Browsing Category

ଆଞ୍ଚଳିକ

ମଣିପୁର ସେନା କ୍ୟାମ୍ପ ନିକଟରେ ମାଟିଅତଡ଼ା ଧସିବା ଘଟଣାରେ ୭ ଯବାନଙ୍କ ସହ ୧୪ ଜଣଙ୍କର ମୃତ୍ୟୁ

ଇମ୍ଫାଲ: ମଣିପୁରର ନୋନି ଜିଲ୍ଲାର ଏକ ସେନା ଶିବିରରେ ଭୂସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି | ତାଜା ସୂଚନା ମୁତାବକ ୭ ଜଣ ସେନା କର୍ମଚାରୀଙ୍କ ସମେତ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ୨୫ ଜଣ ଯବାନ ଏବେ ବି ମାଟି ତଳେ ଦବି ହୋଇରହିଛନ୍ତି | ବୁଧବାର ମଧ୍ୟରାତ୍ରିରେ ଏହି…

ଛାତ୍ରବତ୍ସଳ ଶିକ୍ଷକ ଚାକିରୀରୁ ଅବସର ଗ୍ରହଣ

ଫୁଲବାଣୀ : ଆଜି ଫୁଲବାଣୀ ଶିକ୍ଷକ ସମାଜରୁ ଜଣେ ନିଷ୍ଠାବାନ, କର୍ତ୍ତବ୍ୟ ପରାୟଣ, ଛାତ୍ର ବତ୍ସଳ ଶିକ୍ଷକ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ଶ୍ରୀ ଅନନ୍ତ କିଶୋର ଦାଶ ଉକୁସୁଗଣ୍ଡା ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ।ତାଙ୍କର ଅବସରରେ ଉକୁସୁଗଣ୍ଡା ଗ୍ରାମରେ…

ଶିକ୍ଷୟତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଚିତ୍ରକୋଣ୍ଡା(୩୦/୦୬) : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ସ୍ଥାନୀୟ ଚିତ୍ରକୋଣ୍ଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଶିକ୍ଷୟତ୍ରୀ ବିଦ୍ୟାବତୀ ବିହାରୀ ୨୦୦୫ ମସିହାରେ ବିଦ୍ୟାଳୟ ର ଶିକ୍ଷୟତ୍ରୀ ଭାବରେ ଯୋଗଦାନ କରିଥିଲେ l ଆଜି ୨୦୨୨ ମସିହା ଜୁନ ମାସ ୩୦ ତାରିଖରେ…

ଉପାନ୍ତ ଅଞ୍ଚଳରେ ସ୍ୱତନ୍ତ୍ର ଶିଶୁପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

ଚିତ୍ରକୋଣ୍ଡା(୩୦/୦୬) : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ଉପାନ୍ତ ପାପୁଲୁର ପଞ୍ଚାୟତ ସଭାଗୃହ ଠାରେ ପାପୁଲୁର ପଞ୍ଚାୟତ ଅନ୍ତର୍ଗତ ଅଙ୍ଗନବାଡି କର୍ମି ମାନଙ୍କ ଆୟୋଜନ ରେ କିଶୋରୀ ବାଳିକା ମାନଙ୍କୁ ନେଇ ପାପୁଲୁର  ଚିତ୍ରକୋଣ୍ଡା ବ୍ଲକ ଉପାଧକ୍ଷ ପଦ୍ମନାଭ ଦାନୀଏବଂ…

ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ୫ଟି ସାନ୍ତାଳୀ ଗ୍ରାମର ଆଦିବାସୀପରିବାରଙ୍କ ପୁଜାର୍ଚ୍ଚନା

ମାଲକାନଗିରି : ମାଲକାନଗିରି ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇ ରାଷ୍ଟ୍ରପ୍ରତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ କାମନା ପାଇଁ ତାଙ୍କ ଫଟୋଚିତ୍ର ରଖି ହଜାରରୁ ଉର୍ଦ୍ଧ୍ବ ମହିଳା ପୁରୁଷ ପ୍ରଥମେ ଜଙ୍ଗଲରେ ନିଜର ଇଷ୍ଟ ଦେବାଦେବୀଙ୍କୁ ପୁଜାର୍ଚନା କରିବା ସହ ଦ୍ରୌପଦୀ…

