ଭୁବନେଶ୍ବର ଚକ ଚକ ହେଉଥିବା ବେଳେ ରାଜସ୍ବ ଯୋଗାଉଥିବା ସୁନ୍ଦରଗଡ଼ ଜିଲ୍ଲା କୋଇଡା ଖଣି ଅଞ୍ଚଳର ଛାତି (ବସଷ୍ଟାଣ୍ଡ) ଉପର ସମେତ କୋଇଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ବର୍ଷ ବର୍ଷ ଧରି ପଡ଼ିରହିଛି ଅଳିଆ ଆବର୍ଜ୍ଜନା ।…

ଏମ୍‌କେସିଜିରେ ଚିକିତ୍ସା ଅବହେଳା ଯୋଗୁଁ ରୋଗୀ ମୃତ୍ୟୁ ଅଭିଯୋଗ

ବ୍ରହ୍ମପୁର : ବ୍ରହ୍ମପୁର ମେଡ଼ିକାଲ ଏମକେସିଜିରେ ପୁଣିଥରେ ଚିକିତ୍ସା ଅବେହଳା ଯୋଗୁଁ ରୋଗୀ ମୃତ୍ୟୁ ଅଭିଯୋଗ ଆସିଛି | ଜଣାପଡ଼ିଛି ପାଟପୁର ଗ୍ରାମର ସବିତା ପାଣିଗ୍ରାହୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗତ କାଲି ବିଗିଡି ଯିବାପରେ ପରିବାରବର୍ଗ ପକ୍ଷରୁ ପ୍ରଥମେ ତାଙ୍କୁ ଆଡ଼ପଡ଼ା ସ୍ୱାସ୍ଥ୍ୟ…

ନିଜ ପଞ୍ଚାୟତରେ ବ୍ୟାଙ୍କ ସେବାର ଫାଇଦା ଉଠାଇବେ ସ୍ୱାଭିମାନ ଅଞ୍ଚଳ ଭତ୍ତା ହିତାଧିକାରୀ

ଚିତ୍ରକୋଣ୍ଡା (୧୫/୦୭) : ସରକାର ତଥା ପ୍ରଶାସନ ବିଭିନ୍ନ ଶ୍ରେଣୀର ଭତ୍ତା ଆକାଉଣ୍ଟ ଜରିଆରେ ଦେବା ପାଇଁ ଘୋଷଣା କରି ଦେଉଥିବା ଫଳରେ ବ୍ୟାଙ୍କ ସେବା ନଥିବା ଏବଂ ନେଟୱାର୍କ ବ୍ୟବସ୍ଥା ନଥିବାରୁ ଏବଂ ଗ୍ରାହକ ସେବା କେନ୍ଦ୍ର ନଥିବାରୁ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ର ଆଠ…

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଶ୍ରୀଗୁରୁ ପୂର୍ଣ୍ଣିମା

ଚିକିଟି : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପ୍ରଧାନାଚାର୍ଯ୍ୟ ଶ୍ରୀ ରବୀନ୍ଦ୍ରନାଥ ସାହୁଙ୍କ ସଭାପତିତ୍ୱରେ ଗୁରୁପୂର୍ଣ୍ଣମା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମ୍ପାଦକ ଶ୍ରୀ ଆର୍ତ୍ତତ୍ରାଣ ବେହେରା ଉପସ୍ଥିତ ରହି ଗୁରୁପୂର୍ଣ୍ଣମାର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ…