Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଆରୋଗ୍ୟ ଭାରତୀର ସ୍ବାସ୍ଥ୍ୟ ଶିବିର
ବ୍ରହ୍ମପୁର (୪/୭) : ପ୍ରାତଃ ବ୍ରହ୍ମପୁର, ହରିହର ନଗର ସ୍ଥିତ ହରିହର ଭେଟ ମନ୍ଦିର ପ୍ରାଙ୍ଗଣରେ ଏକ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଓ ସଚେତନl ଶିବିର ଅନୁଷ୍ଠିତ ହୋଇଯାଇଛି l ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ରୋଗୀଙ୍କ ରକ୍ତଚାପ, ମଧୁମେହ, ଗଣ୍ଠିବାତ, ଅମ୍ଳପିତ୍ତ ଓ ସ୍ତ୍ରୀ!-->!-->!-->…
କନ୍ଧମାଳର ସାହିତ୍ୟିକଙ୍କୁ ଜ୍ଞାନପ୍ରକାଶ ଦ୍ୱାରା ସମ୍ୱର୍ଦ୍ଧିତ
ଫୁଲବାଣୀ : ଆଜି ବୌଦ୍ଧର ଟାଉନ ହଲ ଠାରେଅଗ୍ରଣୀ ଅନୁଷ୍ଠାନ ଜ୍ଞାନପ୍ରକାଶ ଦ୍ୱାରା ରାଜ୍ୟର ବିଭିନ୍ନ ସାହିତ୍ୟିକ, ସମାଜ ସେଵୀ, କଳାକାର ମାନଙ୍କୁ ସେମାନଙ୍କ ପାରଦର୍ଶିତା ପାଇଁ ସମ୍ୱର୍ଦ୍ଧିତ କରାଯାଇଛି l କନ୍ଧମାଳ ତଥା ଓଡିଶାର ଜଣାଶୁଣା ସାହିତ୍ୟିକ ଡ଼ଃ ନୃସିଂହାନନ୍ଦ ମହାପାତ୍ର!-->!-->!-->…
ଦାଦନ ଖଟିବାକୁ ଯାଇ ଗାଁକୁ ଫେରିବା ସମୟରେ ଅଧାବାଟରୁ ନିରୁଦ୍ଦିଷ୍ଟ
ଦାରିଙ୍ଗବାଡ଼ି, (୩/୭) : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ଥାନା ଅନ୍ତର୍ଗତ ସ୍ଥାନୀୟ ମାରିଆ ପଲ୍ଲୀ ସାହିର ରାଜେନ୍ଦ୍ର ଦନା ବିଶୋଇ ଶୁକ୍ରବାର ଠାରୁ ନିଖୋଜ ଥିବା ନେଇ ପରିବାର ପକ୍ଷରୁ ବ୍ରାହ୍ମଣୀଗାଁ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି। ସୁଚନା ଅନୁସାରେ ଶ୍ରୀ ଦନା!-->!-->!-->…
ଭାଲୁ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ଅର୍ଜୁନ
ମାଲକାନଗିରି : ମାଲକାନଗିରି କୁଡୁମୁଲୁଗୁମ୍ମା ତହସିଲ ଅନ୍ତର୍ଗତ ଜା°ଗିରିଆ ସାହୀ ନିକଟ ଚିଲିପଦର ଜ°ଗଲରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଉକ୍ତ ସାହୀ ନିବାସୀ ଅର୍ଜୁନ ଛତରଲିଆ,ପି-ସନୀଆ,ବୟସ-୪୬ ଆଜି ସକାଳେ ନିଜ ଘରପାଇଁ କିଛି ମେଢା ସ°ଗ୍ରହ ନିମନ୍ତେ ନିକଟସ୍ଥ ଚିଲିପଦର ଜ°ଗଲକୁ ଯାଇଥିଲେ!-->…
ଗୀତାମନ୍ଦିରର ରତ୍ନମୁଦ ଉତ୍ସବ
ହିଞ୍ଜିଳିକାଟୁ (୩/୭) : ହିଞ୍ଜିଳିକାଟୁ ପୌରାଚଂଳର ବଇଁଚବଣିଆ ସ୍ଥିତ ଗୀତା ମନ୍ଦିର ସାହିରେ ଥିବା ଗୀତା ଭବନ ପରିସରରେ ଥିବା ରାଧାକୃଷ୍ଣ ପ୍ରାସାଦ ଜୀର୍ଣୋଦ୍ଧାର ଶ୍ରୀରାମଦୂତ ହନୁମାନ ନିର୍ମାଣାଧୀନ ନୂତନ ମନ୍ଦିରର ରଵିବାର ରତ୍ନମୁଦ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ!-->…
ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ବଡ଼ଖବର ସଂପାଦକଙ୍କ ଅନ୍ୟାୟ ଗିରଫ ଦାରୀର ନିନ୍ଦା
ବାଲିଗୁଡ଼ା : ବଡ ଖବର ର ସଂପାଦକ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାଶ ଙ୍କୁ ଆକ୍ରୋଶ ମୂଳକ ଭାବେ ଗିରଫକୁ କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ରାଜ୍ୟ ସରକାର ଇଓଡବ୍ଲୁ ଜରିଆରେ ଯେଉଁ ଭଳି ଉଦେଶ୍ୟ ମୂଳକ ଭାବରେ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ!-->…
ରାଣୀପଦର ଜଙ୍ଗଲରେ ବିଛେଇ ହୋଇ ପଡ଼ିଛି ଷ୍ଟାଣ୍ଡାର୍ଡ କମ୍ପାନୀର ନୂଆ ନୂଆ ଜିନ୍ ଓ ସାର୍ଟ
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲାର ରାଇଘର ବ୍ଲକର ପାରୁଆ ପଞ୍ଚାୟତର ରାଣୀପଦର ନୀଳଗିରି ଜଙ୍ଗଳରେ ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି | ଜଙ୍ଗଳ ଭିତରେ ଏଣେ ତେଣେ ବିଛେଇ ହୋଇ ପଡିଥିଲା ବ୍ରାଣ୍ଡେଡ କମ୍ପାନୀର ଜିନ ପେଣ୍ଟ ଓ ସାର୍ଟ | ଗାଁ ଲୋକେ ଜମିରେ ଏହି ଜଙ୍ଗଳ ରାସ୍ତା ଦେଇ କାମ କରିବା!-->…
ଗୋପବନ୍ଧୁ ଦାସଙ୍କ ୯୫ ତମ ପୁଣ୍ୟତିଥି ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ
ରାଜଗାଙ୍ଗପୁର/ ସୁନ୍ଦରଗଡ଼ (୦୩/୦୭) : ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୫ ତମ ପୁଣ୍ୟତିଥି ଉପଲକ୍ଷେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଡାଲମିଆ କମ୍ପାନୀ ର କର୍ମଚାରୀ ଓ "ସମାଜ " ର ମିଳିତ ଆନୁକୂଲ୍ୟରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରକୁ!-->…
ସାମ୍ବାଦିକଙ୍କ ପିତୃ ବିୟୋଗ
ଛତ୍ରପୁର : ଛତ୍ରପୁରର ଯୁବ ସାମ୍ବାଦିକ ତଥା ଛତ୍ରପୁର ପ୍ରେସ କ୍ଳବର ସମ୍ପାଦକ ସନ୍ତୋଷ କୁମାର ପାଢ଼ୀଙ୍କ ପିତା ହରିହର ପାଢ଼ୀଙ୍କ (77)ଆଜି ସକାଳେ କାଳିଆବାଲି ସ୍ଥିତ ନିଜସ୍ୱ ବାସଭବନ ବିୟୋଗ ଘଟିଛି l ସେ ସୁନାବେଡା ସ୍ଥିତ ଏଚ ଏ ଏଲ ଅବସରପ୍ରାପ୍ତ କର୍ମଚାରୀ ଥିଲେ l ସେ ଜଣେ ପରୋପକାରୀ,!-->!-->!-->…
ରାଉରକେଲା ବେଦବ୍ୟାସ ପୀଠରେ ଶ୍ରାବଣୀ ମେଳା ଆୟୋଜନ ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି…
ଜୁଲାଇ ୧୭ରୁ ଅଗଷ୍ଟ ୭ ତାରିଖ ଯାଏଁ ଚାଲିବ ମେଳା
ଟ୍ରାଫିକ ପରିଚାଳନା, ଆଲୋକୀକରଣ ଏବଂ ସଫେଇ ଉପରେ ବିଶେଷ ଗୁରୁତ୍ଵ
ରାଉରକେଲା : କୋଭିଡ୍ ମହାମାରୀ ପାଇଁ ଗତ ଦୁଇ ବର୍ଷ ହେଲା ସ୍ଥଗିତ ଥିବା ରାଉରକେଲାର ପ୍ରସିଦ୍ଧ ଶ୍ରାବଣୀ ମେଳା ଚଳିତ ବର୍ଷ ଆୟୋଜନ କରାଯିବ। ଏନେଇ ଶନିବାର ଦିନ!-->!-->!-->!-->!-->!-->!-->…