କନ୍ଧମାଳ ଜିଲ୍ଲାପାଳଙ୍କ ଅତର୍କିତ ଦାରିଙ୍ଗବାଡ଼ି ବ୍ଳକ ଗସ୍ତ

ଦାରିଙ୍ଗବାଡ଼ି (୩୦/୬) : କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଆଜି ଅତର୍କିତ ଭାବେ ଦାରିଙ୍ଗବାଡ଼ି ବ୍ଳକ ଗସ୍ତରେ ଆସି ବ୍ଲକର ବିଭିନ୍ନ ପଞ୍ଚାୟତର ଉପାନ୍ତ ଅଞ୍ଚଳକୁ ଗସ୍ତ କରିଛନ୍ତି । ପ୍ରଥମେ ଦାରିଙ୍ଗବାଡ଼ି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ବିଭିନ୍ନ ବିଭାଗର କାର୍ଯ୍ୟକୁ…

ଖଲ୍ଲିକୋଟ : ଘୋଷ ଯାତ୍ରା ପାଇଁ ରଥ, ପଥ, ଜଗନ୍ନାଥ ପ୍ରସ୍ତୁତ

ଖଲ୍ଲିକୋଟ : ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ଦିନ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ଉପଲକ୍ଷେ ଚଳିତ ବର୍ଷ ଖଲ୍ଲିକୋଟ ରେ ରଥଯାତ୍ରା ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ମନ୍ଦିର ସମୂହ କମିଟି ନିଷ୍ପତି ନେଇଥିବା ଜଣାପଡ଼ିଛି l ମହାରଣା ସେବକ ମାନେ…

ଇନ୍ଦ୍ରଦ୍ୟୁମ୍ନ ମଲ୍ଲିକ ହେଲେ ଦୁତିପଡା ସମବାୟ ସମିତିର ସଭାପତି

ଫୁଲବାଣୀ/ଖଜୁରିପଡ଼ା : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକ ଅନ୍ତର୍ଗତ ଦୂତୀମେଣ୍ଡି ଠାରେ ଥିବା ଦୁତିପଡ଼ା ବହୂମୂଖୀ ସମବାୟ ସମିତି ଲିଃ କାର୍ଯ୍ୟାଳୟରେ ସଭାପତି ପାଇଁ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ଏଥିରେ ନିର୍ବାଚନ ଅଧିକାରୀ ରାଧାକୃଷ୍ଣ ଆଚାରି ଯୋଗ ଦେଇ ନିର୍ବାଚନ…

ସାମାଜିକ ବାସନ୍ଦ ସମ୍ପର୍କରେ ଜିଲ୍ଲାସ୍ତରୀୟ କର୍ମଶାଳା

ମାଲକାନଗିରି : ମାନବବାଦୀ ହେତୁବାଦୀ ସଂଗଠନର ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ଟାଉନହଲ୍ ଠାରେ ସାମାଜିକ ବାସନ୍ଦ ସମ୍ପର୍କିତ ଏକ କର୍ମଶାଳା ଆୟୋଜିତ ହୋଇ ଯାଇଛି । ସଂଗଠନର କର୍ମକର୍ତ୍ତା ଲକ୍ଷ୍ମଣ ଚନ୍ଦ୍ର ଘରାମୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ କେ…

ବ୍ରହ୍ମପୁର : ଲାଞ୍ଜିପଲ୍ଲୀ ଫାଣ୍ଡି ଆଦାୟ ପ୍ରବଳ..!, କାମ ଦୁର୍ବଳ…!

ଚୋରୀ ଘଟଣା କୁ ୮ ଦିନ ବିତିଯାଇଥିଲେ ବି ପୋଲିସ ହାତ ଖାଲି...! ବ୍ରହ୍ମପୁର ପ୍ରତିନିଧି // ନିସର୍ତ୍ତ ନିୟୁଜ ବ୍ରହ୍ମପୁର : ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଧିନସ୍ଥ ଲାଞ୍ଜିପଲ୍ଲୀ ଫାଣ୍ଡି ଯାହାକି ମୁଖ୍ୟ ଥାନା ଠାରୁ ମାତ୍ର ୫ ସହ ମିଟର ଦୂରରେ ଅବସ୍ତିତ, ଅନେକ ଗୁଡିଏ କାରଣକୁ…