Browsing Category

ଆଞ୍ଚଳିକ

ବୃତ୍ତି ପରୀକ୍ଷାରେ ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲର କୃତିତ୍ୱ

ବାଲିଗୁଡା : ଚଳିତ ବର୍ଷ ୨୦୨୫-୨୬ ଶିକ୍ଷାବର୍ଷର ବୃତ୍ତି ପରୀକ୍ଷାରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲର ପଞ୍ଚମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ସୁଲଗ୍ନା ପଣ୍ଡା ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ବେଳେ ତୃତୀୟ ଶ୍ରେଣୀର ଛାତ୍ର ଶ୍ରୀବର୍ଦ୍ଧନ ମଲ୍ଲିକ ଷଷ୍ଠ ସ୍ଥାନ…

ବାହାଡାଝୋଲାକୁ ବ୍ଲକ ଦାବିରେ ବ୍ଲକ କ୍ରିୟାନୁଷ୍ଠାନ କମିଟି ପଞ୍ଚାୟତ ରାଜ ଓ ପାନୀୟ ଜଳ ମନ୍ତ୍ରୀଙ୍କୁ ଭେଟିଲେ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡାଝୋଲାକୁ ବ୍ଲକ ଦାବିରେ ବ୍ଲକ କ୍ରିୟାନୁଷ୍ଠାନ କମିଟି ବାହାଡାଝୋଲାର ପ୍ରତିନିଧି ମାନେ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକଙ୍କୁ ତାଙ୍କର ବାସ ଭବନରେ ଭେଟି ବ୍ଲକ ଗଠନ ପାଇଁ ଦାବି…

ଆସିକା ବିଜେଡ଼ି କାର୍ଯ୍ୟାଳୟ ଠାରେ ଜିଲ୍ଲା ଯୁବ ବିଜେଡ଼ି ସଭାପତି ଏବଂ ଆସିକା ବ୍ଲକ ଓ ନଗର ବିଜେଡ଼ି ସଭାପତି ଙ୍କୁ…

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ବ୍ଲକ ସଭାପତି ଭାବେ ନିମିନା ସରପଞ୍ଚ ବିଦ୍ୟାନ୍ତ କୁମାର ଚର୍ଚ୍ଚି ଙ୍କୁ ରାଜ୍ୟ ସଭାପତି ନିଯୁକ୍ତି କରିଥିବା ବେଳେ ଆସିକା ନଗର ବିଜେଡ଼ି ସଭାପତି ଭାବେ ପୁରୁଖା ନେତା ତାରିଣୀ ସେନାପତି ଙ୍କୁ ବିଜେଡ଼ି ସୁପ୍ରିମୋ ନିଯୁକ୍ତି…

ସାମାନ୍ୟ ବଚସାରୁ ଗୋଡେଇ ଗୋଡେଇ ଟାଙ୍ଗିଆରେ ହାଣି ହତ୍ୟା

ବାଲିଗୁଡ଼ା, ତା, ୧୯/୦୨ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାରଖମା ଫାଣ୍ଡି ଅନ୍ତର୍ଗତ ଗାଟିଙ୍ଗିଆ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି l ସାମାନ୍ୟ ବଚସାରୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆ ରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ରୁ ପ୍ରକାଶ ଯେ, ଉକ୍ତ ଗ୍ରାମର ସାମାନ୍ୟ ମାନସିକ…

ମୋହନ ମାଝୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ, ଦୁଇ ‘ସିଟି ଇକୋନୋମିକ ରିଜିୟନ’ ଗଠନ ପାଇଁ…

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟର ସନ୍ତୁଳିତ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବା ଦିଗରେ ଆଜି ସମ୍ବଲପୁର-ସୁନ୍ଦରଗଡ଼-ଝାରସୁଗୁଡ଼ା-ବରଗଡ଼ କ୍ଲଷ୍ଟର ଏବଂ ଅନୁଗୋଳ-ଢେଙ୍କାନାଳ କ୍ଲଷ୍ଟରକୁ ଦୁଇଟି ପୃଥକ ‘ସିଟି ଇକୋନୋମିକ ରିଜିୟନ’ ଭାବରେ ବିକଶିତ କରିବା…

ଶିକ୍ଷାନିକେତନର ୨୨ ତମ ବାର୍ଷିକ ଉତ୍ସବ ପାଳିତ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଟାଉନ ରେ ଥିବା ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶିକ୍ଷାନିକେତନର ୨୨ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ମହା ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ଅବସରରେ ବାଲିଗୁଡ଼ା ଏସଡିପିଓ ସୁଭମ୍ ଭୋଷଲେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଗତର ନାଥ…

ରାଉରକେଲାରେ ‘ଅପରେସନ୍ ସାଇବର କବଚ’: କ୍ରିକେଟ ବେଟିଂ ସିଣ୍ଡିକେଟ୍ ପର୍ଦ୍ଦାଫାଶ, ୬ ଗିରଫ ସହ ୩୦ ଲକ୍ଷରୁ ଅଧିକ ଟଙ୍କା…

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ‘ଅପରେସନ୍ ସାଇବର କବଚ’ ମାଧ୍ୟମରେ ପୋଲିସ ବୋଣ୍ଡାମୁଣ୍ଡା ଅଞ୍ଚଳରେ ଚାଲିଥିବା ଏକ ହାଇପ୍ରୋଫାଇଲ୍ ସଂଗଠିତ କ୍ରିକେଟ୍ ବେଟିଂ ସିଣ୍ଡିକେଟକୁ ଭାଙ୍ଗିବାରେ ସକ୍ଷମ ହୋଇଛି। ଚଳିତ ଟି-୨୦ ବିଶ୍ୱକପ୍ ସମୟରେ ଅବୈଧ…

ମଣିଷ-ହାତୀ ସଂଘର୍ଷ ହ୍ରାସ କରିବାକୁ ଟିପିଏସ୍ଓଡିଏଲ୍ ପକ୍ଷରୁ ‘ଗଜ ସଂରକ୍ଷଣ’ ପ୍ରକଳ୍ପ ଆରମ୍ଭ

ବ୍ରହ୍ମପୁର : ଟିପିଏସ୍ଓଡିଏଲ୍ ପକ୍ଷରୁ ମଣିଷ-ହାତୀ ସଂଘର୍ଷ ହ୍ରାସ କରିବା ପାଇଁ ଗଜ ସଂରକ୍ଷଣ ପ୍ରକଳ୍ପ ଆରମ୍ଭ କରାଯାଇଛି । ସ୍ବେଚ୍ଛାସେବୀ ସଂଗଠନ ସ୍ନେହା ସହାୟତାରେ ଘୁମୁସର ଉତ୍ତର ବନଖଣ୍ଡରେ ପାଇଲଟ୍ ପ୍ରକଳ୍ପ ଭାବେ ଏହା କାର୍ଯ୍ୟକ୍ଷମ କରାଯାଇଛି । ହାତୀଙ୍କୁ ବିଦ୍ୟୁତ ଆଘାତରୁ ଦୂରେଇ…

ପଞ୍ଚୁଦଣ୍ଡ ପରିଚାଳନା ସମିତି ତରଫରୁ ୩୭ ତମ ବାର୍ଷିକ ତେରଦଣ୍ଡ ମିଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୭ ତମ ବାର୍ଷିକ ତେରଦଣ୍ଡ ମିଳନ ସମାରୋହ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସମିତି ର ମୁଖ୍ୟ ପରିଚାଳକ ରାଜ କିଶୋର ଦାସ ଙ୍କ ଆବାହକତ୍ୱରେ ଗୋଇବନ୍ଧ ସ୍ଥିତ ସାତାଜାର୍ଗୀ ପଡିଆ ରେ ଅନୁଷ୍ଠିତ…

ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ୭ମ ବାର୍ଷିକ ଉତ୍ସବ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ରୁତୁଙ୍ଗିଆ ପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭ମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ନିରଞ୍ଜନ ବେହେରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ…